ଜୀବନଚର୍ଯ୍ୟା

କୋଭିଡ୍‌ ଜ୍ୱାଳାକୁ କମାଇପାରିବ ପ୍ରୋଟିନ୍‌

ଟରଣ୍ଟୋ,୬ା୭(ପି.ଟି.): ବୈଜ୍ଞାନିକମାନେ ଏକ ପ୍ରକାର ପ୍ରୋଟିନ୍‌ ଆବିଷ୍କାର କରିଛନ୍ତି ଯାହା କୋଭିଡ୍‌-୧୯ ଜନିତ ପ୍ରଦାହକୁ ହ୍ରାସ କରିପାରିବ ବୋଲି ସେମାନେ ଦାବି କରିଛନ୍ତି। ଏହି ନୂଆ ଔଷଧ କରୋନା ମୁକାବିଲା କ୍ଷେତ୍ରରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇପାରିବ। ସେଲ୍‌ ରିପୋର୍ଟସ୍‌…

ବ୍ୟବସାୟରେ ସଫଳତା ପାଇବାକୁ ଚାହାନ୍ତି,କରନ୍ତୁ ଏହି କାମ…

ଅର୍ଥଶାସ୍ତ୍ରର ବଡ଼ ବିଦ୍ୱାନ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ବାଣିଜ୍ୟ ଉପରେ ଗଭୀର ଅଧ୍ୟୟନ କରିଥିଲେ। ସେ ଅର୍ଥନୀତିକୁ ନେଇ ଅନେକ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ମତରେ ଜଣେ ସଫଳ ବ୍ୟବସାୟୀ ସର୍ବଦା ବିପଦ ପାଇଁ ପ୍ରସ୍ତୁତଥାନ୍ତି। ଜଣେ ବେପାରୀ ଦୁନିଆର…

ସାବଧାନ! ହେଲ୍‌ମେଟ ଘରକୁ କରୋନା ଆଣୁନାହିଁ ତ

ଆପଣଙ୍କ ହେଲମେଟ ଘରକୁ କରୋନା ଭାଇରସ୍‌ ଆଣୁ ନାହିଁ ତ? ଏହି ପ୍ରଶ୍ନ ଶୁଣି ଆପଣ ଟିକେ ଅଜବ ଅନୁଭବ କରିପାରନ୍ତି, କିନ୍ତୁ ବର୍ତ୍ତମାନ ଏହି ପ୍ରଶ୍ନଟି ଆପଣ ଏବଂ ଆପଣଙ୍କ ପରିବାରର ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶରେ କରୋନା…

ଏମିତି କିଛି ଅଭ୍ୟାସ ବଦଳାଇ ବଞ୍ଚାନ୍ତୁ ଟଙ୍କା

ଆପଣ ଜାଣନ୍ତି କି ଆପଣ ଜାଣିଶୁଣି ହେଉ ଅବା ଅଜଣାତରେ ପ୍ରତ୍ୟେକ ମାସରେ ଖାଦ୍ୟ ସାମଗ୍ରୀର ୩୦ ପ୍ରତିଶତ ନଷ୍ଟ କରନ୍ତି। ଏହା କେବଳ ଆପଣଙ୍କ ସାମଗ୍ରୀ ନଷ୍ଟ କରି ନ ଥାଏ ବରଂ ଏହା ଟଙ୍କା ନଷ୍ଟ କରିଥାଏ। ଯଦି…

ବନ୍ଧୁ ଚୟନ ସମୟରେ ଏସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ, କରିବେ ନାହିଁ ପଶ୍ଚାତାପ

ଆଚାର୍ଯ୍ୟ ଚାଣକ୍ୟ ମଣିଷ ଜୀବନକୁ ପ୍ରଭାବିତ କରୁଥିବା ସମସ୍ତ ସମ୍ପର୍କକୁ ଗଭୀର ଭାବେ ଅଧ୍ୟୟନ କରିଥିଲେ। ସେ କୁହନ୍ତି, ବନ୍ଧୁତ୍ୱ ଏଭଳି ଏକ ସମ୍ପର୍କ ଯାହା ମଣିଷ ନିଜେ ତିଆରି କରେ। ପ୍ରକୃତ ବନ୍ଧୁ ଭଗବାନଙ୍କ ଅଂଶ ଭଳି। ହେଲେ ଖରାପ…

ଏହା ହେଉଛି ଶୀଘ୍ର ବୁଢ଼ା ହେବାର କାରଣ, ଏଡ଼ାଇବାର ସହଜ ଉପାୟ ଜାଣନ୍ତୁ…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଜଣେ ସାଧାରଣ ବାଳକ ଥିଲେ। ହେଲେ ତାଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ ଆଚାର୍ଯ୍ୟ ଚାଣକ୍ୟ। ତାଙ୍କ ନୀତି ଶାସ୍ତ୍ର ଅନେକ ଜ୍ଞାନର ଭଣ୍ଡାର। ମଣିଷ ଜୀବନରେ ଏହି ନୀତିର ବ୍ୟବହାର ଫଳରେ ସର୍ବଦା ସୁଖ, ସ୍ବାଚ୍ଛନ୍ଦ୍ୟ, ଧନ,…

ଦାନରେ ଝାଡୁ ଦେଉଛନ୍ତି କି….

ଦାନ କଲେ ପୂଣ୍ୟ ମିଳେ। ଦାନରେ ଭଗବାନ ଖୁସି ହୋଇଥାନ୍ତି। ଦାନ କରୁଥିବା ବ୍ୟକ୍ତିର ଘରେ ସୁଖ ଶାନ୍ତି ସର୍ବଦା ବାସ କରେ ବୋଲି କୁହାଯାଇଥାଏ। ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କ ସାହାର୍ଯ୍ୟ କଲେ ପୂଣ୍ୟ ମିଳିଥାଏ। ହେଲେ ଦାନ ସର୍ବଦା ଯୋଗ୍ୟ…

ଶୋଇବା ବେଳେ ଏହି ୭ ପ୍ରାଣୀଙ୍କୁ ଉଠାନ୍ତୁନାହିଁ, ହୋଇପାରେ ମୃତ୍ୟୁ

ଆଚାର୍ଯ୍ୟ ଚାଣକ୍ୟ ନିଜର ଏକ ଶ୍ଲୋକରେ ଏଭଳି ୭ ପ୍ରାଣୀଙ୍କ ବିଷୟରେ ଲେଖିଛନ୍ତି, ଯେଉଁମାନଙ୍କୁ ଶୋଇଥିବା ଅବସ୍ଥାରେ ଉଠାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ିପାରେ ବୋଲି ଚାଣକ୍ୟ କହିଛନ୍ତି। ଚାଣକ୍ୟ କୁହନ୍ତି, -ରାଜାଙ୍କୁ ନିଦରୁ…

ଲକ୍‌ଡାଉନ୍‌ରେ ବ୍ରେକ୍‌ଅପ୍‌ ହୋଇଗଲେ, ଏହି ୪ ପନ୍ଥା ଆପଣାଇ ସମ୍ଭାଳନ୍ତୁ ନିଜକୁ

ବ୍ରେକଅପ ଯନ୍ତ୍ରଣାରୁ ବାହାରିବା ଏତେ ସହଜ କାମ ନୁହେଁ। ଯେତେବେଳେ ପ୍ରେମ ସମ୍ପର୍କ ହଠାତ୍‌ ସମାପ୍ତ ହୁଏ, ନିଜକୁ ସମ୍ଭାଳିବା କଷ୍ଟକର ହୋଇଯାଏ। ବିଶେଷ ଭାବରେ, ଯେଉଁମାନେ ଲକଡାଉନରେ ବ୍ରେକଅପ କରିଛନ୍ତି, ସେମାନଙ୍କ ପାଇଁ ଏହା ଅଧିକ ବିବ୍ରତ କରିଦେଇଥିବ। ସାଧାରଣତଃ…

ଏହି ୩ ଖରାପ ଅଭ୍ୟାସ କରନ୍ତୁ ପରିତ୍ୟାଗ, ନଚେତ୍‌ କମିପାରେ ରୋଗ ପ୍ରତିରୋଧକ ଶକ୍ତି

କରୋନା ଭାଇରସ୍‌ ଯୋଗୁ ଲୋକେ ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୋଇଛନ୍ତି। ବିଶେଷ ଭାବରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ଟିପ୍ସ ଅପାଣାଉଛନ୍ତି। ମାତ୍ର କିଛି ଖରାପ ଅଭ୍ୟାସ ଅଛି ଯାହାକୁ ପରିହାର ନ…

ଝଗଡା ସମୟରେ କେବେ ବି ପାର୍ଟନରଙ୍କୁ କୁହନ୍ତୁ ନାହିଁ ଏହି ୪ କଥା, ନହେଲେ ପଶ୍ଚାତାପ କରିବେ

ବିବାହ ପରେ, ଦମ୍ପତିଙ୍କ ମଧ୍ୟରେ ଟିକିଏ କଥାବାର୍ତ୍ତା ସମ୍ପର୍କ ଭାଙ୍ଗିବାର ଏକ ବଡ଼ କାରଣ ହୋଇଯାଏ। ଯଦିଓ ସମ୍ପର୍କରେ ମଧୁରତା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବେଳେବେଳେ ସମ୍ପର୍କ ଭାଙ୍ଗିବା ଭୟରେ କିଛି କଥା ଲୁଚାଇ ରଖିବା ହିଁ ଶ୍ରେୟସ୍କର। -ବେଳେବେଳେ…

ମୁଣ୍ଡବିନ୍ଧାର କାରଣ, ନିରାକରଣ ସମ୍ପର୍କରେ ଜାଣନ୍ତୁ…

ଆଜିକାଲି ମୁଣ୍ଡବିନ୍ଧା ମୁଖ୍ୟ ସମସ୍ୟା ପାଲଟିଛି। ଏପରିକି ଅଧିକାଂଶ ଲୋକଙ୍କର ସପ୍ତାହକୁ ୨-୩ ଥର ମୁଣ୍ଡବିନ୍ଧା ହୋଇଥାଏ। ଏହାର ଅନେକ କାରଣ ମଧ୍ୟ ରହିଛି। ମାନସିକ ଚିନ୍ତା, ଅନିଦ୍ରା, ଅଧିକ ସମୟ ଫୋନ୍‌ରେ କଥା ହେବା, ଆବଶ୍ୟକତାଠାରୁ ଅଧିକ ଭାବିବା, ଥକ୍କାପଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri