Odisha Elections 2024

ମେଟ୍ରୋ

‘ସ୍ବତନ୍ତ୍ର ଫୋକସ ଷ୍ଟେଟ୍‌’ ମାନ୍ୟତା ଦାବି ଉଠାଇଲା ବିଜେଡି

ଭୁବନେଶ୍ୱର, ୭।୮(ବ୍ୟୁରୋ): ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ନେଇ ପାର୍ଲାମେଣ୍ଟରେ ଶୁକ୍ରବାର ବିଜେଡି ଦାବି ଉଠାଇଛି। ରାଜ୍ୟ ସଭାର ଶୂନ୍ୟକାଳରେ ବିଜେଡି ଏମ୍‌ପି ତଥା ମୁଖପାତ୍ର ସସ୍ମିତ ପାତ୍ର ପ୍ରଭାବୀ ଢ଼ଙ୍ଗରେ ଏହି ପ୍ରସଙ୍ଗ ଉପସ୍ଥାପନ କରି କେନ୍ଦ୍ର...

୯ଶହ ବୀମାଧାରୀଙ୍କ ମଧ୍ୟରେ ୨୧ଜଣ ପରୀକ୍ଷାର୍ଥୀ: ସରିଲା ରିମାଣ୍ଡ, ଜେଲ ଫେରିଲେ କୋଟିପତି ବିରଞ୍ଚି

ଭୁବନେଶ୍ୱର,୭।୮(ବ୍ୟୁରୋ): ବହୁ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରି (ପିଏସ୍‌) ବିରଞ୍ଚତ୍ ନାରାୟଣ ସାହୁଙ୍କ ରିମାଣ୍ଡ ଅବଧି ଶୁକ୍ରବାର ଶେଷ ହୋଇଛି। ଭିଜିଲାନ୍ସ ତାଙ୍କୁ...

ସାହିତି୍ୟକ ଇନ୍ଦୁଭୂଷଣ କରଙ୍କ ପରଲୋକ

ଭୁବନେଶ୍ୱର, ୭।୮(ବ୍ୟୁରୋ): ସାହିତି୍ୟକ ଇନ୍ଦୁଭୂଷଣ କରଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା। ୧୯୩୫ ମସିହାରେ ବାଲେଶ୍ୱର ଜିଲା ଭୋଗରାଇ ସନ୍ନିକଟ ଚଣ୍ଡୀପୁର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ପ୍ରଖ୍ୟାତ ଲେଖକ ସ୍ବର୍ଗତ ମନୋଜ ଦାସଙ୍କ ସେ...

ପାର୍ଲାମେଣ୍ଟରେ ବେଶି ଘୁ ଘା ହେଉଛି

ଓଡ଼ିଶାରେ ନାରୀ ସଶକ୍ତୀକରଣ କ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରିଥିବା ପ୍ରମିଳା ବିଶୋଇ ଏବେ ଆସ୍କାର ବିଜେଡିର ଲୋକ ସଭା ସଦସ୍ୟ। ଜୀବନ କ’ଣ ଜାଣିବା ଆଗରୁ ୫ବର୍ଷ ବୟସରେ ତାଙ୍କର ବାଲ୍ୟବିବାହ ହୋଇଥିଲା। ଘାତ ପ୍ରତିଘାତ ଦେଇ...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୪ ଜୀବନ

ଭୁବନେଶ୍ୱର,୭।୮(ବ୍ୟୁରୋ): ରାଜ୍ୟରେ ପୁଣି ଥରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ହେଲେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍‌। ଶନିବାର ରାଜ୍ୟରେ କରୋନାଜନିତ ୬୪ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ...

ରାଜ୍ୟରେ କମିିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୦୯୬ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୭।୮(ବ୍ୟୁରୋ): ଗତ ଦୁଇ ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍‌ ପୁଣି ଥରେ ତଳମୁହାଁ ହେବାରେ ଲାଗିଛି। ଶୁକ୍ରବାର ରାଜ୍ୟରେ ୧,୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧,୦୯୬ନୂଆ...

ନିଯୁକ୍ତି ପାଇଁ ରାସ୍ତାରେ ଆଣ୍ଠେଇ କାନ ଧରିଲେ

ଭୁବନେଶ୍ୱର,୭।୮(ବ୍ୟୁରୋ): ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ(ଓଏସ୍‌ଏସ୍‌ଟିଇଟି) ପରୀକ୍ଷାରେ ପାସ୍‌ କରିଥିବା ପ୍ରଶିକ୍ଷିତ ଯୁବତୀ ଯୁବକ ଏବେ ନିର୍ଣ୍ଣାୟକ ଆନ୍ଦୋଳନ ଚଳାଇଛନ୍ତି। ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଁ ସେମାନେ ଲୋୟର ପିଏମ୍‌ଜିସ୍ଥିତ...

ମୁଣ୍ଡାସାହିରେ ବୁଲିଲା ଖଣ୍ଡା

ଭୁବନେଶ୍ୱର:୬।୮(ବ୍ୟୁରୋ): ମଞ୍ଚେଶ୍ୱର ଥାନା ମୁଣ୍ଡାସାହିରେ ଶୁକ୍ରବାର ରାତିରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ଗତ ଗୁରୁବାର ଘଟିଥିବା ଗଣ୍ଡଗୋଳକୁ ନେଇ ଏହି ସଂଘର୍ଷ ହୋଇଥିବା କୁହାଯାଉଛି। ପ୍ରାୟ...

୨୦ ଜିଲାରେ ହୋଇପାରେ ମରୁଡ଼ି

ଭୁବନେଶ୍ୱର,୬।୮(ବ୍ୟୁରୋ): ଓଡ଼ିଶାକୁ ଜୁନ୍‌ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବେଶ କରିଥିଲା। ଠିକ୍‌ ସମୟରେ ମୌସୁମୀ ଆସିଥିଲେ ମଧ୍ୟ କିଛି ସ୍ଥାନରେ ବର୍ଷା ଅଭାବ ରହିଛି। ଫଳରେ ରାଜ୍ୟର ୨୦ଟି ଜିଲାରେ ମରୁଡ଼ି ସ୍ଥିତି ଦେଖାଦେଇଛି। ଛି। ଭୁବନେଶ୍ୱର ଆଞ୍ଚଳିକ...

୫ ହଜାର ସ୍କୁଲରେ ହେବ ଖେଳପଡ଼ିଆ

ଭୁବନେଶ୍ୱର,୬।୮(ବ୍ୟୁରୋ): ରାଜ୍ୟର ୫ହଜାର ବିଦ୍ୟାଳୟରେ ଖେଳପଡ଼ିଆ ନିର୍ମାଣ କରାଯିବ। ଚଳିତ ବର୍ଷ ୧ ହଜାର ବିଦ୍ୟାଳୟରେ ଖେଳପଡ଼ିଆ ହେବ। ବାକି ୪ ହଜାର ପର୍ଯ୍ୟାୟ କ୍ରମେ ୩ ବର୍ଷ ମଧ୍ୟରେ ଶେଷ ହେବ। ଶିଶୁ ଏବଂ ଯୁବପିଢ଼ୀଙ୍କ ମଧ୍ୟରେ କ୍ରୀଡ଼ା...

ମହିଳା ହକି ଟିମ୍‌ ସହ ଭିଡିଓ କଲ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୮(ବ୍ୟୁରୋ): ମହିଳା ହକି ଟିମ୍‌ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଲ୍‌ରେ କଥା ହେବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗ୍ରେଟ୍‌ ବ୍ରିଟେନ ବିରୋଧରେ ସଂଘର୍ଷପୂର୍ଣ୍ଣ ବ୍ରୋଞ୍ଚ ଲଢ଼େଇରେ ପରାସ୍ତ ହୋଇଥିଲେ ସୁଦ୍ଧା ମନୋବଳ ଦୃଢ଼ କରିବାକୁ...

ଅଗଷ୍ଟ ୧୬ରୁ ଆରମ୍ଭ ହେବ ୟୁଜି, ପିଜି ଅଫ୍‌ଲାଇନ୍‌ ପାଠପଢ଼ା

ଭୁବନେଶ୍ୱର,୬ା୮(ବ୍ୟୁରୋ): କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଅଗଷ୍ଟ ୧୬ରୁ ୟୁଜି ଓ ପିଜି ଅଫ୍‌ଲାଇନ ପାଠପଢ଼ା ଆରମ୍ଭ ହେବ। ଏଥିସହ ହଷ୍ଟେଲ ମଧ୍ୟ ଖୋଲିବାକୁ ଅନୁମତି ମିଳିଛି। ଏନେଇ ଶୁକ୍ରବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri