ମେଟ୍ରୋ

ଆଇଏଏସ୍‌ ବିଜୟ କେତନଙ୍କୁ ଜାମିନ

ଭୁବନେଶ୍ୱର,୩।୨(ବ୍ୟୁରୋ): ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ସୋମବାର ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ରେ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌…

ଷ୍ଟେଶନ ରୋଡ୍‌ରୁ ୪ ଲକ୍ଷ ଟଙ୍କାର ମଦ ଜବତ: ଖସିଗଲେ ମା’ ପୁଅ

କଟକ ରୋଡ,୩।୨: ରାଜଧାନୀରେ ଚୋରା ବ୍ୟବସାୟ ବେଧଡକ ଚାଲିଛି। ବିଭିନ୍ନ ଜାଗାରେ ବ୍ରାଉନସୁଗାର, ଗଞ୍ଜେଇ ସାଙ୍ଗକୁ ବିଦେଶୀ ଓ ଦେଶୀ ମଦ କାୟା ମେଲାଇଛି। ଦୀର୍ଘଦିନ ଧରି ଲକ୍ଷ୍ମୀସାଗର ଥାନା ଅଧୀନ ୬ନଂ ପ୍ଲାଟଫର୍ମ ଷ୍ଟୋନ ରୋଡରେ ଲକ୍ଷ୍ମୀସାଗର ଏବଂ କମିଶନରେଟ…

କଲ୍ୟାଣମଣ୍ଡପ ସିଲ୍‌ ଅଭିଯାନ ଆରମ୍ଭ

ଭୁବନେଶ୍ବର,୩।୨(ବ୍ୟୁରୋ): ବିନା ବିଲ୍ଡିଂ ପ୍ଲାନ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ ଥିବା କଲ୍ୟାଣମଣ୍ଡପକୁ ବିଏମସି କାରଣ ଦର୍ଶାଅ ନୋଟିସ କରିଥିଲା। ଜାନୁୟାରୀ ୩୧ ଏହାର ସମୟସୀମା…

ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ ରାସ୍ତାରେ ଭିଡ଼ ଅସମ୍ଭାଳ

ଭୁବନେଶ୍ୱର,୩।୨(ବ୍ୟୁରୋ): ସ୍ମାର୍ଟ ସିଟିରେ ଦିନକୁଦିନ ଟ୍ରାଫିକ୍‌ ସମସ୍ୟା ଜଟିଳ ହେବାରେ ଲାଗିଛି। ଏବେ କମିଶନରେଟ୍‌ ପୋଲିସ ପକ୍ଷରୁ କଳ୍ପନାରୁ ରାଜମହଲ ମୁଖ୍ୟରାସ୍ତା ସମେତ ବାପୁଜୀ ନଗର ବଜାରରେ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଥିବାବେଳେ ଏହା ଉପରେ ପୂରା ଫୋକସ୍‌ ଦେଉଛି। ଏପଟେ…

ଆକର୍ଷିତ କରୁଛି ଆଦିବାସୀ ମେଳା

ଭୁବନେଶ୍ୱର,୩ା୨(ବ୍ୟୁରୋ): ଆଦିବାସୀ ମେଳାକୁ ଛୁଟିଛି ଲୋକଙ୍କ ସୁଅ। ସାତ ଦିନରେ ୭ଲକ୍ଷରୁ ଅଧିକ ଦର୍ଶକ ମେଳା ବୁଲିବାକୁ ଆସିଥିବାବେଳେ କାରବାର ମଧ୍ୟ ସାଢ଼େ ତିନିକୋଟି ଟଙ୍କାକୁ ଟପିଗଲାଣି। ମେଳାର ୭ମ ସନ୍ଧ୍ୟାରେ ରେକର୍ଡ ସଂଖ୍ୟକ ଦେଢ଼ ଲକ୍ଷ ଲୋକ ଆସିଥିବାବେଳେ ଆଗାମୀ…

୧୨ ବର୍ଷ ପରେ ନ୍ୟାୟ ପାଇଲେ ଓପିଟିସିଏଲ୍‌ କର୍ମଚାରୀ

ଭୁବନେଶ୍ୱର,୩ା୨(ବ୍ୟୁରୋ): ଦୀର୍ଘ ୧୨ ବର୍ଷ ତଳେ ପଦୋନ୍ନତି ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଜଣେ ଓପିଟିସିଏଲ୍‌ କର୍ମଚାରୀଙ୍କ ପଦୋନ୍ନତି ହୋଇପାରୁ ନ ଥିଲା। ଏ ସଂକ୍ରାନ୍ତରେ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳି ନ…

ଏକାମ୍ର କ୍ଷେତ୍ରର ବିକାଶ ମାପଚୁପରେ ଲଟକିଛି

ପୁରୁଣା ଭୁବନେଶ୍ୱର,୩ା୨(ଡି.ଏନ୍‌.ଏ.): ଏକାମ୍ର କ୍ଷେତ୍ର ତଥା ଶ୍ରୀଲିଙ୍ଗରାଜ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ବିରାଟ ପରିକଳ୍ପନାର ରୂପାୟନ ନେଇ ସନ୍ଦେହ ଦେଖାଦେଲାଣି। ଦୀର୍ଘ ୨୦ ଦିନ ହେବ କେବଳ ମାପଚୁପରେ ନିଜକୁ ସୀମିତ ରଖିଛନ୍ତି ମିଳିତ ଟିମ୍‌। ବିଏମ୍‌ସି, ରାଜସ୍ବ…

ଫେବୃୟାରୀ ୧୩ରୁ ଅନ୍ତର୍ଜାତୀୟ ରେଡିଓ ମେଳା

ଭୁବନେଶ୍ୱର,୩ା୨(ବ୍ୟୁରୋ): ‘ଆଉଟ୍‌ରିଚ୍‌’ ପକ୍ଷରୁ ଆସନ୍ତା ୧୩ ଓ ୧୪ ତାରିଖରେ ୬ଷ୍ଠ ଅନ୍ତର୍ଜାତୀୟ ରେଡିଓ ମେଳା ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ହେବ। ବିଶ୍ୱ ରେଡିଓ ଦିବସ ଅବସରରେ ଆୟୋଜିତ ହେବାକୁ ଥିବା ଏହି ମେଳାରେ ଦେଶ ବିଦେଶର ବହୁ ରେଡିଓ ଷ୍ଟେଶନ…

ଜମି ଦେବାକୁ କହି ୫୫ଲକ୍ଷ ଠକେଇ: ବିଲ୍‌ଡର୍‌ ଗିରଫ

ଭୁବନେଶ୍ୱର,୩ା୨(ବ୍ୟୁରୋ): ଜମି ଦେବାକୁ କହି ୫୫ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶହୀଦନଗର ଥାନା ପୋଲିସ ଜଣେ ବିଲ୍ଡରଙ୍କୁ ଗିରଫ କରିଛି। ଗିରଫ ବିଲ୍ଡର ଜଣଙ୍କ ହେଲେ ଲକ୍ଷ୍ମୀସାଗର ଥାନା ବମିଖାଲ ଅଞ୍ଚଳରେ ରହୁଥିବା ସୁକାନ୍ତ କୁମାର ପ୍ରଧାନ। ରବିବାର ତାଙ୍କୁ କୋର୍ଟ…

ବାପୁଜୀନଗରରେ ଓ୍ବାନ୍‌ ଓ୍ବେକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୩ା୨(ବ୍ୟୁରୋ): ରାସ୍ତା ଉପରେ ଗାଡି ପାର୍କିଂ କରାଯାଉଥିବାରୁ କଳ୍ପନାରୁ ରାଜମହଲ ଛକ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦେଖା ଦେଉଥିଲା। ବାପୁଜୀନଗରକୁ ଯିବା ରାସ୍ତାରେ ଗାଡ଼ି ଚାଳକମାନେ ମନ ଇଚ୍ଛା ପ୍ରବେଶ ଏବଂ ପ୍ରସ୍ଥାନ କରୁଥିଲେ। ଯାହା ଫଳରେ ଟ୍ରାଫିକ ସମସ୍ୟା ଉକତ୍ଟ…

ସେସୁ : ଆଦାୟ ହେଲାଣି ୬୭.୨୯ କୋଟି ବକେୟା

ଭୁବନେଶ୍ୱର,୩ା୨(ବ୍ୟୁରୋ): ସେସୁ ପକ୍ଷରୁ ବକେୟା ବିଲ୍‌ ଆଦାୟ ଏବଂ ଖିଲାପକାରୀଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କାର୍ଯ୍ୟ ଜାରି ରହିଛି। ଏହିକ୍ରମରେ ରବିବାର ୬୫୨ଜଣ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କାଟି ଦିଆଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୦,୦୪୬ ସଂଯୋଗ କଟାଯାଇ ସାରିଲାଣି।…

୨ ଲୁହାପଥର ଖଣି ହାତେଇଲା ଜେଏସ୍‌ଡବ୍ଲ୍ୟୁ

ଭୁବନେଶ୍ୱର,୩ା୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାରଠାରୁ ବିଭିନ୍ନ ଖଣିର ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଣ୍ଟନ ପ୍ରକ୍ରିୟାର ପ୍ରଥମ ଦୁଇଦିନରେ ନୂଆଗାଁ ଏବଂ ନାରାୟଣପୋଷୀସ୍ଥିତ ଲୁହାପଥର ଖଣି ନିଲାମୀ ପ୍ରକ୍ରିୟା ସମାପ୍ତ ହୋଇଛି। ଏହି ୨ଟି ଲୁହାପଥର ଖଣି ଜେଏସ୍‌ଡବ୍ଲ୍ୟୁକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?