କେବଳ କନ୍ୟାର ସୌନ୍ଦର୍ଯ୍ୟ ଦେଖନ୍ତୁ ନାହିଁ; ଏସବୁ ଗୁଣ ଥିଲେ କରନ୍ତୁ ବିବାହ; ନଚେତ…

ବିବାହ ଜୀବନର ସବୁଠାରୁ ପବିତ୍ର ଅନୁଷ୍ଠାନ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ନେଇଥିବା ନିଷ୍ପତ୍ତି ଭୁଲ ନ ହୋଇଯାଉ ତାହା ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଘର, ବ୍ୟବସାୟ, ଧନ, ଜୀବନ ଏବଂ ମୋକ୍ଷ ସମ୍ବନ୍ଧୀୟ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। କେଉଁଭଳି ସ୍ତ୍ରୀଙ୍କୁ ବିବାହ କାହାକୁ କରିବା ଉଚିତ ସେ ବିଷୟରେ ଚାଣକ୍ୟ ମଧ୍ୟ ଅନେକ କଥା ଉଲ୍ଲେଖ କରିଛନ୍ତି।  ଜାଣନ୍ତୁ…
-ଚାଣକ୍ୟ କହିଛନ୍ତି, ବୁଦ୍ଧିମାନ ବ୍ୟକ୍ତି ସ୍ତ୍ରୀର ସୁନ୍ଦରତା ଦେଖେନାହିଁ। ବରଂ ତାର ଗୁଣ ଦେଖନ୍ତି।
– ଚାଣକ୍ୟ କୁହନ୍ତି, ଉଚ୍ଚକୂଳର ଅର୍ଥାତ ସଂସ୍କାରୀ ପରିବାରର ଝିଅ ଦେଖିବାକୁ ସୁନ୍ଦର ହୋଇ ନ ଥିଲେ ବି ତାଙ୍କୁ ବିବାହ କରିନେବା ଉଚିତ। କାରଣ ଝିଅର ଗୁଣ ହିଁ ବ୍ୟକ୍ତିର ପରିବାରକୁ ଆଗକୁ ନେଇଥାଏ।
-ବ୍ୟକ୍ତିଙ୍କୁ ବିବାହ ପାଇଁ କନ୍ୟାର ସଂସ୍କାର ଏବଂ ଚରିତ୍ରର ଧ୍ୟାନ ରଖିବା ଉଚିତ।
-ଚାଣକ୍ୟଙ୍କ ଅନୁସାରେ, ଧାର୍ମିକ ଏବଂ ଭଗବାନରେ ବିଶ୍ୱାସ ରଖୁଥିବା କନ୍ୟାର ବିଚାର ଭଲ ହୋଇଥାଏ। ଏହିଭଳି ଝିଅ ଶ୍ରେଷ୍ଠ ପରିବାର ନିର୍ମାଣ କରିବାରେ ସକ୍ଷମ ହୋଇଥାଏ ।

Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭସ୍ଥ ଶିଶୁ ପାଇଁ ବାୟୁ ପ୍ରଦୂଷଣ ହୋଇପାରେ ବିପଜ୍ଜନକ

ବାୟୁ ପ୍ରଦୂଷଣ ପ୍ରଭାବକୁ ନେଇ ଏକ ଆଶ୍ଚଯର୍‌ୟଜନକ ତ୍ଯଯ ସାମ୍ନାକୁ ଆସିଛି। ବୈଜ୍ଞାନିକଙ୍କ ଅନୁସାରେ, ଯେଉଁ ଗର୍ଭବତୀ ମହିଳାମାନେ ୬ ରୁ ୯ ମାସ ମଧ୍ୟରେ...

କଥାବାର୍ତ୍ତା ଶୈଳୀ ବଢ଼ାଏ କାର୍ଯ୍ୟଦକ୍ଷତା

ନିଜର କଥାବାର୍ତ୍ତା ଶୈଳୀ ଉପରେ ସେହି ବ୍ୟକ୍ତିଙ୍କର କାର୍ଯ୍ୟଦକ୍ଷତା ନିର୍ଭର କରିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଏପରି ରୋଚକ ତଥ୍ୟ ସମ୍ପର୍କରେ ଲଣ୍ଡନ...

ହୃଦ୍‌ରୋଗ ଜନିତ ସମସ୍ୟା ଦୂର କରେ ମାଛ

ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତ୍‌ପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ୍‌ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩...

ସୌନ୍ଦର୍ଯ୍ୟ ନୁହେଁ ରୋଗର କାରଣ ମଧ୍ୟ ହୋଇଥାଏ ବଡ଼ନଖ

ସାଧାରଣତଃ ମହିଳାମାନେ ବଡ଼ ବଡ଼ ନଖ ରଖିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ହାତ ହେଉ କି ଗୋଡ଼ ନଖ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ବୋଲି ମହିଳାମାନଙ୍କର...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ପିଅନ୍ତୁ ଏହି ଜୁସ୍‌

ବର୍ତ୍ତମାନର ଅନିୟମିତ ଜୀବନଶୈଳୀ, ଚିନ୍ତା କାରଣରୁ ଉଚ୍ଚ ରକ୍ତଚାପ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ଏହି ଗମ୍ଭୀର ସମସ୍ୟାକୁ ସାମାନ୍ୟ ଅଣଦେଖା କରିବା ଫଳରେ ଏହା...

ହ୍ୟାଟ୍‌ ଫ୍ୟାଶନ

ଖରାଦିନେ ସୂର୍ଯ୍ୟଙ୍କ ଉତ୍ତାପରୁ ରକ୍ଷାପାଇବା ପାଇଁ ଅନେକେ ମୁଣ୍ଡରେ ହ୍ୟାଟ୍‌ (ଟୋପି) ବ୍ୟବହାର କରିଥାଆନ୍ତି। ଟୋପି କେବଳ ଖରାରୁ ସୁରକ୍ଷା ଦେଇଥାଏ ତାହା ନୁହେଁ, ଏହା...

କ୍ୟାନସରରୁ ବି ଦୂରେଇ ରଖେ ଏହି ଥେରାପି…

ୟୁରିନ୍‌ ଥେରାପି ସୁସ୍ଥ ରହିବାର ଅତି ପ୍ରାଚୀନ ଉପାୟ। ଏହି ସହଜ ଉପାୟ ଦ୍ୱାରା ଲାଷ୍ଟ ଷ୍ଟେଜ୍‌ରେ ବି କ୍ୟାନସର ଭଳି ଦୂରାରୋଗ୍ୟରୁ ମୁକ୍ତି ମିଳିଥାଏ...

ଘର ସଜାଉଥିଲେ

ଘର ସଜାଇବାର ସଉକ ଥିଲେ ଦାମୀ ଫର୍ନିଚର କିମ୍ବା ଡେକୋରେଟିଭ୍‌ ସାମଗ୍ରୀ ରଖିବା ଯେ ନିହାତି ଆବଶ୍ୟକ ତା’ ନୁହେଁ ବରଂ କମ୍‌ ବଜେଟରେ ଓ୍ବାଲ୍‌...

Advertisement
Archives

Model This Week