ଜୀବନଚର୍ଯ୍ୟା

ଉପବାସ କରୁଥିଲେ…

କେତେକ ପୂଜା ପାର୍ବଣରେ ଉପବାସ ରହିଲେ ତାହା ମନକୁ ଶାନ୍ତି ଦେବା ସହ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିଥାଏ ବୋଲି ଅନେକେ ବିଶ୍ୱାସ କରନ୍ତି। ତେଣୁ ଏହି ସମୟରେ ଉପବାସ ରହିବାକୁ କେତେକ ପସନ୍ଦ କରନ୍ତି। ହେଲେ ଏହାର ପ୍ରଭାବ…

ଲୋହିତ ଗ୍ରହରେ ଜୀବନର ସନ୍ଧାନ

‘ମଙ୍ଗଳ ପୃଷ୍ଠରେ ଅବତରଣ କରିବା ଏକ କଷ୍ଟକର ଏବଂ ଜଟିଳ ପ୍ରଯୁକ୍ତିଗତ ପ୍ରକ୍ରିୟା। ଏଥିପାଇଁ ଏପର୍ଯ୍ୟନ୍ତ ଗ୍ରହକୁ ପ୍ରେରଣ କରାଯାଇଥିବା ମାତ୍ର ୪୦ ପ୍ରତିଶତ ଅଭିଯାନ ସଫଳ ହୋଇପାରିଛି। ବୈଜ୍ଞାନିକମାନେ କମ୍ପ୍ୟୁଟର ପର୍ଦ୍ଦାକୁ ଚାହିଁ ରହିଥାଆନ୍ତି ନିର୍ଲିପ୍ତ ଭାବରେ। ଯାନଟି ବାୟୁମଣ୍ଡଳରେ…

ଘର ତିଆରି କରୁଛନ୍ତି କି? ଏହି ଦିଗରେ ତିଆରି କରନ୍ତୁ ଶିଡ଼ି

ଘରେ ବାସ୍ତୁଦୋଷ ରହିଲେ ଐଶ୍ୱର୍ଯ୍ୟ ହାନି ହେବା ସହ ଅଭାବ ଅନଟନ ଦେଖାଦେଇଥାଏ। ଏହି ତାଲିକାରେ ଘରର ଶିଡ଼ି ମଧ୍ୟ ଆସେ। ଯଦି ଘରର ଶିଡ଼ି ବାସ୍ତୁ ଅନୁଯାୟୀ ଠିକ୍‌ କୋଣରେ ତିଆରି ନ ହୋଇଥାଏ ତା’ହେଲେ କି କି ସମସ୍ୟା…

ଲାଭଦାୟକ କଦଳୀ ଭଣ୍ଡା

କଦଳୀ କଞ୍ଚା ହେଉ ଅବା ପାଚିଲା ଏହା ଅଧିକାଂଶ ଲୋକଙ୍କର ଏକ ପ୍ରିୟ ଫଳ । ଛୋଟଠାରୁ ବଡ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରି ଥାଆନ୍ତି । କେବଳ ଭାରତ ନୁହେଁ କୁହାଯାଏ ପ୍ରଥମେ ମାଲେସିୟାରେ କଦଳୀ ଦେଖିବାକୁ ମିଳିଥିଲା…

ଆପଣଙ୍କ ସ୍ବାମୀ ରାଗି କି…

ବୈବାହିକ ଜୀବନରେ ସାମାନ୍ୟ କଥାକୁ ନେଇ ସୃଷ୍ଟି ହେଉଥିବା ମନୋମାଳିନ୍ୟ ଏକ ସାଧାରଣ କଥା। ତେବେ ଏହି କାରଣ ନେଇ ଯଦି ସ୍ବାମୀ ରାଗିଯାଆନ୍ତି ଆଉ କଥାବାର୍ତ୍ତା ବନ୍ଦ କରିଦିଅନ୍ତି, ତେବେ ସ୍ତ୍ରୀଙ୍କ କର୍ତ୍ତବ୍ୟ ହେଉଛି ତାଙ୍କୁ ଶାନ୍ତ କରାଇବା। କାରଣ…

‘ପୁରସ୍କାର କ୍ଷଣିକ ଆନନ୍ଦ, ସାଧନା ଚିରନ୍ତନ’

କେନ୍ଦୁଝର ଜିଲା ଘସିପୁରା ବ୍ଲକର ଅତାସାହିରେ ୧୯୫୦ ଜୁନ୍‌ ୨୨ରେ ଜନ୍ମ ଗ୍ରହଣ କରିଥିଲେ ଶିଶୁ ସାହିତି୍ୟକ ଡ. ରାମଚନ୍ଦ୍ର ନାୟକ। ପଞ୍ଚମ ଶ୍ରେଣୀରେ ପଢିବାବେଳେ ପ୍ରଥମ କରି ସେ ଏକ କ୍ଷୁଦ୍ର କବିତା ଲେଖିଥିଲେ। ଏହାପରେ କଲେଜ ଜୀବନରେ ଲେଖାଲେଖି…

‘ସାହିତ୍ୟକୁ ଏକ ଅନ୍ବେଷଣ ଭାବେ ଗ୍ରହଣ କରିବା ଆବଶ୍ୟକ’

ଓଡ଼ିଆ ଭାଷା ସାହିତ୍ୟକୁ ସ୍ବତନ୍ତ୍ର ଅବଦାନ ଦେଇଛନ୍ତି ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା। ୧୯୮୫ ଜୁଲାଇ ୧ରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଗୁରୁଜିଭଟ୍ଟା ଗ୍ରାମରେ ଜନ୍ମଗ୍ରହଣ କରିଥିବା ହୋତାଙ୍କ ବହୁ ପ୍ରବନ୍ଧ ବେଶ୍‌ ପାଠକୀୟ ଆଦୃତି ଲାଭ କରିଛି। ‘କଳ୍ପନା, ଅନୁଭବ…

ଏହି ୬ ଅଭ୍ୟାସ ଅଛି କି ଆପଣଙ୍କର? ହୋଇଯିବେ ଦରିଦ୍ର; ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ ବଞ୍ଚିବାର କଳା ଶିଖାଇଥାଏ। ଏକ ଶ୍ଳୋକ ମାଧ୍ୟମରେ ଦରିଦ୍ର ନ ହେବା ପାଇଁ ଜଣଙ୍କୁ…

ଡାଇବେଟିସ୍‌ ଆଶଙ୍କା ଦୂର କରେ…

ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗର ଶିକାର ହେଉଛନ୍ତି। ଏହା ଭାରି ମାରାତ୍ମକ। ଡାଇବେଟିସ୍‌ ରୋଗୀଙ୍କୁ ହୃଦ୍‌ଘାତ ଆଶଙ୍କା ରହିଥାଏ। ତେଣୁ ଏଥିପ୍ରତି ମୂଳରୁ ସଚେତନ ନ ହେଲେ କେଉଁ ମୁହୂର୍ତ୍ତରେ ଜୀବନ ଚାଲିଯିବାର ମଧ୍ୟ ସମ୍ଭାବନା ଥାଏ। ଆମେରିକାର ଗବେଷକମାନେ…

ସବୁଦିନ ବ୍ୟବହାର କରନ୍ତୁ ଭୃସଙ୍ଗ ପତ୍ର

ଅଧିକାଂଶ ଘରେ ଭୃସଙ୍ଗ ପତ୍ର ନିତିଦିନିଆ ଖାଦ୍ୟରେ ବ୍ୟବହାର କରାଯାଉଥିବା ଦେଖାଯାଇଥାଏ । ଏହାଦ୍ୱାରା ଶରୀରର ଅନେକ ସମସ୍ୟାର ସମାଧାନ ହୋଇଥାଏ ବୋଲି ନ ଜାଣି ଥିଲେ ବି ଅନେକ ଏହାର ଲାଭ ଉଠାଇ ଥାଆନ୍ତି । -ଡାଇବେଟିସ୍ ବା ମଧୁମେହ…

ଏଭଳି ଘରେ ବାସ କରିବାକୁ ଭଲପାଆନ୍ତି ଲକ୍ଷ୍ମୀ, ଦେଖାଯାଏ ନାହିଁ ଧନର ଅଭାବ

ମନୁଷ୍ୟ ଜୀବନରେ ଧନର ଗୁରୁତ୍ୱ ଅଧିକ। ହେଲେ ନିଜର ଭୁଲ ଯୋଗୁ ମନୁଷ୍ୟ ଏହାକୁ ହରାଇଥାଏ। ମହାନ ରାଜନୈତିଜ୍ଞ ତଥା ଅର୍ଥଶାସ୍ତ୍ରୀ ଆଚାର୍ଯ୍ୟ ଚାଣକ୍ୟ ଧନର ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବାକୁ ବିଭିନ୍ନ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। କେଉଁଭଳି ଭାବେ…

ମହାଶିବରାତ୍ରିରେ ଚମକିବ ଏସବୁ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ, ଜାଣି ନିଅନ୍ତୁ…

ହିନ୍ଦୁ ଧର୍ମରେ ମହାଶିବରାତ୍ରିର ବିଶେଷ ମହତ୍ୱ ରହିଛି। ଏହି ଦିନ ଭଗବାନ ଶିବଙ୍କୁ ଆରାଧନା କରାଯାଇଥାଏ। ଏହାଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ତେବେ ଚଳିତ ବର୍ଷ ମହାଶିବରାତ୍ରିରେ ମହାଦେବଙ୍କ କୃପା ଅନେକ ରାଶି ଉପରେ ପଡ଼ିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?