ପିଆନୋ ବାଦକ କୁକୁଡ଼ା

ସଙ୍ଗୀତରେ ଏମିତି ଯାଦୁ ଥାଏ ଯାହା ସବୁ ଦୁଃଖ ଭୁଲେଇପାରେ, ମନରେ ପ୍ରେମର ଫୁଆରା ବି ସୃଷ୍ଟି କରିପାରେ ା ସେଇଥିପାଇଁ ତ ସୁମଧୁର ସଙ୍ଗୀତର ପ୍ରେମରେ ସମସ୍ତେ ପଡନ୍ତି ା ତା’ସହ ତାକୁ ଗାଉଥିବା ତଥା ଗୀତକୁ ଅଧିକ ଲାଳିତ୍ୟଭରା କରୁଥିବା ବାଦ୍ୟକାରଙ୍କୁ ସମସ୍ତେ ଭଲପାଆନ୍ତି ା ହେଲେ ଜାଣନ୍ତିକି କିଛି ପ୍ରାଣୀ ବି ଖୁବ୍‌ ସୁନ୍ଦରଭାବେ ବାଦ୍ୟ ବଜାଇ ପାରନ୍ତି ା ବିଶ୍ୱାସ ନ ଲାଗିଲେ ବି ଆମେରିକାର ଏକ ଟାଲେଣ୍ଟ ହଣ୍ଟ୍‌ ଶୋ’ରେ ଦେଖିବାକୁ ମିଳିଛି ଏହାର ଝଲକ, ଯେଉଁଠି ଏକ କୁକୁଡ଼ା ପିଆନୋ ବଜାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ା ତେବେ ଯେତେବେଳେ ଉକ୍ତ ଶୋ’କୁ ଜଣେ ବ୍ୟକ୍ତି ଏକ କୁକୁଡ଼ା ଆଣି କହିଲେ ସେ ପିଆନୋ ବଜାଇବ, କେହି ବି ବିଶ୍ୱାସ କରି ନ ଥିଲେ, ବରଂ ହସିଥିଲେ ା ଜଜ୍‌୍‌ମାନେ କହିଲେ ଏହା କିପରି ସମ୍ଭବ? ହେଲେ ଯେବେ ଅନୁମତି ମିଳିଲା କୁକୁଡାଟି ଦେଖାଇଥିଲା ତା’ର କମାଲ। ବଜାଇଥିଲା ଏତେ ଲାଳିତ୍ୟଭରା ଧୁନ୍‌, ଯାହା ସମସ୍ତଙ୍କୁ ବାଧ୍ୟ କରିଥିଲା ନିଜ ସ୍ଥାନରୁ ଉଠି ଠିଆ ହୋଇ କରତାଳି ମାରିବାକୁ।

 


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଡର୍‌-୧୯ ଏସିଆ କପ୍‌ ଜିତି ମାଲାମାଲ ଟିମ ଇଣ୍ଡିଆ; ବମ୍ପର ପ୍ରାଇଜ ମନି ସାଙ୍ଗକୁ ପାକିସ୍ତାନ ଭାଗରେ ବି ଏତେ ଟଙ୍କାବର୍ଷା

ନୂଆଦିଲ୍ଲୀ,୧୫।୧୧: ଭାରତ ନବମ ଥର ପାଇଁ ଅଣ୍ଡର୍‌-୧୯ ଏସିଆ କପ୍‌ରେ ଚାମ୍ପିୟନ ହୋଇଛି। ଶନିବାର ଦିନ ଫାଇନାଲରେ ଟିମ ଇଣ୍ଡିଆ ପାକିସ୍ତାନକୁ ୧ ଓ଼୍ବିକେଟରେ ପରାସ୍ତ କରିଛି।…

ପାକିସ୍ତାନକୁ ଧୂଳି ଚଟେଇବା ପରେ ଖୁସିରେ ଗଦ୍‌ଗଦ୍‌ ହେଲେ ବୈଭବ ସୂର୍ଯ୍ୟବଂଶୀ, ଆର୍ଯ୍ୟବୀରଙ୍କୁ ଦେଲେ ଖାସ୍‌ ମେସେଜ୍‌

ନୂଆଦିଲ୍‌ଲୀ,୧୫।୧୧: ଅଣ୍ଡର୍‌-୧୯ ଏସିଆ କପ ୨୦୨୬ ଫାଇନାଲରେ ଟିମ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ଏକ ଐତିହାସିକ ବିଜୟ ହାସଲ କରିଛି। ଏକ ସମୟରେ ଭାରତୀୟ ଜୁନିଅର୍‌ ଟିମ୍ର…

ପରିବର୍ତ୍ତନର ସଙ୍କେତ

ପ୍ରାୟ ସମସ୍ତ ଦେଶର ନେତୃତ୍ୱ ଏବେ ତ୍ରୁଟିପୂର୍ଣ୍ଣ ବା ସମସ୍ୟାବହୁଳ। ଯେତେବେଳେ କୌଣସି ଦେଶର ଶାସନଭାର ଏକଚ୍ଛତ୍ରବାଦୀ ନେତାଙ୍କ ହାତକୁ ଯାଏ ସେତେବେଳେ ଏହିସବୁ ସମସ୍ୟା ସ୍ପଷ୍ଟ…

ଧାନ, ଚାଉଳ ମହଜୁଦ ସୂଚନା ପାଇଁ ପୋର୍ଟାଲ ଆରମ୍ଭ

ନୂଆଦିଲ୍ଲୀ, ୧୫ା୧୧ (ପି.ଟି.): ଦେଶରେ ଧାନ ଏବଂ ଚାଉଳର କୃତ୍ରିମ ଅଭାବ, କଳାବଜାରୀ ଏବଂ ଦରବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ…

ବିଦେଶରୁ ଫେରିଥିଲେ ଜନଗଣନାରେ ସାମିଲ ହୋଇପାରିବେ

ଲକ୍ଷ୍ନୌ,୧୫ା୧୧: ଜନଗଣନା ସମୟରେ ଅସ୍ଥାୟୀ ଭାବେ ବିଦେଶ ଯାଇଥିବା ଭାରତୀୟ ଯଦି ୩୫ ଦିନ ମଧ୍ୟରେ ଫେରିଆସନ୍ତି ତେବେ ଗଣନା ନିୟମ ଅନୁଯାୟୀ, ତାଙ୍କୁ ତାଙ୍କ ସ୍ୱାଭାବିକ…

ଏସ୍‌ସିଓ ବୈଠକ: ଭାରତ ଆସିବେ ପାକିସ୍ତାନ ମନ୍ତ୍ରୀ

ଇସ୍‌ଲାମାବାଦ,୧୫ା୧୧(ପି.ଟି): ଭାରତରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସିଭିଲାଇଜେଶନାଲ ଡାଏଲଗ ବୈଠକରେ ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ ମଲିକ ଅଂଶଗ୍ରହଣ କରିବେ ବୋଲି…

ବାଲଟ ନୁହେଁ,ସିଲଟରେ ବି ଭୋଟ ପାଇବେନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୧(ରବିନାରାୟଣ ଜେନା): କଂଗ୍ରେସ ଓ କେତେକ ବିରୋଧୀ ଦଳ ଦେଶର ପ୍ରଗତିକୁ ସହି ନ ପାରି ଅରାଜକତା ସୃଷ୍ଟି କରିବାର ଅପଚେଷ୍ଟା କରୁଛନ୍ତି। ଏଥିରେ କଂଗ୍ରେସ ନେତା…

ଭୀଷଣ ବାତ୍ୟାରେ ପରିଣତ ହେବ ‘ଅକ୍ୱାନ’: IMD ଦେଲା ଚେତାବନୀ

ଭୁବନେଶ୍ୱର, ୧୫ା୧୧(ବନ୍ଦନା ସେଠୀ): ଦକ୍ଷିଣ-ପୂର୍ୱ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ୧୬ ତାରିଖ ସୋମବାର ସନ୍ଧ୍ୟା ସୁଦ୍ଧା ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?