ମା’ଙ୍କ ପ୍ରିୟ ଜୁଏଲେରି
ମା’ ପାଇଁ ତା’ ପିଲା ହେଉଛି ସବୁଠୁ ମୂଲ୍ୟବାନ ଗହଣା। ତା’ର କୁନି କୁନି ହାତ ଓ ପାଦର କୋମଳ ସ୍ପର୍ଶ ତାକୁ ଅପୂର୍ବ ଆନନ୍ଦ ଦେଇଥାଏ। ଠିକ୍ ସେମିତି ସେହି କୁନି କୁନି ହାତ ଓ ପାଦର ଥିମକୁ ନେଇ…
ହାତକୁ କେମିତି ରଖିବେ ସୁନ୍ଦର
ହାତରେ ବାରମ୍ବାର ଧୂଳି, ମାଟି, ଝାଳ, ସାବୁନ ଫେଣ, ପାଣି ତଥା ସାନିଟାଇଜର୍ ଲାଗିଲେ କିମ୍ବା ଏହା ଅଧିକରୁ ଅଧିକ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିଲେ, ହାତର ଚମକ୍ ଧୀରେ ଧୀରେ କମିଯାଏ। ଯଦି ଠିକ୍ ସମୟରେ ଏଥିପ୍ରତି ଧ୍ୟାନ ନ ଦିଆଯାଏ…
ଖରାଦିନେ ଟମାଟୋ ଖାଉଛନ୍ତି କି
ଖରାଦିନେ ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଟମାଟୋକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ। -ଟମାଟୋରେ କ୍ୟାଲ୍ସିୟମ ଓ ଫସ୍ଫରସ୍ ରହିଥାଏ। ଏହା ହାଡ଼କୁ ମଜଭୂତ କରିଥାଏ। -ଟମାଟୋରେ ଭିଟାମିନ୍ ଏ ପ୍ରଚୁର…
ଜାଣନ୍ତି କରୋନା ମହାମାରୀ ସମୟରେ କେତେଥର ହାତ ଧୋଇବା ଉଚିତ୍, ନଚେତ୍…
ଓ୍ବାଶିଂଟନ,୮।୫: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହି ସମୟରେ ମୁହଁରେ ମାସ୍କ ବାନ୍ଧିବା ସହିତ ହାତ ଧୋଇବା ଅଭ୍ୟାସ ସହ ସାମାଜିକ ଦୂରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ…
ଏହି ସମୟରେ ଏସବୁ ଫଳ ଖାଇଲେ ବଢ଼ିବ ଇମ୍ୟୁନିଟ ପାଓ୍ବାର
ଫଳ ସ୍ବାସ୍ଥ୍ୟ ପାଇଁ ଉପକାରୀ। ସେଥିପାଇଁ ଯଦି କାହାର ଦେହ ଖରାପ ହୋଇଯାଏ, ଡାକ୍ତର ତାଙ୍କୁ ଫଳ ଖାଇବାକୁ ପରାମର୍ଶ ଦେଇଥା’ନ୍ତି। କାରଣ ଫଳରେ ଅନେକ ପ୍ରକାର ଭିଟାମିନ୍ ଭରି ରହିଥାଏ। ତେବେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଯକୌଣସି ସମୟରେ…
କରୋନା ସମୟରେ ସଜନା ଶାଗର ଉପକାରିତା, ଏଥିରେ ରହିଛି…
ସଜନା ଶାଗ ଆମ ଦେହ ପାଇଁ ବହୁ ଉପକାରୀ। କ୍ଷୀରଠାରୁ ଏଥିରେ ୪ ଗୁଣ ଅଧିକ କ୍ୟାଲସିୟମ ଓ ଅଧିକ ଦୁଇଗୁଣ ପ୍ରୋଟିନ୍ ରହିଛି। ଗାଜରଠାରୁ ୪ ଗୁଣ ଅଧିକ ଭିଟାମିନ ‘ଏ’ ରହିଛି। କଦଳୀଠାରୁ ୫୦ ଗୁଣ ଅଧିକ ଭିଟାମିନ…
କରୋନାରୁ ରକ୍ଷା ପାଇଲେ ବି ଏଥି ଯୋଗୁ ଯାଉଛି ଜୀବନ…
ଇନ୍ଦୋର,୫।୫: କରୋନା ସଂକ୍ରମଣ ନେଇ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, କରୋନାରୁ ଆକ୍ରାନ୍ତ ରକ୍ଷା ପାଇଲେ ବି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବ୍ୟବହୃତ ହେଉଥିବା ଔଷଧ ଯୋଗୁ ଶରୀରରେ ଅତ୍ୟଧିକ…
ଭୟ କରନ୍ତୁ ନାହିଁ: ଖୋଲା ପବନରେ ବୁଲିଲେ ହେବନି କରୋନା…
ଲକ୍ଷ୍ନୌ,୫।୫: ପୃଥିବୀ ବ୍ୟାପୀ କରୋନା ସଂକ୍ରମଣ ନେଇ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କିଭଳି ଜୀବନଶୈଳୀ ଆପଣେଇଲେ ସଂକ୍ରମଣଠାରୁ ଦୂରେଇ ରହିହେବ ସେ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବାୟୁ ଦ୍ୱାରା କରୋନା ସଂକ୍ରମଣ…
ଏହାକୁ ଖାଇଲେ ମଧୁମେହ ରୋଗୀଙ୍କୁ ନେବାକୁ ପଡି ନ ଥାଏ ଇନ୍ସୁଲିନ୍
ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ସମସ୍ୟା ଲାଗି ମଧୁମେହ ରୋଗୀଙ୍କଠାରେ ହୃଦ୍ରୋଗ, କିଡ୍ନୀ ସମସ୍ୟା ଭଳି ଅନେକ ଦୁରାରୋଗ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଉପଶମ ପାଇଁ ରୋଗୀ ଇନ୍ସୁଲିନ୍ ନେଇଥାଆନ୍ତି। ମାତ୍ର ଖାଦ୍ୟପେୟ…
ପଣସ ବିରିୟାନୀ
ଆବଶ୍ୟକ ସାମଗ୍ରୀ: ମଧ୍ୟମ ଆକାର କଟା ହୋଇଥିବା କଞ୍ଚା ପଣସ ୨୦୦ ଗ୍ରାମ୍, ୨ଟି ପିଆଜ, ୨ କପ୍ ଚାଉଳ, ଅଦା ରସୁଣ ପେଷ୍ଟ ୧ ବଡ ଚାମଚ, ଧନିଆ ପାଉଡର ୧ ବଡ ଚାମଚ, କେଶର ୧ ଛୋଟ ଚାମଚ,…
ଟ୍ୟାନ୍ ଫ୍ରି ତ୍ୱଚା ପାଇଁ କାକୁଡ଼ି
କାକୁଡ଼ି ଖାଇବା କେବଳ ସ୍ବାସ୍ଥ୍ୟ ପାଇଁ ଉପକାରୀ ନୁହେଁ, ବରଂ ଏଥିରେ ଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ ତ୍ୱଚାକୁ ଟ୍ୟାନ୍ ଫ୍ରି ରଖିବାରେ ମଧ୍ୟ ବେଶ୍ଲାଭଦାୟକ। ଜାଣି ରଖନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ… ପ୍ରଥମେ କାକୁଡ଼ିକୁ ଭଲ ଭାବେ ଗ୍ରାଇଣ୍ଡ…
କରୋନା ଓ ଶିଶୁ ଯତ୍ନ
ପୃଥିବୀର କ୍ଷୁଦ୍ରାତିକ୍ଷୁଦ୍ର ଜୀବ କରୋନା ଭୂତାଣୁ। ହେଲେ ଏହା ସମସ୍ତ ମଣିଷ ସମାଜକୁ ଏକ ପ୍ରକାରର ଅସହାୟ ଅବସ୍ଥାରେ ରଖିଛି। ସମଗ୍ର ପୃଥିବୀର ୨୩୫ଟି ଦେଶର ଜନତା ଏବେ ଅଜଣା ଆତଙ୍କରେ ଆତଙ୍କିତ। କେଉଁଠି ଅକ୍ସିଜେନ୍ ଅଭାବ ତ କେଉଁଠି ଡାକ୍ତରଖାନାରେ…
Archives


