ବିବାହରେ ହେଉଛି କି ବିଳମ୍ବ, ଏମିତି କଲେ ମିଳିବ ଉତ୍ତମ ଜୀବନସାଥୀ

ଜୀବନରେ ଅନେକ କିଛି ସମସ୍ୟା ଲାଗି ରହିଥାାଏ। ତେବେ ଯଦି କାହାର ବିବାହରେ ବିଳମ୍ବ ହେଉଥାଏ ଏଥିପାଇଁ ଘରର ବାସ୍ତୁ ଦୋଷ କେତେକାଂଶରେ ଦାୟୀ ବୋଲି ବିଶ୍ୱାସ କରାଯାଏ। ଘରେଥିବା ଛୋଟଛୋଟ ବାସ୍ତୁ ଦୋଷ ଦୂର କରି ଏହିସମସ୍ୟାରୁ ମୁକ୍ତି ପାଆନ୍ତୁ। ଜାଣନ୍ତୁ କ’ଣ କଲେ ବିବାହ ଶୀଘ୍ର ହେବା ସହ, ଭଲ ଜୀବନସାଥୀ ମିଳିବ ।

ବାସ୍ତୁଶାସ୍ତ୍ରଅନୁଯାୟୀ, ବିବାହ ଯୋଗ୍ୟ ଝିଅ-ପୁଅ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଶୋଇବା ଉଚିତ ନୁହେଁ। ଏପରି କରୁଥିଲେ ଭଲ ପ୍ରସ୍ତବ ଆସି ନ ଥାଏ ଏବଂ ବିବାହ ଅଟକି ଥାଏ। ସେଥିପାଇଁ ଉତ୍ତର-ପୂର୍ବରେ ଦିଗରେ ଶୁଅନ୍ତୁ।

ବିବାହ ଜନିତ କଥା ହେଉଥିବା ବେଳେ ସର୍ବଦା ପୂର୍ବ ଦିଗକୁ ଚାହାନ୍ତୁ। ଏବଂ କଳା ରଙ୍ଗ ପୋଷାପ ପିନ୍ଧନ୍ତୁ ନାହିଁ।

ବିବାହରେ ବିଳମ୍ବ ହେଉଥିବା ଯୋଗ୍ୟ ଝିଅ-ପୁଅ ଏକରୁ ଅଧିକ କବାଟ , ଝରକା ଥିବା ଘରେ ଶୁଅନ୍ତୁ ନାହିଁ , ଅନ୍ଧାର କିମ୍ବା ଛାତର ବିମ୍‌ ତଳେ ମଧ୍ୟ ଶୁଅନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଥକ୍କାପଣ ଦୂର କରିବାର ନୂଆ ଉପାୟ

କାର୍ଯ୍ୟଚାପରେ ଅନେକ ଥକି ପଡ଼ିଥାଆନ୍ତି। ଏଥିରୁ ନିଜକୁ ରକ୍ଷା କରିବାର ଏକ ସରଳ ତଥା ସହଜ ଉପାୟ ରହିଛି। ଯଦି ଜଣେ ବ୍ୟକ୍ତି ନିଜର ମାନସିକତାକୁ...

ଏପରି ଶିଡ଼ି ଲାଗି ଘରେ ହୋଇଥାଏ କ୍ଷତି

ପ୍ରାୟ ସମସ୍ତଙ୍କ ଘରେ ପାହାଚ ରହିଛି। ତେବେ ବାସ୍ତୁଶାସ୍ତ୍ରରେ ପାହାଚ ପାଇଁ କିଛି ନିୟମ ରହିଛି। ଯାହାକୁ ପାଳନ କରିବା ଦ୍ୱାରା ପରିବାରର ସୁଖ ଓ...

ବ୍ୟାୟାମ ପରେ ଖାଆନ୍ତୁ ଏହିସବୁ ଖାଦ୍ୟ, ମିଳିବ ଅନେକ ଫାଇଦା

ବ୍ୟାୟାମ କରି ଆମେ ନିଜକୁ ଫିଟ୍‌ ରଖିଥାଉ। ଏଥିପାଇଁ ଓ୍ବାକିଂ, ଓ୍ବେଟ୍‌ ଟ୍ରେନିଂ, ଏରୋବିକ୍ସ, ଫୁଟ୍‌ବଲ, ରନିଂ ଆଦି ବିଭିନ୍ନ ପ୍ରକାରର ବ୍ୟାୟାମ କରିଥାଉ। ଏପରି...

ଅପେକ୍ଷା କରିଛି ମଙ୍ଗଳ

”ଏ ଯାଏ ୮ଟି ମହାକାଶଯାନ ମଙ୍ଗଳକୁ ପରିକ୍ରମା କରିସାରିଛନ୍ତି। ସେଗୁଡ଼ିକ ଭିତରେ ଭାରତର ‘ମଙ୍ଗଳଯାନ’ ଅନ୍ୟତମ, ଯାହାକୁ ୫ା୧୧ା୨୦୧୩ ତାରିଖରେ ଇସ୍ରୋ ପଠେଇଥିଲା ଓ ତାହା...

କରୋନା ଭାଇରସ୍‌ ପ୍ରତିଷେଧକ ଟିକା

ଚାଇନା ଟିକା: PiCoVacc ଏକ ବେସରକାରୀ ଚାଇନା ସଂସ୍ଥା ସାଇନୋଭ୍ୟାକ (Sinovac) ଦ୍ବାରା ବିକଶିତ ଏହି ଟିକା ଏବେ ପରୀକ୍ଷଣର ମିଳିତ ଦ୍ବିତୀୟ ଓ ତୃତୀୟ...

ହୋମ୍‌ ଡକ୍ଟର

ପରିବାରରେ ସମସ୍ତଙ୍କ ସ୍ବାସ୍ଥ୍ୟର ଦାୟିତ୍ୱ ସାଧାରଣତଃ ଗୃହିଣୀମାନେ ହିଁ ନେଇଥାନ୍ତି। ଏବେ କରୋନା କାଳରେ ପରିବାରର ସମସ୍ତଙ୍କୁ ସୁସ୍ଥ ରଖିବା ମହିଳାମାନଙ୍କ ପାଇଁ ସବୁଠୁ ବଡ଼...

ମା’ଙ୍କ ପ୍ରିୟ ଜୁଏଲେରି

ମା’ ପାଇଁ ତା’ ପିଲା ହେଉଛି ସବୁଠୁ ମୂଲ୍ୟବାନ ଗହଣା। ତା’ର କୁନି କୁନି ହାତ ଓ ପାଦର କୋମଳ ସ୍ପର୍ଶ ତାକୁ ଅପୂର୍ବ ଆନନ୍ଦ...

ଗରମ ଓ ଗର୍ଭବତୀଙ୍କ ଯତ୍ନ

କାଲି ସରିଛି ସ୍ନାନ ପୂର୍ଣ୍ଣମୀ। ଆଜିଠୁ ରଥଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁ ରହିବେ ଅଣବସରରେ। କୁହାଯାଏ ଏହି ସମୟରେ ଅନୁଭୂତ ହୁଏ ଅଣବସର ଗୁଳୁଗୁଳି। ତେବେ ଖରାଦିନ...

Advertisement


Archives

Model This Week