୩୦ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଜିଲା ଦାୟିତ୍ୱ ଦେଲେ ରାଜ୍ୟ ସରକାର, ଜାଣନ୍ତୁ ସବିଶେଷ…
ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟର ବରିଷ୍ଠ ଆଇଏଏସ ଅଫିସରମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବିଭିନ୍ନ ସରକାରୀ ଯୋଜନା, ପ୍ରକଳ୍ପର ତଦାରଖ, ସାଧାରଣ ଲୋକଙ୍କୁ ଜନସେବା ପ୍ରଦାନ ସହ ସ୍ଥାନୀୟ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଅଫିସରମାନଙ୍କୁ ଦାୟିତ୍ୱ ଦିଆଯାଇଛି। ୩୦ଟି ଜିଲା…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୨୬,୧୭୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ରାଜଧାନୀରେ ତିଆରି, କଟକରେ ଷ୍ଟକ୍
ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ରାଜଧାନୀର ପାତ୍ରପଡ଼ା ଶିଳ୍ପାଞ୍ଚଳରେ ଏକ ନକଲି ସସ୍ ଫ୍ୟାକ୍ଟ୍ରି ଉପରେ ପୋଲିସ ଶନିବାର ଚଢ଼ାଉ କରି ବିପୁଳ ପରିମାଣର ସସ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଅପମିଶ୍ରଣ ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଅନ୍ୟପକ୍ଷରେ…
ଆଖି ବୁଜିଲା ନନ୍ଦନକାନନର ଧଳା ବାଘୁଣୀ ‘ବିଜୟା’
ବାରଙ୍ଗ,୨୨।୧୦(ଡି.ଏନ୍.ଏ.): ଆଖି ବୁଜିଲା ନନ୍ଦନକାନନର ଧଳା ବାଘୁଣୀ ‘ବିଜୟା’। ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ଆଖି ବୁଜିଛି। ଅସୁସ୍ଥ ଥିବା ଯୋଗୁ ନନ୍ଦନକାନନ ଏବଂ ଓୟୁଏଟିର ସ୍ବତନ୍ତ୍ର ୪ ଜଣିଆ ଡାକ୍ତରୀ ଦଳ ତା’ର ଚିକିତ୍ସା କରୁଥିଲେ। ହେଲେ ତା ଜୀବନ ବଞ୍ଚାଇବାରେ…
ଅକ୍ଟୋବର ୨୫କୁ ସରକାରୀ ଛୁଟି ଘୋଷଣା
ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଦୀପାବଳିର ପରଦିନ ଆସନ୍ତା ୨୫ ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟପରାଗ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ତଦନୁଯାୟୀ ଏହି ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଆଦି…
ସପ୍ତାହରେ ଥରଟିଏ ଜେଲରେ ପରସ୍ପରକୁ ଭେଟିବେ ଅର୍ଚ୍ଚନା-ଜଗବନ୍ଧୁ
ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ବର୍ତ୍ତମାନର ଚର୍ଚ୍ଚିତ ଚେହେରା ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ ଗିରଫ ମାମଲାରେ କୋର୍ଟ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଜେଲ ଭିତରେ ସ୍ବାମୀ-ସ୍ତ୍ରୀ ସପ୍ତାହରେ ଥରଟିଏ ପରସ୍ପରକୁ ଦେଖା ସାକ୍ଷାତ୍ କରିପାରିବେ। ଜେଲରେ ପରିବାର ଲୋକଙ୍କ ପାଇଁ ରବିବାର…
ଅବପାତରେ ପରିଣତ ହେଲା ଲଘୁଚାପ
ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଅବପାତରେ ପରିଣତ ହୋଇଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରାଯାଇ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର…
ଦାନା ବାନ୍ଧୁଛି ବତ୍ୟା: ଏସବୁ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ସମୁଦ୍ରରେ ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ ଦାନା ବାନ୍ଧୁଛି। ଏବେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହୋଇ ଲଘୁଚାପ ରୂପରେ ରହିଛି। ଆଗାମୀ କିଛି ଘଣ୍ଟାରେ ଏହା ଅବପାତ ଓ ପରେ ଗଭୀର ଅବପାତର ରୂପ ନେବ। ଏହାର ପ୍ରଭାବରେ ରାଜ୍ୟରେ…
ଶନିବାରଠୁ ବାଣ ବଜାରରେ ଭିଡ଼
ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଆଗକୁ ଦୀପାବଳି ଆସୁଥିବାରୁ ସବୁଠି ବାଣ ଦୋକାନ ଖୋଲିବାରେ ଲାଗିଛି । ତେବେ ବିଳମ୍ବରେ ହେଲେ ମଧ୍ୟ ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ପ୍ରାୟ ୩୦ଟି ପଡ଼ିଆରେ ପାଖାପାଖି ୪୫୦ରୁ ଅଧିକ ବାଣ ଦୋକାନ ଖୋଲିଛି। ଶନିବାରଠୁ ୩ ଦିନ…
ସକ୍ରିୟ ରହିଛି ଲଘୁଚାପ :୧୨ ଘଣ୍ଟା ମଧ୍ୟରେ ଅବପାତ
ଭୁବନେଶର, ୨୨।୧୦(ବ୍ୟୁରୋ): ଦକ୍ଷିଣ-ପୂର୍ବ ପାର୍ଶବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୁଦୃଶଃ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ପୂର୍ବକେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଗାମୀ ୧୨ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶରସ୍ଥିତ ଆଞ୍ଚଳିକ…
ମାଲାବାରର ‘ଦିଓ୍ବାଲି ଫେଷ୍ଟିଭ କଲେକ୍ସନ’
ଭୁବନେଶ୍ୱର,୨୨ା୧୦: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ଦିଓ୍ବାଲି ଫେଷ୍ଟିଭ କଲେକ୍ସନ’ର ଶୁଭାରମ୍ଭ କରାଯାଇଛି। ଏପରିକି ଦୀପାବଳି ଉପଲକ୍ଷେ ଏକ ସ୍ବତନ୍ତ୍ର ଅଭିଯାନ ‘ହାର ତ୍ୟୋହାର କେ ସାଙ୍ଗ୍ ମାଲାବାର’ (ଉତ୍ସବ ସହ ମାଲାବାର) ସମ୍ପର୍କରେ ମଧ୍ୟ…
ଉପକୂଳରୁ ୨୦୦ କି.ମି. ଦୂର ଦେଇ ଯିବ ବାତ୍ୟା
ଭୁବନେଶ୍ୱର,୨୨ା୧୦(ବ୍ୟୁରେ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଶନିବାର ଅବପାତ ଓ ୨୩ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ। ୨୪ ତାରିଖରେ ଏହା ସାମୁଦ୍ରିକ ଝଡ଼ର ରୂପ ନେବ। ଏହି ସମ୍ଭାବ୍ୟ ବାତ୍ୟା ଉତ୍ତର ଓ ଉତ୍ତର-ପୂର୍ବ…
Archives


