ଜୀବନଚର୍ଯ୍ୟା

ସକାଳୁ ଉଠିବା ପରେ ନିଶ୍ଚୟ କରନ୍ତୁ ଏହି କାମ: ଘରେ ରହିବ ନାହିଁ ଧନର ଅଭାବ

କୋଟିପତି ହେବାକୁ କିଏ ବା ନ ଚାହେଁ। ଏହି ଆଧୁନିକ ଯୁଗରେ ଟଙ୍କାଥିଲେ ସବୁକିଛି ଅଛି। ଯଦି ପାଖରେ ଟଙ୍କା ନାହିଁ, ତେବେ କେହି ହେଲେ ଅନାଇବେ ନାହିଁ। ସମସ୍ତେ ଦୂରେଇ ଯିବେ। ଏପରି ପରିସ୍ଥିତିରେ ଏମିତି କିଛି ଉପାୟ ରହିଛି…

କେବେବି ଭୁଲ୍‌ରେ କରନ୍ତୁ ନାହିଁ ଏମାନଙ୍କୁ ବିଶ୍ୱାସ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନ ସହ ଜଡିତ ଅନେକ କଥା କହିଛନ୍ତି। ଲୋକେ ଚାଣକ୍ୟଙ୍କ ଏହି ନୀତକୁ ଅନୁସରଣ କରି ଅନେକ ଅସୁବିଧାରୁ ରକ୍ଷା ପାଇପାରିବେ। ଏହି ନୀତି କେବଳ ଲୋକଙ୍କୁ ସଫଳତାର ପଥରେ ନେଇଥାଏ ତାହା ନୁହେଁ। ମାତ୍ର…

ସପ୍ତାହରେ ୩ ଥର ଚାମୁଚେ ଲେଖାଏଁ ଏହି ଗୁଣ୍ଡ: ଡାଇବେଟିସ୍‌ରୁ ରହିବେ ଦୂରେଇ…

ନୂଆଦିଲ୍ଲୀ: ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୩ ଥର ଚାମୁଚେ ଲେଖାଏଁ ମେଥିଗୁଣ୍ଡ ଉଷୁମ ପାଣିରେ ପିଇଲେ ଡାଇବେଟିସ୍‌ରୁ ଦୂରେଇ ହେବାରେ ସହାୟତା ମିଳିଥାଏ। ଏହା ଶରୀରରେ ଇନସୁଲିନ୍‌…

ଭେଜ୍‌ ମାଛ ତରକାରି

ଆବଶ୍ୟକ ସାମଗ୍ରୀ: ସୋୟାବିନ୍‌- ୧୦୦ଗ୍ରାମ୍‌, ବ୍ରେଡ- ୨ ଖଣ୍ଡ, କଞ୍ଚା କଦଳୀ- ଛୋଟ ୧ଟି ସିଝା, ଆଳୁ- ୪ଟି, ପିଆଜ- ୨ଟି ବଡ଼, ଅଦା- ଛୋଟ ଖଣ୍ଡେ, କଞ୍ଚାଲଙ୍କା- ୨/୩ଟି, ରସୁଣ- ୨ଟି ବଡ଼, ଜିରା ଓ ସୋରିଷ- ଅଳ୍ପ, ଲଙ୍କାଗୁଣ୍ଡ-…

କଙ୍ଗାରୁ କେୟାର

ଶିଶୁର ଉତ୍ତମ ସ୍ବାସ୍ଥ୍ୟ ତଥା ବିଭିନ୍ନ ସମସ୍ୟା ଦୂର କରିବା ନିମନ୍ତେ କଙ୍ଗାରୁ କେୟାର ବା କେଏମ୍‌ସି ଏକ ସୁନ୍ଦର ବିକଳ୍ପ। ନବଜାତ ଶିଶୁକୁ କଙ୍ଗାରୁ ଭଳି ନିଜ ତ୍ୱଚା ସହ ଲଗାଇ ରଖିବାକୁ ହୋଇଥାଏ। ମାଆମାନଙ୍କୁ ପରିଷ୍କାର ପରିଚ୍ଛନ ଉପରେ…

ଘରୋଇ ହେୟାର ମାସ୍କ

ଦହିରେ କେଶ ମୂଳକୁ ଭଲଭାବେ ମସାଜ କରନ୍ତୁ। ଦହି ଶୁଖିଗଲା ପରେ ସାମ୍ପୁ କରାଇ ନିଅନ୍ତୁ। ରାତିରେ ମେଥିକୁ ଭିଜାଇ ସକାଳେ ତା’ର ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ କେଶ ମୂଳରେ ଲଗାଇ ଶୁଖିବା ପରେ ଭଲଭାବେ ଧୋଇ ନିଅନ୍ତୁ।…

ମମତାର ବନ୍ଧୁତ୍ୱ

ଏମିତି ଏକ ସମ୍ପର୍କ ଯେଉଁଠି ଥାଏ ଭଲପାଇବାର ଅଲିଖିତ ଚୁକ୍ତି। ଅନାବିଳ ପ୍ରେମ ଆଉ ଅଯାଚିତ ସ୍ନେହର ପ୍ରତିଶ୍ରୁତି। ଭରସା, ବିଶ୍ୱାସ ଆଉ ସ୍ନେହ ମମତାର ଡୋରିରେ ବନ୍ଧା ମା’ଝିଅଙ୍କ ସମ୍ପର୍କ। ହେଲେ ସମାଜର ଜଟିଳ ପରିସ୍ଥିତିରେ ଭୁଲଠିକ୍‌, ଭଲମନ୍ଦର ବିଚାର…

ଶୀତ ପୋଷାକର ଷ୍ଟାଇଲିସ୍‌ ଲୁକ୍‌

ଏବେ ହାଇଟେକ୍‌ ଯୁଗ । ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନର ଧାରା ଜାରି ରହିଛି। ଠିକ୍‌ ସେହିପରି ଫ୍ୟାଶନ ଦୁନିଆରେ ବି ପୋଷାକ ପରିଧାନରେ ପରିବର୍ତ୍ତନ ହୋଇଥାଏ। ଶୀତଦିନେ ସ୍ବେଟର, ଜ୍ୟାକେଟ୍‌, ଶାଲ୍‌ ଆଦି ପିନ୍ଧିବାକୁ ପଡ଼ିଥାଏ। ତେବେ ଫ୍ୟାଶନ ଟ୍ରେଣ୍ଡରେ ସାମିଲ…

ରାତିରେ ଶୋଇବା ପୂର୍ବରୁ ଏଥିରୁ ଗ୍ଲାସେ…

ନୂଆଦିଲ୍ଲୀ: ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦୂର ହୁଏ। ମେଦବହୁଳ ରୋଗୀଙ୍କ ପାଇଁ ଏହା ମହୌଷଧୀ ଭଳି କାମ କରେ। କ୍ଷୀର ପିଇଲେ ମୋଟାପା ହେଉଥିବା ଅନେକ ବିଶ୍ୱାସ କରିଥାନ୍ତି। ତେବେ ପ୍ରତିଦିନ…

ଘରେ ଏମିତି ଭାବେ ଜୋତା ରଖୁଥିଲେ ସାବଧାନ : ମାଡ଼ି ଆସିବ ବିପଦ

ବାସ୍ତୁ ଅନୁଯାୟୀ, ସମସ୍ତ ଜିନିଷକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ଏବଂ ଘରେ ଉପଯୁକ୍ତ ସ୍ଥାନରେ ରଖିବା ଶୁଭ ବୋଲି ବିବେଚନା କରାଯାଏ। ଘରେ ଜୋତା ଏବଂ ଚପଲ ରଖିବା ପାଇଁ ମଧ୍ୟ ବାସ୍ତୁଶାସ୍ତ୍ରରେ ଉପଯୁକ୍ତ ସ୍ଥାନ ରହିଛି। ପ୍ରାୟତଃ ଲୋକମାନେ ଜୋତା…

କେବେହେଲେ ଘରେ ଲଗାନ୍ତୁ ନାହିଁ ଏସବୁ ଗଛ: ଲାଗି ରହିବ ଝଗଡ଼ା, ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ହେବେ

ଏପରି କିଛି ବୃକ୍ଷ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଏଣୁ ଏହାକୁ କେବେହେଲେ ଘରେ ଲଗାଇବା ଉଚିତ ନୁହେଁ। ଯଦି ଏହା ଥାଏ ତେବେ ତାହାକୁ ଘରୁ ବାହାର କରିଦେବା…

ଅଧିକ ଲୁଣ ଖାଉଛନ୍ତି କି? ଦେଖାଦେଇପାରେ ଏହି ଜଟିଳ ସ୍ବାସ୍ଥ୍ୟ ସମସ୍ୟା; ଜାଣନ୍ତୁ..

ଆଜିକାଲି ସମୟରେ କିଡନୀ ଷ୍ଟୋନ୍‌ ଏକ ସାଧାରଣ ସମସ୍ୟା ପାଲଟିଛି। ହେଲେ ପୋଷକ ତତ୍ତ୍ୱ କମ୍‌ ହେବା କାରଣରୁ ମଧ୍ୟ ଏହି ଷ୍ଟୋନ୍‌ ହୋଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶରୀରରେ ପୋଟାଶିୟମ, ପ୍ରୋଟିନ୍‌, ସୋଡିୟମ(ଲବଣ) ଏବଂ ଶୁଗାର(ସର୍କରା) ଆଦି କମ୍‌ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?