ରକ୍ତହୀନତା ସହ ଅନେକ ସମସ୍ୟାରୁ ମୁକ୍ତି ଚାହୁଁଥିଲେ…

ସପୁରି ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୂର। ଏଥିରେ ପୋଷକ ତତ୍ତ୍ୱ ସହ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଥାଏ। ଏକ ଗ୍ଲାସ ସପୁରି ରସରୁ ୧.୭ ଗ୍ରାମ ପ୍ରୋଟିନ୍‌, ୨.୩ ଗ୍ରାମ ଫାଇବର ଏଥିସହ ଭିଟାମିନ୍‌ ସି ଓ ବି-୬ ମିଳିଥାଏ। ତେବେ ଜାଣନ୍ତୁ କିପରି ଭାବେ ସପୁରି ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ବିଷାଦ ଭଳି ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ।

ଯଦି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ, ତେବେ ସପୁରି ଜୁସ୍‌ ପିଇଲେ ପ୍ରତିରୋଧକାରୀ ଶକ୍ତି ବଢ଼ିଥାଏ।

ଏଥିରେ ଭିଟାମିନ୍‌ ସି’ ଭରପୂର ମାତ୍ରାରେ ରହୁଥିବାରୁ ପାଚନକ୍ରିୟାକୁ ସକ୍ରିୟ କରିଥାଏ। ଏହାର ଜୁସ୍‌ ପିଇବା ଫଳରେ ରକ୍ତହୀନତା ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାକୁ ଆପଣ କାଟି ମଧ୍ୟ ଖାଇପାରିବେ।

ଏହାକୁ ଖାଇବାର ଅନେକ ସମୟ ପର୍ଯ୍ୟନ୍ତ ଭୋକ ହୋଇ ନ ଥାଏ। ଫଳରେ ଓଜନ ସନ୍ତୁଳିତ ରହିଥାଏ। ଏଥିରେ ମାଙ୍ଗାନିଜ୍‌ ଗୁଣ ରହିଥିବାରୁ ଏହା ବିଭିନ୍ନ ହାଡ଼ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ।

ଆଧୁନିକ ଜୀବନଶୈଳୀ କାରଣରୁ ଅନେକ ସମୟରେ ବ୍ୟକ୍ତି ବିଷାଦ ମଧ୍ୟକୁ ଚାଲିଯାଇଥାଏ। ସପୁରି ଜୁସ୍‌ ପିଇବା ଫଳରେ ଏଥିରୁ ମୁକ୍ତି ମିଳିଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ କ୍ୟାନ୍‌ସରରୁ ମୁକ୍ତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୭ ଜିନିଷ ବହୁତ ପବିତ୍ର: ଏହାକୁ ସେବନ କରିବା ପରେ ବି କରିପାରିବେ ପୂଜାପାଠ, ଲାଗିବନି ପାପ

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଏକାଧିକ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିମଧ୍ୟରେ ସଫା-ସୁତୁରା ଏବଂ...

ମେଟାଲ ଜୁଏଲେରି

ଆଜିକାଲି ଅନେକ ଯୁବତୀଙ୍କ ପସନ୍ଦ ମେଟାଲ ଜୁଏଲେରି। ଏହା ଖୁବ୍‌ କମ୍‌ ଦାମ୍‌ରେ ମାର୍କେଟରେ ମିଳିବା ସହ ଆକର୍ଷଣୀୟ ବି ହୋଇଥାଏ। ବ୍ଲାକ୍‌ ମେଟାଲ ଏବଂ...

ମୁଣ୍ଡବ୍ୟଥାର ଘରୋଇ ଉପଚାର

ମୁଣ୍ଡବ୍ୟଥା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ତେବେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହାଦ୍ୱାରା ଏଥରୁ ଅନେକାଂଶରେ ଉପଶମ ମିଳିପାରିବ। ସେ...

ଘଣ୍ଟା ବଦଳାଇବ ଭାଗ୍ୟ, ଜାଣନ୍ତୁ…

ଘଣ୍ଟା ଖାଲି ସମୟ କହେନି। ବାସ୍ତୁ ଅନୁସାରେ ଏହାକୁ ଘରେ ରଖିଲେ ଭାଗ୍ୟ ବି ବଦଳିପାରେ। ତାହା କେମିତି ଜାଣନ୍ତୁ ନିମ୍ନରୁ… ଦୁର୍ଭାଗ୍ୟ ସୂଚକ ଅଟେ...

ଶୀତଦିନେ ବଢ଼ିଯାଏ ଶରୀର ଓଜନ…

ସାଧାରଣତଃ କେତେକଙ୍କର ଶରୀର ଓଜନ ବଢ଼ିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ବହୁ ଲୋକ ଶୀତଦିନେ କମ୍‌ ଖାଇବା ସହିତ ବିଭିନ୍ନ ପ୍ରକାର ବ୍ୟାୟାମ କରିଥାନ୍ତି। ତେବେ...

ଉପକାରୀ ନିମ୍ବ ଜୁସ୍‌

ନିମ୍ବର ସ୍ବାଦ ପିତା। ହେଲେ ଏହି ଗଛର ବଳ୍କଳ ଏବଂ ପତ୍ର ଆମ ଶରୀର ପାଇଁ ବେଶ୍‌ ଉପକାରୀ। କେତେକ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ କରିବା...

ଏହାକୁ ଖାଇଲେ ବଦଳିଯାଏ ଜୀବନ

ଜୀବନରେ ପ୍ରାୟ ସମସ୍ତେ ଖୁସିରେ ରହିବାକୁ ଚାହିଁଥା’ନ୍ତି। ଏଥିପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ। କାରଣ ଖୁସିର ସମ୍ବନ୍ଧ ସିଧା ହର୍ମୋନ ସହିତ...

ପକ୍ଷୀ ବି ଦେଇଥାନ୍ତି ଭବିଷ୍ୟତର ସଙ୍କେତ

କେତେକ ପକ୍ଷୀ ଦେଖିବାକୁ ଯେମିତି ସୁନ୍ଦର ହୋଇଥାନ୍ତି ସେମିତି ଆକର୍ଷଣୀୟ ବି ହୋଇଥାଏ ସେମାନଙ୍କ ସ୍ବର। ଆଉ ଏହି ପକ୍ଷୀମାନେ ମଧ୍ୟ ବେଳେବେଳେ ଆମକୁ ଭବିଷ୍ୟତର...

Advertisement
Archives

Model This Week