ବିବାହରେ ହେଉଛି କି ବିଳମ୍ବ, ଏମିତି କଲେ ମିଳିବ ଉତ୍ତମ ଜୀବନସାଥୀ

ଜୀବନରେ ଅନେକ କିଛି ସମସ୍ୟା ଲାଗି ରହିଥାାଏ। ତେବେ ଯଦି କାହାର ବିବାହରେ ବିଳମ୍ବ ହେଉଥାଏ ଏଥିପାଇଁ ଘରର ବାସ୍ତୁ ଦୋଷ କେତେକାଂଶରେ ଦାୟୀ ବୋଲି ବିଶ୍ୱାସ କରାଯାଏ। ଘରେଥିବା ଛୋଟଛୋଟ ବାସ୍ତୁ ଦୋଷ ଦୂର କରି ଏହିସମସ୍ୟାରୁ ମୁକ୍ତି ପାଆନ୍ତୁ। ଜାଣନ୍ତୁ କ’ଣ କଲେ ବିବାହ ଶୀଘ୍ର ହେବା ସହ, ଭଲ ଜୀବନସାଥୀ ମିଳିବ ।

ବାସ୍ତୁଶାସ୍ତ୍ରଅନୁଯାୟୀ, ବିବାହ ଯୋଗ୍ୟ ଝିଅ-ପୁଅ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଶୋଇବା ଉଚିତ ନୁହେଁ। ଏପରି କରୁଥିଲେ ଭଲ ପ୍ରସ୍ତବ ଆସି ନ ଥାଏ ଏବଂ ବିବାହ ଅଟକି ଥାଏ। ସେଥିପାଇଁ ଉତ୍ତର-ପୂର୍ବରେ ଦିଗରେ ଶୁଅନ୍ତୁ।

ବିବାହ ଜନିତ କଥା ହେଉଥିବା ବେଳେ ସର୍ବଦା ପୂର୍ବ ଦିଗକୁ ଚାହାନ୍ତୁ। ଏବଂ କଳା ରଙ୍ଗ ପୋଷାପ ପିନ୍ଧନ୍ତୁ ନାହିଁ।

ବିବାହରେ ବିଳମ୍ବ ହେଉଥିବା ଯୋଗ୍ୟ ଝିଅ-ପୁଅ ଏକରୁ ଅଧିକ କବାଟ , ଝରକା ଥିବା ଘରେ ଶୁଅନ୍ତୁ ନାହିଁ , ଅନ୍ଧାର କିମ୍ବା ଛାତର ବିମ୍‌ ତଳେ ମଧ୍ୟ ଶୁଅନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ାନ୍ତୁ ତ୍ୱଚାର ଚମକ

ତ୍ୱଚାର ଚମକ ବଢାଇବାକୁ ହେଲେ କେବଳ ଯେ ମେକ୍‌ଅପ୍‌ ଏକମାତ୍ର ବିକଳ୍ପ ତା’ ନୁହେଁ, ବରଂ ଏଥିପାଇଁ ସବୁ ଦିଗପ୍ରତି ଦୃଷ୍ଟି ଦେବାକୁ ହେବ। ତେଣୁ...

ଚାଣକ୍ୟଙ୍କ ନୀତିରୁ ଜାଣନ୍ତୁ ବ୍ୟକ୍ତିଙ୍କ ପରିଚୟ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ଶ୍ଳୋକ ବର୍ଣ୍ଣନା କରିଛନ୍ତି । ଯାହାକୁ ଗ୍ରହଣ କରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ...

ହୃଦ୍‌ଘାତ ସୃଷ୍ଟି କରିପାରେ ପାଟି ଇନ୍‌ଫେକ୍‌ଶନ

ଆମେ ଖାଇ ସାରିବା ପରେ ଭଲ ଭାବରେ ପାଟି ସଫା କରିବା ଦରକାର। ନ ହେଲେ ଦାନ୍ତ ମୂଳରେ ଖାଦ୍ୟର ଅବଶିଷ୍ଟାଂଶ ରହି ପାଟିରେ ଇନ୍‌ଫେକଶ୍‌ନ...

ଦୃଷ୍ଟିଶକ୍ତିକୁ ଦୃଢ଼ କରେ ଚକୋଲେଟ୍‌

ଚକୋଲେଟ୍‌ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ଦୃଢ଼ କରିଥାଏ ବୋଲି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଚକୋଲେଟ୍‌ର ସ୍ବାସ୍ଥ୍ୟୋପକାରୀ ଗୁଣ ବିଷୟରେ ତର୍ଜମା...

ସ୍ବାସ୍ଥ୍ୟ ଉପକାରୀ ଜିରା

ଜିରା ଖାଲି ଏକ ମସଲାଜାତୀୟ ସାମଗ୍ରୀ ନୁହେଁ, ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗବେଷଣା କରି କହିଛନ୍ତି। ଜିରାରେ...

ବିନା ଛୁଞ୍ଚିରେ ଇଞ୍ଜେକଶନ

ସାଧାରଣତଃ ଇଞ୍ଜେକ୍‌ଶନ ନେବାକୁ ଛୁଞ୍ଚି ଆବଶ୍ୟକ ପଡ଼ିଥାଏ। ହେଲେ ବିନା ଛୁଞ୍ଚିରେ କ’ଣ ଇଞ୍ଜେକ୍‌ଶନ ନେଇହେବ? ଏହାର ଉତ୍ତର ନିଶ୍ଚୟ ନା ଆସିବ। ହେଲେ ଏପରି...

ସାତ ଘଣ୍ଟାରୁ କମ୍‌ ଶୋଉଛନ୍ତି କି.. ଦେଖାଦେଇପାରେ ଏସବୁ ସମସ୍ୟା

ସୁନିଦ୍ରା ସୁସ୍ଥ ଜୀବନର ଚାବିକାଠି। କାରଣ ସୁସ୍ଥ ଏବଂ ନିରୋଗ ରହିବା ସକାଶେ ପ୍ରତ୍ୟେହ ଆବଶ୍ୟକ ମୁତାବକ ନିଦ୍ରାର ଆବଶ୍ୟକତା ରହିଛି। ମାତ୍ର ଆଜିକାଲିର ବ୍ୟସ୍ତବହୁଳ...

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରଖେ ଏହି ଚା’…

ପାନମଧୁରୀ ଚା’ ଦେହ ପାଇଁ ଉପକାରୀ। ବହୁ ରୋଗରୁ ଏହା ଦୂରେଇ ରଖିଥାଏ। କେତେକ ଏହାକୁ ‘ଥାଇମ୍‌ ଟି’ ମଧ୍ୟ କୁହନ୍ତି। ଏହା ହୃଦୟ ଓ...

Advertisement
Archives

Model This Week