ଜୀବନରୁ ସମସ୍ତ ସମସ୍ୟାକୁ ଦୂର କରିଦେବ ଚାଣକ୍ୟଙ୍କ ଏହି ୪ ଉପାୟ, କେବେ ବି ହାରିବେ ନାହିଁ…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନକୁ ସଫଳ କରିବା ଲାଗି ଅନେକ କିଛି ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା ଫଳରେ ଜଣେ ଶତ୍ରୁ, ମିତ୍ରକୁ ଜାଣିବା ସହ ଅସଫଳତାକୁ ସଫଳତାରେ ପରିବର୍ତ୍ତନ କରିପାରିବ। ତାଙ୍କର ନୀତିକୁ ଆପଣାଇ ଜୀବନରେ ସମସ୍ତ କଷ୍ଟକର ସମୟରୁ ନିସ୍ତାର ପାଇହେବ। ଜାଣନ୍ତୁ ସେଭଳି କିଛି ଚାଣକ୍ୟ କହିଥିବା ଉପାୟ ବିଷୟରେ…

-ଭୋଜନ ଯେମିତି ବିଚାର ସେମିତି:-
ଚାଣକ୍ୟ କୁହନ୍ତି ମନୁଷ୍ୟର ବିଚାର ତାର ଭୋଜନରୁ ପ୍ରଭାବିତ ହୋଇଥାଏ। ଯେଉଁଭଳି ଏକ ଜଳୁଥିବା ଦୀପ ଅନ୍ଧାରକୁ ଭକ୍ଷଣ କରି କଳା ଧୁଆଁ ଛାଡ଼ିଥାଏ, ସେହିଭଳି ମନୁଷ୍ୟ ଭୋଜନରୁ ମଧ୍ୟ ବିଚାର ଜନ୍ମ ନେଇଥାଏ। ଏଣୁ ଏହାର ସନ୍ତୁଳନ ଲାଗି ସଠିକ୍‌ ଖାଦ୍ୟପେୟ ଜରୁରୀ।

-ସଠିକ୍‌ ଲୋକ ହାତରେ ସମ୍ପତ୍ତି ଦିଅନ୍ତୁ:- ଚାଣକ୍ୟ କୁହନ୍ତି ମନୁଷ୍ୟର ସମ୍ପତ୍ତି ବିତରଣ ପ୍ରଭାବଶାଳୀ। ଜଣଙ୍କୁ ନିଜର ସମ୍ପତ୍ତି ସଠିକ୍‌ ଲୋକ ହାତରେ ଦେବା ଉଚିତ। ଯଦି ଏହା ଭୁଲ ହାତକୁ ଚାଲିଯାଏ ତେବେ ସେ ଅନେକ ଲୋକଙ୍କୁ କ୍ଷତି ପହଞ୍ଚାଇବାରେ। ବିଶେଷକରି ସମ୍ପତ୍ତି ଦେଉଥିବା ଲୋକର ଆଚରଣ ଏବଂ ବିଚାରର ସଠିକ୍‌ ଆକଳନ କରିବା ଜରୁରୀ ବୋଲି ସେ କହିଛନ୍ତି।

-ଲୋଭ ସବୁଠାରୁ ବଡ ରୋଗ: ଚାଣକ୍ୟ କୁହନ୍ତି ଲୋଭ ମନୁଷ୍ୟର ସବୁଠାରୁ ବଡ଼ ରୋଗ। ଯେଉଁଭଳି ସନ୍ତୋଷ ଭଳି କୌଣସି ସୁଖ ନାହିଁ, ଦୟା ଭଳି କୌଣସି ଗୁଣ ନାହିଁ, ସେହିଭଳି ଲୋଭଠାରୁ ବଳି କୌଣସି ରୋଗ ନାହିଁ। ଯାହାକୁ ଥରେ ଏହି ରୋଗ ଲାଗିଯାଏ ତାର ପୁରା ଜୀବନ ବରବାଦ ହୋଇଯାଏ।

-ବିଦ୍ୟା ସବୁଠାରୁ ବଡ ଧନ: ଚାଣକ୍ୟ କୁହନ୍ତି ବ୍ୟକ୍ତି ଯେତେ ସୁନ୍ଦର ଏବଂ ଧନୀ ହୋଇଥାଉନା କାହିଁକି ଯଦି ତା ପାଖରେ କୌଣସି ଜ୍ଞାନ ନାହିଁ ତେବେ ସବୁକିଛି ବେକାର। ମନୁଷ୍ୟ ପାଇଁ ସବୁଠାରୁ ବଡ ଧନ ତାର ଜ୍ଞାନ। ଏହି ଜ୍ଞାନରୁ ତାକୁ ଧନ ଏବଂ ସଫଳତା ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବ୍ଲଡ୍‌ ଗ୍ରୁପ୍‌, ବିଶ୍ୱରେ ମାତ୍ର ୪୩ ଜଣଙ୍କଠାରେ ଦେଖିବାକୁ ମିଳିଥାଏ

ସାଧାରଣତଃ A , B, AB, 0+ ଏବଂ ନେଗେଟିଭ୍‌ ପରି ମଣିଷମାନଙ୍କଠାରେ ଅନେକ ବ୍ଲଡ୍‌ ଗ୍ରୁପ୍‌ ମିଳିଥାଏ। କିନ୍ତୁ ଗୋଟିଏ ବ୍ଲଡ୍‌ ଗ୍ରୁପ୍‌ ଅଛି,...

ବଦଳୁଥିବା ସିଜନ୍‌ରେ ନିଜକୁ ସୁସ୍ଥ, ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଖାଆନ୍ତୁ ଏହି ସବୁ ଜିନିଷ

ବର୍ଷାଦିନେ ସଂକ୍ରମଣ ସମସ୍ୟା ଅଧିକ ଦେଖାଯାଇଥାଏ। ଏ ନେଇ ଆମର ପୂର୍ବରୁ ପ୍ରସ୍ତୁତ ନ ହେବା ଫଳରେ ଅନେକ ସମସ୍ୟା ଉପୁଜିଥାଏ। ବଦଳୁଥିବା ସିଜନ୍‌ରେ ନିଜକୁ...

ଘରେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି ରଖିବାର ଉପକାରିତା…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକାରାତ୍ମକ ଭାବନା ଜାଗ୍ରତ...

ତ୍ୱଚା ପାଇଁ ଟୋନର

ତ୍ୱଚାକୁ ଭଲଭାବେ ସଫା କରିବା ନିମନ୍ତେ ଟୋନର ବ୍ୟବହାର କରାଯାଏ। ଟୋନର ଲଗାଇଲେ ତ୍ୱଚାକୁ ପୋଷଣ ମିଳିବା ସହିତ ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ। ତେବେ କିଭଳି...

ରୋଗ ପ୍ରତିରୋଧକ ଶକ୍ତି ପାଇଁ ପିଅନ୍ତୁ ଗୋଲମରିଚ-ଲବଙ୍ଗ କାଢ଼ା: ଘରେ ଏପରି କରନ୍ତୁ ପ୍ରସ୍ତୁତ..

ସାରା ବିଶ୍ୱରେ କରୋନା କାୟା ଜାରି ରହିଛି। ଏଥିରେ ସଂକ୍ରମିତ ହୋଇ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି। ବିଶେଷକରି ରୋଗ ପ୍ରତିରୋଧକ ଶକ୍ତି...

ବୟଫ୍ରେଣ୍ଡ ଜିନ୍ସ ଫ୍ୟାଶନ୍‌ …

ବିଭିନ୍ନ ପ୍ରକାର ଜିନ୍ସ ମଧ୍ୟରେ ଫ୍ୟାଶନେବଲ୍‌ ଲୁକ୍‌ ସାଙ୍ଗକୁ କମ୍ଫର୍ଟେବଲ୍‌ ଲାଗୁଥିବାରୁ ବର୍ତ୍ତମାନ ବୟଫ୍ରେଣ୍ଡ ଜିନ୍ସ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଯଦି ଆପଣ ବି ଏହାକୁ...

ଅବସାଦ ପାଇଁ ଦାୟୀ ଶୟନରେ ଅନିୟମିତତା

ଠିକ୍‌ ସମୟରେ ଏବଂ ଆବଶ୍ୟକ ମୁତାବକ ଶୋଇବା ଆମ ଶରୀର ପାଇଁ ବେଶ୍‌ ହିତକର। ଜଣେ ବ୍ୟକ୍ତି ପ୍ରତିଦିନ ଅତିକମ୍‌ରେ ୬-୭ ଘଣ୍ଟା ଶୋଇବା ନିହାତି...

ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିବ ସୋଫା

ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିବାର ଏକ ସରଳ ଉପାୟ ରହିଛି। ବେଶ୍‌ କିଛି ବର୍ଷ ଗବେଷଣା କରିବା ପରେ ଚାଇନାର ଏକ କମ୍ପାନୀ ଏପରି ଏକ...

Advertisement
Archives

Model This Week