ଏହାକୁ ଟଙ୍କା ଦେଇ କିଣିବା ଅସମ୍ଭବ
ଆଚାର୍ଯ୍ୟ ଚାଣକ୍ୟ, ତାଙ୍କ ନୀତି ଶାସ୍ତ୍ରରେ ଜୀବନ ସହିତ ଜଡ଼ିତ ସମସ୍ତ ଦିଗକୁ ଗଭୀର ଭାବରେ ଆଲୋକପାତ କରିଛନ୍ତି। ତାଙ୍କ ନୀତିରେ ସେ ବ୍ୟକ୍ତିଙ୍କ ସହ ଜଡ଼ିତ ଏକ କଥା ଉଲ୍ଲେଖ କରିଛନ୍ତି, ଯାହା ବହୁ ଚେଷ୍ଟା ସତ୍ତ୍ୱେ ମଧ୍ୟ ହାସଲ…
ଆପଣଙ୍କର ଏଭଳି କୁଅଭ୍ୟାସ ଅଛି କି? ବିଗିଡ଼ିଯିବ ସବୁ କାମ..
ଜୀବନର ମୂଲ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ସେ ନିଜର ନୀତିଶାସ୍ତ୍ର ଅର୍ଥାତ ଚାଣକ୍ୟନୀତିର ୧୩ତମ ଅଧ୍ୟାୟରେ ଲେଖିଥିବା ଏକ ଶ୍ଳୋକରେ ମନୁଷ୍ୟର ଏକ ଅଭ୍ୟାସ ବିଷୟରେ କହିଛନ୍ତି। ଯାହାକୁ ନେଇ ସେ ସବୁବେଳେ ଅସୁବିଧାରେ…
ଆୟୁର୍ବେଦର ପ୍ରିୟ ସନ୍ତାନ ‘ବ୍ରାହ୍ମୀ’: ଏକାଧିକ ସ୍ବାସ୍ଥ୍ୟସମସ୍ୟାରୁ ଦୂରେଇ ରଖେ; ସେବନର ଉପାୟ ଜାଣନ୍ତୁ…
‘ବ୍ରାହ୍ମୀ’କୁ ଆୟୁର୍ବେଦର ପ୍ରିୟ ସନ୍ତାନ ବୋଲି କୁହାଯାଏ। ହଜାର ହଜାର ବର୍ଷ ଧରି ଆୟୁର୍ବେଦରେ ବ୍ରାହ୍ମୀକୁ ବ୍ୟବହାର କରାଯାଉଛି। ଏହା ମସ୍ତିଷ୍କର ସ୍ବାସ୍ଥ୍ୟ ପାଇଁ ଯଥେଷ୍ଟ ଉପଯୋଗୀ, ତେଣୁ ଏହାକୁ ବ୍ରେନ୍ ବୁଷ୍ଟର୍ ମଧ୍ୟ କୁହାଯାଏ। ଏହା ଚାପକୁ ହ୍ରାସ କରିବା…
ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ରାଶିର ମହିଳା; ହେଲେ ରାଗିଲେ ଏମାନେ କାହାରି ନୁହଁ…
ଜ୍ୟୋତିଷଶାସ୍ତ୍ରରେ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ସମସ୍ତ ରାଶିର ସ୍ବତନ୍ତ୍ରତା ରହିଛି। ସେଥିରୁ ଗୋଟିଏ ହେଲା ମକର ରାଶି। ଏହି ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ଶନି। ମକର ରାଶିରେ ଜନ୍ମିତ ମହିଳାମାନେ ବେଶ ସ୍ବାଭିମାନୀ ହେବା ସହ ତାଙ୍କ…
କେବଳ କନ୍ୟାର ସୌନ୍ଦର୍ଯ୍ୟ ଦେଖନ୍ତୁ ନାହିଁ; ଏସବୁ ଗୁଣ ଥିଲେ କରନ୍ତୁ ବିବାହ; ନଚେତ…
ବିବାହ ଜୀବନର ସବୁଠାରୁ ପବିତ୍ର ଅନୁଷ୍ଠାନ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ନେଇଥିବା ନିଷ୍ପତ୍ତି ଭୁଲ ନ ହୋଇଯାଉ ତାହା ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଘର, ବ୍ୟବସାୟ, ଧନ, ଜୀବନ ଏବଂ ମୋକ୍ଷ ସମ୍ବନ୍ଧୀୟ…
ବହୁତ ଭଲ ବନ୍ଧୁ ହୋଇଥାନ୍ତି ଏହି ରାଶିର ଯୁବତୀ: ବିପଦ ପଡ଼ିଲେ ବି ଛାଡ଼ି ନ ଥାନ୍ତି ହାତ…
ଜ୍ୟୋତିଷଶାସ୍ତ୍ର ଅନୁସାରେ ଜନ୍ମଜାତକରୁ ବ୍ୟକ୍ତିର ସ୍ବଭାବ ଏବଂ ତାର ଜୀବନ ବିଷୟରେ ବହୁତ କିଛି ଜଣାପଡ଼ିଥାଏ। ରାଶିଦ୍ୱାରା ମଣିଷ ଜୀବନ ସହ ଜଡ଼ିତ ଅନେକ କିଛି ରହସ୍ୟ ଜଣାପଡ଼ିଥାଏ। ଆଜି ଆମେ ଏଭଳି ୪ ରାଶି ବିଷୟରେ କହିବୁ, ଯେଉଁଥିରେ ଜନ୍ମିତ…
ସବୁଠାରୁ ବେଶୀ ଧନୀ ହୋଇଥାନ୍ତି ଏହି ୪ ରାଶିରେ ଜନ୍ମିତ ଲୋକେ: ଭାଗ୍ୟ ରହିଥାଏ ସର୍ବଦା ସାଥିରେ
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କିଛି ରାଶି ଏପରି ଅଛି, ଯେଉଁଥିରେ ଜନ୍ମିତ ବ୍ୟକ୍ତିବିଶେଷଙ୍କ ଭିତରେ ଧନୀ ହେବାର ଇଚ୍ଛା ରହିଥାଏ। ଏଥିପାଇଁ ଏମାନେ ପ୍ରୟାସ ମଧ୍ୟ କରିଥାନ୍ତି। ଯେଉଁ କାମରେ ସେମାନେ ହାତ ଦିଅନ୍ତି, ସଫଳତା ହାସଲ କରିଥାନ୍ତି। ଜାଣନ୍ତୁ ସେହି ୪…
ଏହିସବୁ ରୋଗରୁ ମୁକ୍ତିଦିଏ ମୂଳା
ଆୟୁର୍ବେଦ ଚିକିତ୍ସା ଅନୁଯାୟୀ ମୂଳା ସ୍ବାସ୍ଥ୍ୟ ପାଇଁ ବରଦାନ ସଦୃଶ। ଏହାକୁ ଭଜା, ତରକାରି, ସାଲାଡ୍ ଓ ଆଚାର ରୂପେ ବ୍ୟବହାର କରାଯାଇଥାଏ। ତେବେ ମୂଳାରେ ଥିବା ଆଣ୍ଟିଅକ୍ସିଡେଣ୍ଟ କ୍ୟାନ୍ସର ଆଶଙ୍କାକୁ କମ୍ କରିବା ସହିତ ରକ୍ତ ଶର୍କରା ମାତ୍ରା…
ଘରୋଇ ଉପାୟରେ ତ୍ୱଚାର ଯତ୍ନ…
ସୁନ୍ଦର ଏବଂ ଆକର୍ଷଣୀୟ ଲାଗିବାକୁ ପ୍ରତ୍ୟେକ ନାରୀ ଚାହାନ୍ତି। ହେଲେ ଏଥିପାଇଁ ବିଭିନ୍ନ ମେକ୍ଅପ୍ ନେବା କିମ୍ବା ବ୍ୟୁଟିପାର୍ଲର ଯିବା ନିହାତି ଆବଶ୍ୟକ, ଏପରି ଭାବିବା ସମ୍ପୂର୍ଣ୍ଣ ଠିକ୍ ନୁହେଁ। କାରଣ ଆପଣଙ୍କ ଘରେ ଦୈନନ୍ଦିନ ବ୍ୟବହୃତ କେତେକ ସାମଗ୍ରୀରେ ହିଁ…
ଧନୀ ହେବାକୁ ଚାହାନ୍ତି, ହେଲେ ଘରେ ରହୁନାହିଁ କି ଟଙ୍କା? ନିଶ୍ଚୟ କରନ୍ତୁ ଏହି ୬ କାମ…
ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଧନ ଏବଂ ଲକ୍ଷ୍ମୀ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରିଛନ୍ତି। କିପରି ଦୀର୍ଘ ସମୟ ଧରି ମଣିଷ ଧନ ସଞ୍ଚୟ କରି ରଖିପାରିବ ସେ ନେଇ ବ୍ୟାଖ୍ୟା…
ଲୋ ବଜେଟ ଓ୍ବାଲ୍ ଡେକୋରେଶନ୍
ଯଦି ଘର ସଜାଇବା ପସନ୍ଦ, ହେଲେ ଏଥିପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ନ ଚାହାନ୍ତି ତେବେ ଆପଣ ଚାହିଁଲେ ଅଳ୍ପ ଖର୍ଚ୍ଚରେ କେତେକ ସାମଗ୍ରୀ ବ୍ୟବହାର କରି ଏକ କଳାତ୍ମକ ରୂପରେ ଓ୍ବାଲ୍ ଡେକୋରେଶନ୍ କରିପାରିବେ। ଜାଣି ରଖନ୍ତୁ ଟିପ୍ସ……
ଟୁଟି ଫୁଟି କେକ୍
ଆବଶ୍ୟକ ସାମଗ୍ରୀ: ମଇଦା ୨୫୦ଗ୍ରାମ୍, ବେକିଂ ପାଉଡର ୨ ଟିସ୍ପୁନ୍, ଲୁଣ ନ ଥିବା ବଟର ୧୫୦ ଗ୍ରାମ୍, ଚିନି ପାଉଡର ୧୫୦ ଗ୍ରାମ୍, ଅଣ୍ଡା ୪ଟି, ଲେମନ୍ ଏସେନ୍ସ ୬-୭ ବୁନ୍ଦା, ଭ୍ୟାନିଲା ଏସେନ୍ସ ଅଧାଚାମଚ, କ୍ଷୀର ୧୦୦ମିଲି. ଟୁଟି…
Archives


