ମେଟ୍ରୋ

୩ ଦିନରେ ୧୦ ମଣ୍ଡପ ସିଲ୍‌, ୭୦ ହଜାର ଜରିମାନା

ଭୁବନେଶ୍ୱର, ୬ା୨(ବ୍ୟୁରୋ): ବିନା ବିଲ୍ଡିଂ ପ୍ଲାନ୍‌ ଅନୁମୋଦନରେ କୋଠା ର୍ନିମାଣ, ବିନା ଟ୍ରେଡ୍‌ ଲାଇସେନ୍ସରେ ବ୍ୟବସାୟ, ହୋଲ୍ଡିଂ ଟିକସ ଫାଙ୍କି, ପାର୍କିଂ ସୁବିଧା ନ ଥିବା କଲ୍ୟାଣ ମଣ୍ଡପ ଓ ବିବାହ ମଣ୍ଡପକୁ ବିଏମ୍‌ସିି ପକ୍ଷରୁ ସିଲ୍‌ ପ୍ରକ୍ରିୟା ଜାରି ରହିଛି।…

ଶ୍ରୀଲିଙ୍ଗରାଜ କ୍ଷେତ୍ର ପ୍ରତି ଚରମ ଅବହେଳା

ପୁରୁଣା ଭୁବନେଶ୍ୱର,୬ା୨ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ କ୍ଷେତ୍ରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ବିଭିନ୍ନ ସ୍ଥାନରେ ଉଚ୍ଛେଦ ଯୋଗୁ ମନ୍ଦିର ସମ୍ମୁଖ ରାସ୍ତା ବନ୍ଦ କରାଯାଇଛି। ଏହି କାରଣରୁ ବିଏମ୍‌ସି ଡାକ୍ତରଖାନା ଓ ରକ୍ତଭଣ୍ଡାର ଉପରେ ନିର୍ଭର କରି ଆସୁଥିବା ଆଖପାଖ ଅଞ୍ଚଳର…

କଳା, କଳାକାରଙ୍କ କଥା କହିବେ ବୋସ୍‌ କ୍ରିଷ୍ଣାଚାରୀ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଜେ.ଡି. ସେଣ୍ଟର ଅଫ୍‌ ଆର୍ଟ(ଜେଡିସିଏ)ର ଫିଲ୍ମ ଫୋରମ୍‌ ଆନୁକୂଲ୍ୟରେ ଫେବୃୟାରୀ ୭ରୁ ୯ ଯାଏ ଆୟୋଜିତ ହେବ କଳା ଓ କଳାକାର ଆଧାରିତ ତ୍ରୟୋଦଶ ଅନ୍ତର୍ଜାତୀୟ ପ୍ରାମାଣିକ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ। ଏଥର ଏହି ଉତ୍ସବ କିଛି ନିଆରା ବ୍ୟକ୍ତିତ୍ୱଙ୍କ…

କର୍କଟ ପୀଡ଼ିତଙ୍କ ପାଣ୍ଠି ସଂଗ୍ରହ ପାଇଁ ନିଆରା ପ୍ରୟାସ

ଭୁବନେଶ୍ୱର, ୬ା୨(ବ୍ୟୁରୋ): କର୍କଟ ପୀଡିତଙ୍କ ପାଣ୍ଠି ସଂଗ୍ରହ ପାଇଁ ରେଡ୍‌ ସ୍ବସ୍ତିକ ସୋସାଇଟି ଓଡ଼ିଶା ଶଖା, ସମ୍ପଲି କେୟାର କ୍ଲିନିକ୍‌ ଓ ଲାୟନ ମିନତୀ ବେହେରା କ୍ୟାନ୍‌ସର ଫାଉଣ୍ଡେଶନର ମିଳିତ ଉଦ୍ୟମରେ ସୂଚନା ଭବନରେ ଏକ ନିଆରା ସଙ୍ଗୀତ କାର୍ଯ୍ୟକ୍ରମ ବୁଧବାର…

ସଷ୍ଟେନେବଲ୍‌ ଫ୍ୟାଶନ, ଓଡ଼ିଶା ହସ୍ତତନ୍ତ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଗ୍ଲୋବାଲ ଓ୍ବାର୍ମିଂ ଏବେ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଥିବାବେଳେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ସମସ୍ତ ରାଷ୍ଟ୍ର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏବେଠାରୁ ମଣିଷ ସଚେତନ ନ ହେଲେ ପରିସ୍ଥିତି ଆହୁରି ଭୟଙ୍କର ହେବାସହ ଆଗାମୀ ପିଢ଼ି ତିଷ୍ଠି…

ଜବରଦଖଲକୁ ବିରୋଧ, ରାସ୍ତାକୁ ଓହ୍ଲାଇବେ ୫୦୦ ପରିବାର

ଭୁବନେଶ୍ୱର, ୬ା୨(ବ୍ୟୁରୋ): ପାଇକନଗରରେ ଚାଲିଥିବା ଜମି ବିବାଦ ଘଟଣାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରୁନାହିଁ। ୫୦୦ରୁ ଊର୍ଦ୍ଧ୍ୱ ପରିବାର ଉକ୍ତ ସରକାରୀ ଜମି ଉପରେ ନିର୍ଭର କରୁଛନ୍ତି। ହେଲେ ବିଲ୍‌ଡର ଉକ୍ତ ଜମିରେ ନିଜର କନଷ୍ଟ୍ରକଶନ କାର୍ଯ୍ୟ ଜାରି ରଖିଛନ୍ତି। ବୁଧବାର…

ପୃଥକ୍‌ ସଂଗ୍ରହ ହେବ ଓଦା, ଶୁଖିଲା ବର୍ଜ୍ୟ

ଭୁବନେଶ୍ୱର, ୬ା୨ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସଭାଗୃହରେ ବର୍ଜ୍ୟ ସଂଗ୍ରହ ଜନିତ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ପ୍ରତ୍ୟେକ ପରିବାରରୁ ପୃଥକ୍‌ ଭାବେ ସଂଗ୍ରହ କରିବାକୁ ଚାଲୁ ରହିଥିବା ଚେଷ୍ଟା…

ରଙ୍ଗ୍‌ ସାଇଡ୍‌ରେ ଗଲେ ଚକ କଣା କରିଦେବ ‘ଟାୟାର କିଲର’

ଭୁବନେଶ୍ୱର,୬ା୨(ବ୍ୟୁରେ): ନୂଆ ନୂଆ ଆଇନ ଲାଗୁ କରାଯିବା ସହ ଅଧିକ ଜରିମାନା ସତ୍ତ୍ୱେ ଲୋକେ ସୁଧୁରୁନାହାନ୍ତି। ବିଶେଷକରି ରଙ୍ଗ୍‌ ସାଇଡ୍‌ରେ ଗାଡ଼ି ଚାଳନା ଯୋଗୁ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏଣିକି ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ୍‌ କରିବାକୁ କମିଶନରେଟ ପୋଲିସ କଡ଼ା…

ବସ୍‌ଷ୍ଟାଣ୍ଡରେ ମିଳିବ ଶପିଂ ମଲ୍‌, ମଲ୍ଟିପ୍ଲେକ୍ସ ସୁବିଧା

ଭୁବନେଶ୍ୱର, ୫ା୨(ବ୍ୟୁରୋ): ରାଜ୍ୟର ସମସ୍ତ ବସ୍‌ଷ୍ଟାଣ୍ଡଗୁଡ଼ିକର ଉନ୍ନତୀକରଣ ହେବ। ସେଠାରେ ଶପିଂ ମଲ୍‌ କରାଯିବାକୁ ଯୋଜନା ଥିବାବେଳେ ଆବଶ୍ୟକସ୍ଥଳେ ବଡ଼ ବସ୍‌ଷ୍ଟାଣ୍ଟଗୁଡ଼ିକରେ ମଲ୍ଟିପ୍ଲେକ୍ସର ବ୍ୟବସ୍ଥା ମଧ୍ୟ କରାଯିବ। ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବାକୁ ଲକ୍ଷ୍ୟ ରଖି ବସ୍‌ଷ୍ଟାଣ୍ଡଗୁଡ଼ିକରେ ଏଭଳି ଅତ୍ୟାଧୁନିକ ସୁବିଧାସୁଯୋଗ…

ରଙ୍ଗ୍‌ ଡ୍ରାଇଭିଂ କଲେ ଚକା ଲିକ !

ଭୁବନେଶ୍ୱର,୫।୧(ବ୍ୟୁରୋ): ରାସ୍ତାରେ ରଙ୍ଗ୍‌ ଡ୍ରାଇଭିଂକୁ ରୋକିବା ପାଇଁ ଲାଗିବ ସ୍ପାଇକ୍‌ ବ୍ୟାରିଅର। ଏ ନେଇ କମିଶନରେଟ ପୋଲିସ ନିଷ୍ପତ୍ତି ନେଇଛି। କଟକ ଓ ଭୁବନେଶ୍ୱରର ୨୪୨ଟି ସ୍ଥାନରେ ରଙ୍ଗ୍‌ ଡ୍ରାଇଭିଂ ପଏଣ୍ଟ ରହିଛି। ସେଥିମଧ୍ୟରୁ ଦ୍ୱେତନଗରୀର ୩୨ଟି ସ୍ପର୍ଶକାତର ସ୍ଥାନ ଚିହ୍ନଟ…

ଏବେ ମଧ୍ୟପ୍ରଦେଶ ଫେରିବନି ‘ସୁନ୍ଦରୀ’

ଭୁବନେଶ୍ୱର,୫।୨(ବ୍ୟୁରୋ): ସାତକୋଶିଆରୁ ବାଘୁଣୀ ‘ସୁନ୍ଦରୀ’ କାହ୍ନା ଅଭୟାରଣ୍ୟ ଫେରିଯିବା ନେଇ ବିଭିନ୍ନ ପ୍ରକ୍ରିୟା ଚାଲିଥିବା ବେଳେ ଏବେ ଏହା ବିଳମ୍ବ ହୋଇପାରେ। ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟ ଘୋରେଲାରେ ଏବେ ୨ଟି ବାଘ ଅଛନ୍ତି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ସୁନ୍ଦରୀକୁ ସ୍ଥାନାନ୍ତର…

ବଦଳିଲା ପାଗ: ବଢ଼ିପାରେ ଶୀତ

ଭୁବନେଶ୍ୱର,୫।୨(ବ୍ୟୁରୋ): ପୁଣି ପାଗରେ ପରିବର୍ତ୍ତନ ଘଟିଛି। ବୁଧବାର ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୧୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?