ବିଶ୍ୱ ବ୍ରହ୍ମାଣ୍ଡର ବିସ୍ମୟ କୃଷ୍ଣ ଗର୍ତ୍ତ
‘ମତେ ମୃତ୍ୟୁକୁ ଜମା ଭୟ ଲାଗେ ନାହିଁ କିମ୍ବା ମୁଁ ଏତେ ଶୀଘ୍ର ମରିବାକୁ ଚାହେଁ ନାହିଁ। କାରଣ ମୁଁ ମରିବା ପୂର୍ବରୁ ମୋ ଜୀବନରେ ବହୁତ କିଛି କରିବାର ଅଛି।’ ଏ ଉକ୍ତିଟି ମହାନ ବୈଜ୍ଞାନିକ ଷ୍ଟିଫେନ୍ ହକିଂସ୍ଙ୍କ ଜୀବନ…
ସୁଖୀ ଜୀବନର ମନ୍ତ୍ର
ମହାପୁରୁଷମାନଙ୍କ ଦ୍ୱାରା ଏମିତି କିଛି ନୀତିବାଣୀ କୁହାଯାଇଛି, ଯାହାକୁ ମାନିଲେ ଜୀବନରେ ସଫଳତା ମିଳିବା ସହ ଖୁସି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଯଥା: * ସଫଳତା ଭାଗ୍ୟ ସାମ୍ନାରେ ଭିକ ମାଗିବା ଦ୍ୱାରା ମିଳି ନଥାଏ, ନିଜ ପରିଶ୍ରମ…
ଘରେ ଅଶାନ୍ତି ଲାଗି ରହୁଛି କି? ଆପଣାନ୍ତୁ କେତୋଟି ବାସ୍ତଟିପ୍ସ
ଏମିତି କେତୋଟି ବାସ୍ତୁଟିପ୍ସ ରହିଛି, ଯାହାକୁ ଆପଣାଇ ଘରେ ସୁଖଶାନ୍ତି ବୃଦ୍ଧି କରିହେବ। ତା’ସାଙ୍ଗକୁ ସମ୍ପର୍କରେ ମଧ୍ୟ ନିବିଡିତା ଅଣାଯାଇପାରିବ। ଯେମିତିକି: * ସପ୍ତାହରେ ଥରେ ହେଉନା କାହିଁକି ଝୁଣା ଧୂପ ଦେଲେ ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ…
ଏମିତି କିଣନ୍ତୁ ଛତା…
ବର୍ଷାଦିନେ ପାଣିରୁ ସୁରକ୍ଷା ପାଇବା ଲାଗି ଛତା ସଭିଙ୍କୁ ଲୋଡ଼ା। ତେବେ ଅନେକେ ଛତା କିଣିବା ବେଳେ ଏହାର କଲର ଏବଂ ଆକର୍ଷଣୀୟ ଡିଜାଇନ୍କୁ ଅଧିକ ଗୁରୁତ୍ୱ ଦେଇଥା’ନ୍ତି । ଫଳରେ ବର୍ଷା ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି। ତେଣୁ…
ସଫଳତା ପାଇବାର ୫ ମୂଳ ମନ୍ତ୍ର, ସମସ୍ତ କାର୍ଯ୍ୟରେ ପାଇବେ ସିଦ୍ଧି
ଆଚାର୍ଯ୍ୟ ଚାଣକ୍ୟ ନିଜର ଅନୁଭବକୁ ନେଇ ଜୀବନର ରହସ୍ୟସବୁକୁ ନେଇ ନିଜର ନୀତିଶାସ୍ତ୍ର ପ୍ରସ୍ତୁତ କରିଛନ୍ତି। ଏସବୁ ନୀତିକୁ ଅନୁସରଣ କଲେ ଜୀବନର ଚ୍ୟାଲେଞ୍ଜ ସହ ଲଢ଼ିବାକୁ ସାହସ ମିଳିଥାଏ। ଏଥିସହ ଏଥିରେ କୁହାଯାଇଥିବା ଉପାୟସବ ସଫଳତା ମାର୍ଗରେ ଚାଲିବା ଲାଗି…
ଫ୍ରିଜ୍ରେ ଥିବା ମାଛ-ମାଂସରେ ୩୦ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ କରୋନା ଭୂତାଣୁ, ସର୍ଭେ ରିପୋର୍ଟ…
ଓ୍ବାଶିଂଟନ, ୧୨।୭ : କରୋନା ମହାମାରୀ ସଂକ୍ରମଣକକୁ ବିସ୍ତାର କରୁଥିବା ସାର୍ସ-କୋଭ୍-୨ ଭୂତାଣୁ ସମ୍ବନ୍ଧରେ ଏକ ଅଧ୍ୟୟନରେ ଏକ ବଡ଼ ଦାବି କରାଯାଇଛି। ଆମେରିକୀୟ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଭୂତାଣୁ ଫ୍ରିଜରେ ରଖାଯାଇଥିବା ମାଂସ ଏବଂ ମାଛରେ ୩୦ ଦିନ…
ଘରେ ଯଦି ମହମବତି ଜାଳିବା…
ଆପଣ ଜାଣନ୍ତି କି ମହମବତି ଛୋଟ ଜିନିଷଟିଏ ହେଲେ ବି ଏହାର କେତେକ ଗୁଣ ରହିଛି, ଯଦ୍ଦ୍ବାରା ଆପଣଙ୍କ ଜୀବନରେ ବଡ଼ ସମସ୍ୟାକୁ ଖୁବ୍ ସହଜରେ ସମାଧାନ ହୋଇପାରିବ। ଫେଙ୍ଗ୍ଶ୍ୱେ ଅନୁସାରେ ଘରକୁ ଯଦି କୌଣସି ସମସ୍ୟା ଆସୁଥାଏ ତେବେ ଏହାକୁ…
ହଳଦୀ ଫେସ୍ ପ୍ୟାକ୍
ହଳଦୀ ଆମ ସ୍ବାସ୍ଥ୍ୟ ଓ ସ୍କିନ୍ ଦୁଇଟି ପାଇଁ ବହୁ ଅଧିକ ଜରୁରୀ। ଏହାକୁ ଖାଇବା ଏବଂ ଫେସ୍ପ୍ୟାକ୍ ରୂପେ ବ୍ୟବହାର କରିବା ଦ୍ୱାରା ତ୍ୱଚା ସଫା, ଦାଗହୀନ ତ୍ୱଚା ଆପଣ ପାଇ ପାରିବେ। ଏହା ବ୍ୟତୀତ ହଳଦୀ ଫେସ୍ପ୍ୟାକ୍ ଲଗାଇବା…
ରେନି ସିଜନରେ ଡ୍ରେସ୍
ବର୍ଷା ଋତୁ ଆରମ୍ଭ ହୋଇଗଲାଣି। ଏଥିରେ ଯଦି ଆପଣ କୌଣସି ଡ୍ରେସ୍ ପିନ୍ଧୁଛନ୍ତି ଦେଖିଚାହିଁ ପିନ୍ଧିବାକୁ ପଡ଼ିଥାଏ। କାରଣ ଏହି ସିଜନ୍ରେ ଯଦି ଡ୍ରେସ୍ ଓଦା ହୋଇଗଲା ତେବେ ଶୁଖିବା ପାଇଁ ଅଧିକ ସମୟ ଲାଗେ । ଥରେ ଯଦି ଡ୍ରେସ୍…
ମନି ମ୍ୟାନେଜ୍ମେଣ୍ଟ
ଯଦି ଆପଣ ପ୍ରପର୍ଟି କିଣିବା ଲାଗି ଲୋନ୍ ନେବାକୁ ଯୋଜନା କରୁଥାନ୍ତି, ତେବେ ତା’ ପୂର୍ବରୁ କେତେକ କଥା ପ୍ରତି ଧ୍ୟାନଦେବା ନିହାତି ଜରୁରୀ। ଆସନ୍ତୁ ,ଜାଣିବା ଏ ସମ୍ପର୍କରେ….. ଯଦି ଆପଣ ନୂଆ ଫ୍ଲାଟ୍ କିମ୍ବା ଘର କିଣିବାକୁ ଯୋଜନା…
ଅବସାଦ ପାଇଁ ଦାୟୀ ଶୟନରେ ଅନିୟମିତତା
ଠିକ୍ ସମୟରେ ଏବଂ ଆବଶ୍ୟକ ମୁତାବକ ଶୋଇବା ଆମ ଶରୀର ପାଇଁ ବେଶ୍ ହିତକର। ଜଣେ ବ୍ୟକ୍ତି ପ୍ରତିଦିନ ଅତିକମ୍ରେ ୬-୭ ଘଣ୍ଟା ଶୋଇବା ନିହାତି ଦରକାର। ଆଉ ଯଦି ଏଥିରେ ଅନିୟମିତତା ଲାଗିରହେ ତେବେ ତାହା ନିଦ୍ରାଜନିତ ସସମ୍ୟାକୁ ଡାକିଆଣିଥାଏ।…
ଚନ୍ଦ୍ର ଅଭିଯାନର ବର୍ଷ
ମହାକାଶ ଅଭିଯାନ କ୍ଷେତ୍ରରେ ୨୦୨୧ ମସିହାରେ ମଙ୍ଗଳ ଗ୍ରହର ପ୍ରାଧାନ୍ୟ ରହିଥିଲା। ସେହିବର୍ଷ ଫେବୃୟାରୀରେ ସଂଯୁକ୍ତ ଆରବ ରାଷ୍ଟ୍ରର ହୋପ୍ ଯାନ ମଙ୍ଗଳ କକ୍ଷରେ ଏବଂ ଚାଇନାର ଟିଆନଓ୍ବେନ୍-୧ ଓ ଯୁକ୍ତରାଷ୍ଟ୍ର ଆମେରିକା ମାର୍କ ପର୍ଜଭେରନ୍ସ ଯାନ ମଙ୍ଗଳ ପୃଷ୍ଠରେ ପହଞ୍ଚତ୍ଥିଲା।…
Archives


