ମେଟ୍ରୋ

ଶଟ୍‌ଡାଉନରେ ରାସ୍ତାରେ ଦେହବେପାର ଡିଲ୍‌

ଭୁବନେଶ୍ୱର,୧୭।୫(ବ୍ୟୁରୋ):୨୫୦୦ ଟଙ୍କା ରେଟ୍‌ ଛିଣ୍ଡିଥିଲା। ରୁମ୍‌କୁ ନେଲା ପରେ ୫୦୦ଟଙ୍କା ଦେଇ ବଡ଼ଗଡ଼ରେ ଛାଡ଼ି ଦେଲେ। ସେଠୁ ଚାଲି ଚାଲି ମାଷ୍ଟରକ୍ୟାଣ୍ଟିନ ଆସିଲି। ଏବେ ମୋ ବାକି ଟଙ୍କା ଦେ। ଜଣେ ଗ୍ରାହକଙ୍କୁ ଏଭଳି ପାଟି କରି କହୁଥିଲେ ଦେହଜୀବୀ। ଏହାକୁ…

ଶିଶୁ ବିକ୍ରିକୁ ଗୁରୁତ୍ୱ ଦେଇ ନ ଥିଲା ପୋଲିସ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ଜନ୍ମ ହେବାର ମାତ୍ର ୧୨ଟା ଦିନ ହୋଇଥିଲା। ଶିଶୁଟି ଭଲରେ ଆଖି ଖୋଲିବା ପୂର୍ବରୁ ମା’ କୋଳରୁ ଦୂରେଇ ଦେଇଥିଲେ ନିଷ୍ଠୁର ବାପା। ୫୦ ହଜାର ଟଙ୍କାରେ ଅନ୍ୟଜଣକୁ ବିକ୍ରି କରିଦେଇଥିଲେ। ଏନେଇ ନିର୍ଯାତିତା ମା’ ସ୍ବାମୀଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ…

କୁକୁର ମୁହଁକୁ ଫିଙ୍ଗିଦେଲେ ବିଲେଇ ଛୁଆ

ଭୁବନେଶ୍ୱର,୧୭ା୫(ବ୍ୟୁରୋ):ଘରେ ପିଶିଯିବାରୁ ବିଲେଇ ଛୁଆଙ୍କୁ କୁକୁର ମୁହଁକୁ ଫିଙ୍ଗିଦେଲେ। କୁକୁରମାନେ ମା’ ଆଗରେ ବିଲେଇ ଛୁଆଙ୍କୁ ଝୁଣିଝୁଣି ଖାଇଗଲେ। ରବିବାର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଏଭଳି ହୃଦୟବିଦାରକ ଘଟଣା ଘଟିଛି। ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଏଭଳି ନିଷ୍ଠୁରତାକୁ ନେଇ ଏବେ…

କୋଭିଡ୍‌ ପରିଚାଳନାରେ ସରକାରଙ୍କ ତ୍ରୁଟି ଦର୍ଶାଇଲା ଭାଜପା

ଭୁବନେଶ୍ୱର, ୧୭ା୫(ବ୍ୟୁରୋ):କରୋନାର ୨ୟ ଲହର ଯୋଗୁ ଅନ୍ୟ ରାଜ୍ୟଗୁଡିକରେ ଲକ୍‌ଡାଉନ କଟକଣା ଜାରି ରହିଛି। ଏହି କାରଣରୁ ଅନ୍ୟ ରାଜ୍ୟଗୁଡିକରୁ ପ୍ରବାସୀ ଓଡ଼ିଆ ଶ୍ରମିକ ପୁଣି ଥରେ ଫେରିଲେଣି। ଗତଥର କରୋନା ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ପ୍ରବାସୀଙ୍କ ଆଗମନ କାରଣରୁ ସଂକ୍ରମଣ…

କୋଭିଡ୍‌ ପାଇଁ ବେଡ୍‌ ନାହିଁ

ଭୁବନେଶ୍ୱର, ୧୭।୫(ବ୍ୟୁରୋ):ରାଜ୍ୟରେ ଦୈନିକ ସଂକ୍ରମଣ ୧୦ରୁ ୧୨ହଜାର ରହୁଛି। ଏଥିରେ ପ୍ରତିଦିନ ଖୋର୍ଦ୍ଧା ଜିଲା ଆଗରେ ରହୁଛି। ଆଉ ଖୋର୍ଦ୍ଧା ଜିଲାରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟାର ପ୍ରାୟ ୮୭% ଭୁବନେଶ୍ୱରରେ ଚିହ୍ନଟ ହେଉଛନ୍ତି। ଏଠାରେ ଦୈନିକ ୧୧ରୁ ୧୩ଶହ ଆକ୍ରାନ୍ତ…

ସରକାରଙ୍କ ପଦକ୍ଷେପକୁ ପ୍ରଶଂସା

ଭୁବନେଶ୍ୱର, ୧୭ା୫(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜେଡିର ସାମାଜିକ ଅନୁଷ୍ଠାନ ‘ଓଡିଶା ମୋ ପରିବାର’ ସମସ୍ତ ସାମାଜିକ କାର୍ଯ୍ୟକୁ ରାଜ୍ୟରେ ତ୍ୱରାନ୍ବିତ କରୁଛି। ଏହି ପରିପ୍ରେକ୍ଷୀରେ ଯୁବ ବିଜେଡି ରାଜ୍ୟ ସଭାପତି ବ୍ୟମକେଶ ରାୟଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ କୋଭିଡ୍‌ ପରିଚାଳନା…

୫ଦିନ କାଳବୈଶାଖୀ, ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସହ ବର୍ଷା ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲାର କିଛି ସ୍ଥାନରେ ବର୍ଷା…

କୋଭିଡ୍‌ ସ୍ଥିତି ନେଇ ସର୍ବଦଳୀୟ ବୈଠକ ଆଜି

ଭୁବନେଶ୍ୱର, ୧୭ା୫(ବ୍ୟୁରୋ):ରାଜ୍ୟରେ କୋଭିଡ୍‌ ସ୍ଥିତି ଭୟଙ୍କର ଆଡ଼କୁ ଗତି କରୁଥିବା ବେଳେ ଏହାକୁ ନେଇ ସବୁଆଡ଼େ ଚିନ୍ତା ବଢ଼ିବାରେ ଲାଗିଛି। ସ୍ଥିତି ଯଦି ଏଭଳି ଲାଗି ରହେ, ତେବେ ଆଗକୁ ଆହୁରି ଜଟିଳ ହେବା ଏକ ପ୍ରକାର ନିଶ୍ଚିତ। ତେଣୁ ସୋମବାର…

କେହି କିଛି ଜାଣୁ ନାହାନ୍ତି, କଥା କହୁଛନ୍ତି

ଭୁବନେଶ୍ୱର, ୧୭।୫(ବ୍ୟୁରୋ):ରାଜ୍ୟରେ କରୋନାକୁ ନେଇ ଏବେ ଭୟଙ୍କର ସ୍ଥିତି ଉପୁଜିବାରେ ଲାଗିଛି। ଦ୍ୱିତୀୟ ଲହର ସମସ୍ତଙ୍କ ନିଦ ହଜାଇ ଦେଇଥିବାବେଳେ ନୂଆ ଷ୍ଟ୍ରେନ୍‌ ଅଧିକ ଦ୍ରୁତ ଓ ଘାତକ ହେଉଛି। ୧୦ଦିନରେ ସଂକ୍ରମଣ ଲକ୍ଷେ ପାର୍‌ କରୁଥିବାବେଳେ ଦୈନିକ ୧୫ରୁ ଊର୍ଦ୍ଧ୍ୱ…

ବିପଦରେ ଗ୍ରାମାଞ୍ଚଳ

ଭୁବନେଶ୍ୱର (ବ୍ୟୁରୋ)/ ରାୟଗଡ଼ା ଅଫିସ/ମାଲକାନଗିରି (ଡି.ଏନ୍‌.ଏ.)/ ଅନୁଗୋଳ ଅଫିସ,୧୭ା୫: କରୋନା ମହାମାରୀର ଦ୍ୱିତୀୟ ଲହର ସାରା ରାଜ୍ୟକୁ କବଳିତ କରିଛି। ଏଥର ଭୂତାଣୁ ସଂକ୍ରମଣ ଆଉ ସହରାଞ୍ଚଳରେ ସୀମିତ ହୋଇ ରହିନାହିଁ। ଗାଁ ଗହଳିରେ ମଧ୍ୟ ଏହାର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି।…

ସମ୍ପର୍କୀୟଙ୍କୁ ରୋଗୀଙ୍କ ସୂଚନା ଦେବ ହେଲ୍ପ ଡେକ୍ସ

ଭୁବନେଶ୍ୱର,୧୬।୫: ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ କୋଭିଡ୍‌ ହସ୍ପିଟାଲରେ ହେଲ୍ପ ଡେକ୍ସ ରଖାଯିବ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ହେଲ୍ପ ଡେକ୍ସ ମାଧ୍ୟମରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ସୂଚନା…

ଶିଶୁଙ୍କ ସୁରକ୍ଷା ପାଇଁ କମିଟି

ଭୁବନେଶ୍ୱର୧୬।୫: ରାଜ୍ୟରେ କରୋନା ସଂକ୍ରମରଣର ଦ୍ୱିତୀୟ ଲହର ଦିନକୁ ଦିନ ମାଡି ଚାଲିଛି। ଏହାକୁ ରୋକିବା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି। ଏଭଳିସ୍ଥିତିରେ ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟ ସରକାର ଶିଶୁଙ୍କ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?