ବିଜେବି କଲେଜକୁ ବାହାର ଲୋକଙ୍କ ପ୍ରବେଶ କଟକଣା
ଭୁବନେଶ୍ୱର,୨୭।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ପ୍ରତିଷ୍ଠିତ ବିଜେବି କଲେଜ ପରିସରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଅନେକ ସମୟରେ ବାହାର ପିଲା ବା ଅଣଛାତ୍ର କ୍ୟାମ୍ପସକୁ ଅବୈଧ ଭାବେ ପ୍ରବେଶ କରି ଛାତ୍ରଙ୍କୁ ମାରପିଟ୍ କରିବା ସହ…
ରାଜ୍ୟବାସୀଙ୍କୁ କାମର ହିସାବ ଦେବେ ସରକାର
ଭୁବନେଶ୍ୱର,୨୭ା୪(ବ୍ୟୁରୋ): ଆସନ୍ତା ମେ’ ୨୯ ତାରିଖରେ ବିଜେଡି ସରକାର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେବ। ସରକାର ରାଜ୍ୟବାସୀଙ୍କୁ ନିଜ କାମର ହିସାବ ଦେବେ। ବିଜେଡିକୁ ରାଜ୍ୟବାସୀ ଲଗାତର ବିଜୟୀ କରି ଚାଲିଥିବାରୁ ସରକାରଙ୍କୁ ଏହା ଅଧିକ ଉତ୍ତରଦାୟୀ କରିଛି।…
୫ ଜିଲାର ୩୨୮ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, ୨୭ା୪(ବ୍ୟୁରୋ): ୫ଗୋଟି ଜିଲାର ୩୨୮ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକାର୍ପଣ କରିଛନ୍ତି। ଏଥିରେ ବଲାଙ୍ଗୀର ଜିଲାର ୧୦୦ଟି ଉଚ୍ଚ ବିଦ୍ୟାଳୟ, ସମ୍ବଲପୁର ଜିଲାର ୬୧ଟି, ପୁରୀ ଜିଲାର ୫୩, କେନ୍ଦ୍ରାପଡ଼ା ଜିଲାର ୫୬ ଏବଂ…
୨ ଚକିଆ ଇ-ଯାନକୁ ସର୍ବାଧିକ ୨୦ ହଜାର ଟଙ୍କାର ରିହାତି
ଭୁବନେଶ୍ବର, ୨୭ା୪(ବ୍ୟୁରୋ): ସବୁ ପ୍ରକାର ଇ-ଯାନ କିଣିଲେ ଏଣିକି ପୂର୍ବ ଅପେକ୍ଷା ଅଧିକ ଟଙ୍କାର ରିହାତି ମିଳିବ। ଦୁଇ ଚକିଆ ଇ-ଯାନ ଲାଗି ପ୍ରତି କେଡବ୍ଲ୍ୟଏଚ୍ (କିଲୋଓ୍ବାଟ୍ ଆଓ୍ବାର) ପାଇଁ ୫ ହଜାର ଟଙ୍କା ରିହାତି ଦର ସ୍ଥିର ହୋଇଥିବା ବେଳେ…
ଓଡ଼ିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ
ଭୁବନେଶ୍ୱର,୨୬।୪(ବ୍ୟରୋ): ମେ’ରେ ଓଡ଼ିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ। ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୂଚନାନୁସାରେ, ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ହାୱାଡା ଭାୟା ଭୁବନେଶ୍ୱର ଦେଇ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିପାରନ୍ତି।…
ଆସନ୍ତା ୩୦ ଯାଏ ଜାରି ରହିବ କାଳବୈଶାଖୀ, ଏସବୁ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର,୨୬ା୪(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ଦୁଇଦିନ ଧରି କାଳବୈଶାଖୀ ବର୍ଷା ହୋଇଥିବା ବେଳେ କିଛି ସ୍ଥାନରେ କୁଆପଥର ବର୍ଷା ବି ହୋଇଛି। ତେବେ ଆସନ୍ତା ୩୦ ତାରିଖ ଯାଏ ରାଜ୍ୟର କିଛି ଜିଲାରେ କାଳବୈଶାଖୀ ବର୍ଷା ଓ କୁଆପଥର ପଡ଼ିବାର ସମ୍ଭାବନା…
ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନେଇ ବୈଠକ: ସମସ୍ତ ଜିଲାପାଳ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୨୬ା୪(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୁଧବାର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବମାନଙ୍କ ସହିତ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ପାରାଦୀପ, ଗୋପାଳପୁର ଡୋପଲର…
ଛତିଶଗଡରେ ମାଓବାଦୀ ଆକ୍ରମଣ ପରେ ଓଡ଼ିଶାରେ ହାଇ ଆଲର୍ଟ
ଭୁବନେଶ୍ୱର,୨୬।୪(ବ୍ୟୁରୋ): ଛତିଶଗଡରେ ମାଓବାଦୀ ଆକ୍ରମଣ ପରେ ଓଡ଼ିଶାରେ ହାଇ ଆଲର୍ଟ। ଛତିଶଗଡ ସୀମାକୁ ଲାଗିଥିବା ୩ ଜିଲା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାକୁ ରାଜ୍ୟ ସରକାର ଆଲର୍ଟ ଜାରି କରିଛନ୍ତି। ଏହି ଜିଲାଗୁଡିକ ଆଲର୍ଟ ରହିବା ସହିତ କୋମ୍ବିଂ ଅପରେଶନ…
କନ୍ୟାଘର ଆଗରୁ ବରକୁ ଉଠାଇନେଲା ପୋଲିସ
ଭୁବନେଶ୍ୱର,୨୬।୪(ବ୍ୟୁରୋ): ବିବାହ ଉତ୍ସବ ପାଇଁ କନ୍ୟାପକ୍ଷ ସଜବାଜ ହୋଇଥିଲେ। ଗ୍ରାମରେ ବର ସମେତ ବରଯାତ୍ରୀ ମଧ୍ୟ ପହଞ୍ଚତ୍ ଯାଇଥିଲେ। ବାଜା ବାଜିବା ସହ ବାଣ ବି ଫୁଟିଥିଲା। ଶୋଭାଯାତ୍ରା ଦେଖି ବର ମଧ୍ୟ ବେଶ୍ ଖୁସି ଥିଲେ। ଅଳ୍ପ କିଛି ସମୟରେ…
ରାଜ୍ୟରେ ମ୍ୟାଲେରିଆ କ୍ରମାଗତ ହ୍ରାସ ପାଉଛି
ଭୁବନେଶ୍ୱର,୨୬।୪(ବ୍ୟୁରୋ): ବିବାହ ଉତ୍ସବ ପାଇଁ କନ୍ୟାପକ୍ଷ ସଜବାଜ ହୋଇଥିଲେ। ଗ୍ରାମରେ ବର ସମେତ ବରଯାତ୍ରୀ ମଧ୍ୟ ପହଞ୍ଚତ୍ ଯାଇଥିଲେ। ବାଜା ବାଜିବା ସହ ବାଣ ବି ଫୁଟିଥିଲା। ଶୋଭାଯାତ୍ରା ଦେଖି ବର ମଧ୍ୟ ବେଶ୍ ଖୁସି ଥିଲେ। ଅଳ୍ପ କିଛି ସମୟରେ…
ବଦଳିର ୩୭ ଦିନ ପରେ ବି ଝାରସୁଗୁଡ଼ା ଛାଡ଼ିନାହାନ୍ତିି ଅଧିକାରୀ
ଭୁବନେଶ୍ବର, ୨୬।୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ ପାଇଛି। ଏନେଇ ନିର୍ବାଚନମଣ୍ଡଳୀରେ ପ୍ରଚାର ବେଶ୍ ସରଗରମ ହୋଇଛି। ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଉପନିର୍ବାଚନ ହେଉଥିବା ନିର୍ବାଚନମଣ୍ଡଳୀରେ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରୁଥିବା…
ଗଣତନ୍ତ୍ରକୁ ବିପଦ ମୁହଁକୁ ଠେଲିଦେଉଛନ୍ତି ମୋଦି: କଂଗ୍ରେସ
ଭୁବନେଶ୍ବର, ୨୬।୪(ବ୍ୟୁରୋ): ଦେଶର ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନ ଏବେ ବିପଦଗ୍ରସ୍ତ। ନରେନ୍ଦ୍ର ମୋଦି ସରକାର ଏହି ୯ ବର୍ଷରେ ଭାରତ ବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଧ୍ୱସ୍ତ ବିଧ୍ୱସ୍ତ କରିସାରିଲେଣି। ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନଗୁଡିକୁ ନିଜ କବ୍ଜାରେ ରଖିବା ପାଇଁ…
Archives


