ଅଛି କି ହାକୁଟି ସମସ୍ୟା…

ସାଧାରଣତଃ ଖାଇବା ପରେ ପ୍ରାୟ ଲୋକଙ୍କୁ ହାକୁଟି ଦେଇଥାଏ। ଆଉ ଏହା ଏକ ସାଧାରଣ ସମସ୍ୟା ହୋଇଥାଏ। ମାତ୍ର ଦିନ ସାରା ଯଦି ଏହି ପ୍ରକ୍ରିୟା ଲାଗି ରହେ ତେବେ ଏହା ଅନେକ ଅନେକ ରୋଗର ସଙ୍କେତ ଦେଇଥାଏ। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପାଚନ ତନ୍ତ୍ର ଠିକ୍‌ ଭାବେ କାର୍ଯ୍ୟ ନ କରିବା। ତେବେ ଜାଣନ୍ତୁ କେଉଁ ସବୁ କାରଣ ପାଇଁ ହାକୁଟି ଦେଇଥାଏ। ତେବେ ଅଚାନକ ଓଜନ୍‌ କମ୍‌ ହେବା ସହ ହାକୁଟି
ମାରିବା ଫଳରେ କ୍ୟାନ୍‌ସର ଆଶଙ୍କା ଦେଖାଯାଇଥାଏ ।

-ପାଟି ବଡ଼ କରି ଖାଉଥିବା ବ୍ୟକ୍ତି ଖାଦ୍ୟକୁ ଭଲଭାବେ ନ ଚୋବାଇ ଖାଇବା ଫଳରେ ପେଟରେ ପେଟରେ ପବନ ପଶିଥାଏ ଯେଉଁଥିପାଇଁ ହାକୁଟି ଦେଇଥାଏ । ଏହାକୁ ‘ଏରୋଫେଜିଆ’ କୁହାଯାଏ।

-ଅନେକ ସମସୟରେ ଗ୍ୟାସ ହେବା କାରଣରୁ ମଧ୍ୟ ଏହି ସମସ୍ୟା ଦେଖାଯାଇଥାଏ।

-ଅନେକ ସମୟରେ ଚିନ୍ତା କରିବା ଫଳରେ ହାକୁଟି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଛୋଟପିଲା ସହ ଓ୍ବାର୍କ ଫ୍ରମ୍‌ ହୋମ୍‌

ଘରୁ ବାହାରି ଅଫିସ ଗଲେ ରୋଗ ସଂକ୍ରମଣର ଭୟ। ଯାହାର ବିକଳ୍ପ ସାଜିଛି ଓ୍ବାର୍କ ଫ୍ରମ୍‌ ହୋମ। ହେଲେ ଏପଟେ ଘରେ ଛୋଟ ପିଲା। କାମ...

ମଧୁମେହ ରୋଗୀଙ୍କ ଲାଗି ସ୍ବତନ୍ତ୍ର ଅଟାର ରୁଟି: ଖାଇଲେ ନିୟନ୍ତ୍ରଣରେ ରହିବ ସୁଗାର

ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ଉକ୍ତ କାରଣରୁ ମଧୁମେହ ରୋଗୀଙ୍କଠାରେ ହୃଦ୍‌ରୋଗ,...

ଖାଲିପେଟରେ ରସୁଣ ଖାଇଲେ ଏହିସବୁ ସ୍ବାସ୍ଥ୍ୟ ସମସ୍ୟାରୁ ମିଳେ ମୁକ୍ତି

ରସୁଣ କେବଳ ସ୍ବାଦ ବଢ଼ାଇ ନ ଥାଏ। ତାହା ମଧ୍ୟ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଖାଲିପେଟରେ ରସୁଣ ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଆୟୁର୍ବେଦ...

ଶକ୍ତିହୀନତା ଦୂର କରେ କୀଟରୁ ପ୍ରସ୍ତୁତ ଏହି ଔଷଧ

ହିମାଳୟ ଅଞ୍ଚଳରେ ଏକ ବିଶେଷ ପ୍ରକାରର ଔଷଧ ମିଳିଥାଏ। ଅନ୍ତର୍ଜାତୀୟ ବଜାରରେ ଏହା କିଲୋଗ୍ରାମ ପ୍ରତି ୬୦ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ଏହି...

ଫ୍ରିଜ୍‌ରେ ରଖିବେନି

ବଜାରରୁ ଆଣିଥିବା ଅନେକ ସାମଗ୍ରୀକୁ କିଛି ଦିନ ତାଜା ରଖିବା ପାଇଁ ଫ୍ରିଜରେ ରଖାଯାଇଥାଏ। କିନ୍ତୁ ଏମିତି କିଛି ଖାଦ୍ୟପଦାର୍ଥ ରହିଛି, ଯାହାକୁ ଫ୍ରିଜରେ ରଖିଲେ...

ଜୀବନରେ ସଫଳ ହେବାକୁ ଚାହାନ୍ତି କି? ଜାଣି ରଖନ୍ତୁ ଚାଣକ୍ୟଙ୍କ ଏହି ୫ ଉପାୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନର ପ୍ରତିଟି କଷ୍ଟକୁ ଦୂର କରି ଆଗକୁ ବଢ଼ିବାକୁ ପ୍ରେରଣା ଦେଇଛନ୍ତି। ଏଥିରେ ଜୀବନକୁ ସରଳ କରିବାକୁ ଅନେକ...

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନରେ ତ୍ୱଚାରେ ନାନା ସମସ୍ୟା ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଉପାୟ। ପ୍ରଚୁର ପାଣି ପିଅନ୍ତୁ : ଖରାଦିନେ ଅଧିକ...

ଏସବୁ ଗୁଣ, ଏମିତି ସ୍ତ୍ରୀ ପାଖରେ ଥିବା ଲୋକ ହୁଏ ଭାଗ୍ୟବାନ: ଜାଣନ୍ତୁ କାହିଁକି କହିଲେ ଚାଣକ୍ୟ

ସୁଖ ଜୀବନ ପାଇଁ ମଣିଷ ଧନ, ଶାନ୍ତି ଓ ତଥା ସମସ୍ତ ପ୍ରକାରର ଜିନିଷ ଖୋଜିଥାଏ। ମାତ୍ର ଯଦି ଭଲ ଏବଂ ଖରାପର କୌଣସି ଜ୍ଞାନ...

Advertisement
Archives

Model This Week