ଚାଉଳ, ଗହମରେ ପୋକ ହେଉଛି କି? କରନ୍ତୁ ଏଭଳି…

ଘରେ ଅଧିକ ଦିନଧରି ଚାଉଳ, ଗହମ, ଅଟା, ଡାଲି ଆଦି ରଖିଲେ ଏଥିରେ ପୋକ ହୋଇ ନଷ୍ଟ ହୋଇଯାଏ ା ତେଣୁ ଏସବୁ ଦୀର୍ଘଦିନ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖିବା ଓ ପୋକ ନ ଲାଗିବା ପାଇଁ ଜାଣନ୍ତୁ କ’ଣ କରିବେ…

ସୂର୍ଯ୍ୟାଲୋକ : ଯଦି ଅଧିକ ପରିମାଣରେ ଚାଉଳ, ଗହମ ସଂରକ୍ଷଣ କରି ରଖିବାକୁ ଚାହୁଁଛନ୍ତି; ତେବେ ଏହାକୁ ପ୍ରଥମେ ଟାଣ ଖରାରେ ଶୁଖାନ୍ତୁ ଏବଂ ଡବାରେ ରଖି ଘରେ ସୂର୍ଯ୍ୟାଲୋକ ପଡୁଥିବା ସ୍ଥାନରେ ରଖନ୍ତୁ ।

ତେଜପତ୍ର : ତେଜପତ୍ର ଏକ ପ୍ରକାର ବହୁ ପୁରୁଣା ପ୍ରତିକାର ଜିନିଷ । ଚାଉଳ, ଗହମ ଡବାରେ କିଛି ତେଜପତ୍ର ରଖିଲେ ଏଥିରେ ବହୁ ଦିନ ପଯର୍‌ୟନ୍ତ ପୋକ ହେବେ ନାହିଁ ।

ନିମ୍ବ ପତ୍ର: ନିମ୍ବ ପତ୍ରର ପିତା ବାସ୍ନା ଯୋଗୁଁ ଖାଦ୍ୟରେ ପୋକ ଲାଗନ୍ତି ନାହିଁ । ତେଣୁ ଡାଲି,ଚାଉଳ, ଗହମ, ଅଟା ଆଦି ଡବାରେ ନିମ୍ବ ପତ୍ର ରଖିଲେ ଏହା ବାସ୍ନାରେ ପୋକ ମରିଯାଆନ୍ତି ।

ଶୁଖିଲା ଲଙ୍କା: ଚାଉଳ ରଖୁଥିବା ଡବାରେ ଶୁଖିଲା ଲଙ୍କାକୁ ସ୍ତରସ୍ତର କରି ରଖନ୍ତୁ । ଏହା ବେଶି ଦିନ ପଯର୍‌ୟନ୍ତ ପୋକଠାରୁ ଦୂରେଇ ରଖେ ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଣିପାଣିରେ ଭରି ରହିଛି ଏସବୁ ଔଷଧୀୟ ଗୁଣ

ଜୁଆଣି ପାଣିରେ ଅନେକ ଔଷଧିୟ ଗୁଣ ଭରିରହିଛି। ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ। ସକାଳେ ଜୁଆଣି ପାଣି ପିଇଲେ ପେଟ ଥଣ୍ଡା ରହିବା ସହ...

ଆରୋଗ୍ୟ ରହିବା ଅନ୍ତରାଳେ…

ଆଜିକାଲିର ଧାଁ  ଧପଡ଼ ଜୀବନରେ ଅନେକେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରହି ନ ଥାନ୍ତି। ନିଜର ଦୈନନ୍ଦିନ କାମରେ ବ୍ୟସ୍ତ ରହିବା ଯୋଗୁ ନିୟମିତ...

ପୋଟଳି ବ୍ୟାଗ୍‌

ପାର୍ଟି କିମ୍ବା ଉତ୍ସବ ସମୟରେ ନିଜକୁ ଭିନ୍ନ ଲୁକ୍‌ ଦେବା ପାଇଁ ଶାଢ଼ି ଓ ଡ୍ରେସ ସହିତ ମ୍ୟାଚିଂ ହେଲାଭଳି ଇୟରରିଂ, ନେକ୍‌ଲେସ୍‌, ଚପଲ ଆଦି...

ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ କରେ ଲାଉ ଜୁସ୍‌

ଲାଉରେ ୯୦ ପ୍ରତିଶତ ପାଣି ଏବଂ ୧୦ ପ୍ରତିଶତ ଫାଇବର ଥାଏ। ଏଥିରେ କାର୍ବୋହାଇଡ୍ରେଡ୍‌ ମାତ୍ରା ଆଦୌ ନ ଥାଏ। ଡାଇବେଟିସ୍‌ ରୋଗୀ ଯେହେତୁ ନିଜର...

ଶ୍ୱାସରୋଗୀଙ୍କ ପାଇଁ ଉପକାରୀ ଟମାଟୋ

ଶ୍ୱାସରୋଗୀଙ୍କ ପାଇଁ ଏପରି କିଛି ଖାଦ୍ୟ ନାହିଁ ଯାହା ନିଃଶ୍ୱାସପ୍ରଶ୍ୱାସକୁ ଠିକ୍‌ କରିପାରିବ। କିନ୍ତୁ କିଛି ଫଳ ଓ ପରିବା ରହିଛି ଯାହା ଶ୍ୱାସରୋଗୀଙ୍କ ଲାଗି...

ପ୍ରଦୂଷଣରୁ ଦୂରେଇ ରହିବା ପାଇଁ…

ଏବେ ସାରା ଦେଶରେ ପ୍ରଦୂଷଣ ସମସ୍ତଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଛି। ହେଲେ ଏଥିରୁ କିପରି ଆମେ ନିଜକୁ ରକ୍ଷା କରିପାରିବା ସେ ବିଷୟରେ...

୨୦୨୩ରେ ଚମକିବ ଏହି ୫ ରାଶି ବ୍ୟକ୍ତିଙ୍କ ଭାଗ୍ୟ; ପଦୋନ୍ନତି ସାଙ୍ଗକୁ ବଢ଼ିବ ଦରମା, ବ୍ୟବସାୟରେ ବି…

ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୨। ନୂତନ ବର୍ଷକୁ ନେଇ ଏବେଠାରୁ ବଢ଼ିଲାଣି ଉତ୍କଣ୍ଠା। ତେବେ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ବର୍ଷ ଅନେକ...

ସ୍ବାସ୍ଥ୍ୟୋପକାରୀ ଧନିଆ ପତ୍ର

ଧନିଆ ପତ୍ରରେ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏଥିରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଡ୍‌, ମିନେରାଲ୍‌, କ୍ୟାଲସିୟମ, ଫସଫରସ, ପୋଟାସିୟମ ଏବଂ ଫାଇବର ଆଦି ଭରି ରହିଛି।...

Advertisement
Archives

Model This Week