ମେଟ୍ରୋ

ପୁଣି ସଭାପତି ହଟାଇବାକୁ କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୪।୨(ବ୍ୟୁରୋ): କିଛିଦିନର ବିରତି ପରେ ପୁଣି କଂଗ୍ରେସର ପୁରୁଣା ରୋଗ ଦେଖିବା ପାଇଁ ମିଳିଛି। ଦଳର କେତେଜଣ ବରିଷ୍ଠ ନେତା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗାଦିରୁ ହଟାଇବା ପାଇଁ ଦାବି କରିବାକୁ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ମଙ୍ଗଳବାର…

ବାତିଲ ହେଲା ଗସ୍ତ, ୧୨ରେ ଓଡ଼ିଶା ଆସିବେନି ଶାହା

ଭୁବନେଶ୍ୱର,୪।୨(ବ୍ୟୁରୋ): ଆସନ୍ତା ୧୨ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିବାବେଳେ ଏହା ବାତିଲ ହୋଇଯାଇଛି। କେଉଁ କାରଣରୁ ଶାହାଙ୍କ ଗସ୍ତକୁ ବାତିଲ କରାଗଲା ସେନେଇ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ତେବେ ତାଙ୍କର ଭବିଷ୍ୟତ ଗସ୍ତ…

କରୋନାକୁ ନେଇ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଚିନ୍ତା: ଆଡଭାଇଜରି ଜାରି କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର,୪।୨(ବ୍ୟୁରୋ): ପ୍ରାଣଘାତକ କରୋନା ଭୂତାଣୁକୁ ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଆଗକୁ ପରୀକ୍ଷା ସମୟ ଥିବାରୁ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟକୁ ନଜର ରଖାଯିବ। କୌଣସି ଛାତ୍ରୀଛାତ୍ର ଥଣ୍ଡା…

ସିଲ୍‌ ହେଲା ଓୟୁଏଟି କୁକୁଡା ଫାର୍ମ

ଭୁବନେଶ୍ୱର,୪।୧(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁକୁଡ଼ା ଫାର୍ମ ମଙ୍ଗଳବାର ସିଲ୍‌ କରାଯାଇଛି। ବାର୍ଡ ଫ୍ଲୁ ଯୋଗୁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ୩ ମାସ ପାଇଁ ଏହାକୁ ସିଲ୍‌ କରାଯାଇଛି। ପ୍ରତି ୧୫ଦିନ ଅନ୍ତରରେ ଫାର୍ମକୁ ବିଶୋଧନ…

୬ ବର୍ଷରୁ ଅଧିକ ରହିପାରିବେନି ବିଇଓ, ଡିଇଓ ଅଫିସରେ ଥିବା କିରାଣି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୪।୧(ବ୍ୟୁରୋ): ଏଣିକି ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଓ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ କିରାଣିଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି ମଙ୍ଗଳବାର ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଯେଉଁ କିରାଣିମାନେ ୬ ବର୍ଷରୁ…

ଅଦିନିଆ ବର୍ଷା: ଫସଲ ପରିଚାଳନା ପାଇଁ ଓୟୁଏଟି ପକ୍ଷରୁ କୃଷି ପରାମର୍ଶ

ଭୁବନେଶ୍ୱର,୪।୧(ବ୍ୟୁରୋ): ଦକ୍ଷିଣ କୋଙ୍କଣ ଓ ଗୋଆ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲାରେ ୩ରୁ ୭ ତାରିଖ ପର୍ଯ୍ୟନ୍ତ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ବିଭିନ୍ନ ଫସଲର ସୁପରିଚାଳନା ପାଇଁ ଓୟୁଏଟି ପକ୍ଷରୁ ଚାଷୀଙ୍କୁ…

ରାଜଧାନୀରେ ବେଆଇନ ମଣ୍ଡପ ସିଲ୍‌ ପ୍ରକ୍ରିୟା ଜାରି

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜଧାନୀରେ ବେଆଇନ ମଣ୍ଡପ ସିଲ ପ୍ରକ୍ରିୟା ଦ୍ୱିତୀୟ ଦିନରେ ପହଞ୍ଚିଛି। ମଙ୍ଗଳବାର ପ୍ରଥମେ ଏକାମ୍ର କଲେଜ ପାଖରେ ଥିବା ଗୋଖି ବାବା କଲ୍ୟାଣ ମଣ୍ଡପକୁ ସିଲ କରିଛନ୍ତି ବିଏମ୍‌ସି ଓ ବିଡିଏର ମିଳିତ ସ୍କ୍ବାଡ। ବେଆଇନ କଲ୍ୟାଣ ମଣ୍ଡପରେ ପହଞ୍ଚିବା…

ଡିଜିପିଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ପୋଲିସବାବୁ : ଅନ୍ୟର ଜାଗାରେ ଚଳାଇଛନ୍ତି ଘର ନିର୍ମାଣ

ଭୁବନେଶ୍ୱର,୪।୨(ବ୍ୟୁରୋ): ଅନ୍ୟକୁ ନ୍ୟାୟ ଦେବା ପାଇଁ ପୋଲିସ ପୋଷାକ ପିନ୍ଧିଥିବା ଜଣେ ଅଧିକାରୀ ନିଜେ ଅନ୍ୟାୟର ରାସ୍ତା ଧରିଛନ୍ତି। ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅନ୍ତର୍ଗତ ନଖରା ଗ୍ରାମରେ ଅନ୍ୟର ୨୦୦ ବର୍ଗଫୁଟ ଜମି ଜବରଦସ୍ତ ଦଖଲ କରି ଘର ନିର୍ମାଣ…

ସର୍ବକ୍ଷମା ଅବଧି ବୃଦ୍ଧି ଦାବି

ଭୁବନେଶ୍ୱର,୪।୨(ବ୍ୟୁରୋ): ଯେଉଁମାନେ ସହରାଞ୍ଚଳରେ କୋଠାବାଡ଼ି ନିର୍ମାଣ ପାଇଁ ପ୍ଲାନ୍‌ ନେଇ ମଞ୍ଜୁରୀଠାରୁ ଅଧିକ ନିର୍ମାଣ କରିଛନ୍ତି କିମ୍ବା ନ ନେଇ ଘର ତିଆରି କରିଛନ୍ତି, ସେମାନେ ଜରିମାନା ଦେଇ ବେଆଇନ ନିର୍ମାଣକୁ ଆଇନସିଦ୍ଧ କରିପାରିବେ। ଏଥିପାଇଁ ୨୦୧୮ ଜୁନ୍‌ରୁ ରାଜ୍ୟ ସରକାର…

ଜାତୀୟସ୍ତରରେ ପ୍ରଦର୍ଶିତ ହେବ ଓଡ଼ିଶା ଆଦିବାସୀଙ୍କ ବୀରତ୍ୱ

ଭୁବନେଶ୍ୱର,୪।୨(ବ୍ୟୁରୋ): ଦେଶର ସ୍ବାଧୀନତା ସଂଗ୍ରାମ ପାଇଁ ଲଢ଼େଇ କରି ନିଜ ସାହସିକତାର ପରିଚୟ ଦେଇଥିବା ଓଡ଼ିଆ ଆଦିବାସୀଙ୍କ ବୀରତ୍ୱ ସମ୍ପର୍କରେ ଜାତୀୟସ୍ତରରେ ପ୍ରଦର୍ଶିତ କରାଯିବ। ଗୁଜରାଟର ନର୍ମଦା ଜିଲାସ୍ଥିତ ଗରୁଡ଼େଶ୍ୱର ଗାଁରେ ସ୍ଥାପନ ହେବାକୁ ଥିବା ଜାତୀୟ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ…

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୪।୨(ବ୍ୟୁରୋ): ରାଜ୍ୟ ସରକାର ସୋମବାର ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅଭୟ କୁମାର ନାୟକଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ…

ଗତବର୍ଷ ଅପେକ୍ଷା ବଢ଼ିଛି ଧାନ ସଂଗ୍ରହ: ଧାର୍ଯ୍ୟ ଲକ୍ଷ୍ୟର ୭୯% ଧାନ ସଂଗ୍ରହ ସରିଛି

ଭୁବନେଶ୍ୱର,୪।୨(ବ୍ୟୁରୋ): ସାରା ରାଜ୍ୟରେ ଚଳିତ ଖରିଫ୍‌ ଧାନ ସଂଗ୍ରହ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଚାଲିଛି। ଫେବୃୟାରୀ ୩ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ବାରା ୩୯ ଲକ୍ଷ ୫୦ ହଜାର ୭୮୫ କୁଇଣ୍ଟାଲ୍‌ ଧାନ ସଂଗ୍ରହ କରାଯାଇଛି। ଯାହା ଧାର୍ଯ୍ୟ ଲକ୍ଷ୍ୟର ୭୯ପ୍ରତିଶତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?