ଜୀବନଚର୍ଯ୍ୟା

ହୋଲିରେ ଆପଣାନ୍ତୁ ଏହିି ଖାସ୍‌ ବାସ୍ତୁ ଟିପ୍ସ, ବର୍ଷସାରା ମିଳିବ ସୁଫଳ

ରଙ୍ଗର ପର୍ବ ହୋଲି। ସାଙ୍ଗସାଥୀଙ୍କ ସହ ହୋଲି ଖେଳିବା ଆଉ ନାନାଦି ସୁସ୍ବାଦୁ ବ୍ୟଞ୍ଜନ ଖାଇବାରେ ଏହି ଶୁଭଦିନଟି କିପରି ବିତିଯାଏ ଜଣାପଡ଼େନି। କିନ୍ତୁ ବାସ୍ତୁବିତ୍‌ଙ୍କ ମତରେ ଯଦି ଏହିିଦିନ କିଛି ଖାସ୍‌ ବାସ୍ତୁ ଟିପ୍ସକୁ ଆପଣାଯାଏ, ତା’ହେଲେ ବର୍ଷସାରା ଏହାର…

ହୋଲିର ରଙ୍ଗ ବି ଆଣିଥାଏ ଖୁସି

ହୋଲିରେ ଖେଳାଯାଉଥିବା ଫଗୁ, ଅବିରକୁ ବି ବାସ୍ତୁଶାସ୍ତ୍ରରେ ସୁଖ, ସୌଭାଗ୍ୟର ପ୍ରତୀକ ଭାବେ ବିବେଚନା କରାଯାଇଥାଏ। ଯେହେତୁ ନାଲି ରଙ୍ଗ ହେଉଛି ଊର୍ଜା ଓ ଶକ୍ତିର ପ୍ରତୀକ, ତେଣୁ ହୋଲି ଦିନ ଏହି ରଙ୍ଗର ଫଗୁ କିମ୍ବା ଅବିରରେ ହୋଲି ଖେଳିଲେ…

ବିଶ୍ୱ କିଡ୍‌ନୀ ଦିବସ: ଗୋଟିଏ ଗୋଟିଏ କିଡ୍‌ନୀରେ ବଞ୍ଚୁଛନ୍ତି ସମ୍ପୂର୍ଣ୍ଣ ପରିବାର

ନୂଆଦିଲ୍ଲୀ: ସାରା ବିଶ୍ୱରେ ମାର୍ଚ୍ଚ ୧୦ ତାରିଖ ଅର୍ଥାତ୍ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ଭାବେ ପାଳନ କରାଯାଇଥାଏ । ଏହାର ଉଦ୍ଦେଶ୍ୟ ଆମେ ଆମ କିଡ୍‌ନୀକୁ କେମିତି ସୁସ୍ଥ ରଖିପାରିବା । ଏହାସହ କିଡନୀ ରୋଗ…

ସଜାନ୍ତୁ ମେହେନ୍ଦୀରେ ହାତ

କୌଣସି ସ୍ପେଶାଲ ଅବସରରେ ମହିଳାମାନଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଥାଏ ମେହେନ୍ଦୀ। ଯଦି ଆପଣ ବି ନିଜ ହାତକୁ ମେହେନ୍ଦୀରେ ସଜାଇବାକୁ ଚାହୁଁଛନ୍ତି ତେବେ ଜାଣିରଖନ୍ତୁ ବର୍ତ୍ତମାନ ଅଧିକ ଲୋକପ୍ରିୟ ଥିବା କେତେକ ଲାଟେଷ୍ଟ ତଥା ସହଜ ମେହେନ୍ଦୀ ଡିଜାଇନ ସମ୍ପର୍କରେ……

ଶାଢ଼ିରେ ଦେଖାଯିବେ ସ୍ଲିମ୍‌

ମହିଳାମାନେ ସାଧାରଣତଃ ନିଜର ମୋଟାପଣକୁ ନେଇ ବହୁ ଚିନ୍ତାରେ ଥାଆନ୍ତି। କେଉଁ ଶାଢ଼ି ପିନ୍ଧିଲେ କେମିତି ଦେଖାଯିବେ, ତାକୁ ନେଇ ସବୁବେଳେ କଳ୍ପନାଜଳ୍ପନା ଲାଗିରହିଥାଏ। ତେଣୁ ଶାଢ଼ିରେ ସ୍ଲିମ୍‌ ଲୁକ୍‌ ଚାହୁଁଥିଲେ ଏହିସବୁ ଟିପ୍ସ ଆପଣାଇପାରିବେ… ପ୍ରିଣ୍ଟ ଶାଢ଼ି- ସାଧାରଣତଃ ମୋଟା…

ବାତ ବ୍ୟାଧିର ଆୟୁର୍ବେଦୀୟ ଚିକିତ୍ସା

ମାନବ ଶରୀର ତ୍ରିଦୋଷ (ବାତ, ପିତ୍ତ, କଫ)ର ବିକୃତି କାରଣରୁ ବ୍ୟାଧି ଉତ୍ପନ୍ନ ହୋଇ ବାତ ବିକୃତି କାରଣରୁ ପକ୍ଷାଘାତ (ପାରାଲିସିସ୍‌), ଆମବାତ (ରିଭମାଟିଡ୍‌ ଆର୍ଥ୍ରାଇଟିସ୍‌), ଆଣ୍ଠୁଗଣ୍ଠିବାତ (ଜଏଣ୍ଟପେନ୍‌), ଅପସ୍ମାର (ଏପିଲେପ୍‌ସି), କଟିଗ୍ରହ (ଲୁମ୍ବାର ସ୍ପଣ୍ଡିଲିସିସ୍‌), ଗ୍ରୀବାଗ୍ରହ (ସର୍‌ଭାଇକାଲ ସ୍ପଣ୍ଡିଲିସିସ୍‌), ଗୃଧ୍ରସୀ…

ସ୍ବାସ୍ଥ୍ୟ ଓ ବର୍ଜ୍ୟବସ୍ତୁ ପରିଚାଳନା

”ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ନିତ୍ୟ ବ୍ୟବହାର୍ଯ୍ୟ ନିମନ୍ତେ ଉପଯୋଗୀ ହେଉଥିଲେ ସୁଦ୍ଧା ଏହା ବିଘଟନ ହୋଇପାରି ନ ଥାଏ । ଏହାର ବର୍ଜ୍ୟବସ୍ତୁ ମଣିଷ ସମାଜ ପାଇଁ ଯଥେଷ୍ଟ କ୍ଷତିକାରକ ସାଜିଛି। ୧୮୬୨ ମସିହାରେ ଆଲେକଜାଣ୍ଡର ପାର୍କସ ସର୍ବପ୍ରଥମେ ପ୍ଲାଷ୍ଟିକ…

ନିଆରା ହୋଟେଲ

ବୁଲିବାକୁ ଗଲେ ବିଳାସପୂର୍ଣ୍ଣ ହୋଟେଲରେ ରହିବାକୁ ଅନେକେ ପସନ୍ଦ କରନ୍ତି । ତେଣୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲଗୁଡ଼ିକୁ ଭିନ୍ନ ଭିନ୍ନ ଡିଜାଇନ୍‌ରେ ସୁସଜ୍ଜିତ କରାଯାଇଥାଏ। ତେବେ ଏମିତି କିଛି ନିଆରା ହୋଟେଲ ରହିଛି, ଯାହା ହୁଏତ ଆପଣଙ୍କୁ ଅଜଣା…

ଆଇକ୍ୟାଚି ଲାଗିବ ଲାପ୍‌ଟପ୍‌

ଆଜିକାଲି ପ୍ରାୟ ଯୁବପିଢ଼ି ଲାପଟପ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି କରୋନା ପରଠୁ ଅନ୍‌ଲାଇନ୍‌ କ୍ଲାସ୍‌ ହେଉ କିମ୍ବା ଜବ୍‌ ପାଇଁ ଏହାର ବ୍ୟବହାର ବଢ଼ିଯାଇଛି। ତେବେ ଫ୍ୟାଶନପ୍ରିୟ ଯୁବପିଢ଼ି ନିଜ ଲାପ୍‌ଟପ୍‌କୁ ବି ଆଇକ୍ୟାଚି ଲୁକ୍‌ ଦେବାକୁ ପଛାଉ…

ନିଜ ଫୋନ୍‌

ବର୍ତ୍ତମାନ ମୋବାଇଲ୍‌ ଫୋନ୍‌ ସାଜିଛି ଅନେକଙ୍କ ପାଇଁ ପର୍ସନାଲ ଡାଟା ଷ୍ଟୋରେଜ୍‌ର ଏକ ବଳିଷ୍ଠ ମାଧ୍ୟମ। ଯେଉଁଥିପାଇଁ ଆବଶ୍ୟକ ସମୟରେ ହାତପାହାନ୍ତାରେ ତତ୍‌କ୍ଷଣାତ୍‌ ମିଳିଯାଉଛି ଫଟୋ, ଭିଡିଓ, ଭୋଟର କାର୍ଡ, ଆଧାର କାର୍ଡଠୁ ଆରମ୍ଭ କରି ବ୍ୟାଙ୍କ ପାସବୁକ୍‌ ପର୍ଯ୍ୟନ୍ତ ସବୁକିଛି।…

କେଉଁ ଓଠ ପାଇଁ କିଭଳି ଟାଇପ୍‌ର ଲିପ୍‌ଷ୍ଟିକ୍‌? ଜାଣନ୍ତୁ…

ନାରୀଙ୍କ ସୌନ୍ଦର୍ଯ୍ୟର ଏକ ପ୍ରମୁଖ ଅଂଶ ହେଉଛି ସେମାନଙ୍କ ଓଠ। ଆଉ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏଥିରେ ଲିପ୍‌ଷ୍ଟିକ୍‌ ଲଗାଇବା ଯେତିକି ଜରୁରୀ, ପରଫେକ୍ଟ ଲିପ୍‌ଷ୍ଟିକ୍‌ର ଚୟନ କରିବା ମଧ୍ୟ ସେତିକି ଆବଶ୍ୟକ। ଯଦି ଏଥିରେ ଟିକେ ଏପଟ…

ଉପକାରି ଡାଳିମ୍ବ

ଡାଳିମ୍ବରେ ତ୍ୱଚାକୁ ସୁନ୍ଦର ରଖିବା, ରକ୍ତଚାପକୁ ନିୟନ୍ତ୍ରଣ କରିବା ତଥା ମାନସିକ ଚାପରୁ ମୁକ୍ତି ଦେବାରେ ବେଶ୍‌ ଚମତ୍କାରୀ ଗୁଣ ଭରି ରହିଥାଏ। ତା’ଛଡ଼ା ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାଭୋନାଏଡ୍‌ ନାମକ ତତ୍ତ୍ୱ ଥିବାରୁ, ଏହା ଗଣ୍ଠିମାନଙ୍କରେ ଥିବା ଫୁଲାକୁ ଦୂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?