ଜୀବନଚର୍ଯ୍ୟା

ହୃଦ୍‌ଘାତ ସୃଷ୍ଟି କରିପାରେ ପାଟି ଇନ୍‌ଫେକ୍‌ଶନ

ଆମେ ଖାଇ ସାରିବା ପରେ ଭଲ ଭାବରେ ପାଟି ସଫା କରିବା ଦରକାର। ନ ହେଲେ ଦାନ୍ତ ମୂଳରେ ଖାଦ୍ୟର ଅବଶିଷ୍ଟାଂଶ ରହି ପାଟିରେ ଇନ୍‌ଫେକଶ୍‌ନ ସୃଷ୍ଟି କରିବାର ଆଶଙ୍କା ରହିଛି। ତା’ ସହ ଦାନ୍ତଜନିତ ସମସ୍ୟା ଦେଖାଦେଇପାରେ। ପାଟିରେ ଇନ୍‌ଫେକଶ୍‌ନ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ …

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜକୁ କିପରି ସୁସ୍ଥ ରଖିବା ସେଥିପ୍ରତି ଆମେ ସଚେତନ ରହିବା ନିହାତି ଜରୁରୀ। ଅସନ୍ତୁଳିତ ଜୀବନଶୈଳୀ ପରୋକ୍ଷରେ କେତେକ ରୋଗକୁ ଡାକି ଆଣିଥାଏ। ଆମକୁ ରୋଗରୁ ପ୍ରତିରୋଧ କରିବା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି…

ଜଳ ଓ ସୁସ୍ଥ ଜୀବନ

ସମଗ୍ର ପୃଥିବୀ ପୃଷ୍ଠରେ ଜୀବଜଗତ ସୃଷ୍ଟି ହେବା ଦିନଠାରୁ ଆଜି ସୁଦ୍ଧା ଜୀବବିଜ୍ଞାନ ଇତିହାସ ପୃଷ୍ଠାକୁ ଆମେ ଅନୁଧ୍ୟାନ କଲେ ଜାଣିପାରିବା ଯେ, ପରିବେଶ ଓ ପ୍ରକୃତି ହିଁ ଜୀବଜଗତର ରକ୍ଷାକର୍ତ୍ତା । ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ମତରେ ପ୍ରକୃତିର ପୃଥିବୀ,…

ଏହିସବୁ ରୋଗ ପାଇଁ ମହୌଷଧି ଟମାଟୋ

ଟମାଟୋ ଏକ ଏପରି ପରିବା ଯାହା ସହଜରେ ବଜାରରେ ଉପଲବ୍ଧ ହୋଇଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର, ସେତିକି ବ୍ୟଞ୍ଜନର ସ୍ବାଦ ବଢ଼ାଇବା ସହ ଶରୀରକୁ ସୁସ୍ଥ ରଖିଥାଏ। ଏଥିରେ ଭରପୂର ମାତ୍ରାରେ ଭିଟାମିନ ଓ ମିନେରାଲ ରହିଛି। ପାଚିଲା ଟମାଟୋଠାରୁ…

ହେଙ୍ଗୁରେ ରହିଛି ଏସବୁ ଉପକାରୀ ଗୁଣ

ଏକ ରିପୋର୍ଟରୁ ପ୍ରକାଶ, ଭାରତରେ ପ୍ରତି ୫ ଜଣରେ ଜଣେ ରକ୍ତଚାପର ଶିକାର ହୋଇଥାନ୍ତି। ରକ୍ତଚାପ ବଢ଼ିଲେ ଅନ୍ୟ ରୋଗ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ। ତେଣୁ ଉକ୍ତ ରକ୍ତଚାପ ରୋଗକୁ ହାଲ୍‌କା ଭାବରେ ନେବା ଉଚିତ୍‌ ନୁହେଁ। ଡାକ୍ତରଙ୍କ ପରାମର୍ଶ ବ୍ୟତୀତ…

କ୍ଷୀରରେ ଏହାକୁ ମିଶାଇ ପିଅନ୍ତୁ, ଦୂରହେବ ଆଣ୍ଠୁଗଣ୍ଠି ସମସ୍ୟା

ଔଷଧୀୟ ଗୁଣରେ ଭରପୂର୍‌ ଡାଲଚିନ୍‌। ଅନେକ ପ୍ରକାର ରୋଗର ରାମବାଣ ଔଷଧ ଭାବେ ଏହା ପରିଚିତ। କ୍ଷୀରରେ ସାମାନ୍ୟ ଡାଲଚିନି ଗୁଣ୍ଡ ମିଶାଇ ପିଇଲେ ଶରୀରକୁ ଦ୍ୱିଗୁଣା ଫାଇଦା ମିଳିଥାଏ। ଏମିତିରେ ତ କ୍ଷୀର ପୋଷଣରେ ଭରପୂର୍‌ ଥାଏ। କିନ୍ତୁ ସେଥିରେ…

ଓଡ଼ିଶୀ ନୃତ୍ୟ ଦେଇଛି ପରିଚୟ

କୌଣସି କାର୍ଯ୍ୟ ପ୍ରତି ଉତ୍ସାହ ଏବଂ ଏହାକୁ ନେଇ ନିଜର ପରିଚୟ ସୃଷ୍ଟି କରିବାର ଆଶା ଯେ ମଣିଷକୁ ସଫଳତା ଆଡ଼କୁ ବାଟ କଢ଼ାଇନିଏ ଏକଥା ପ୍ରମାଣିତ ହୋଇଛି ତାଙ୍କ କ୍ଷେତ୍ରରେ। ପିଲା ବେଳୁ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ହେବାକୁ ନେଇ…

ଇଣ୍ଟର୍ନଶିପ୍

କର୍ମକ୍ଷେତ୍ରରେ ସଫଳତା ହାସଲ କରିବାର ଚାବିକାଠି ହେଉଛି କାର୍ଯ୍ୟଦକ୍ଷତା। ଏହା ଯାହା ପାଖରେ ଯେତେ ଅଧିକ, କର୍ମକ୍ଷେତ୍ରରେ ତା’ର ସ୍ଥିତି ସେତେ ମଜଭୁତ୍‌ ଏବଂ ସଫଳତାର ମାର୍ଗ ସେତେ ସରଳ। ତେବେ ବର୍ତ୍ତମାନ ଏହାକୁ ହାସଲ କରିବାର ସବୁଠୁ ବେଷ୍ଟ ମାଧ୍ୟମ…

ଆଲୋଭେରା

ଆଲୋଭେରା ଏକ ଔଷଧୀୟ ଗଛ। ତା’ ସହିତ ବାସ୍ତୁ ଦୃଷ୍ଟିରୁ ବିଚାରକଲେ ମଧ୍ୟ ଏହା ଘର ପାଇଁ ବେଶ୍‌ ଶୁଭଙ୍କର। ସୌନ୍ଦର୍ଯ୍ୟ ପାଇଁ ବି ଆଲୋଭେରା ଗଛର ବିକଳ୍ପ ନାହିଁ। ଏହି ଗଛର ପାଖାପାଖି ୨୫୦ ପ୍ରକାର ପ୍ରଜାତି ଥିବାବେଳେ ଚାରି…

ବାୟୋମ୍ୟାଗ୍ନେଟିକ୍‌ ଜୁଏଲେରି: ଫ୍ୟାଶନ୍‌ ସହ ଫିଟ୍‌ନେସ୍‌

ଲାଟେଷ୍ଟ ଫ୍ୟାଶନ୍‌ ଟ୍ରେଣ୍ଡ ସହ ନିଜକୁ ଅପ୍‌ଡେଟ୍‌ ରଖିବାରେ ବେଶ୍‌ ଆଗରେ ଯୁବପିଢ଼ି। ସବୁବେଳେ ସେମାନେ ଫ୍ୟାଶନ୍‌କୁ ନେଇ ନୂଆ ନୂଆ ଏକ୍ସପେରିମେଣ୍ଟ କରିଥାନ୍ତି। ଠିକ୍‌ ଯେମିତି ବର୍ତ୍ତମାନ ଫ୍ୟାଶନ୍‌ ସହ ଫିଟ୍‌ନେସ୍‌କୁ ସାମିଲ୍‌ କରିବା ଆଳରେ ବିଭିନ୍ନ ବାୟୋମ୍ୟାଗ୍ନେଟିକ୍‌ ଜୁଏଲେରି…

ଚାପ ଦୂର କରିବ ବଲ୍‌

କର୍ମମୟ ଜୀବନରେ ଷ୍ଟ୍ରେସ୍‌ ବା ଚାପରେ ରହିବା ସ୍ବାଭାବିକ କଥା। ଏଥିରୁ ମୁକ୍ତି ପାଇବା ପାଇଁ ଟିକେ ଫୁରସତ୍‌ ମିଳିଲେ କିଏ ଯୋଗ କରି ବସନ୍ତି ତ କିଏ ସାଙ୍ଗସାଥୀଙ୍କ ସହ କିଛି ସମୟ ଖଟି କରିବାକୁ ବାହାରିପଡନ୍ତି। କିନ୍ତୁ ଏବେ…

ଶିଙ୍ଗ କାରିଗରି

ଓଡ଼ିଶାର ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଓ କଳା କାରିଗରି କୌଣସି ଗୋଟିଏ ଗାଁରେ ସୀମିତ ନୁହେଁ। ବିଭିନ୍ନ ସ୍ଥାନର ସ୍ବତନ୍ତ୍ରତା ବେଶ୍‌ ବାରିହୋଇପଡ଼େ। ଏଥିପାଇଁ ସେହି କଳାକୃତିର ପ୍ରସିଦ୍ଧି ଯୋଗୁ ଏଥିରେ ନିୟୋଜିତ କାରିଗରମାନଙ୍କୁ କିଛି ରୋଜଗାର ପନ୍ଥା ମିଳିଯାଇଥାଏ। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri