ସପ୍ତାହରେ ୩ ଥର ଚାମୁଚେ ଲେଖାଏଁ ଏହି ଗୁଣ୍ଡ: ଡାଇବେଟିସ୍‌ରୁ ରହିବେ ଦୂରେଇ…

ନୂଆଦିଲ୍ଲୀ: ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୩ ଥର ଚାମୁଚେ ଲେଖାଏଁ ମେଥିଗୁଣ୍ଡ ଉଷୁମ ପାଣିରେ ପିଇଲେ ଡାଇବେଟିସ୍‌ରୁ ଦୂରେଇ ହେବାରେ ସହାୟତା ମିଳିଥାଏ। ଏହା ଶରୀରରେ ଇନସୁଲିନ୍‌ କ୍ଷରଣକୁ ତ୍ୱରାନ୍ବିତ କରିଥାଏ। ଏହା ସହିତ ପାଚନ କ୍ରିୟାକୁ ମେଥିଗୁଣ୍ଡ ସ୍ବାଭାବିକ କରିବା ସହିତ କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରିତ କରିଥାଏ। ତେଣୁ ଏହାକୁ ଅଭ୍ୟାସ କରି ଖାଇଲେ ସୁଫଳ ମିଳିଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ୧୫୦୦ ମସିହାରେ ଏହାକୁ ବିଭିନ୍ନ ରୋଗ ଚିକିତ୍ସାରେ ପ୍ରଥମେ ଇଜିପ୍ଟରେ ବ୍ୟବହାର କରାଯାଇଥିଲା। ପରେ ଏହାର ବ୍ୟବହାର ଦକ୍ଷିଣ ଏସିଆ ଏବଂ ମଧ୍ୟପ୍ରାଚ୍ୟରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେତୋଟି ଜରୁରୀ ଜାଣିବା କଥା

*ଠାକୁରଙ୍କୁ ପୂଜା କରିବା ସମୟରେ ସକାଳେ ହେଉ ଅବା ସନ୍ଧ୍ୟାରେ ଥରୁଟିଏ ହେଉ ନା କାହିଁକି ଠାକୁରଙ୍କ ପାଖେ ଝୁଣା ଧୂପ କିମ୍ବା କର୍ପୁର ଆଳତି...

ଟ୍ରାଡିଶନାଲ ଓ ଓ୍ବେଷ୍ଟର୍ନ ସ୍ବେଟର୍ସ

ସାଧାରଣତଃ ନିଜକୁ ଉଷୁମ ରଖିବା ପାଇଁ ଅନେକେ ରଙ୍ଗ ବେରଙ୍ଗ ଷ୍ଟାଇଲିଶ୍‌ ସ୍ବେଟର୍ସ ପରିଧାନ କରିଥାନ୍ତି । ଏହା ସହ ଆମର ଲୁକ୍‌କୁ ମଧ୍ୟ ପରଫେକ୍ଟ...

ଖରାଦିନେ ଖାଆନ୍ତୁ ଏହି ଖାଦ୍ୟ, କମ୍‌ ହେବ ରକ୍ତଚାପ

ବର୍ତ୍ତମାନ ଅଧିକାଂଶ ଲୋକ ରକ୍ତଚାପ ରୋଗରେ ପୀଡ଼ିତ। ଉଚ୍ଚ ରକ୍ତଚାପ ଶରୀରର ରକ୍ତପ୍ରବାହ ଉପରେ କୁପ୍ରଭାବ ପକାଇଥାଏ। ଯେଉଁ ବ୍ୟକ୍ତିଙ୍କର ଏପରି ସମସ୍ୟା ରହିଛି, ସେମାନଙ୍କୁ...

ସ୍ତନ କର୍କଟରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ମାଛ ଶରୀର ପାଇଁ ଉପକାରୀ। ସପ୍ତାହରେ ଥରେ ମାଛ ଖାଇଲେ ସ୍ତନ କର୍କଟରୁ ମୁକ୍ତି ମିଳିଥାଏ ବୋଲି ମିସିଗାନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ...

ସ୍ମାର୍ଟ କିଚେନ୍‌

ଆଜିକାଲି ସମସ୍ତେ ମଡ୍ୟୁଲାର କିଚେନ୍‌ ପସନ୍ଦ କରୁଛନ୍ତି। କିଚେନ୍‌ ମଡ୍ୟୁଲାର ହେବା ସହ ଏହାର ଯତ୍ନନେବା ମଧ୍ୟ ଜରୁରୀ। ଏହାର ସଫାସୁତରା ପ୍ରତି ମଧ୍ୟ ଧ୍ୟାନ...

ପିଲାଙ୍କ ରାଗ

ମଣିଷର ମାନସିକ ସ୍ଥିତି ବିଭିନ୍ନ ପରିସ୍ଥିତି ଏବଂ ପରିବେଶକୁ ନେଇ ପରିବର୍ତ୍ତନ ହୋଇଥାଏ। ହେଲେ ସାଧାରଣ କଥାରେ କ୍ରୋଧ ବା ରାଗିବା, ହିଂସା କରିବା, ଅଭିଭାବକଙ୍କ...

ଏହି ୫ ରାଶିର ବ୍ୟକ୍ତିଙ୍କ ଜାତକରେ ଲେଖା ଅଛି ପ୍ରେମ ବିବାହ

ହିନ୍ଦୁ ଧର୍ମରେ ବିବାହ ସମୟରେ ବର ଏବଂ କନ୍ୟାଙ୍କ ଜାତକ ମିଶାଇବା ପରମ୍ପରା ରହିଛି। ତେବେ ଅନେକ ଲୋକ ଜାତକ ସହିତ ଜଡିତ ପରମ୍ପରାକୁ ଅନୁସରଣ...

ଦୀପାବଳିରେ ଏଭଳି ସଜାନ୍ତୁ ଘର…

ଦୀପାବଳିରେ ସମସ୍ତେ ଚାହାନ୍ତି ନିଜ ଘର ସୁନ୍ଦର ଦେଖାଯାଉ। ଆଉ ସବୁ କୋଣ ଝଲସି ଉଠୁ। କିନ୍ତୁ ଦାମୀ ଘରସଜା ସାମଗ୍ରୀ କିଣି ଘର ସଜାଇବା...

Advertisement
Archives

Model This Week