ସମ୍ପର୍କରେ ବଢ଼ୁଛି କି ଅସନ୍ତୋଷ
ବାସ୍ତୁ ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ପାଇଁ ନିର୍ଦ୍ଦିଷ୍ଟ ଦିଗ ରହିଛି। ଯଦି ଏହି ନିୟମଗୁଡିକ ପାଳନ କରାଯାଏ ନାହିଁ ତେବେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଯାହା ଆପଣଙ୍କ ପାରିବାରିକ ଜୀବନ, ଆର୍ଥିକ ସ୍ଥିତି ଏବଂ ଅନ୍ୟାନ୍ୟ ଦିଗପ୍ରତି ସିଧାସଳଖ…
ଯିଏ ଯେତେ ଅନ୍ତରଙ୍ଗ ହେଲେ ବି କୁହନ୍ତୁ ନାହିଁ ନିଜ ବିଷୟରେ ଏହି ୪ କଥା; ଖୁସିରେ ରହିବେ…
ଚାଣକ୍ୟ ନୀତିରେ ଜୀବନର ମୂଲ୍ୟବୋଧ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକରେ ଚାରିଟି ବିଷୟରେ କହିଛନ୍ତି, ଯାହାକୁ ଜଣେ ବ୍ୟକ୍ତି କାହାକୁ ବି କହିବା ଉଚିତ୍ ନୁହେଁ। ଆସନ୍ତୁ ଜାଣିବା ସେ ବିଷୟରେ … -ଆଚାର୍ଯ୍ୟ…
ୟାକୁ ହିଁ କହନ୍ତି ବନ୍ଧୁତା
କୁହାଯାଏ ଯିଏ ବିପଦବେଳେ ସାହା ହୁଅନ୍ତି ସେ ପ୍ରକୃତ ବନ୍ଧୁ। ଖରାପ ସମୟରେ ହିଁ ଜଣାପଡ଼େ କିଏ ପ୍ରକୃତ ବନ୍ଧୁ ଓ କିଏ ବନ୍ଧୁ ମୁଖାଧାରୀ ଶତ୍ରୁ। ଆଉ ଦକ୍ଷିଣ ଆଫ୍ରିକାର ଏକ ଘଟଣାକୁ ଦେଖିଲେ ଜଣାପଡ଼େ ପ୍ରକୃତରେ ବନ୍ଧୁତାର ସଂଜ୍ଞା…
ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟ
ଦିନକୁଦିନ ପୃଥିବୀପୃଷ୍ଠରୁ ଜଙ୍ଗଲ କ୍ଷୟ ହେଉଛି। ପରିବେଶ ସନ୍ତୁଳନରେ ସମସ୍ୟା ଉପୁଜୁଛି। ବୃକ୍ଷରୋପଣ ଓ ତା’ର ସୁରକ୍ଷା ଜରୁରୀ ହୋଇପଡ଼ିଛି। ଯାହାକୁ ଦୃଷ୍ଟିରେରଖି ଅନେlକ ଜଙ୍ଗଲ ସୃଷ୍ଟି ପାଇଁ ପ୍ରାୟାସ କରିଛନ୍ତି । ସେହିକ୍ରମରେ ଢେଙ୍କାନାଳ ଜିଲାରେ ସୃଷ୍ଟି ହୋଇଛି ଏକ…
ଦାମୀ ମୁଦି
ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମୁଦିର ବି ରହିଥାଏ ବିଶେଷ ଭୂମିକା। ବେଳେବେଳେ କେତେକ ମୁଦି ବ୍ୟକ୍ତିଙ୍କର ଆଭିଜାତ୍ୟକୁ ମଧ୍ୟ ଦର୍ଶାଇଥାଏ। କାରଣ ସେଥିରେ ଲାଗିଥାଏ ଚକଚକିଆ ଆକର୍ଷଣୀୟ ହୀରା, ଯାହାର ଦାମ୍ ହୋଇଥାଏ ଆକାଶଛୁଆଁ। ଆଉ ଯାହାକୁ କିଣିବା ସାଧାରଣ…
ମନ ସହ ମନ ମିଶିଲେ ଗଢି ଉଠେ ଏଭଳି ସମ୍ପର୍କ
ବନ୍ଧୁତା କେତେବେଳେ କାହା ସହ ବି ହୋଇପାରେ। କାରଣ ଯେଉଁଠି ମନ ସହ ମନ ମିଶିଯାଏ ସେଇଠି ଗଢି ଉଠେ ଏହି ସମ୍ପର୍କ। ହୋଇପାରେ ଏହା ମଣିଷ ମଣିଷ ଭିତରେ, ପ୍ରାଣୀର ପ୍ରାଣୀ ସହ ଅବା ମଣିଷର ପ୍ରାଣୀ ସହ ବନ୍ଧୁତା……
କେହି ବିଶ୍ୱାସ ଭାଙ୍ଗିଲେ ତାଙ୍କୁ ଧନ୍ୟବାଦ ଦିଅନ୍ତୁ…
ସୁଖଦୁଃଖଭରା ଏଇ ଜୀବନରେ ଶାନ୍ତିରେ ରହିବାକୁ କିଏ ବା ନ ଚାହେଁ। ସେଥିପାଇଁ ଜ୍ଞାନୀଗୁଣୀ ବ୍ୟକ୍ତିମାନେ ଅନେକ ନୀତିଶୀକ୍ଷା କହିଯାଇଛନ୍ତି, ତନ୍ମଧ୍ୟରୁ କିଛିଟା ଆସନ୍ତୁ ଜାଣିବା… *ଯଦି କେହି ଆମର ବିଶ୍ୱାସ ଭାଙ୍ଗନ୍ତି, ତେବେ ଆମେ ମଧ୍ୟ ତାଙ୍କୁ ଧନ୍ୟବାଦ ଦେବା…
ଧନିଆର ଔଷଧୀୟ ଗୁଣ
ଧନିଆ କେବଳ ଏକ ମସଲା ଦ୍ରବ୍ୟ ନୁହେଁ, ଏହା ଭିତରେ ଅନେକ ଔଷଧୀୟ ଗୁଣ ମଧ୍ୟ ଲୁଚି ରହିଥାଏ। ଥଣ୍ଡା କିମ୍ବା ପେଟ ଗରମ ଯୋଗୁ ଅନେକ ସମୟରେ ପାଟି ଭିତରେ ଛୋଟ ଛୋଟ ଘା’ ହୋଇଯିବାର ସମସ୍ୟା ଦେଖାଦେଇଥାଏ, ଏଥିରୁ…
ଏହି ୩ ରାଶିର ଯୁବକ ହୋଇଥାନ୍ତି ସବୁଠାରୁ ଭଲ ସ୍ବାମୀ; ନ କହିଲେ ବି ମନକଥା ଜାଣି ନିଅନ୍ତି…
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରାଶି ଆଧାରରେ ଯେକୌଣସି ବ୍ୟକ୍ତିର ସ୍ବଭାବ ଏବଂ ତାଙ୍କ ପ୍ରକୃତି ବିଷୟରେ ଅନେକ କିଛି ଜଣାପଡ଼ିଥାଏ। ମୋଟ ୧୨ ରାଶି ଭିତରୁ ସବୁ ରାଶିର ନିଜର ସ୍ବାମୀ ଗ୍ରହ ରହିଛି। ଆଜି ଆମେ ଏପରି ୩ ରାଶି ବିଷୟରେ…
ଅପମାନର ପ୍ରତିଶୋଧ ନେବା ପାଇଁ ଏହାକୁ ସବୁଠାରୁ ବଡ଼ ଅସ୍ତ୍ର କହିଛନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ… ଅପମାନକୁ ନେଇ…
ଏହି ୪ଟି ଜିନିଷରେ ଖର୍ଚ୍ଚ କଲେ ବଢ଼େ ଧନ: ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…
ଆଚାର୍ଯ୍ୟ ଚାଣକ୍ୟ ନିଜର ‘ଚାଣକ୍ୟ ନୀତି’ରେ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ ବିଷୟର ଜ୍ଞାନ ଚାଣକ୍ୟଙ୍କ ନିକଟରେ ଥିଲା। ଏଥିପାଇଁ ଜୀବନକାଳ ମଧ୍ୟରେ ସେ ଯାହା ସହିତ…
ସଙ୍କୋଚ ଛାଡ଼ିଲେ ଏହି ୪ କଥାରେ ହୋଇଯିବେ ମାଲାମାଲ୍
ମଣିଷ ଜୀବନକୁ ସୁଗମ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଶହ ଶହ ଶ୍ଳୋକ ବର୍ଣ୍ଣନା କରିଛନ୍ତି। ସେଥିରେ ସେ ଏପରି ୪ଟି ଜିନିଷ ବର୍ଣ୍ଣନା କରିଛନ୍ତି ଯେଉଁଥିରେ ଜଣେ ମଣିଷ ସଙ୍କୋଚ କରିବା ଉଚିତ୍ ନୁହେଁ। ସେ କହିଛନ୍ତି…

