ମେଟ୍ରୋ

ଭୁବନେଶ୍ୱର ଆସିଲା ୧୫୫୦ ଇଭିଏମ୍‌

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଏହି ଅବସରରେ ଶନିବାର ଖୋର୍ଦ୍ଧା ଜିଲା ମୁଖ୍ୟାଳୟରୁ ଭୁବନେଶ୍ୱରକୁ ଇଭିଏମ୍‌ ଅଣାଯାଇଛି। ଚଳିତ ନିର୍ବାଚନରେ କର୍ପୋରେଟର ଓ ମେୟର ପଦବୀ ପାଇଁ ନିର୍ବାଚନ ହେଉଛି। ସମୁଦାୟ…

ଅସନ୍ତୁଷ୍ଟଙ୍କୁ ମନାଇବାକୁ ଗୋଟିଏ ଦିନ

ଭୁବନେଶ୍ୱର, ୧୨।୩ (ବ୍ୟୁରୋ): ମହାନଗର ନିର୍ବାଚନ ଜିତିବା ପାଇଁ ଦଳୀୟ ତଥା ସ୍ବାଧୀନ ପ୍ରାର୍ଥୀମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। କେମିତି ପ୍ରଚାର କରିବେ, ଭୋଟରଙ୍କୁ ମନାଇବା ପାଇଁ କେଉଁ ପ୍ରସଙ୍ଗ ଉଠାଇବେ ସେନେଇ ରଣନୀତି ଚାଲିଛି। ମାତ୍ର ବିଜେଡି ଦଳରେ ଅବସ୍ଥା…

ମେୟର ପ୍ରାର୍ଥୀଙ୍କ ଜୋର୍‌ଦାର ପ୍ରଚାର

ଭୁବନେଶ୍ୱର, ୧୩।୩ (ବ୍ୟୁରୋ): ପୌର ନିର୍ବାଚନ ପାଇଁ ଉତ୍ସାହିତ ପ୍ରାର୍ଥୀ ଓ ସମର୍ଥକ। ହାତରେ ଆଉ ମାତ୍ର ଦିନ କେଇଟା। ତେଣୁ କିପରି ଭୋଟରମାନଙ୍କୁ ନିଜ ଆଡକୁ ଢଳାଇବେ ସେ ନେଇ ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ। ମହାନଗର ନିର୍ବାଚନରେ ସମସ୍ତଙ୍କ…

‘ବିଦେଶକୁ ମେଡିକାଲ ପଢ଼ିବାକୁ ଭାରତୀୟ କାହିଁକି ଯାଉଛନ୍ତି’

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଇନ୍ଦିରାଗାନ୍ଧୀ ସ୍ମାରକୀ ପାଠାଗାର ଆନୁକୂଲ୍ୟରେ ‘ବିଦେଶକୁ ମେଡିକାଲ ପଢିବାକୁ ଭାରତୀୟ କାହିଁକି ଯାଉଛନ୍ତି’ ଶୀର୍ଷକ ମାସିକ ପାଠ୍ୟଚକ୍ର ସ୍ଥାନୀୟ ୟୁନିଟ-୯ ଠାରେ ଶନିବାର ଅନୁଷ୍ଠିତ ହୋଇଛି। କଟକ ଏସ୍‌ସିବି ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ସିଦ୍ଧାର୍ଥ ଦାସଙ୍କ ଅଧ୍ୟକ୍ଷତାରେ…

ବିଜେଡି-ଭାଜପା ମୁହାଁମୁହିଁ, ଥାନା ସମ୍ମୁଖ ରଣକ୍ଷେତ୍ର

ଭୁବନେଶ୍ୱର,୧୨।୩(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ନିର୍ବାଚନୀ ହିଂସା। କେଉଁଠି ପ୍ରଚାରବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଉଛନ୍ତି ତ ପୁଣି ଆଉ କେଉଁଠି ପୋଷ୍ଟର ମରାକୁ ନେଇ ଗଣ୍ଡଗୋଳ ଘଟୁଛି। କୌଣସି କାରଣକୁ ନେଇ ବିଏମ୍‌ସିର ୩୩…

ମନୋଜ, ଲତାଙ୍କୁ ମନେପକାଇଲା ଲିଟେରାରି ମିଟ୍‌

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଭୁବନେଶ୍ୱର କ୍ଲବଠାରେ ଚାଲିଥିବା ଟାଟା ଷ୍ଟିଲ୍‌ ଭୁବନେଶ୍ୱର ଲିଟେରାରି ମିଟ୍‌ର ଶନିବାର ୨ୟ ଦିବସରେ ସାହିତ୍ୟ ଆଲୋଚନା ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲିଟେରାରି ମିଟ୍‌ର ଦ୍ୱିତୀୟ ଦିବସ ଅଧିବେଶନ ଟୋନି ଯୋଶେଫ ଏବଂ ସୁଜାନ୍‌ ମୁଖାର୍ଜୀଙ୍କ ଆଲୋଚନାରୁ…

କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ମିଳୁ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଗୋଟିଏ ଅଞ୍ଚଳର ମାତୃଭାଷା ସେହି ଅଞ୍ଚଳର ମାତୃ ସଂସ୍କୃତିକୁ ଜନ୍ମ ଦିଏ। ଯେପରି ପଶ୍ଚିମ ଓଡ଼ିଶାର କୋସଲି ମାତୃଭାଷା କୋସଲି ମାତୃ ସଂସ୍କୃତିକୁ ଜନ୍ମ ଦେଇଛି। କୋସଲି ସଂସ୍କୃତି ହେଉଛି ମୂଳତଃ ଯୋଗ ସଂସ୍କୃତି। ପଶ୍ଚିମ ଓଡ଼ିଶାବାସୀଙ୍କ ସବୁଠାର ବଡ଼…

ଆବଶ୍ୟକତାକୁ ଦେଖି ବ୍ୟବସ୍ଥା

ଓଡ଼ିଶାର କଳା, ସଂସ୍କୃତି ଓ ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର ଉଦ୍ୟମରେ ସହରବାସୀଙ୍କ ଆବଶ୍ୟକତାକୁ ଅନୁଭବ କରି ପ୍ରିୟଦର୍ଶିନୀର ପରିକଳ୍ପନା କରାଯାଇଥିଲା। ୧୯୮୯ରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ସ୍ବଦେଶୀ ଗାର୍ମେଣ୍ଟ ବ୍ୟବସାୟକୁ ଏକ ନୂଆ ଦିଶା ଦେଖାଇଥିବା ଧରିତ୍ରୀକୁ…

୨୫ ୱାର୍ଡରେ ନାହାନ୍ତି କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର,୧୩।୩(ବ୍ୟୁରୋ):ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ। ଚଳିତ ବର୍ଷ ପ୍ରଥମଥର ପାଇଁ ଭୋଟରମାନେ ମେୟରଙ୍କୁ ସିଧାସଳଖ ବାଛିବେ। ତେଣୁ ମେୟର ପଦ ଏବେ ସବୁଦଳ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଉପରେ ଏବେ ସମସ୍ତଙ୍କ…

ଶ୍ରୀମନ୍ଦିରରୁ ହଟିଲା ରବିବାର କଟକଣା

ପୁରୀ ଅଫିସ,୧୨ା୩: ଶ୍ରୀମନ୍ଦିରରୁ ରବିବାର କଟକଣା ହଟିଛି। ମାର୍ଚ୍ଚ ୨୦ରୁ ଏଣିକି ରବିବାର ବି ଖୋଲା ରହିବ ଶ୍ରୀମନ୍ଦିର। ସବୁଦିନ ଭଳି ଭକ୍ତମାନେ ରବିବାର ସାଧାରଣ ଦର୍ଶନ କରିପାରିବେ। ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲାପାଳ ସମର୍ଥ ବର୍ମା ଏହି…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୬୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୬,୫୬୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଲୋକଙ୍କ ଉପରେ ଗାଡ଼ି ମାଡ଼ିଯିବା ଅତ୍ୟନ୍ତ ହୀନକାର୍ଯ୍ୟ: କଂଗ୍ରେସ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନିୟନ୍ତ୍ରିତ ବେଗରେ ଗାଡ଼ି ଚାଳନା ବେଳେ ଲୋକଙ୍କ ଉପରକୁ ମାଡିଯିବା ଅତ୍ୟନ୍ତ ହୀନକାର୍ଯ୍ୟ । ଯଦି ବିଧାୟକ ନିଜେ ଗାଡ଼ି ଚଳାଇ ଏପରି କାର୍ଯ୍ୟ କରିଥିବେ, ତେବେ ତାହା ଅତ୍ୟନ୍ତ ସଙ୍ଗିନ ଓ ଅକ୍ଷମଣୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri