ସବୁବେଳେ ଘରେ କଳହ ଲାଗି ରହୁଛି କି…ଏପରି ବାସ୍ତୁଦୋଷ ହୋଇପାରେ କାରଣ; ଜାଣନ୍ତୁ ଉପାୟ..
ଘରେ କଳହ ହେବାର ଅନେକ କାରଣ ରହିଛି। ବାସ୍ତୁଦୋଷ ଏବଂ ଗ୍ରହଦୋଷ ଏଥିପାଇଁ ମଧ୍ୟ ଦାୟୀ। ଘରର ରଙ୍ଗ, ଘରର ଉର୍ଜା(ଶକ୍ତି), ଘରେ ରହୁଥିବା ଲୋକ ଯଦି ଠିକ୍ ଥାନ୍ତି ତେବେ ଘରେ ସୁଖଶାନ୍ତି ରହିଥାଏ। ହେଲେ ଯଦି ଏଥିରୁ କୌଣସିଟି…
କାହିଁକି ଭୁଲିହୁଏନି ପ୍ରଥମ ପ୍ରେମ …
କୁହାଯାଏ ପ୍ରଥମ ପ୍ରେମ ଅଭୁଲା। ଯୌବନର ପ୍ରଥମ ଚରଣରେ ସାଥୀ ପାଇଁ ମନରେ ସୃଷ୍ଟି ହୋଇଥିବା ଆବେଗ ପ୍ରେମକୁ ସ୍ବତନ୍ତ୍ର କରିଥାଏ। ଏଥିପାଇଁ ପ୍ରଥମ ପ୍ରେମର ଅନେକ ମୁହୂର୍ତ୍ତ ଜୀବନର ସ୍ମୃତି ହୋଇରହିଯାଏ। ପ୍ରେମ ଯେତେ ପୁରୁଣା ହେଲେ ମଧ୍ୟ ଯେତେବେଳେ…
ସୁଯୋଗ ପାଇବା ମାତ୍ରେ କ୍ଷତି କରନ୍ତି ଏପରି ବନ୍ଧୁ : ଜାଣନ୍ତୁ ଏମିତି କାହିଁକି କହିଲେ ଚାଣକ୍ୟ
ମନୁଷ୍ୟ ଜୀବନରେ, ବନ୍ଧୁଙ୍କୁ ନିକଟତର ବିବେଚନା କରାଯାଏ। ଯଦି ସେହି ବନ୍ଧୁ ତୁମର କ୍ଷତି କରିବାକୁ ଇଚ୍ଛା କରନ୍ତି, ତେବେ ସେ ଶତ୍ରୁ ଅପେକ୍ଷା ଅଧିକ ବିପଜ୍ଜନକ ହୋଇଥାନ୍ତି। ଏଭଳି ପରିସ୍ଥିତିରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ପ୍ରକୃତ ବନ୍ଧୁଙ୍କ…
ଏଭଳି ନାରୀ ଜୀବନସାଥୀଙ୍କ ପାଇଁ ହୋଇଥାନ୍ତି ବେଶ୍ ଭାଗ୍ୟବାନ; ବିବାହ ପରେ ଚମକିଥାଏ ଭାଗ୍ୟ
ବିବାହ ପୂର୍ବରୁ ବରବଧୂଙ୍କର ଜାତକ ମିଶାଯାଇଥାଏ। ଏହାଦ୍ୱାରା ଜଣେ ଅନ୍ୟଜଣଙ୍କ ପାଇଁ ଠିକ୍ କି ନାହିଁ ତାହା ଦେଖାଯାଏ। ତେବେ ବିବାହ ପରେ ହଠାତ୍ ଅନେକଙ୍କ ଭାଗ୍ୟ ବଦଳିବାର ନଜିର ରହିଛି। ଏହା ପଛରେ ଜୀବନସାଥୀଙ୍କ ଶୁଭ ଗ୍ରହ-ନକ୍ଷତ୍ର ଥିବା କୁହାଯାଏ।…
ଏହି ୪ ମାମଲାରେ ମହିଳା ପୁରୁଷଙ୍କଠାରୁ ଆଗରେ; ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ…
ଚାଣକ୍ୟ ଭାରତର ମହାନ ରାଜନୈତିଜ୍ଞ, କୁଟନିତିଜ୍ଞ ଏବଂ ଅର୍ଥଶାସ୍ତ୍ରୀ ଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରିବାରେ ଚାଣକ୍ୟଙ୍କ ବଡ଼ ଯୋଗଦାନ ଥିଲା। ଆଜିର ସମୟରେ ମଧ୍ୟ ତାଙ୍କର ନୀତି ବେଶ ପ୍ରଭାବଶାଳୀ। କୁହାଯାଏ ଯେଉଁ ବ୍ୟକ୍ତି ଏହି ନୀତିଗୁଡ଼ିକୁ ଅନୁସରଣ କରେ…
ସୌନ୍ଦର୍ଯ୍ୟ ବୃଦ୍ଧିକରେ ସାଗୁଦାନା, ଏପରି କରନ୍ତୁ ପ୍ରୟୋଗ
ମହିଳାମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ସର୍ବଦା ଚିନ୍ତିିତ। ଏ ନେଇ ସେମାନେ ରାସାୟନିକ ଦ୍ରବ୍ୟର ବ୍ୟବହାର କରିବା ସହିତ ବିଭିନ୍ନ ଫେସ୍ ପ୍ୟାକ୍ ମଧ୍ୟ ଲଗାଇଥାନ୍ତି। ମାତ୍ର ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରିବା ଫଳରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ।…
ଘରେ ଅର୍ଥର ଅଭାବ ଲାଗି ରହୁଛି କି? ଏହି ଉପାୟ ଅବଲମ୍ବନ କରିଲେ ପାଇବେ ଲକ୍ଷ୍ମୀ, କୁବେରଙ୍କ କୃପା…
ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ନିଜର ନୀତିଶାସ୍ତ୍ରରେ ଦେଇଛନ୍ତି। ରାଜନୀତିଠାରୁ ଆରମ୍ଭ କରି ସାମାଜିକ ଏବଂ ଆର୍ଥିକ ବିଷୟକୁ ସେ ଭଲଭାବେ ନିରୀକ୍ଷଣ କରିଥିଲେ। ଏଣୁ ଏବେ ବି ଲୋକେ କୌଣସି…
ଡେଟ୍ ପାନ୍କେକ୍
ଆବଶ୍ୟକ ସାମଗ୍ରୀ : ଅଟା- କପ୍ର ଏକ ଚତୁର୍ଥାଂଶ, ଖାଇବା ସୋଢ଼ା-୧ ଛୋଟ ଚାମଚ, ପାଣି-୧ କପ୍, ଅଣ୍ଡା କେଶର-୪ଟି, ଚିନି-୧ ବଡ ଚାମଚ, ମଞ୍ଜି ନ ଥିବା ଖଜରା -ଅଧା କପ୍, ତେଲ-ଆବଶ୍ୟକ ପରିମାଣ, ଅଳ୍ପ ଗୁଜୁରାତି ଗୁଣ୍ଡ। ପ୍ରସ୍ତୁତି…
ଦଶହରାରେ ଦାଣ୍ଡିଆ ଗେଟ୍ଅପ୍
ଦଶହରା ଆସିଲେ ସମସ୍ତେ ନିଜ ନିଜ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ସହ ମଜା ମସ୍ତିରେ ମଜି ଯାଆନ୍ତି। ହେଲେ ବ୍ୟସ୍ତତା ମଧ୍ୟରେ ଥାଇ ମଧ୍ୟ ଅଧିକାଂଶ ମହିଳା ନିଜକୁ ଭିନ୍ନ ଭିନ୍ନ ଲୁକ୍ରେ ସଜାଇବାକୁ ଜମାରୁ ଭୁଲନ୍ତି ନାହିଁ। ବର୍ତ୍ତମାନ ଦାଣ୍ଡିଆ ଗେଟ୍ଅପ୍…
ମା’ଙ୍କ ଶରଧା ନାଲି ରଙ୍ଗରେ…
ଆଦ୍ୟାଶକ୍ତି ମା’ଦୁର୍ଗାଙ୍କ ଆଗମନ ସଭିଙ୍କ ମନରେ ଭରିଦିଏ ଆନନ୍ଦ ଓ ଉନ୍ମାଦନା ା ଦିଗ୍ବଳୟରେ ଲାଗିଯାଏ ବିଚିତ୍ର ରଙ୍ଗ ା କାଶତଣ୍ଡିଫୁଲର ମଧୁ ହିଲ୍ଲୋଳ ପୂଜାର ସୌନ୍ଦର୍ଯ୍ୟକୁ ବଢ଼ାଇ ଦିଏ। ଦିନଥିଲା, ମା’ଙ୍କୁ ଲାଲ୍ ରଙ୍ଗ ପସନ୍ଦ ବୋଲି ଧରାପୃଷ୍ଠରେ ତାଙ୍କ…
ବେସନ ଫେସ୍ ପ୍ୟାକ୍
ବର୍ତ୍ତମାନ ତ୍ୱଚାର ଯତ୍ନ ପାଇଁ ଅନେକେ ବ୍ୟୁଟି ପାର୍ଲର ଯିବାଠାରୁ ଆରମ୍ଭ କରି ମାର୍କେଟ୍ରେ ମିଳୁଥିବା ବିଭିନ୍ନ ପ୍ରକାରର ଫେସ୍ପ୍ୟାକ୍ ମଧ୍ୟ ବ୍ୟବହାର କରୁଛନ୍ତି। ହେଲେ ଅନେକ ସମୟରେ ଏହା ତ୍ୱଚା ଉପରେ ନକାରାତ୍ମକ ପ୍ରଭାବ ପକାଉଥିବାର ନଜିର ରହିଛି। ତେଣୁ…
ସଚେତନତା ସହ ସନ୍ତୁଳିତ ଆହାର ଜରୁରୀ
ବୟସ ବଢ଼ିବା ସହିତ ମଣିଷର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକାରିତା କମିବାରେ ଲାଗିଥାଏ। ଏଥିଯୋଗୁ ସାଧାରଣ ଭାବେ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହୁଏ। ଅବଶ୍ୟ ଏହି ଅବସ୍ଥାରେ କେତେକଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ବଡ଼ ସମସ୍ୟା ଭାବେ ଦେଖାଦେଇଥାଏ। ଗଣ୍ଠି ହାଡ଼ ମଝିରେ…
Archives


