ଭାପା ଆଳୁ
ଆବଶ୍ୟକ ସାମଗ୍ରୀ: ଆଳୁ- ୨୦୦ଗ୍ରାମ୍, ସୋରିଷ ତେଲ-୨ ଚାମଚ, ଶୁଖିଲା ଲଙ୍କା-୨ଟା, ସୋରିଷ ବଟା-ଅଧା ଚାମଚ, ବସାଦହି-୧ ଚାମଚ, ନଡ଼ିଆ ପେଷ୍ଟ-୩/୪ ଚାମଚ, କଦଳୀ ପତ୍ର-୨ଟା, ଜିରା, ଗୁଜୁରାତି, କଳା ସୋରିଷ, ମେଥି ଓ କଲଞ୍ଜିର ମିଶ୍ରଣ-ଅଧା ଚାମଚ, କଞ୍ଚା...
ଆଦର୍ଶ ଦମ୍ପତି
ବିବାହ ପରେ ବାପଘର ଏରୁଣ୍ଡି ଡେଇଁ ଯେବେ ସ୍ବାମୀଙ୍କ ହାତଧରି ନାରୀଟିଏ ଶାଶୁଘରେ ପାଦ ଦିଏ, ସେଇଠୁ ଆରମ୍ଭ ହୁଏ ଦାମ୍ପତ୍ୟ ଜୀବନ। ଏହି ସମ୍ପର୍କ ଈଶ୍ୱରଙ୍କ ଏକ ଅନୁପମ ସୃଷ୍ଟି; ଯେଉଁଥିରେ ଭରି ରହିଥାଏ ପରସ୍ପର ପ୍ରତି ସ୍ନେହ,...
ପିଲାଙ୍କୁ ବୁଦ୍ଧିଆ କରେ ଗପ
ଆଜିକାଲି ଅଧିକାଂଶ ପିଲା ମୋବାଇଲ୍, ଟାବଲେଟ୍, ଟିଭି, କମ୍ପ୍ୟୁଟର କିମ୍ବା ଲାପ୍ଟପ୍ରେ ଅଧିକ ସମୟ କଟାଉଛନ୍ତି। ଫଳରେ ପରିବାର ଭିତରେ ଥାଇ ସୁଦ୍ଧା ସେମାନେ ଏକାକୀ ନିଜ ଡିଜିଟାଲ୍ ଦୁନିଆରେ ସୀମିତ ରହୁଥିବା ଦେଖିବାକୁ ମିଳୁଛି; ଯାହାଦ୍ୱାରା ସେମାନଙ୍କ ଉପରେ...
ହୃଦ୍ଘାତ, କ୍ୟାନ୍ସର ଭଳି ଗମ୍ଭୀର ସମସ୍ୟାରୁ ମୁକ୍ତି ଚାହୁଁଥିଲେ
ଅଖ୍ରୋଟ୍ ମସ୍ତିଷ୍କ ଲାଗି ଉପକାରୀ ହୋଇଥାଏ ବୋଲି ଆପଣ ଜାଣିଥିବେ। ମାତ୍ର ଏହା ଖାଲି ମସ୍ତିଷ୍କ ପାଇଁ ନୁହେଁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରୁ ଭିଟାମିନ୍ ଫାଇବର୍, ପ୍ରୋଟିନ୍ ଫସ୍ଫରସ୍ , ମ୍ୟାଗ୍ନେଶିୟମ, ଓମେଗା-୩ ଆଦି ବିଭିନ୍ନ...
ପାଚନ ସମସ୍ୟା ଦୂର କରେ ଡାଳିମ୍ବ ଚୋପା
ଡାଳିମ୍ବ ଶରୀର ପାଇଁ ବେଶ୍ ହିତକର। ତେବେ ଏହାର ଚୋପାରେ ମଧ୍ୟ ଭରପୂର ମାତ୍ରାରେ ଔଷଧୀୟ ଗୁଣ ଭରି ରହିଛି। ପାଚନ ସମ୍ବନ୍ଧୀୟ ସମସ୍ୟା ଥିଲେ ଖାଇବାର ଏକ ଘଣ୍ଟା ପୂର୍ବରୁ ଉଷୁମ ପାଣିରେ ଡାଳିମ୍ବ ଚୋପା ଗୁଣ୍ଡ ମିଶାଇ...
ସ୍ବାସ୍ଥ୍ୟବର୍ଦ୍ଧକ ଲେମ୍ବୁ
ବିଭିନ୍ନ ଫଳମୂଳ, ସବୁଜ ପନିପରିବାରେ ଖାଦ୍ୟସାର ଓ ଭିଟାମିନ ଭରି ରହିଛି। ଏଗୁଡିକୁ ଖାଇବା ଦ୍ୱାରା ମନୁଷ୍ୟ ସୁସ୍ଥ, ସତେଜ, ନୀରୋଗ ରହିଥାଏ। ଆମ ଦୈନନ୍ଦିିନ ଜୀବନରେ ଏମିତି କେତେକ ଫଳ ରହିଛି, ଯାହା କି ଆମ ସହ ଅତି...
ନୂଆ ରୂପରେ କରୋନା ଭୂତାଣୁ
ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନା ଭୂତାଣୁର ଏକ ନୂଆ ପରିବର୍ତ୍ତିତ ରୂପ ନେଇ ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି ହୋଇଛି। ଏହି ନୂତନ ପରିବର୍ତ୍ତିତ ରୂପ ଅତୀତର ଡେଲଟା ରୂପଠାରୁ ଅଧିକ ଭୟାନକ ଓ ସଂକ୍ରମଣଶୀଳ ବୋଲି ଜଣାପଡ଼ିଛି ।...
ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ…
ଉଚ୍ଚ ରକ୍ତଚାପ ଏକ ମାରାତ୍ମକ ବେମାରୀ। ଆଜିର ସମାଜରେ ପ୍ରାୟ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ। ଉଚ୍ଚ ରକ୍ତଚାପର ଅନେକ କାରଣ ହୋଇଥାଏ ଯେମିତି କି ଅଧିକ କାମଚାପ, ମାନସିକ ଚିନ୍ତା, ଲୁଣ ଏବଂ ନିଶାଦ୍ରବ୍ୟ ଅଧିକ ମାତ୍ରାରେ...
ଝିଅଙ୍କ ବିବାହ ସମ୍ବନ୍ଧୀୟ ସମସ୍ୟା ହେଉଥିଲେ…..
ବାସ୍ତୁବିତ୍ଙ୍କ ଅନୁଯାୟୀ, ଯେକୌଣସି ଘରେ ଧନ ସେତେବେଳେ ବଢ଼ିଥାଏ, ଯେତେବେଳେ ଘରେ ରହୁଥିବା ସଦସ୍ୟଙ୍କ ମଧ୍ୟରେ ହସ ଏବଂ ଖୁସିର ବାତାବରଣଥାଏ। ଯେତେବେଳେ ଘରର ସଦସ୍ୟମାନଙ୍କ ସମ୍ପର୍କ ଭଲ ରହେ ସେତେବେଳେ ବ୍ୟବସାୟ କିମ୍ବା ଚାକିରିକୁ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଥାଏ।...
ହୋନେମାରାଡୁ
ଦୁଃସାହସିକ କାର୍ଯ୍ୟକୁ ପସନ୍ଦ କରୁଥିବା ତଥା ଜଳକ୍ରୀଡ଼ାରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ହୋନେମାରାଡୁ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। କାରଣ ଏଠାରେ ଦେଖିବା ନିମନ୍ତେ ରହିଛି ଜଙ୍ଗଲ ପରିବେଷ୍ଟିତ ଅନେକ ପାହାଡ଼, ଝରଣା, ଜଳାଶୟ, ଦ୍ୱୀପ ଇତ୍ୟାଦି। ଏଥିସହିତ...
ମା’ ମାଟି – ମଣିଷ
ଶ୍ରୀମାନ୍ ସର୍ବଗିଳା ଚାଳିଶି ବରଷ ପୂର୍ବରୁ ଚାଳିଆରେ ଥିବା ଆମ ଗ୍ରାମଦେବତୀ, ଏବେ ବି ସେଇଜାଗାରେ ସେମିତି ବସିଛନ୍ତି ଦେଖି ଲମ୍ବହେଇ ପ୍ରଣାମ କଲି ା ମା’ର ଧୈର୍ଯ୍ୟକୁ ଧନ୍ୟବାଦ ଦେଲି ା ଆମ୍ଭ ଭଳି ଯୋଗ୍ୟ ପୁତ୍ରଙ୍କର ଗ୍ରାମଦେବୀ...
ରୋଜଗାର ଟଙ୍କାରେ ସିଲେଇ ମେଶିନ କିଣା ହୋଇଥିଲା
କଟକରେ ମୋର ଜନ୍ମ ହୋଇଥିଲେ ହେଁ ମା’ ଯେହେତୁ ଶିକ୍ଷୟିତ୍ରୀ ଥିଲେ ତେଣୁ ମୋ ପାଠପଢ଼ା ବିଭିନ୍ନ ସ୍ଥାନରେ ହୋଇଥିଲା। ତେବେ ସୁନ୍ଦରଗଡ଼ ସେଣ୍ଟ ମେରି ଗାଲର୍ସ ହାଇସ୍କୁଲରେ ଅଷ୍ଟମରେ ପଢ଼ିଲାବେଳେ ମୋତେ ସପ୍ତମ ଶ୍ରେଣୀର ମେରିଟ୍ ସ୍କଲାରଶିପ୍ ମିଳିଲା।...
Archives


