ଲକ୍‌ଡାଉନ୍‌ରେ ବ୍ରେକ୍‌ଅପ୍‌ ହୋଇଗଲେ, ଏହି ୪ ପନ୍ଥା ଆପଣାଇ ସମ୍ଭାଳନ୍ତୁ ନିଜକୁ

ବ୍ରେକଅପ ଯନ୍ତ୍ରଣାରୁ ବାହାରିବା ଏତେ ସହଜ କାମ ନୁହେଁ। ଯେତେବେଳେ ପ୍ରେମ ସମ୍ପର୍କ ହଠାତ୍‌ ସମାପ୍ତ ହୁଏ, ନିଜକୁ ସମ୍ଭାଳିବା କଷ୍ଟକର ହୋଇଯାଏ। ବିଶେଷ ଭାବରେ, ଯେଉଁମାନେ ଲକଡାଉନରେ ବ୍ରେକଅପ କରିଛନ୍ତି, ସେମାନଙ୍କ ପାଇଁ ଏହା ଅଧିକ ବିବ୍ରତ କରିଦେଇଥିବ। ସାଧାରଣତଃ ବ୍ରେକଅପ ପରେ କିଛି ଯୁବତୀଯୁବକ ଭାଙ୍ଗି ପଡନ୍ତି। ଏଥିରୁ ବାହାରିବା ପାଇଁ ସେମାନେ ବାହ୍ୟଜଗତରେ ନିଜକୁ ବ୍ୟସ୍ତ ରଖନ୍ତି। ଯେପରିକି ସାଙ୍ଗମାନଙ୍କ ମସ୍ତି କରିବା ଆଦି କରନ୍ତି କିନ୍ତୁ ଲକଡାଉନ ସମୟରେ ଏହା କରିବା ସମ୍ଭବ ନୁହେଁ। ଏପରି ପରିସ୍ଥିତିରେ ନିଜକୁ ସମ୍ଭାଳିବା ଏକ କଷ୍ଟସାଧ୍ୟ କାର୍ଯ୍ୟ। କିନ୍ତୁ ଘରେ ମଧ୍ୟ ଆପଣଙ୍କୁ ନିଜକୁ ସମ୍ଭାଳିପାରିବେ। କିଛି ଟିପ୍ସ ଉପରେ ଧ୍ୟାନ ଦେଲେ ବ୍ରେକ୍‌ଅପ୍‌ ପରେ ନିଜକୁ ସମ୍ଭାଳି ପାରିବେ।

ଅନଲାଇନରେ ପ୍ରେରଣାଦାୟକ ଚଳଚ୍ଚିତ୍ର ଦେଖନ୍ତୁ

ଅତୀତରୁ ବାହାରିବା ପାଇଁ ପ୍ରଥମ ପ୍ରୟାସ ହେଉଛି ଏହା ନିଜେ ନିଜକୁ ସଜାଡିବା। ପ୍ରେରଣାଦାୟକ ଚଳଚ୍ଚିତ୍ର ତାଲିକା କରନ୍ତୁ ଏବଂ ଅନଲାଇନ ଦେଖନ୍ତୁ। ପୁରୁଣା ଜିନିଷରୁ ଯେତେ ଧ୍ୟାନ କାଢିବେ ବ୍ରେକଅପରୁ ସେତେ ବାହାରକୁ ଆସିବେ।

ଫୋନରେ ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ
ଯଦି ଆପଣ ସାଙ୍ଗମାନଙ୍କୁ ଭେଟିବାକୁ ଅସମର୍ଥ, ତେବେ କୌଣସି ଅସୁବିଧା ନାହିଁ, ଫୋନରେ ସେମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ କିମ୍ବା ଭିଡିଓ ଚାଟ ଦ୍ୱାରା ଆପଣଙ୍କ ଯନ୍ତଣାକୁ ହାଲ୍‌କା କରିପାରିବେ।

ଭଲ ବହି ପଢନ୍ତୁ
ଏହି ଲକଡାଉନକୁ ଏକ ସୁଯୋଗ ଭାବରେ ନିଅନ୍ତୁ। ଯଥାସମ୍ଭବ ଭଲ ବହି ପଢନ୍ତୁ ଏବଂ ବିଭିନ୍ନ ବିଷୟରେ ନିଜର ଜ୍ଞାନ ବଢାନ୍ତୁ। ନୂଆ ବିଷୟ ପ୍ରତି ଯେତେ ଆଗ୍ରହ ଦେଖାନ୍ତି, ତୁମେ ଶୀଘ୍ର ପୁରୁଣା ବିଷୟରୁ ବାହାରକୁ ଆସପାରିବେ। ଭଲ ଏବଂ ପ୍ରେରଣାଦାୟକ ପୁସ୍ତକକୁ ସକରାତ୍ମକ ଶକ୍ତି ମିଳିବ।

ଅନଲାଇନ ଡେଟିଂ
ଅନେକ ଆପ ଅଛି ଯାହା ଅନଲାଇନ ଡେଟିଂ ପାଇଁ ସବୁଠାରୁ ନିର୍ଭରଯୋଗ୍ୟ ବୋଲି ବିବେଚନା କରାଯାଏ। ବ୍ରେକଅପ୍‌ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଏହି ଆପଗୁଡ଼ିକରେ ଏକ ନୂଆ ସାଥୀ ଖୋଜାଯାଇପାରିବ। ଲକଡାଉନ ପାଇଁ ଏହି ଡେଟିଂ ଆପ୍ସରେ ଅନେକ ନୂଆ ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହାର ଲାଭ ଉଠାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri