ରାତିରେ ଏଭଳି ଶୋଉଛନ୍ତି କି? ରୋଗଗ୍ରସ୍ତ ହେବେ; ଜାଣନ୍ତୁ..
ନିଦ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ରାତିରେ ଭଲ ନିଦ ହେଲେ, ତା’ ପରଦିନ ଶରୀର ଓ ମସ୍ତିଷ୍କ ଫୂର୍ତ୍ତି ରହିଥାଏ। ଆଉ ଯଦି ଭଲ ନିଦ ନ ହୁଏ, ତା’ହେଲେ ଥକ୍କା ଲାଗିବା ସହ ମୁହଁ ଶୁଖିଲା ଦିଶେ…
ଷ୍ଟାଇଲିଶ୍ ଲୁକ୍ ପାଇଁ ଟାଟୁ
ଆଜିକାଲିର ଫ୍ୟାଶନ ଦୁନିଆରେ ଷ୍ଟାଇଲିଶ୍ ଦେଖାଯିବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ କିଏ ନାନା ପ୍ରକାରର ପ୍ରସାଧାନ ସାମଗ୍ରୀ ବ୍ୟବହାର କରନ୍ତି ତ ଆଉ କିଏ ମଡର୍ନ ଆଉଟ୍ଫିଟ୍କୁ ଟ୍ରାଏ କରିଥାନ୍ତି। ସେହିପରି ଆଟ୍ରାକ୍ଟିଭ୍ ଲୁକ୍ ପାଇଁ ଦେହରେ ଟାଟୁ…
ଉପକାରୀ ଡାଲଚିନି
ଡାଲଚିନିକୁ ସାଧାରଣତଃ ଏକ ମସଲା ଦ୍ରବ୍ୟ ଭାବେ ବ୍ୟବହାର କରାଯାଇଥାଏ। କିନ୍ତୁ ଏହାର ସେବନ ଦ୍ୱାରା ଶରୀରକୁ କ’ଣ ସବୁ ଉପକାର ମିଳିଥାଏ ସେ ବିଷୟରେ ଅନେକେ ଅଜ୍ଞ ଥାଆନ୍ତି। କୁହାଯାଏ, ପେଟ ଦରଜ ଥିଲେ କିମ୍ବା ବଦହଜମି ଯୋଗୁ ଛାତି…
ପିଠି ଯନ୍ତ୍ରଣା ହେଉଥିଲେ ଏସବୁ ଉପାୟ ଲାଭଦାୟକ…
ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କଠାରେ ପିଠି ଯନ୍ତ୍ରଣା ସମସ୍ୟା ଦେଖିବାକୁ ମିଳୁଛି। ଯଦିଓ ଏଥିପାଇଁ ବିଭିନ୍ନ କାରଣ ରହିଛି, ତଥାପି ବିଶେଷକରି ଡେସ୍କ ଜବ୍ କରୁଥିବା ଯୁବତୀଯୁବକମାନେ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସିରହିବା ଏଥିପାଇଁ ମୁଖ୍ୟତଃ ଦାୟୀ। ଯଦି ଆପଣ ଏହି…
ଘରେ ଅର୍ଥାଭାବ ଲାଗି ରହୁଛି କି? ଏହି ଉପାୟ ଅବଲମ୍ବନ କରିଲେ ପାଇବେ ଲକ୍ଷ୍ମୀ, କୁବେରଙ୍କ କୃପା…
ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ନିଜର ନୀତିଶାସ୍ତ୍ରରେ ଦେଇଛନ୍ତି। ରାଜନୀତିଠାରୁ ଆରମ୍ଭ କରି ସାମାଜିକ ଏବଂ ଆର୍ଥିକ ବିଷୟକୁ ସେ ଭଲଭାବେ ନିରୀକ୍ଷଣ କରିଥିଲେ। ଏଣୁ ଏବେ ବି ଲୋକେ କୌଣସି…
ଏହି ୪ ମାମଲାରେ ପୁରୁଷଙ୍କଠାରୁ ଆଗରେ ରହିଥାନ୍ତି ମହିଳା; ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ…
ଚାଣକ୍ୟ ଭାରତର ମହାନ ରାଜନୈତିଜ୍ଞ, କୁଟନିତିଜ୍ଞ ଏବଂ ଅର୍ଥଶାସ୍ତ୍ରୀ ଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରିବାରେ ଚାଣକ୍ୟଙ୍କ ବଡ଼ ଯୋଗଦାନ ଥିଲା। ଆଜିର ସମୟରେ ମଧ୍ୟ ତାଙ୍କର ନୀତି ବେଶ ପ୍ରଭାବଶାଳୀ। କୁହାଯାଏ ଯେଉଁ ବ୍ୟକ୍ତି ଏହି ନୀତିଗୁଡ଼ିକୁ ଅନୁସରଣ କରେ…
ଏମିତି ଦାନ୍ତ ଥିବା ଲୋକ ହୁଅନ୍ତି ଦରିଦ୍ର
ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ। ସେ ବ୍ୟକ୍ତିର ଏପରି କିଛି ଅଭ୍ୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ତାଙ୍କୁ ଦରିଦ୍ର କରିଥାଏ। ଜାଣନ୍ତୁ ସେ…
ଖାଇସାରିବା ପରେ ଶୀଘ୍ର ପାଣି ପିଇବା ବିଷ ପିଇବା ସଙ୍ଗେ ସମାନ
ସାଧାରଣ ଜୀବନଚର୍ଯ୍ୟା ମଧ୍ୟରେ ଆବଶ୍ୟକ ମୁତାବକ ପାଣି ପିଇବା ଜରୁରୀ। ଏ ନେଇ ଅଧିକ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ମାତ୍ର ଅନେକେ ଖାଇବା ସମୟରେ ପାଣି ପିଇବାକୁ ମନା କରିଥାନ୍ତି। ଏପରି କରିବା ଫଳରେ ଶରୀର ଉପରେ ଖରାପ…
ସମସ୍ତଙ୍କ ପାଇଁ ଶୁଭ ନୁହେଁ ତୁଳସୀ? ଘରେ ଥିଲେ ଏସବୁ ଜିନିଷ ପ୍ରତି ନିଶ୍ଚିତ ଭାବେ ଦିଅନ୍ତୁ ଧ୍ୟାନ…
ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ତୁଳସୀ ରହିଥାଏ। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି। ହେଲେ ସମସ୍ତଙ୍କ ପାଇଁ ତୁଳସୀ ଶୁଭ ନୁହେଁ। ହେଲେ ଏହି ବୃକ୍ଷକୁ ଲଗାଇବା ଏବଂ…
ଜୀବନରେ ଖୁସି ଚାହୁଁଛନ୍ତି କି? ମାନନ୍ତୁ ଚାଣକ୍ୟଙ୍କ ଏହି ୫ କଥା, ପାଖ ମାଡ଼ିବନି ଅସୁବିଧା…
ମଣିଷମାନଙ୍କ ପାଇଁ ସୁଖର ଅର୍ଥ ଶାରୀରିକ ସମ୍ବଳ ନୁହେଁ। ସୁଖର ପ୍ରକୃତ ଅର୍ଥ ହେଉଛି ଆତ୍ମସନ୍ତୋଷ ଏବଂ ଆତ୍ମା ସହ ଜଡିତ ବୋଲି ଚାଣକ୍ୟ କହିଛନ୍ତି। ଖୁସି ହେବା ପାଇଁ ଜଣେ ବ୍ୟକ୍ତି କେବଳ ନିଜର ଆଚରଣ ବଦଳାଇବା ଆବଶ୍ୟକ। ଚାଣକ୍ୟ…
ସବୁ ଦୁଃଖର କାରଣ ହେଉଛି ପ୍ରେମ: ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ…
ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ ଚାଣକ୍ୟ ଏପରି କିଛି କହିଛନ୍ତି, ଯାହା ସାଧାରଣ ଚିନ୍ତାଧାରାରୁ ଅଲଗା ଅଟେ। ଆସନ୍ତୁ ଜାଣିବା…
ଏହି ୮ ପ୍ରକାର ପ୍ରାଣୀଙ୍କଠାରୁ ଦୂରରେ ରହିବାକୁ କହିଛନ୍ତି ଚାଣକ୍ୟ, ନଚେତ ପାଇବେ ଦୁଃଖ…
ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର ଏକ ଶ୍ଳୋକରେ ଆଠ ପ୍ରକାର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ସର୍ବଦା ଅନ୍ୟକୁ…
Archives


