ଜୀବନଚର୍ଯ୍ୟା

ନିଜ ପାଇଁ କିଛି କଥା

ଦୈନନ୍ଦିନ ଜୀବନରେ ଆମେ ଜାଣତରେ ହେଉ ଅବା ଅଜାଣତରେ କିଛି ନା କିଛି ଭୁଲ୍‌ କରିଥାଉ; ଯାହା ଭବିଷ୍ୟତରେ ଆମ ପାଇଁ ବିପଦର କାରଣ ସାଜିଥାଏ। ତେଣୁ ଏହି ସାମାନ୍ୟ ଭୁଲ୍‌କୁ ବେଳ ଥାଉ ଥାଉ କିପରି ସୁଧାରି ହେବ ସେ…

ଟ୍ରାଇ କଲର୍‌ ଫ୍ୟାଶନ

ସାଧାରଣତନ୍ତ୍ର ଦିବସ ଅବସରରେ ଟିକେ ଖାସ୍‌ ଲୁକ୍‌ ପାଇବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଏଥିପାଇଁ ଜାତୀୟ ପତାକାର ରଙ୍ଗ ସହ ମ୍ୟାଚ୍‌ କଲା ଭଳି ଟ୍ରାଇ କଲର୍‌ ଥିମ୍‌ର ଆଉଟ୍‌ଫିଟ୍‌ ହେଉ ଅବା ଆସେସରିଜ୍‌କୁ ଟ୍ରାଏ କରିବା ସବୁଠୁ…

ଏହିସବୁ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ରସୁଣ

ରସୁଣ କେବଳ ସ୍ବାଦ ବଢ଼ାଇ ନ ଥାଏ। ତାହା ମଧ୍ୟ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଖାଲିପେଟରେ ରସୁଣ ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ରସୁଣରୁ ଔଷଧ ପ୍ରସ୍ତୁତ ହୋଇଥାଏ। ଅନେକ ସ୍ବାସ୍ଥ୍ୟ ସମସ୍ୟାର ରସୁଣ ଘରୋଇ…

ପ୍ରତିଦିନ ଗାଧୋଉଛନ୍ତି କି? ଶରୀରକୁ ପହଞ୍ଚିପାରେ ଏମିତି କ୍ଷତି

ଯେଉଁମାନେ ପ୍ରତିଦିନ ଗାଧୋଇବାକୁ ଭଲ ପାଆନ୍ତି ନାହିଁ, ସେମାନଙ୍କ ପାଇଁ ଖୁସି ଖବର। ଶୀତ ଦିନେ ପ୍ରତିଦିନ ଗାଧୋଇବା ଦ୍ୱାରା ଅନେକ କ୍ଷତି ହୋଇଥାଏ। ଅବଶ୍ୟ ଏଭଳି କଥା ଏକ ଗବେଷଣାରୁ ଜଣାପଡ଼ିଛି। ଚର୍ମ ବିଶେଷଜ୍ଞଙ୍କ କହିବାନୁଯାୟୀ, ପ୍ରତିଦିନ ଗାଧୋଇବା ଦ୍ୱାରା…

ଏହି ସମୟରେ ଗ୍ରୀନ୍‌ ଟି ପିଉଛନ୍ତି କି ?

ଶରୀର ଲାଗି ଗ୍ରୀନ୍‌ ଟି ଉପକାରୀ। ଏହା କୋଲେଷ୍ଟରଲ କମ୍‌ କରିବା ସହ ହୃଦ୍‌ଘାତରୁ ଆରମ୍ଭ କରି ଷ୍ଟ୍ରୋକ୍‌ ପର୍ଯ୍ୟନ୍ତ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। କେହି କେହି ସକାଳେ ଗ୍ରୀନ୍‌ ଟି ପିଇବାକୁ ଭଲ ପାଉଥିବା ବେଳେ କେହି…

ଏହି ୪ ଜିନିଷ ଯେତେ ଥିଲେ ବି ଲାଗେ କମ୍‌

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶ୍ଲୋକ ମାଧ୍ୟମାର ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣକରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ସେ ତାଙ୍କର ଏକ ନୀତି ଶ୍ଲୋକରେ…

ଚାଣକ୍ୟଙ୍କ ନୀତିରୁ ଜାଣନ୍ତୁ ବ୍ୟକ୍ତିଙ୍କ ପରିଚୟ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ଶ୍ଳୋକ ବର୍ଣ୍ଣନା କରିଛନ୍ତି । ଯାହାକୁ ଗ୍ରହଣ କରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ଚାଣକ୍ୟ କହିଛନ୍ତି ଯେ, ଯିଏ ଅଧିକାର ପଛରେ ଦୌଡ଼ନ୍ତି ସେମାନେ ଲୋଭୀ ହୋଇଥାନ୍ତି। ସୌନ୍ଦର୍ଯ୍ୟକୁ…

ସଙ୍କଟ ସମୟରେ ବୁଦ୍ଧିମାନ ବ୍ୟକ୍ତିଙ୍କୁ କ’ଣ କରିବା ଉଚିତ ? ଚାଣକ୍ୟ କହିଲେ ଏମିତି

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ଶ୍ଳୋକ ମାଧ୍ୟମରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବର୍ଣ୍ଣନା କରିଛନ୍ତି । ଯାହାକୁ ଗ୍ରହଣ କରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ସେ ତାଙ୍କ ନୀତିଶାସ୍ତ୍ରରେ ସଙ୍କଟ…

ଡାଳିମ୍ବ ଚୋପା ଖାଇଲେ ଦୂର ହୁଏ ଏହି ରୋଗ

ସାଧାରଣତଃ ଫଳ ଖାଇସାରିବା ପରେ ଏହାର ଚୋପା ଫିଙ୍ଗି ଦେଇଥାଉ। ମାତ୍ର ସେଥିରେ ଔଷଧୀୟ ଗୁଣ ଭରି ରହିଥାଏ। ଏହି ଯେମିତି ଡାଳିମ୍ବ । ଡାଳିମ୍ବ ଚୋପା ଖାଇଲେ ଅର୍ଶ, ଅନିୟମିତ ଋତୁସ୍ରାବ ଏବଂ ପେଟ ଦରଜ ପରି ସମସ୍ୟା ଦୂର…

୫୫ ଲକ୍ଷ ଖର୍ଚ୍ଚକରି ୨ ଇଞ୍ଚ ବଢ଼ିଲେ ଡାକ୍ତରୀ ଛାତ୍ର

ଓ୍ବାଶିଂଟନ୍‌, ୨୧।୧: ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଲୋକ କସ୍‌ମେଟିକ୍‌ ସର୍ଜରୀ କରିଥାନ୍ତି। ଏବେ ଏହା ଦ୍ୱାରା ଉଚ୍ଚତା ବୃଦ୍ଧି ହେଉଥିବା ଚର୍ଚ୍ଚା ହେଉଛି। ଆମେରିକାର ଡେଲ୍ଲାସରେ ରହୁଥିବା ଛାତ୍ର ଅନଫୋନ୍‌ସୋ ଫ୍ଲୋର୍ସଙ୍କ ଉଚ୍ଚତା ୫ ଫୁଟ ୧୧ ଇଞ୍ଚ…

କେଉଁ ରୋଗରୁ ମୁକ୍ତି ଦିଏ କିସ୍‌ମିସ୍

କିସ୍‌ମିସ୍‌ ସ୍ବାସ୍ଥ୍ୟ ଉପକାରୀ । ଏହାକୁ ପ୍ରତିଦିନ ଖାଇବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ ଓଜନ୍‌ କମ୍‌ କରିବା ପାଇଁ ମଧ୍ୟ କିସ୍‌ମିସ୍‌ ସହାୟକ ହୋଇଥାଏ। ଏହା ଶରୀରକୁ ଶକ୍ତି ଯୋଗାଇବା ସହ ପେଟ ରୋଗ ସମସ୍ୟା…

୫ ଘଣ୍ଟାରୁ କମ୍‌ ଶୋଉଛନ୍ତି କି, ହୁଅନ୍ତୁ ସାବଧାନ…

ଦିନକୁ ୫ ଘଣ୍ଟାରୁ କମ୍‌ ସମୟ ଶୋଉଥିବା ବ୍ୟକ୍ତିଙ୍କୁ ନିଦ୍ରାହୀନତା ହୋଇଛି ବୋଲି କୁହାଯାଇଥାଏ। ଯଦି ଏହି ସମସ୍ୟା ଦୀର୍ଘଦିନ ଧରି ଲାଗି ରୁହେ, ତେବେ ମଧୁମେହ ଓ ମେଦବହୁଳତା ଦେଖାଦେବା ଆଶଙ୍କା ଅଧିକ ରହିଥାଏ। ଏହାଦ୍ୱାରା ଏକ ବର୍ଷ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?