ମେଟ୍ରୋ

ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ

ଭୁବନେଶ୍ୱର,୧୩ା୩(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦରରେ ରବିବାର ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ଏୟାର ଏସିଆ ବିମାନ- ୨୪୭୨ ଜରୁରୀ ଅବତରଣ କରିଛି। ତୈମୁର ଅଲ୍ଲୀ ଖାନ୍‌(୩୨) ନାମକ ଜଣେ ଯାତ୍ରୀ ବିମାନରେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ବିମାନଟି ଜରୁରୀ ଅବତରଣ କରିଥିଲା। ତୈମୁରଙ୍କୁ ଆମ୍ବୁଲାନ୍ସ…

୧୫ରୁ ବଢ଼ିବ ତାତି

ଭୁବନେଶ୍ୱର,୧୩।୩(ବ୍ୟୁରୋ):ରାଜ୍ୟରେ ତାତି ବଢୁଥିବା ବେଳେ କେତେକ ଜିଲାରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ୧୫ ଓ ୧୬ ତାରିଖରେ କେତେକ ଜିଲାରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ…

ରାଜ୍ୟରୁ ପୁଣି ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯,୧୧୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ…

ମିଠା ପ୍ୟାକଟରେ ଗୋ ମାଂସ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ମିଠା ପ୍ୟାକଟରେ ଗୋ ମାଂସ ଭରି ହେଉଥିଲା ଚଲାଣ। ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର କାଇମାଟିଆ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପାଖରେ। ଖବରପାଇ ବଜରଙ୍ଗ ଦଳ ଓ ସ୍ଥାନୀୟ ବାସିନ୍ଦା ଗାଡ଼ିକୁ ଅଟକ ରଖିଛନ୍ତି। ଘଟଣାସ୍ଥଳରୁ…

ଖସୁଛି ସଂକ୍ରମଣ: ଆଜି ୬୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ରବିବାର ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୩୬ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ…

ଆଜି ଜିଲାପରିଷଦ ସଭାପତି ନିର୍ବାଚନ

ଭୁବନେଶ୍ୱର,୧୩।୩(ବ୍ୟୁରୋ)-ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପରେ ରବିବାରଲାପରିଷଦ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଅପରାହ୍ନ ୧ଟା ୩୦ ମିନିଟରୁ ଅପରାହ୍ନ ୪ଟା ମଧ୍ୟରେ ଭୋଟଗ୍ରହଣ କରାଯିବ । ଏହା ପରେ ଫଳ ପ୍ରକାଶ କରାଯିବ। ତେବେ ପରୋକ୍ଷ ନିର୍ବାଚନରେ ନିୟୋଜିତ ଅଧିକାରୀମାନେ…

କ୍ଷମତା ନିଶା ଶାସକ ଦଳକୁ ହିଂସାମୁହାଁ କରିଛିି : ଭାଜପା

ଭୁବନେଶ୍ୱର,୧୩।୩(ବ୍ୟୁରୋ)-ରାଜ୍ୟରେ ଆଇନ ନିଜ ବାଟରେ ଯାଉ ନାହିଁ। ବରଂ ଆଇନ ଆଗରେ ବାଟ ଓଗାଳି ଛିଡ଼ା ହୋଇ ରହିଛନ୍ତି ଖୋଦ୍‌ ରାଜ୍ୟ ସରକାର। ପଞ୍ଚାୟତ ନିର୍ବାଚନ ସମୟରେ ଶାସକ ବିଜେଡି ଦ୍ୱାରା ହିଂସାତ୍ମକ ଆଚରଣ ସମସ୍ତଙ୍କ ମନରୁ ଲିଭି ନ ଥିବାବେଳେ…

ବିଜେଡି ଦଖଲରେ ୯୦ ପ୍ରତିଶତ ବ୍ଲକ

ଭୁବନେଶ୍ୱର,୧୩।୩(ବ୍ୟୁରୋ)- ରାଜ୍ୟରେ ଶନିବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ବିଜେଡି ଏକପ୍ରକାର କ୍ଲିନ୍‌ସୁଇପ କରିଛି। ୩୧୪ ବ୍ଲକରୁ ୯୦ ପ୍ରତିଶତ ହାତେଇବାରେ ସଫଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଅନୁଗୋଳ ଜିଲାର ୮ଟି…

ଶେୟାର ମାର୍କେଟ ନିବେଶ ନାଁରେ ୧୦ କୋଟି ଠକେଇ

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ଶେୟାର ମାର୍କେଟ୍‌ରେ ନିବେଶ ନାଁରେ ପ୍ରାୟ ୧୦ କୋଟି ଟଙ୍କା ଠକେଇ ର଼୍ୟାକେଟର ରହସ୍ୟ ଉନ୍ମୋଚନ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ଏଥିରେ ସମ୍ପୃକ୍ତ ଆଇଏଏଭିଆଇସି ପ୍ରାଇଭେଟ୍‌ ଲିମିଟେଡ୍‌ର ୨ ନିର୍ଦ୍ଦେଶକଙ୍କୁ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରୁ…

ଭୁବନେଶ୍ୱର ଆସିଲା ୧୫୫୦ ଇଭିଏମ୍‌

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଏହି ଅବସରରେ ଶନିବାର ଖୋର୍ଦ୍ଧା ଜିଲା ମୁଖ୍ୟାଳୟରୁ ଭୁବନେଶ୍ୱରକୁ ଇଭିଏମ୍‌ ଅଣାଯାଇଛି। ଚଳିତ ନିର୍ବାଚନରେ କର୍ପୋରେଟର ଓ ମେୟର ପଦବୀ ପାଇଁ ନିର୍ବାଚନ ହେଉଛି। ସମୁଦାୟ…

ଅସନ୍ତୁଷ୍ଟଙ୍କୁ ମନାଇବାକୁ ଗୋଟିଏ ଦିନ

ଭୁବନେଶ୍ୱର, ୧୨।୩ (ବ୍ୟୁରୋ): ମହାନଗର ନିର୍ବାଚନ ଜିତିବା ପାଇଁ ଦଳୀୟ ତଥା ସ୍ବାଧୀନ ପ୍ରାର୍ଥୀମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। କେମିତି ପ୍ରଚାର କରିବେ, ଭୋଟରଙ୍କୁ ମନାଇବା ପାଇଁ କେଉଁ ପ୍ରସଙ୍ଗ ଉଠାଇବେ ସେନେଇ ରଣନୀତି ଚାଲିଛି। ମାତ୍ର ବିଜେଡି ଦଳରେ ଅବସ୍ଥା…

ମେୟର ପ୍ରାର୍ଥୀଙ୍କ ଜୋର୍‌ଦାର ପ୍ରଚାର

ଭୁବନେଶ୍ୱର, ୧୩।୩ (ବ୍ୟୁରୋ): ପୌର ନିର୍ବାଚନ ପାଇଁ ଉତ୍ସାହିତ ପ୍ରାର୍ଥୀ ଓ ସମର୍ଥକ। ହାତରେ ଆଉ ମାତ୍ର ଦିନ କେଇଟା। ତେଣୁ କିପରି ଭୋଟରମାନଙ୍କୁ ନିଜ ଆଡକୁ ଢଳାଇବେ ସେ ନେଇ ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ। ମହାନଗର ନିର୍ବାଚନରେ ସମସ୍ତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?