ବହୁତ ଭଲ ବନ୍ଧୁ ହୋଇଥାନ୍ତି ଏହି ରାଶିର ଯୁବତୀ: ବିପଦ ପଡ଼ିଲେ ବି ଛାଡ଼ି ନ ଥାନ୍ତି ହାତ…

ଜ୍ୟୋତିଷଶାସ୍ତ୍ର ଅନୁସାରେ ଜନ୍ମଜାତକରୁ ବ୍ୟକ୍ତିର ସ୍ବଭାବ ଏବଂ ତାର ଜୀବନ ବିଷୟରେ ବହୁତ କିଛି ଜଣାପଡ଼ିଥାଏ। ରାଶିଦ୍ୱାରା ମଣିଷ ଜୀବନ ସହ ଜଡ଼ିତ ଅନେକ କିଛି ରହସ୍ୟ ଜଣାପଡ଼ିଥାଏ। ଆଜି ଆମେ ଏଭଳି ୪ ରାଶି ବିଷୟରେ କହିବୁ, ଯେଉଁଥିରେ ଜନ୍ମିତ ଯୁବତୀମାନେ ଭଲ ବନ୍ଧୁ ହୋଇଥାନ୍ତି। ଏମାନେ ବିପଦ ସମୟରେ ବନ୍ଧୁଙ୍କ ହାତ କେବେ ବି ଛାଡ଼ନ୍ତି ନାହିଁ। ଆସନ୍ତୁ ଜାଣିବା:

ବୃଷ ରାଶି: ଏହି ରାଶିର ଯୁବତୀ ବେଶ ସଚ୍ଚୋଟ ହେବା ସହ ସମ୍ବେଦନଶୀଳ ହୋଇଥାନ୍ତି। ଏମାନେ ନିଜର ସମ୍ପର୍କକୁ ଭଲ ଭାବେ ବୁଝିଥାନ୍ତି। ପାରିବାରିକ ହେଉ ଅଥବା ପ୍ରେମ ଅଥବା ବନ୍ଧୁତା, ଏମାନେ ସର୍ବଦା ସୁଖଦୁଃଖରେ ପାଖେପାଖେ ରହିଥାନ୍ତି। ଏମାନଙ୍କ ଭିତରେ ଦୟା ଭାବନା ରହିଥାଏ। ବନ୍ଧୁଙ୍କ ପାଇଁ ଏମାନେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି।

ତୁଳା ରାଶି: ଏହି ରାଶିରେ ଜନ୍ମିତ ଯୁବତୀ ବହୁତ ଭଲ ବନ୍ଧୁ ହୋଇଥାନ୍ତି। ଏମାନେ ନିଜ ବନ୍ଧୁଙ୍କୁ ଖୁସି କରିବାକୁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି। ବ୍ୟବହାରରେ ଏମାନେ ଅନ୍ୟମାନଙ୍କୁ ଆକର୍ଷିତ କରିଥାନ୍ତି। ଏଥିପାଇଁ ଏମାନଙ୍କ ଅଧିକ ବନ୍ଧୁ ଥାନ୍ତି। ସାଙ୍ଗମାନେ କିଛି କହିଲେ ଏମାନେ ଅନ୍ୟ କାହା ଆଗରେ କୁହନ୍ତି ନାହିଁ।

କର୍କଟ ରାଶି: ଏହି ରାଶିରେ ଜନ୍ମିତ ଯୁବତୀ ଭଲ ବନ୍ଧୁ ସାବ୍ୟସ୍ତ ହୋଇଥାନ୍ତି। ଏମାନେ ସଚ୍ଚୋଟତାର ସହ ସମ୍ପର୍କକୁ ଆଗକୁ ବଢ଼ାଇଥାନ୍ତି। ଏମାନେ ସାଙ୍ଗଙ୍କ ବ୍ୟକ୍ତିଗତ କଥା କାହା ସହ ବାଣ୍ଟନ୍ତି ନାହିଁ। ଏମାନଙ୍କୁ ଅନ୍ୟ ଲୋକେ ନିଜ କଥା କହିବାକୁ ପସନ୍ଦ କରିଥାନ୍ତି।

ବିଛା ରାଶି: ଏହି ରାଶିର ଲୋକଙ୍କ ବହୁତ ବନ୍ଧୁ ଥାନ୍ତି। ବିଶେଷକରି ଏହି ରାଶିରେ ଜନ୍ମିତ ଝିଅମାନେ ବନ୍ଧୁତା ମାମଲାରେ ପକ୍କା ଥାନ୍ତି। ଏମାନେ ନିଜ ସମ୍ପର୍କ ବହୁତ ସଚ୍ଚୋଟତାରେ ନିର୍ବାହ କରିଥାନ୍ତି। ବନ୍ଧୁଙ୍କ ଖୁସି ପାଇଁ ଏମାନେ କିଛି ବି କରିପାରନ୍ତି। ଏମାନେ ଯେତିକି ଭଲ ପାଇଥାନ୍ତି ସେତିକି ଅନ୍ୟମାନଙ୍କଠାରୁ ଆଶା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri