୨୦ରେ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ
ମାଲକାନଗିରି, ୧୭।୮ (ଡି.ଏନ୍.ଏ.): ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲା ଗସ୍ତରେ ଆସିବେ। ଏନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ୧୮ ଓ ୧୯ ରେ ୮ ଜଣ ମନ୍ତ୍ରୀ ମାଲକାନଗିରି ଗସ୍ତରେ ଆସି…
‘ନିର୍ଭୟ’ର ସଫଳ ଉତ୍କ୍ଷେପଣ
ବାଲେଶ୍ୱର ଅଫିସ,୧୧।୮: ବାଲେଶ୍ୱର ଜିଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ବୁଧବାର ଦୂରଗାମୀ ସବ୍ନିକ କ୍ରୁଜ ମିସାଇଲ ନିର୍ଭୟର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ରକୁ ପୂର୍ବାହ୍ନ ୯ଟା ୫୩ ମିନିଟ୍ରେ ଉତ୍କ୍ଷେପଣ କରାଯାଇଛି। ପରୀକ୍ଷା…
ସମୁଦ୍ର ସ୍ନାନର ମଜା ନେଲେ ପର୍ଯ୍ୟଟକ
ପୁରୀ ଅଫିସ,୩।୮: କୋଭିଡ୍ କଟକଣା କୋହଳ ହେବା ପରେ ସୋମବାର ପୁରୀ ସହରରେ ଦୋକାନ ବଜାର ଖୋଲିଛି। ପ୍ରଥମ ଦିନରୁ ହିଁ ପୁରୀ ବେଳାଭୂମିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଛୋଟବଡ଼ ବ୍ୟବସାୟୀ ଦୋକାନ ଖୋଲିଥିବା ବେଳେ ଶପିଂ ମଲ୍ ଓ…
ବେଦାନ୍ତର ଓସ୍ତପାଳ ଖଣି ବନ୍ଦ
ଯାଜପୁର ଅଫିସ,୨୭। ୭: ବେଦାନ୍ତ କମ୍ପାନୀ ଦ୍ୱାରା ପରିଚାଳିତ ଯାଜପୁର ଜିଲା ଓସ୍ତପାଳ କ୍ରୋମାଇଟ୍ ଖଣିକୁ ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ୍ ମାଇନ୍ସ ସେଫଟି (ଡିଜିଏମ୍ଏସ୍) ପକ୍ଷରୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି…
ଗୋପାଳବନ୍ଧ, ମେରୁ ପଡ଼ିଆ ଖାଁ ଖାଁ : କଟକଣାରେ ଶେଷ ହେଲା ଦଣ୍ଡ ଯାତ୍ରା
ପୁରୁଷୋତ୍ତମପୁର,୧୪।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ବୁଧବାର ଉଦ୍ଯାପିତ ହୋଇଛି। ଏହା ମହା ବିଷୁବ ସଂକ୍ରାନ୍ତି ଓ ମେରୁ ଯାତ୍ରାରେ କରୋନା କଟକଣା ମଧ୍ୟରେ ଉଦ୍ଯାପିତ ହୋଇଛି। ମାତ୍ର କରୋନା ଲାଗି…
ଝରାଫୁଲଙ୍କୁ ହତ୍ୟା କରାଯାଇଛି
ଯାଜପୁର ଅଫିସ,୧୩।୪ ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୨)ଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟିଛି। ତାଙ୍କୁ ହତ୍ୟା କରାଯାଇଥିବା ଯାଜପୁର ଏସ୍.ପି. ରାହୁଲ ପି.ଆର. ସୋମବାର ଏକ ଭିଡିଓ କ୍ଲିପ୍ ଜାରି କରି ଜଣାଇଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ…
ନାମଯଜ୍ଞ ନେଇ କଟକଣା: ବିଜ୍ଞପ୍ତି ଜାରି କଲେ ବରଗଡ଼ ଜିଲାପାଳ
ବରଗଡ଼ ଅଫିସ,୧୦।୪: ବରଗଡ଼ ଜିଲାରେ କରୋନା(କୋଭିଡ-୧୯) ସଂକ୍ରମଣ ବଢ଼ି ଚାଲିଛି। ଏହାକୁ ପ୍ରତିହତ କରିବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଜିଲାରେ ନାମଯଜ୍ଞ ପାଳନ ଉପରେ ରୋକ ଲଗାଯାଇଛି। ଏଭଳି ସ୍ଥିତିରେ ଜିଲାର…
ଡେଲାଙ୍ଗ-ପିପିଲିର ବିକାଶ ପାଇଁ ପ୍ରତିଶ୍ରୁତି
ଡେଲାଙ୍ଗ/ପିପିଲି, ୧୦।୪(ଡି.ଏନ୍.ଏ.): ପିପିଲି ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ପ୍ରାର୍ଥୀମାନଙ୍କ ମଧ୍ୟରେ ସେତିକି ଉତ୍ସୁକତା ବଢ଼ିବାରେ ଲାଗିଛି। ବିଜେଡି ପକ୍ଷରୁ ଶ୍ୁକ୍ରବାର ମୁନିନ୍ଦା, ବେରବୋଇ, ଗୁଆଳିପଡା, ଚାଇଁପୁର, ରେଙ୍ଗଳ, ସୁଜନପୁର ପ୍ରଭୃତି ୭ଟି ପଞ୍ଚାୟତରେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି।…
ଅବହେଳିତ ବୌଦ୍ଧ କୀର୍ତ୍ତିରାଜି
ବନ୍ତ,୧।୪(ଡି.ଏନ.ଏ.)-ଯେଉଁ ସ୍ଥାନରେ ବୌଦ୍ଧ, ଜୈନ, ଶାକ୍ତ ଓ ବୈଷ୍ଣବ ଧର୍ମର ପ୍ରଭାବ ପଡ଼ିଥିଲା, ବୌଦ୍ଧ ମହାଯାନ ପନ୍ଥିମାନେ ସେହି ସ୍ଥାନରେ ସମବେତ ହୋଇ ଧର୍ମାଲୋଚନା କରୁଥିଲେ। ସେତେବେଳେ ସେହି ସ୍ଥାନ ଚଳଚଞ୍ଚଳ ହୋଇଉଠୁଥିଲା। ଏବେ ସେହି ସ୍ଥାନ ଅବହେଳିତ ଅବସ୍ଥାରେ ଅତୀତର…
ଏବେଠୁ ଜଳ ସଙ୍କଟ
ବାଲିଆପାଳ,୨୫।୩(ସ୍ବ.ପ୍ର.)- ଖରାଦିନ ଆରମ୍ଭରୁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ବାଲିଆପାଳ ପଞ୍ଚାୟତରେ ଜଳସଙ୍କଟ ଦେଖାଦେଇଛି। ଦୁଇଟି ପାନୀୟଜଳ ପ୍ରକଳ୍ପ ଥାଇ ମଧ୍ୟ ଲୋକଙ୍କୁ ପାନୀୟଜଳ ଯୋଗାଇବାରେ ଫେଲ୍ ମାରିଛି। ଏହାସହିତ ଗଁାଗୁଡିକରେ ଥିବା ଗଭୀର ନଳକୂପ କଥା କହିଲେ ନ ସରେ।…
ଫଳକରେ ସୀମିତ ପିପିଲି ବସ୍ଷ୍ଟାଣ୍ଡ
ପିପିଲି,୨୩।୩(ସ୍ବ.ପ୍ର.): ପିପିଲିରେ ଏବେ ଚାଲିଛି ଉପନିର୍ବାଚନର ତାତି। ଏ ନେଇ ସମସ୍ତ ଦଳ ପିପିଲିର ମୁଖ୍ୟ ସମସ୍ୟାଗୁଡ଼ିକୁ ଜନସାଧାରଣଙ୍କ ସମ୍ମୁଖରେ କିଭଳି ସମାଧାନ କରିବେ ସେନେଇ ଆଲୋଚନା ଚାଲିଛି। ରାସ୍ତାଘାଟଠାରୁ ଆରମ୍ଭ ହୋଇ ଫନୀ ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ପ୍ରକୃତ ହିତାଧିକାରୀମାନଙ୍କୁ…
ଡାବୁଗାଁରେ ବନ୍ଦର ପ୍ରଭାବ: ଗାଡ଼ି ଚାଳଚଳ ବନ୍ଦ
୧୫।୨ (ଡି.ଏନ୍.ଏ.): ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି। ଡାବୁଗାଁ ବ୍ଲକରେ ୬ ଘଣ୍ଟିଆ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ…

