ଜୀବନଚର୍ଯ୍ୟା

ସ୍ବପ୍ନରେ ଆପଣ ଏହି ୪ ଜିନିଷ ଦେଖୁଛନ୍ତି କି? ହୋଇପାରେ ଏଭଳି ଅଶୁଭ ସଙ୍କେତ, ଜାଣନ୍ତୁ କିଭଳି କରିବେ…

ସ୍ବପ୍ନ ଦୁଇ ପ୍ରକାରର। ସୁସ୍ବପ୍ନ ଆଉ ଦୁଃସ୍ବପ୍ନ। ସ୍ବପ୍ନ ଭଲ ହେଉ ଅବା ଖରାପ, ସେ ବିଷୟରେ ସଠିକ୍‌ ଜ୍ଞାନ ଥିଲେ ଜୀବନରେ ଆସୁଥିବା ବିପଦରୁ ନିଜକୁ ରକ୍ଷା କରି ହୁଏ। କାରଣ ସ୍ବପ୍ନ ମନୁଷ୍ୟର ସ୍ବାସ୍ଥ୍ୟ, ସମ୍ପଦ, ବ୍ୟାପାର, ଆଧ୍ୟାତ୍ମ୍ୟ,…

ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ଗ୍ରୀନ ଟି

  ଗ୍ରୀନ ଟି ଅଧିକ ଲାଭଦୟକ । ଏହା ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ। ତ୍ୱଚା ସମସ୍ୟ ଯାଥା କଳା ଦାଗ, ଚର୍ମକୁଞ୍ଚନରୁ ଏହା ମୁକ୍ତି ଦେଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟର ଗୁଣ ଆଖିତଳୁ…

ସ୍ବାସ୍ଥ୍ୟ ପାଇଁ ଟିକା

ଟିକାକରଣ ବିଭିନ୍ନ ମାରାତ୍ମକ ରୋଗ ନିୟନ୍ତ୍ରଣର ଏକମାତ୍ର ଉପାୟ। ହେଲେ ଏବେ ବି ଏ ଦିଗରେ ଅନେକଙ୍କଠାରେ ସଚେତନତାର ଅଭାବ ଅତ୍ୟନ୍ତ ପରିତାପର ବିଷୟ। ତେଣୁ ଆଜି ଜାତୀୟ ଟିକାକରଣ ଦିବସ ଅବସରରେ ଶିଶୁ ଏବଂ ମହିଳାଙ୍କ ଲାଗି ଜରୁରୀ ବିଭିନ୍ନ…

ମହିଳାଙ୍କୁ ସ୍ବାବଲମ୍ବୀ କରିବାର ଲକ୍ଷ୍ୟ

ସ୍ବାବଲମ୍ବୀ ହେବାକୁ ତାଙ୍କ ଭିତରେ ଥିଲା ଆତ୍ମବିଶ୍ୱାସ। ତେଣୁ ଘର କଣରେ ବସି ନ ରହି ନିଜ ସ୍ବପ୍ନକୁ ସାକାର କରିବାକୁ ସେ ଅଣ୍ଟା ଭିଡ଼ିଲେ। ଆଉ ନିଜ ସହ ୫ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସ୍ବାବଲମ୍ବୀ କରାଇ ସମାଜରେ ନିଜର…

ଗର୍ଭାବସ୍ଥାରେ ବାନ୍ତି

ଗର୍ଭାବସ୍ଥାରେ ଅନେକ ମହିଳାଙ୍କର ବାନ୍ତି ସମସ୍ୟା ଦେଖା ଦେଇଥାଏ। ଯଦିଓ ଏହା ଏକ ପ୍ରାକୃତିକ ପ୍ରକ୍ରିୟା, ତଥାପି ବାରମ୍ବାର ଏପରି ହେବା ଦ୍ୱାରା ଶରୀରରୁ ଜଳିୟାଂଶ କମିବା ସହ ଦୁର୍ବଳ ଲାଗିଥାଏ, ଯାହାକୁ ଦୂରେଇବାଲାଗି କେତେକ ଘରୋଇ ଉପଚାର ଲାଭଦାୟକ… ଏ…

ପାଲକ ଟିକି

ଆବଶ୍ୟକ ସାମଗ୍ରୀ: ୨୫୦ ଗ୍ରାମ୍‌ ପାଳଙ୍ଗ ଶାଗ, ଅଧା କପ୍‌ ବୁଟ ଡାଲି, ୨ଟି ଲବଙ୍ଗ, ୧ ଇଞ୍ଚ ଡାଳଚିନି, ୪-୫ଟି ଗୋଲମରିଚ, ୨ ଟେବୁଲ୍‌ ସ୍ପୁନ୍‌ ଚାଉଳ ଅଟା, ଅଧା କପ୍‌ ବ୍ରେଡ୍‌ ଗୁଣ୍ଡ, ତେଲ, ଲୁଣ, କୋରା ବା…

ଖରା ଦିନିଆ ମେକ୍‌ଅପ୍‌

ଆରମ୍ଭ ହୋଇଯାଇଛି ଖରାଦିନ। ଆଉ ଏମିତିରେ ନିଜ ମେକ୍‌ଅପ୍‌ ଯେପରି ଝାଳରେ ନ ବୋହିଯାଏ ତା’କୁ ନେଇ ବଢିଯାଇଛି ମହିଳାଙ୍କ ଚିନ୍ତା। ହେଲେ ଏଥିପାଇଁ ଆଦୌ ବ୍ୟସ୍ତ ନ ହୋଇ ଏ ଦିନେ କେଉଁ ମେକ୍‌ଅପ୍‌ ଆପଣଙ୍କ ଲାଗି ପରଫେକ୍ଟ ଜାଣି…

ପାର୍ଟନର କରୁଛନ୍ତି କି ଅଣଦେଖା, ଏହି ସହଜ ଉପାୟ ବଡ଼ ସମସ୍ୟାର କରିବ ସମାଧାନ

କୁହାଯାଏ ପ୍ରେମ ହେଉଛି ଏକ ଅନୁଭବ, ଯାହାକୁ କେବଳ ଅନୁଭବ କରିହୁଏ। ଯେତେବେଳେ ତୁମେ କାହା ସହିତ ସମ୍ପର୍କ ରଖୁଛ, ତୁମର ଅନେକ ଦାୟିତ୍ୱ ବଢ଼ିଥାଏ। ଆପଣଙ୍କୁ ପାର୍ଟନର ପାଇଁ ସମୟ ଦେବାକୁ ପଡିବ। ତାଙ୍କ ଯତ୍ନ ନେବାକୁ ପଡ଼ିବ। ଏପରି…

ଇୟର ବଡ୍‌

ସାଧାରଣତଃ କାନ ସଫା କରିବା ପାଇଁ ଆମେ ଇୟର ବଡ୍‌ ବ୍ୟବହାର କରିଥାଉ। ହେଲେ ଏ ସମୟରେ କେତୋଟି ଦିଗ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ… କାନକୁ ବାରମ୍ବାର ଇୟର ବଡ୍‌ ଦ୍ୱାରା ସଫା କଲେ କାନ…

ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ…

ଜୀବନକୁ ଖୁସି ତଥା ସୁଖମୟ କରିବାକୁ ଚାହୁଁଥିଲେ ସର୍ବପ୍ରଥମେ ନିଜ ମନକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଯେଉଁ ବ୍ୟକ୍ତିଙ୍କ ମନ ତାଙ୍କ ଆୟତ୍ତରେ ରହିଥାଏ, ଅଥବା ସ୍ଥିର ରହିଥାଏ ସେ ସବୁବେଳେ ସୁଖମୟ ଜୀବନ ବିତାଇଥାନ୍ତି। ଏହା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।…

ଡାଇବେଟିସ୍‌ ଓ ଦୃଷ୍ଟିଶକ୍ତି

ଡାଇବେଟିସ ବା ମଧୁମେହକୁ ନୀରବ ଘାତକ ଭାବରେ ବିବେଚନା କରାଯାଏ। କାରଣ ଏହାଦ୍ୱାରା ଶରୀରର ଅଧିକାଂଶ ଅଙ୍ଗ ଆକ୍ରାନ୍ତ ହୋଇଥାଏ, ଯାହାଫଳରେ ପରବର୍ତ୍ତୀ ସମୟରେ ରୋଗୀ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଏ। ବିଶେଷଭାବରେ ଡାଇବେଟିସ୍‌ ଅସନ୍ତୁଳିତ ରହିଲେ ତାହାର ପ୍ରଭାବ…

କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ ବ୍ୟବହାର

ନିଜର ବ୍ୟବହାର ଉପରେ କାର୍ଯ୍ୟଦକ୍ଷତା କେତେକାଂଶରେ ନିର୍ଭର କରିଥାଏ। ବିଶେଷଭାବରେ ଯଦି ବ୍ୟବହାର ରୁକ୍ଷ ହୁଏ, ସେହି ଅନୁସାରେ କାର୍ଯ୍ୟଦକ୍ଷତା ପ୍ରଭାବିତ ହୋଇଥାଏ। ଏପରି ରୋଚକ ତଥ୍ୟ ବିଷୟରେ ଏକ ସଦ୍ୟତମ ସର୍ଭେରୁ ଜାଣିବାକୁ ମିଳିଛି। ‘କାର୍ଯ୍ୟଦକ୍ଷତା ଓ ବ୍ୟବହାର’ ଶୀର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?