ଝଗଡା ସମୟରେ କେବେ ବି ପାର୍ଟନରଙ୍କୁ କୁହନ୍ତୁ ନାହିଁ ଏହି ୪ କଥା, ନହେଲେ ପଶ୍ଚାତାପ କରିବେ

ବିବାହ ପରେ, ଦମ୍ପତିଙ୍କ ମଧ୍ୟରେ ଟିକିଏ କଥାବାର୍ତ୍ତା ସମ୍ପର୍କ ଭାଙ୍ଗିବାର ଏକ ବଡ଼ କାରଣ ହୋଇଯାଏ। ଯଦିଓ ସମ୍ପର୍କରେ ମଧୁରତା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବେଳେବେଳେ ସମ୍ପର୍କ ଭାଙ୍ଗିବା ଭୟରେ କିଛି କଥା ଲୁଚାଇ ରଖିବା ହିଁ ଶ୍ରେୟସ୍କର।
-ବେଳେବେଳେ ସାଥୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ ସେ ଆପଣଙ୍କୁ ସମୟ ଦେଇପାରନ୍ତି ନାହିଁ। ଯେତେବେଳେ ସମୟ ମିଳେ ସେ ଆପଣଙ୍କ ନିକଟତର ହେବାକୁ ଚେଷ୍ଟା କରନ୍ତି। ସେତେବେଳେ ଆପଣ ତାଙ୍କୁ ସ୍ବାର୍ଥପର ବୋଲି ଭାବନ୍ତି। ଏହି ସମୟରେ ରାଗରେ ଏପଟ ସେପଟ କଥା କହି ଦିଅନ୍ତି। ତେଣୁ, ଯଦି ଆପଣ ସମସ୍ୟାର ସମାଧାନ ଚାହୁଁଛନ୍ତି, ତେବେ ରାଗରେ ମଧ୍ୟ ଏପରି ଶବ୍ଦ ବ୍ୟବହାର କରନ୍ତୁ ନାହିଁ।

-ବିବାହ ପରେ, ଦମ୍ପତିଙ୍କ ମଧ୍ୟରେ କଥା ଏପଟସେପଟ ହେବା ନୂଆ ନୁହେଁ। ଅନେକ ଥର ଝଗଡା ହେବା ଯୋଗୁ ଲୋକେ ବିବାହକୁ ନିଜ ଜୀବନର ସବୁଠାରୁ ବଡ ଭୁଲ ବୋଲି ଭାବିବା ଆରମ୍ଭ କରନ୍ତି। ଏହାଦ୍ୱାରା ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି କରେ। ତେଣୁ ଏପରି ଚିନ୍ତାଧାରାକୁ ମନକୁ ଆଣନ୍ତୁ ନାହିଁ।

-ଆଜିକାଲି ବ୍ୟସ୍ତବହୁଳ ଜୀବନରେ ପାର୍ଟନର ଅପେକ୍ଷା ଚାକିରିକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି। ତେଣୁ ଆପଣ କଠିନ ପରିଶ୍ରମ ସାଥୀକୁ ଖୁସି କରିବା ପାଇଁ କରୁଛନ୍ତି। ତେଣୁ କାମରୁ ସମୟ ବାହାର କରି ତାଙ୍କୁ ସମୟ ଦେବା ଉଚିତ୍‌। ଯଦି ଅଧିକ କାମ ସାରି ଆସୁଛନ୍ତି ତେବେ ପାର୍ଟନରଙ୍କ ସହ ମିଠା କଥା କହି ମନାଇବାକୁ ଚେଷ୍ଟା କରନ୍ତୁ।

-ବୈବାହିକ ଜୀବନରେ ଝଗଡା ଲାଗିଲେ ଅନେକ ସମୟରେ ପରସ୍ପରର ମାତାପିତାଙ୍କୁ ନେଇ ଭୁଲ ଶବ୍ଦ ବ୍ୟବହାର କରିବା ଆରମ୍ଭ କରନ୍ତି। ଏହା କରିବା ଠିକ ନୁହେଁ। ଏହାଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri