ହ୍ୟାଣ୍ଡବ୍ୟାଗ୍‌ରେ ରଖନ୍ତୁ

ଷ୍ଟାଇଲିଶ୍‌ ଦେଖାଯିବା ସହ ଜରୁରୀ ଜିନିଷ ରଖିବା ପାଇଁ ମହିଳାମାନେ ହ୍ୟାଣ୍ଡବ୍ୟାଗ୍‌ ବ୍ୟବହାର କରିଥାନ୍ତି। ଏଥିରେ ବହୁ କିଛି ଜିନିଷ ରଖି ଓଜନିଆ କରିବା ବଦଳରେ କ’ଣ ସବୁ ରଖିବେ ଜାଣିରଖନ୍ତୁ…

ଅଧିକ ସମୟ ପାଇଁ ବାହାରକୁ ଯିବାର ଥିଲେ ହ୍ୟାଣ୍ଡବ୍ୟାଗ୍‌ରେ ସନ୍‌ସ୍କ୍ରିନ୍‌ ଲୋସନ କିମ୍ବା କମ୍ପାକ୍ଟ ପାଉଡର ନିଶ୍ଚିତ ରଖନ୍ତୁ। ଖରାରେ ବାହାରକୁ ଯିବା ପୂର୍ବରୁ ସଙ୍ଗେ ସଙ୍ଗେ ସନ୍‌ସ୍କ୍ରିନ୍‌ ଲୋସନ ଲଗାଇପାରିବେ।
ନିଜର ସ୍ବଚ୍ଛତା ପାଇଁ ପର୍ସ ଭିତରେ ୱାଇପ୍ସ ରଖନ୍ତୁ। ତେଣୁ ଆବଶ୍ୟକ ସମୟରେ ଆପଣ ନିଜ ମୁହଁକୁ ସଫାକରି ଫ୍ରେଶ୍‌ ଅନୁଭବ କରିପାରିବେ। ଏହା ବ୍ୟତୀତ କେଶକୁ ଫ୍ରେଶ୍‌ ରଖିବା ପାଇଁ ଆପଣ ଡ୍ରାଏ ଶାମ୍ପୁ ବି ବ୍ୟାଗ୍‌ରେ ରଖିପାରିବେ।
ଯଦି ଅଫିସ ଯାଉଛନ୍ତି ତେବେ ହ୍ୟାଣ୍ଡବ୍ୟାଗ୍‌ ଭିତରେ ଛୋଟ ପରଫ୍ୟୁମ ରଖନ୍ତୁ। ଫଳରେ ଅଫିସରେ କାମ ଶେଷ ବେଳକୁ ଆପଣ ମିଟିଂ କିମ୍ବା ଅନ୍ୟ କିଛି କାମରେ ଅଫିସରେ ବେଶି ସମୟ ରହିଲେ ପରଫ୍ୟୁମ୍‌ ବ୍ୟବହାରକରି ଫ୍ରେଶ୍‌ ଅନୁଭବ କରିପାରିବେ। ଖରାଦିନେ ବି ଏହା ବହୁ ଦରକାର ହୋଇଥାଏ।
ମେକ୍‌ଅପ୍‌କୁ ସେଟ୍‌କରି ରଖିବା ପାଇଁ ଚାହୁଁଥିଲେ ହ୍ୟାଣ୍ଡବ୍ୟାଗ୍‌ରେ ବ୍ଲଟିଂ ପେପର ରଖନ୍ତୁ। ତ୍ୱଚା ତୈଳାକ୍ତ ହୋଇଗଲେ ଏଥିରେ ଆପଣ ପୋଛି ସୁନ୍ଦର ଦେଖାଯାଇପାରିବେ। ବିନା ମେକ୍‌ଅପ୍‌ରେ ମଧ୍ୟ ଏହାକୁ ବ୍ୟବହାର କରିହେବ।
ହ୍ୟାଣ୍ଡବ୍ୟାଗ୍‌ରେ ଲିପ୍‌ଷ୍ଟିକ୍‌ ନିଶ୍ଚୟ ରଖନ୍ତୁ। ଫଳରେ ଓଠ ସହିତ ଗାଲ ଓ ଆଖି ଉପରେ ଏହାକୁ ଲଗାଇ ମେକ୍‌ଅପ୍‌ ଲୁକ୍‌ ଦେଇପାରିବେ। ଏହା ବ୍ୟତୀତ ଏକ ଛୋଟ ଲିପ୍‌ଷ୍ଟିକ୍‌ ମଧ୍ୟ ବ୍ୟାଗ୍‌ରେ ରଖନ୍ତୁ।
ଏହା ସହିତ ସାନିଟାଇଜର, ଲୋସନ କିମ୍ବା ସାନିଟାରି ପ୍ୟାଡ୍‌ ଆଦି ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଆରୋଗ୍ୟ ସେତୁ ୨.୦ ଆପ୍‌ର ଶୁଭାରମ୍ଭ କଲେ ଜେ.ପି. ନଡ୍ଡା

ନୂଆଦିଲ୍ଲୀ,୨୯ା୬: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ସୋମବାର ଆରୋଗ୍ୟ ସେତୁ ୨.୦ ଆପ୍‌ ଏବଂ ୟୁନିଫାଏଡ୍‌ ହେଲ୍‌ଥ ଇଣ୍ଟରଫେସ୍‌ (ୟୁଏଚ୍‌ଆଇ) ଲଞ୍ଚ୍‌ କରିଛନ୍ତି। କୋଭିଡ୍‌ ସମୟରୁ ଆରମ୍ଭ…

ବିଶ୍ୱକପ୍‌ ନକ୍‌ଆଉଟ୍‌ରେ କାନାଡାର ପ୍ରଥମ ବିଜୟ

ଇଙ୍ଗଲେଉଡ,୨୯ା୬: ଷ୍ଟିଫେନ ୟୁଷ୍ଟାକିଓଙ୍କ ଗୋଲ ବଳରେ ଇଙ୍ଗଲେଉଡରେ ଖେଳାଯାଇଥିବା ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ କାନାଡା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍‌ ଇତିହାସରେ…

ପ୍ରେମ ବିବାହକୁ କେନ୍ଦ୍ର କରି ଆକ୍ରମଣ: ବନ୍ଧା ହେଲେ ୭ ଅଭିଯୁକ୍ତ

ଥୁଆମୂଳ ରାମପୁର,୨୯ା୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ତାରାଗାଁଠାରେ ଏକ ଦଳିତ ପରିବାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ କରି…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ନେଲେ ବଡ଼ ନିଷ୍ପତ୍ତି: ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର

ଦିଗପହଣ୍ଡି, ୨୯।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ସୋମବାର ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି…

ମା’ ମଝିଘରିଆଣୀ ମନ୍ଦିରରୁ ରେକର୍ଡ ଆୟ: ୧.୨୬ କୋଟିରୁ ଅଧିକ ଟଙ୍କା ସହ ୩୨ ଗ୍ରାମ୍‌ ମିଳିଲା ସୁନା

ରାୟଗଡ଼ା,୨୯।୬(କୈଳସ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନହୁଣ୍ଡି ସୋମବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ମାଜିଷ୍ଟ୍ରେଟ୍‌,…

ଆଫଗାନିସ୍ତାନ ସୀମାରେ ପାକ୍‌ର ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ

ଇସ୍‌ଲାମାବାଦ,୨୯ା୬: ଆଫଗାନିସ୍ତାନ ସୀମାରେ ପାକିସ୍ତାନୀ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ୨୯ଜଣ ଆତଙ୍କବାଦୀ ନିହତ ହୋଇଥିବା ଇସ୍‌ଲାମାବାଦ ସୋମବାର କହିଛି। ଏହି ସଦ୍ୟ ଉତ୍ତେଜନାକୁ ନେଇ ଉଭୟ କାବୁଲ…

ମିଳିନି ଧାନ ବିକ୍ରି ଟୋକନ: ଆତ୍ମାହୁତି ଧମକ ଦେଲେ ଚାଷୀ

ବରଗଡ,୨୯।୬(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବରଗଡ ଜିଲା ବିଜେପୁର ବ୍ଲକ…

ସାଧାରଣ ଲେକଙ୍କୁ ବଡ଼ ଆଶ୍ୱସ୍ତି: ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୯।୬:ସରକାର ପେଟ୍ରୋଲ ଏବଂ ଡିଜେଲ ସମ୍ପର୍କରେ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ବିକ୍ରୟ ଏବଂ ବଣ୍ଟନ ଉପରେ ଅସ୍ଥାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri