ଜୀବନଚର୍ଯ୍ୟା

ବୁଦ୍ଧିମତ୍ତା ବଢ଼ାଇବା ପାଇଁ…

କୌଣସି କାର୍ଯ୍ୟକୁ ସହଜରେ ସମ୍ପାଦନ କରିବା ପାଇଁ ଆମକୁ ବୁଦ୍ଧି ଖଟାଇବାକୁ ପଡ଼ିଥାଏ। ତେଣୁ ବୁଦ୍ଧିମତ୍ତା ସବୁବେଳେ ପ୍ରଖର ରହିବା ନିହାତି ଦରକାର। ତେବେ ଏଥିପାଇଁ ଏକ ସହଜ ଉପାୟ ଆପଣେଇ ପାରନ୍ତି। କେବଳ ସେତିକି ନୁହେଁ, ଏହି ଉପାୟଟି ମଧ୍ୟ…

ଡାଇବେଟିସ୍‌ ହୋଇପାରେ ଆଲ୍‌ଜିମର୍ସର କାରଣ

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ତେବେ ଏହି ରୋଗରେ ଆକ୍ରାନ୍ତ ହେବା ପରେ ଆମକୁ ଖାଦ୍ୟପେୟ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ତା’ ସହ ନିୟମିତ ସମୟ ଅନ୍ତରାଳରେ ରକ୍ତରେ ସୁଗାର ପରିମାଣ କେତେ ଅଛି, ତାହା ଚେକ୍‌…

ଏହି ୪ଟି କଥା କୁହନ୍ତୁ ନାହିଁ କାହାକୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଜୀବନର ଅନେକ ଦିଗ ଉପରେ ବର୍ଣ୍ଣନା କରିଛନ୍ତି। ତାଙ୍କ ନୀତି ଗ୍ରହଣ କରି ଜଣେ ଖୁସିରେ ଜୀବନଯାପନ କରିପାରିବ। ଏଥି ସହିତ ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକ ମାଧ୍ୟମରେ କହିଛନ୍ତି ଯେ, କିଛି କଥା…

ହାତରେ ରହୁନାହିଁ କି ଟଙ୍କା…

ଟଙ୍କା ସଞ୍ଚୟ କରିବା ମଧ୍ୟ ଏକ କଳା, ଏହି ଗୁଣ ପ୍ରାୟ ସମସ୍ତଙ୍କ ପାଖରେ ନ ଥାଏ। ଅଧିକାଂଶ ଲୋକ ଏହା କହିଥାନ୍ତି ଯେ, ଟଙ୍କା ସେମାନଙ୍କ ହାତକୁ ଆସିଲେ ମଧ୍ୟ ସେ ତାକୁ ରଖିପାରୁ ନାହାନ୍ତି। ଯଦି ଆପଣଙ୍କ ପାଖରେ…

ଉପକାରୀ ଅଣ୍ଡା

ସ୍ବାସ୍ଥ୍ୟ ପାଇଁ ଅଣ୍ଡା ବେଶ୍‌ ଉପକାରୀ। ଏଥିରେ ନ୍ୟୁଟ୍ରିଏଣ୍ଟ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀରରେ ଭିଟାମିନ୍‌ ‘ଡି’ ଏବଂ ଭିଟାମିନ୍‌ ‘ବି-୨’ ଅଭାବ ପୂରଣ କରିଥାଏ। ପ୍ରୋଟିନ୍‌ର ଅନ୍ୟତମ ଉତ୍ସ ହେଲା ଅଣ୍ଡା। ଦୈନିକ ଅଣ୍ଡା ଖାଇଲେ…

ରୋଗ ପ୍ରତିରୋଧକ ଶକ୍ତି ଓ ପିଜୁଳି

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସବୁବେଳେ ପ୍ରଖର ରହିବା ଦରକାର। କାରଣ ଏହା ଆମକୁ କେତେକ ରୋଗ କବଳରୁ ଅନେକାଂଶରେ ରକ୍ଷା କରିଥାଏ। ତେବେ ଏଥିପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡ଼େ। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ପିଜୁଳି…

ସୂର୍ଯ୍ୟ ରାଇଜର ଝଡ଼

ଆମର ତାରା ସୂର୍ଯ୍ୟ ପୃଥିବୀରେ ସକଳ ଶକ୍ତିର ଆଧାର । ମାତ୍ର ସୂର୍ଯ୍ୟ ବେଳେବେଳେ ଅଶାନ୍ତ ହୋଇ ଅତି ସକ୍ରିୟ ହୋଇଉଠେ। ସୂର୍ଯ୍ୟପୃଷ୍ଠରେ ଶକ୍ତିଶାଳୀ ଝଡ଼ମାନ ସୃଷ୍ଟି ହୁଏ । ତା’ର ପ୍ରଭାବ ପୃଥିବୀ ସମେତ ସାରା ସୌରଜଗତ ଉପରେ ପଡ଼ିଥାଏ।…

ସୌନ୍ଦର୍ଯ୍ୟ ବୃଦ୍ଧି କରେ ଏହି ତେଲ

ଲବଙ୍ଗରେ ଅନେକ ଉପକାରୀ ଗୁଣ ରହିଛି। ଏହାକୁ ମସଲା ଭାବେ ବ୍ୟବହାର କରାଯିବା ସହ ଥଣ୍ଡାରୁ ମୁକ୍ତି ପାଇବା ଲାଗି ଚା’ରେ ପକାଯାଏ। ପାଟି ଦୁର୍ଗନ୍ଧ ମଧ୍ୟ ଦୂର କରେ। ଅନ୍ୟପକ୍ଷରେ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ଗୁଣ ରହିଛି। ଏହାର ତେଲକୁ…

ରାତିରେ ଏଭଳି ଶୋଉଛନ୍ତି କି? ରୋଗଗ୍ରସ୍ତ ହେବେ; ଜାଣନ୍ତୁ..

ନିଦ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ରାତିରେ ଭଲ ନିଦ ହେଲେ, ତା’ ପରଦିନ ଶରୀର ଓ ମସ୍ତିଷ୍କ ଫୂର୍ତ୍ତି ରହିଥାଏ। ଆଉ ଯଦି ଭଲ ନିଦ ନ ହୁଏ, ତା’ହେଲେ ଥକ୍କା ଲାଗିବା ସହ ମୁହଁ ଶୁଖିଲା ଦିଶେ…

ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଟାଟୁ

ଆଜିକାଲିର ଫ୍ୟାଶନ ଦୁନିଆରେ ଷ୍ଟାଇଲିଶ୍‌ ଦେଖାଯିବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ କିଏ ନାନା ପ୍ରକାରର ପ୍ରସାଧାନ ସାମଗ୍ରୀ ବ୍ୟବହାର କରନ୍ତି ତ ଆଉ କିଏ ମଡର୍ନ ଆଉଟ୍‌ଫିଟ୍‌କୁ ଟ୍ରାଏ କରିଥାନ୍ତି। ସେହିପରି ଆଟ୍ରାକ୍ଟିଭ୍‌ ଲୁକ୍‌ ପାଇଁ ଦେହରେ ଟାଟୁ…

ଉପକାରୀ ଡାଲଚିନି

ଡାଲଚିନିକୁ ସାଧାରଣତଃ ଏକ ମସଲା ଦ୍ରବ୍ୟ ଭାବେ ବ୍ୟବହାର କରାଯାଇଥାଏ। କିନ୍ତୁ ଏହାର ସେବନ ଦ୍ୱାରା ଶରୀରକୁ କ’ଣ ସବୁ ଉପକାର ମିଳିଥାଏ ସେ ବିଷୟରେ ଅନେକେ ଅଜ୍ଞ ଥାଆନ୍ତି। କୁହାଯାଏ, ପେଟ ଦରଜ ଥିଲେ କିମ୍ବା ବଦହଜମି ଯୋଗୁ ଛାତି…

ପିଠି ଯନ୍ତ୍ରଣା ହେଉଥିଲେ ଏସବୁ ଉପାୟ ଲାଭଦାୟକ…

ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କଠାରେ ପିଠି ଯନ୍ତ୍ରଣା ସମସ୍ୟା ଦେଖିବାକୁ ମିଳୁଛି। ଯଦିଓ ଏଥିପାଇଁ ବିଭିନ୍ନ କାରଣ ରହିଛି, ତଥାପି ବିଶେଷକରି ଡେସ୍କ ଜବ୍‌ କରୁଥିବା ଯୁବତୀଯୁବକମାନେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସିରହିବା ଏଥିପାଇଁ ମୁଖ୍ୟତଃ ଦାୟୀ। ଯଦି ଆପଣ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?