ମେଟ୍ରୋ

ସମସ୍ତ ଷ୍ଟ୍ରିଟ୍‌ ଭେଣ୍ଡର ପାଇବେ ଆର୍ଥିକ ସହାୟତା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପିଏମ୍‌ ସ୍ବନିଧି ଯୋଜନାରେ ଭୁବନେଶ୍ୱରର ଷ୍ଟ୍ରିଟ୍‌ ଭେଣ୍ଡର ୧୦ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପାଇବେ। ଏଥିପାଇଁ ପଞ୍ଜୀକୃତ, ଅଣପଞ୍ଜୀକୃତ ସମସ୍ତ ଭେଣ୍ଡର ଆବେଦନ କରିପାରିବେ। ଆବେଦନକାରୀମାନେ ନିକଟତମ ଜନସେବା କେନ୍ଦ୍ରକୁ ଯାଇ ୫୫ଟଙ୍କା ଫି’ ଓ…

ସିଲାବସ୍‌ ହ୍ରାସ ପାଇଁ ପ୍ରକ୍ରିୟା ଶେଷ

ଭୁବନେଶ୍ୱର,୨୪ା୮(ବ୍ୟୁରୋ): କରୋନା ସଙ୍କଟ ପାଇଁ ପିଲାଙ୍କ ପାଠପଢ଼ା ବୋଝକୁ ହାଲୁକା କରାଯିବ। ୨୦୨୦-୨୦୨୧ ଶିକ୍ଷାବର୍ଷ ପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ହ୍ରାସ କରାଯିବ। ଏ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ନୂତନ…

ଆଜିଠୁ ଆଉଏକ ଲଘୁଚାପ: ୩ଦିନ ପ୍ରବଳ ବର୍ଷା, ଉଜାଡ଼ିବ ଚାଷ

ଭୁବନେଶ୍ୱର, ୨୪।୮(ବ୍ୟୁରୋ): କରୋନା ମହାମାରୀ ଜୀବନକୁ ଅସ୍ତବ୍ୟସ୍ତ କରିଥିବାବେଳେ କ୍ରମାଗତ ଲଘୁଚାପ ବର୍ଷା ଚାଷ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଅଗଷ୍ଟ ପ୍ରଥମ ସପ୍ତାହରୁ ଲଗାତର ୩ଟି ଲଘୁଚାପ ଯୋଗୁ ରାଜ୍ୟରେ ଅଧିକାଂଶ ଜିଲାରେ ଚାଷ ଜମି ଜଳମଗ୍ନ ରହିଛି।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୯ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୨୩।୮(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୭୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମ ଜିଲାରୁ ୨୬୫, ସୁନ୍ଦରଗଡରୁ ୧୭୮, କଟକରୁ ୧୭୨, କୋରାପୁଟରୁ ୧୫୩, ଭଦ୍ରକରୁ ୧୪୪, ନୟାଗଡରୁ ୧୩୦, କନ୍ଧମାଳରୁ ୧୨୨,…

ଭୁବନେଶ୍ୱରରେ ପୁଣି ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୩।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ରବିବାର ପୁଣି ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୭ ଜଣଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୨୦୬ ଜଣ ଚିହ୍ନଟ ହୋଇଥିବାବେଳେ ୧୧୧ ଲୋକାଲ କଣ୍ଟାକ୍ଟ କେସ ରହିଛି। ବାଣୀବିହାର ପଥର ବନ୍ଧରୁ ୪ ଜଣ, ରସୁଲଗଡ ଜିଜିପି କଲୋନୀରୁ…

ବନ୍ଧାପଡ଼ିଥିବା ଜମିକୁ ବିକି ଠକି ନେଲେ କୋଟିଏ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ବ୍ୟାଙ୍କ୍‌ରେ ବନ୍ଧା ପଡିଥିବା ଜମିକୁ ବିକ୍ରି କରି ଦୁଇଭାଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଯାଇଛନ୍ତି। ଏପରିକି ବ୍ୟାଙ୍କ୍‌ ନିଲାମ ଡାକିବା ପରେ ଜମି କିଣିଥିବା ବ୍ୟକ୍ତି ଏହା ଜାଣିପାରିଥିଲେ। ଏ ନେଇ ଠକେଇର ଶିକାର ହୋଇଥିବା ବ୍ୟକ୍ତି ୨ଭାଇଙ୍କୁ…

ସାଇବର ଠକେଇରେ ସରକାରୀ କର୍ମଚାରୀ: ପୁରସ୍କାର ଲୋଭରେ ହରାଇଲେ ୨ଲକ୍ଷ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ରାଜଧାନୀରେ ଆଉଏକ ସାଇବର ଠକେଇ ଘଟଣା ଘଟିଛି। ଠକେଇର ଶିକାର ହୋଇଛନ୍ତି ଶହୀଦନଗର ଥାନା ଅନ୍ତର୍ଗତ ଆଇଏମ୍‌ଏମ୍‌ଟି କ୍ୟାମ୍ପସରେ ରହୁଥିବା ଗିରିରାଜ ଦର୍ଜୀ। ସାଇବର ଠକମାନେ ତାଙ୍କୁ ପୁରସ୍କାରର ଲୋଭ ଦେଖାଇ ପାଖାପାଖି ୨ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ…

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ଆଜି ହେଉଛି ନୂଆଁଖାଇ ପର୍ବ। ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ସମ୍ବଲପୁରୀ ଭାଷାରେ ଟୁଇଟ୍‌ କରି ନୂଆଁଖାଇର ଜୁହାର ଜଣାଇବା ସହ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା…

କାର୍ଯ୍ୟକାରୀ ହେବ ୬୦୨କୋଟିର ବନ ପ୍ରକଳ୍ପ

ଭୁବନେଶ୍ୱର, ୨୩।୮(ବ୍ୟୁରୋ): ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ୨୦୨୦-୨୧ ଆର୍ଥତ୍କ ବର୍ଷରେ ୬୦୨କୋଟି ଟଙ୍କାର ବନ ପ୍ରକଳ୍ପ କାର୍ଯ୍ୟକାରୀ କରିବ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସଂଯୋଜନା କମିଟି ଦ୍ୱାରା ଏସବୁ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଏକ୍ଷେତ୍ରରେ ୭୦କୋଟି…

ରାଜ୍ୟରେ ୪୦୦ ଟପିଲା ମୃତ୍ୟୁ ସଂଖ୍ୟା: ଆଉ ପୁଣି ୧୦ ମୁଣ୍ଡ ନେଲା କରୋନା, ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ବଲାଙ୍ଗୀରର ୪୭ ବର୍ଷୀୟ ବ୍ୟକ୍ତି, କଟକର ୮୭ ବର୍ଷୀୟା ବୃଦ୍ଧା ଓ ୭୫ ବର୍ଷୀୟ ବୃଦ୍ଧ, ଗଜପତିର ୪୫ ବର୍ଷୀୟ ବ୍ୟକ୍ତି, ଗଞ୍ଜାମର ୬୦ ବର୍ଷୀୟ ବୃଦ୍ଧ, ୬୧…

ରାଜ୍ୟରେ ବେଲଗାମ କରୋନା: ୩୦ ଜିଲାରୁ ଆଜି ଚିହ୍ନଟ ହେଲେ ଆଉ ୨,୯୯୩ ଆକ୍ରାନ୍ତ; ଜାଣନ୍ତୁ..

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଓଡ଼ିଶାରେ ବେଲଗାମ ହୋଇପଡ଼ିଛି କରୋନା। ରବିବାର ରାଜ୍ୟରେ ୨,୯୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧,୮୭୯ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୧,୧୧୪ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୮,୫୩୦କୁ ବୃଦ୍ଧି ପାଇଛି।…

ଯୁବ ବର୍ଗଙ୍କ ପାଇଁ ବାୟୋଫ୍ଲକ୍‌ ଯୋଜନା: କମ୍‌ ଜମିରେ ଅଧିକ ମାଛ ଉତ୍ପାଦନ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଶିକ୍ଷିତ ଯୁବବର୍ଗଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବାୟୋଫ୍ଲକ ପଦ୍ଧତି ମାଧ୍ୟମରେ ସଘନ ମାଛ ଚାଷ ପ୍ରୋତ୍ସାହନ ନାମରେ ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି। ରାଜ୍ୟର ଉଦ୍ୟୋଗୀ, ଶିକ୍ଷିତ ବେକାର ଯୁବବର୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?