ସକାଳେ ଖାଲି ପେଟରେ କେବେ ବି ଖାଆନ୍ତୁ ନାହିଁ ଏହି ୪ ଖାଦ୍ୟ, ନଚେତ ବଢ଼ିବ ଏସବୁ ରୋଗର ଭୟ
ଆଜିକାଲିର ସମୟର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଯେ କେହି ସ୍ବାସ୍ଥ୍ୟର ଯତ୍ନ ନେବାକୁ ଭୁଲି ଯାଉଛନ୍ତି। ହେଲେ ସୁସ୍ଥ ଜୀବନ ପାଇଁ ଖାଦ୍ୟପେୟ ଉପରେ ନଜର ରଖିବା ଜରୁରୀ। ଏଣୁ ଦିନର ଆରମ୍ଭ ଅର୍ଥାତ ସକାଳୁ ଖାଲି ପେଟରେ କ’ଣ ଖାଇବେ…
ଜାଣନ୍ତୁ ଦୀପାବଳିରେ କାହିଁକି କରାଯାଏ ମା’ ଲକ୍ଷ୍ମୀ ଏବଂ ଗଣେଶଙ୍କ ପୂଜା
କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି। ଏହି ରାତିଟି ଅମା ଅନ୍ଧାକାର ହୋଇଥିଲେ ମଧ୍ୟ ଦୀପ ଆଲୋକରେ ସମଗ୍ର ଅଞ୍ଚଳ ହୋଇଥାଏ ଆଲୋକିତ। ପୌରାଣିକ କଥା ଅନୁସାରେ, ଦୀପାବଳିରେ ଧନ ସମ୍ପଦ ଏବଂ…
ମଣିଷ ପ୍ରାଣୀଙ୍କ ମଧ୍ୟରେ ରହିଛି ଏହି ୪ ସମାନ ଗୁଣ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନିତୀଶାସ୍ତ୍ରରେ ମନୁଷ୍ୟ ଏବଂ ପ୍ରାଣୀଙ୍କ ମଧ୍ୟରେ ପାର୍ଥକ୍ୟ ବିଷୟରେ କହିଛନ୍ତି। ଯଦିଓ ମଣିଷ ଏବଂ ପ୍ରାଣୀଙ୍କ ଅନେକ କାର୍ଯ୍ୟ ସମାନ, ଗୋଟିଏ ମଣିଷଙ୍କୁ ଉନ୍ନତ କରିଥାଏ। ଯାହା ପ୍ରାଣୀଙ୍କ ପାଖରେ ନାହିଁ। ଚାଣକ୍ୟ ଏକ ଶ୍ଳୋକ ମାଧ୍ୟମରେ…
ଦୀପାବଳି ରାତିରେ ଏସବୁ ଜୀବକୁ ଦେଖିବା ଶୁଭ: ବର୍ଷ ସାରା ଘରେ ହେବ ଧନ ବର୍ଷା
ପ୍ରାୟ ସମସ୍ତେ ଦୀପାବଳିକୁ ଅପେକ୍ଷା କରି ରହିଥାନ୍ତି। କାରଣ ଏହି ଦିନରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କଲେ ଘରେ ସୁଖ, ସମୃଦ୍ଧି, ଏବଂ ଶାନ୍ତି ଆସିଥାଏ। ତେବେ ପୂଜା ପରେ ଦୀପାବଳି ରାତିରେ କିଛି ଏପରି ଜୀବକୁ ଦେଖିବା ବର୍ଷସାରା ଶୁଭ…
ଘରକରଣା
ବଟରକୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିବାକୁ ଚାହୁଁଥିଲେ ତାକୁ ଫ୍ରିଜରରେ ରଖନ୍ତୁ। ଫ୍ରିଜରେ ରଖନ୍ତୁ ନାହିଁ। ତେବେ ଏହାକୁ ଅଧିକ ଗନ୍ଧଥିବା କୌଣସି ଜିନିଷ ପାଖରେ ରଖନ୍ତୁ ନାହିଁ। କାରଣ ବଟର ଶୀଘ୍ର ଅନ୍ୟ ଜିନିଷର ଗନ୍ଧକୁ ଗ୍ରହଣ କରିନିଏ।…
ଏମିତି ପିନ୍ଧନ୍ତୁ ଲେହେଙ୍ଗା
ଲେହେଙ୍ଗା ଡିଜାଇନ୍ ଏପରି ହୋଇଥାଏ ଯେ ଥରେ ପିନ୍ଧିବା ପରେ ଏହାକୁ ପୁଣି ଥରେ ପିନ୍ଧିଲେ ରିପିଟ୍ କରିବା ଭଳି ମନେ ହେବ। କିନ୍ତୁ ଲେହେଙ୍ଗାକୁ ବିଭିନ୍ନ ଢଙ୍ଗରେ ପିନ୍ଧିଲେ ତାହା ନୂଆ ଡିଜାଇନ୍ ଭଳି ମନେହେବ। ତେଣୁ ଲେହେଙ୍ଗାକୁ କିପରି…
ସାଂସାରିକ ଉତ୍ତାପରେ ଜଳୁଥିବା ବ୍ୟକ୍ତିଙ୍କୁ ଶାନ୍ତି ଦିଏ ଏସବୁ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସୁଖମୟ ଜୀବନଯାପନ ପାଇଁ ଅନେକ ନୀତି ଉଲ୍ଲେଖ କରିଛନ୍ତି। ଯାହା ସାହାଯ୍ୟରେ ଜଣେ ବ୍ୟକ୍ତି ତାଙ୍କ ଜୀବନର ସମସ୍ତ ଦୁଃଖ ଦୂର କରିପାରିବ। ସେ କହିଛନ୍ତି ଯେ, ସାଂସାରିକ ଉତ୍ତାପରେ ଜଳୁଥିବା ବ୍ୟକ୍ତିଙ୍କୁ ତିନୋଟି ଜିନିଷ…
ବେଡ୍ରୁମ୍ ଡେକୋର
ଥକ୍କା ଲାଗିଲେ ସମସ୍ତେ ଆରାମ କରିବା ପାଇଁ ବେଡ୍ରୁମ୍କୁ ଆସନ୍ତି। ବେଡ୍ରୁମ୍କୁ ସୁନ୍ଦରଭାବେ ସଜାଇ ରଖିଲେ ହିଁ ମନ ଖୁସି ରହିବା ସହିତ ତାଜାପଣର ଅନୁଭବ ହୋଇପାରିବ। ବେଡ୍ରୁମ୍କୁ କିପରି ବିଭିନ୍ନ ଲୁକ୍ରେ ସଜାଇବେ ସେ ସମ୍ପର୍କରେ ଜାଣି ରଖନ୍ତୁ… ବେଡ୍ରୁମ୍କୁ…
ମିନି ସୁଜି ପିଜା
ଆବଶ୍ୟକ ସାମଗ୍ରୀ: ପିଜା ବେସ୍ ପାଇଁ-ସୁଜି- ଅଧା କପ୍, ଗାଉଳ ଗୁଣ୍ଡ- ୨ଚାମଚ, ଦହି- ଅଧା କପ୍, ଚିଲି ଫ୍ଲେକ୍ସ- ଅଧା ଚାମଚ, ଅଦା ଓ ରସୁଣ ପେଷ୍ଟ- ଅଧା ଚାମଚ, ଗୋଲମରିଚ ଗୁଣ୍ଡ- ଅଳ୍ପ, ବେକିଂ ପାଉଡର- ଅଧା ଛୋଟଚାମଚ,…
କେମିତି ପାଳିବେ ଦୀପାବଳି
ଆଲୋକର ପର୍ବ ଦୀପାବଳିକୁ ଧୁମ୍ଧାମ୍ରେ ପାଳନ କରିବାକୁ ସମସ୍ତଙ୍କ ମନରେ ରହିଥାଏ ସ୍ବତନ୍ତ୍ର ଉତ୍ସାହ। କିନ୍ତୁ କରୋନା ପାଇଁ ଏଥର ଫିକା ଲାଗୁଛି ଏହି ପର୍ବ । ଦୀପାବଳି ପାଳିବାକୁ ମନରେ ସେମିତି ଉତ୍ସାହ ନାହିଁ । ହେଲେ ଏହାରି ଭିତରେ…
ସୌନ୍ଦର୍ଯ୍ୟ ପାଇଁ ଘରୋଇ ଉପଚାର
କେତେକଙ୍କର ମୁହଁରେ ଅନାବଶ୍ୟକ ସ୍ଥାନରେ ଲୋମ ଉଠିଥାଏ। ମୁହଁକୁ ସୁନ୍ଦର କରିବା ପାଇଁ ଏହି ଅନାବଶ୍ୟକ ଲୋମକୁ ସଫା କରିବାକୁ ସମସ୍ତେ ପାର୍ଲର ଯାଇଥାନ୍ତି । ଏହି ଲୋମକୁ ସଫା କରିବା ପାଇଁ ବିଭିନ୍ନ ଘରୋଇ ଉପାୟ ସମ୍ପର୍କରେ ଜାଣି ରଖନ୍ତୁ……
ଏହିପରି ପିଲା ସତ୍ୟଠାରୁ ବହୁ ଦୂରରେ, କେବେବି ହାସଲ କରିପାରିବେନି ଶିକ୍ଷା
ଜୀବନ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଚାଣକ୍ୟ ଅନେକ ନୀତି ବର୍ଣ୍ଣନା କରିଛନ୍ତି। ଏଥିରେ ଏକ ଶ୍ଳୋକ ମାଧ୍ୟମରେ ସେ କହିଛନ୍ତି, କେଉଁ ପ୍ରକାରର ପିଲା ଶିକ୍ଷା ହାସଲ କରି ପାଆନ୍ତି ନାହିଁ। ଏହା ସହ କେଉଁ ପ୍ରକାର ଲୋକେ…
Archives


