ଘରେ ବସି କାମ ଖୋଜିପାରିବେ ପ୍ରବାସୀ:ସହାୟକ ହେବ ‘ମୋ ସହାୟ’ ପୋର୍ଟାଲ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): କରୋନା ଓ ଲକ୍ଡାଉନ୍ ଯୋଗୁ କାମ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବାରେ ସହଯୋଗ କରିବ ସ୍ବତନ୍ତ୍ର ଆପ୍ଲିକେଶନ। ଘରେ ବସି ଅନ୍ଲାଇନରେ ନିଜ ଦକ୍ଷତା ଅନୁଯାୟୀ ଚାକିରି ବା କାମ ଖୋଜିପାରିବେ ଶ୍ରମିକ। ଘରେ ବସିଥିବା ଲକ୍ଷାଧିକ ପ୍ରବାସୀ…
୨୪ ଘଣ୍ଟାରେ ମୌସୁମୀ: କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୦।୬(ବ୍ୟୁରୋ)-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଏଥିପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ…
କୋଭିଡ କଟକଣା ଭିତରେ ଟେଷ୍ଟିଂ: ୧୮ରୁ ଡିଏଲ, ୨୯ରୁ ଏଲ୍ଏଲ୍
ଭୁବନେଶ୍ୱର,୧୦ା୬ (ବ୍ୟୁରୋ)- ମହାମାରୀ କରୋନା ପାଇଁ ବନ୍ଦ ହୋଇଥିବା ଡିଏଲ ଓ ଏଲଏଲ ଟେଷ୍ଟିଂ ପୁଣିଥରେ ଆରମ୍ଭ ହେବ। ଏ ନେଇ ରାଜ୍ୟ ସଡକ ଓ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସାମାଜିକ ଦୂରତା ଏବଂ କୋଭିଡ କଟକଣା ଭିତରେ ଏହି…
୬ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି
ଭୁବନେଶ୍ୱର, ୧୦।୬(ବ୍ୟୁରୋ)-ରାଜ୍ୟର ୬ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ରମାବେଦୀ ମହିଳା ବିଶ୍ୱବିଦ୍ୟାଳୟ, ଖଲିକୋଟ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ତଥା କୁଳାଧିପତି ୩ମାସ କାର୍ଯ୍ୟକାଳ…
ମୋ’ ବସରେ କ୍ୟୁଆର୍ କୋଡ୍ ସେବା ଆରମ୍ଭ
ଭୁବନେଶ୍ୱର, ୧୦ା୬ (ବ୍ୟୁରୋ)-କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍)ତରଫରୁ ମୋ’ ବସ୍ରେ କ୍ୟାସଲେସ୍ ଟିକେଟ୍ ସେବାର ଆରମ୍ଭ ହୋଇଛି। ଏହା କୋରୋନା ସମୟର ଏକ ମୁଖ୍ୟ ଭୟ (ନୋଟ୍ ଏବଂ ଖୁଚୁରା)ର ଆଦାନପ୍ରଦାନ ଜନିତ ସମ୍ପ୍ରସାରଣକୁ କମ୍ କରିବା ଦିଗରେ ଏକ…
ଭୁବନେଶ୍ୱରରୁ ପୁଣି ୬ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର,୧୦।୬(ବ୍ୟୁରୋ)-ଭୁବନେଶ୍ୱରରେ ବୁଧବାର ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲ ଏବଂ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏମ୍ସର ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କର୍ମଚାରୀ ଏବଂ ଜଣେ ଛାତ୍ର…
ପୁଣି ସୁସ୍ଥ ହେଲେ ୧୪୯
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସୁସ୍ଥ ସଂଖ୍ୟା ୨୨୮୨ରେ ପହଞ୍ଚିଛି। ଏନେଇ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୫୭…
ଆଗାମୀ କିଛି ସପ୍ତାହ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ଜନିତ ମୁତ୍ୟୁହାର ବହୁ କମ୍ ରହିଛି। ଏହାକୁ ଆହୁରି କମ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କୋଭିଡ୍ ମ୍ୟାନେଜ୍ମେଣ୍ଟ ସଂକ୍ରାନ୍ତୀୟ ଏକ ବୈଷୟିକ କର୍ମଶାଳାରେ ଯୋଗଦେଇ…
ସପ୍ତାହକୁ ୫ଦିନ ଶଟ୍ଡାଉନ୍ ଖବର ଗୁଜବ
ଭୁବନେଶ୍ୱର, ୧୦।୬(ବ୍ୟୁରୋ): ରାଜ୍ୟର ୧୧ଟି ଜିଲାରେ ସପ୍ତାହକୁ ୫ଦିନ ଶଟ୍ଡାଉନ ହେବା ନେଇ ଏକ ଖବର ଚାରିଆଡ଼େ ବ୍ୟାପିବାରେ ଲାଗିଛି। କିନ୍ତୁ ଏହି ଖବର ଗୁଜବ ବୋଲି ଏସ୍ଆର୍ସି ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଯେଉଁ ନିୟମ ରହିଥିଲା, ତାହା…
କେବଳ ଶନି-ରବିବାର ଶଟ୍ଡାଉନ୍; ଉଡ଼ା ଖବରକୁ ବିଶ୍ୱାସ କରନ୍ତୁ ନାହିଁ: ଏସ୍ଆର୍ସି
ଭୁବନେଶ୍ୱର,୯।୬(ବ୍ୟୁରୋ): ସପ୍ତାହର କେବଳ ଶନିବାର ଓ ରବିବା ଶଟ୍ଡାଉନ୍ ରହିବ। ଶନି ଓ ରବିବାର ବ୍ୟତୀତ ଅନ୍ୟ କୌଣସି ଦିନରେ ଶଟ୍ଡାଉନ୍ ହେବ ନାହିଁ। ଅନ୍ୟ ଦିନଗୁଡ଼ିକରେ ଶଟ୍ଡାଉନ୍ ବୃଦ୍ଧି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ଏସ୍ଆର୍ସି ପ୍ରଦୀପ ଜେନା…
ଭୁବନେଶ୍ୱର ଏମ୍ସର ୪ ଡାକ୍ତରଙ୍କୁ କରୋନା
ଭୁବନେଶ୍ୱର,୯।୬(ବ୍ୟୁରୋ): ଭୁବନେଶ୍ୱର ଏମ୍ସର ୪ ଡାକ୍ତରଙ୍କୁ କରୋନା ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ସିନିୟର ରେସିଡେଣ୍ଟ ଡାକ୍ତର ରହିଛନ୍ତି। ତେବେ ସେମାନେ ଏକାଠି ରହୁଥିବା ନେଇ ଏମ୍ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ମଙ୍ଗଳବାର ସୂଚନା ଦେଇଛନ୍ତି। ୩ ସିନିୟର…
ଜୁନ୍ ୩୦ ଯାଏ ଚାଲିବ ରବି ଧାନ କିଣା
ଭୁବନେଶ୍ୱର,୯।୬(ବ୍ୟୁରୋ): ବର୍ତ୍ତମାନ ରାଜ୍ୟର ୧୭ ଜିଲାରେ ରବି ଧାନ ସଂଗ୍ରହ ଚାଲିଛି। ୮ଜୁନ୍ ପର୍ଯ୍ୟନ୍ତ ୧୦ ଲକ୍ଷ ୯୧ ହଜାର ମେଟ୍ରିକ୍ ଟନ୍ ଧାନ କିଣା ସରିଛି। ଗତବର୍ଷ ତୁଳନାରେ ଏହା ୪୦% ଅଧିକ ରହିଛି। ରବିଧାନ ପାଇଁ ଏ ପର୍ଯ୍ୟନ୍ତ…
Archives


