ମେଟ୍ରୋ

ରାସ୍ତାକଡ଼ରେ ଅଚଳ ଗାଡ଼ି, ଘର ଆଗରେ ଭଙ୍ଗା ଫର୍ନିଚର ରହିବନି

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ରାଜଧାନୀ ରାସ୍ତାକଡ଼ରେ ଆଉ ରହିବନି ଅଚଳ ଗାଡ଼ି। ଗାଡ଼ି ମାଲିକମାନେ ମନଇଚ୍ଛା ଅଚଳ ଗାଡ଼ିକୁ ଥୋଇ ପାରିବେ ନାହିଁ। ସେହିଭଳି ଲୋକଙ୍କ ଘର ଆଗରେ ଭଙ୍ଗା ଗାଡି ଓ ଫର୍ନିଚର ଗଦା ହୋଇପାରିବନି। ଏନେଇ ବିଏମ୍‌ସି ପକ୍ଷରୁ କଡ଼ା ନିର୍ଦ୍ଦେଶ…

୩୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘ଶଲା ବୁଢ଼ାର ବଦ୍‌ଲା’

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ଚଳଚ୍ଚିତ୍ର କହୁଛି ଓଡ଼ିଶାର ପରମ୍ପରା। ଗାଁର କଥା, ସାହିର କଥା ଆଉ ମଣିଷ ମଣିଷର କଥା। ମଣିଷ ଭିତରେ ଥିବା ରାଗ, କ୍ରୋଧକୁ ସମ୍ଭାଳି ନ ପାରି ସେ ଅନ୍ୟଠୁ ବଦଲା ନେବାକୁ ସବୁବେଳେ ଆଗଭର ଥାଏ। ତାହା ବି…

ସହର ହେବ ୫ ଜୋନ୍‌, ଜଗିବେ ୭୦ ପ୍ଲାଟୁନ ଫୋର୍ସ

ପୁରୀ ଅଫିସ,୨୭ା୫: ଆସନ୍ତା ଜୁନ ୪ରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବା ସହ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ। ସ୍ନାନଯାତ୍ରା ସହ ହାତୀବେଶ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିବ। ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ସ୍ନାନଯାତ୍ରାକୁ…

ଜୁନ୍‌ରେ ମେଟ୍ରୋ ଟ୍ରେନ୍‌ ଶୁଭ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ୨୦୨୩ ଶେଷ ପୂର୍ବରୁ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍‌ କାମ ଆରମ୍ଭ ହେବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଶୁକ୍ରବାର ବିଭାଗର ସମୀକ୍ଷା ପରେ ଗୀତଗୋବିନ୍ଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଖବରଦାତା…

ଝାରପଡ଼ା ପେଟ୍ରୋଲ ପମ୍ପରେ ଆତଙ୍କରାଜ ଘଟଣା: ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଭୁବନେଶ୍ୱର କଟକ ରୋଡସ୍ଥିତ ଝାରପଡ଼ାରେ ଥିବା ଜ୍ୟୋତି ପେଟ୍ରୋଲ ପମ୍ପରେ ଆତଙ୍କରାଜ ଘଟଣାରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ନାବାଳକଙ୍କ ସମେତ ୪ ଅଭିଯୁକ୍ତଙ୍କ ବିରୋଧରେ ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ଝାରପଡ଼ା…

ଏମ୍‌ସରୁ ଟିକେଟ୍‌ କାଟି ୧୦ ହଜାରରେ ବିକୁଥିଲେ, ଧରିଲା ପୋଲିସ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଏମ୍‌ସ ପରିସରରୁ ୨ ବଙ୍ଗୀୟ ଦଲାଲଙ୍କୁ କମିଶନରେଟ ପୋଲିସ ଶୁକ୍ରବାର କାବୁ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ମେଦନାପୁର ଅଞ୍ଚଳର ଅମିତ ପ୍ରତିହାରୀ ଓ ଗୋପାଳ ଭଟ୍ଟ। ଉଭୟ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏମ୍‌ସ ପାଖରେ…

ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନକୁ ନେଇ ବଢୁଛି ରାଜନୀତି

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ମେ’୨୮ରେ ନୂଆଦିଲ୍ଲୀଠାରେ ନୂଆ ସଂସଦ ଭବନର ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଜୋର ଧରିଛି। ଏହି ଉଦ୍‌ଘାଟନ ଉତ୍ସବରେ ୧୯ ବିରୋଧୀ ଦଳ ଯୋଗ ନ ଦେବାକୁ ମିଳିତ ବିବୃତି ଜାରି କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ…

ଶ୍ରୀଜଗନ୍ନାଥ ଜମିରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର,୨୬।୫(ବ୍ୟୁରୋ): କୋରଡକଣ୍ଟାରେ ଥିବା ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲକାରୀଙ୍କ କବଳରୁ ମୁକ୍ତ ହୋଇଛି। ମୋଟ ଦେଢ଼ ଏକର ପରିମିତ ଜମିକୁ ୨ଟି ପର୍ଯ୍ୟାୟରେ ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ଉଚ୍ଛେଦ କରାଯାଇଛି। କିଛିଦିନ ତଳେ ସେଠାରୁ ପ୍ରାୟ ଏକର ଜମିରୁ ଜବରଦଖଲ ହଟିଥିଲା।…

ନବ ଦାସ ହତ୍ୟା ମାମଲା: ଆଜି ଦାଖଲ ହୋଇପାରେ ଚାର୍ଜଶିଟ୍‌

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସୋମବାର ଚାର୍ଜଶିଟ୍‌ ଦାଖଲ ହୋଇପାରେ। ଏଥିପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ଭୁବନେଶ୍ବରରୁ ଝାରସୁଗୁଡ଼ା ଅଭିମୁଖେ ଯାଇ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିବ। ମାମଲାର ମୁଖ୍ୟ ଅଭିଯୁକ୍ତ ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ…

ସବୁ ଜିଲାରେ ନିର୍ମାଣ ହେବ ଅଡିଟୋରିୟମ, କଲ୍ୟାଣମଣ୍ଡପ

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ପ୍ରତ୍ୟେକ ଜିଲାରେ ଅଡିଟୋରିୟମ୍‌ ଏବଂ କଲ୍ୟାଣ ମଣ୍ଡପ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବିଭାଗର କାର୍ଯ୍ୟ ସମୀକ୍ଷା ପରେ ଗୁରୁବାର ଖବରଦତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ। ମନ୍ତ୍ରୀ…

ମେ’ ୨୮ରୁ ଡିଜିଟାଲ ଅସହଯୋଗ ପାଇଁ ଚେତାବନୀ

ଭୁବନେଶ୍ୱର,୨୬ା୫(ବ୍ୟୁରୋ):ଦୀର୍ଘ ଦିନର ଦାବି ପୂରଣ ହେଉ ନ ଥିବାରୁ ଓଡ଼ିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ ନ କଲେ ଆସନ୍ତା ୨୮ରୁ ସେମାନେ ପ୍ରାଣୀ…

ଜୁନ୍‌ ସୁଦ୍ଧା ତ୍ରୈମାସିକ ବଜେଟ ଖର୍ଚ୍ଚ ନ ହେଲେ ଉତ୍ତରଦାୟୀ ରହିବେ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ବିଭାଗ ଅଧୀନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି। ଲୋକସେବା ଭବନ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?