ବର୍ଷାଦିନେ କିପରି ନେବେ ପିଲାଙ୍କ ଯତ୍ନ

ବର୍ଷାରେ ଭିଜିବାକୁ କାହାକୁ ବା ଭଲ ଲାଗେନି! ହେଲେ ଛୋଟ ପିଲାମାନେ ଏହାର ଅଧିକ ମଜା ନିଅନ୍ତି। ଫଳରେ ପରବର୍ତ୍ତୀ ସମୟରେ ଏଥିପାଇଁ ସେମାନଙ୍କ ଚର୍ମ ବେଶି ପ୍ରଭାବିତ ହୁଏ। ତେଣୁ ଏଦିନେ ପିଲାଙ୍କ ତ୍ୱଚାର ଯତ୍ନ କିପରି ନେବେ, ଜାଣିି ରଖନ୍ତୁ ଟିପ୍ସ…
ବର୍ଷାଦିନେ ପିଲାମାନଙ୍କୁ ଫଙ୍ଗାଲ ଇନ୍ଫେକ୍ସନ ହେବାର ଆଶଙ୍କା ଅଧିକ ଥାଏ। ତେଣୁ ବର୍ଷାପାଣି ସଂସ୍ପର୍ଶରେ ଅସିଲେ ଏଭଳି ସମସ୍ୟା ନ ଉପୁଜିବା ଲାଗି ଆଣ୍ଟିସେପ୍ଟିକ କ୍ରିମ କିମ୍ବା ଲୋଶନ ଲଗାଇବାକୁ ଭୁଲନ୍ତୁ ନାହିଁ।

ଯଦି ପିଲାମାନଙ୍କ ଦେହ କୌଣସି କାରଣରୁ କୁଣ୍ଡେଇ ହୁଏ, ଫଳି ଯାଏ ବା ଲାଲ ଦାଗ ପଡ଼ିଯାଏ, ତେବେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କିମ୍ବା ଆପଣ ଘରୋଇ ଉପଚାର ଭାବେ ଲିମ୍ବ ପତ୍ରକୁ ବାଟି ଉକ୍ତ ସ୍ଥାନରେ ଲଗାଇପାରିବେ।

ଅଧିକାଂଶଙ୍କ ମନରେ ଏକ ଭ୍ରାନ୍ତ ଧାରଣା ଥାଏ ଯେ, ବର୍ଷାଦିନେ ପିଲାମାନେ ଗାଧୋଇବା ଠିକ ନୁହେଁ। ହେଲେ ଏପରି ଆଦୌ ନ କରି ପିଲାଙ୍କୁ ସଫା, ନିରୋଗ ଓ ଜୀବାଣୁମୁକ୍ତ ରଖିବା ଲାଗି ନିୟମିତ ନଖ ଉଷୁମ ପାଣିରେ ଗାଧୋଇ ଦିଅନ୍ତୁ।

ଏଦିନେ ରାତିରେ ଶୋଇବା ପୂର୍ବରୁ ପିଲାଙ୍କ ପାଦରେ ନଖ ଉଷୁମ ସୋରିଶ ତେଲ ଘଷିବା ଦ୍ୱାରା ଆରାମ ଲାଗିବା ସହ ଫଙ୍ଗାଲ ଇନ୍ଫେକ୍ସନ ଏବଂ ଥଣ୍ଡା, କାଶ, ଜ୍ୱର ଆଦି ସମସ୍ୟାକୁ ଏଡାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ଆଶଙ୍କା କମାଏ ଡେକ୍ସାମେଥାସୋନ ଷ୍ଟେରଏଡ୍‌

ଲଣ୍ଡନ,୧୭।୬: କରୋନା ମହାମାରୀ ବା କୋଭିଡ୍‌-୧୯ଜନିତ ସଂକ୍ରମଣ ସାରା ବିଶ୍ୱରେ ବଢ଼ିବାରେ ଲାଗିଛି। ଏପରି କି ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି।...

ଫ୍ଲୋରାଲ୍‌ ଫ୍ୟାଶନ

ଖରାଦିନେ ଫ୍ୟାଶନେବଲ୍‌ ଦେଖାଯିବା ପାଇଁ ସବୁଠାରୁ ଷ୍ଟାଇଲିଶ୍‌ ପ୍ରିଣ୍ଟ ହେଉଛି ଫ୍ଲୋରାଲ୍‌। ତା’ଛଡ଼ା ଏହି ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌ ରିଫ୍ରେଶିଙ୍ଗ୍‌ ଲୁକ୍‌ ଦେବା ସହ ସବୁ ପ୍ରକାରର...

ଜନ୍ମ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ ମନୁଷ୍ୟ ଜୀବନର ଏହି ୪ ମୁଖ୍ୟ ନିଷ୍ପତ୍ତି, ଯାହାକୁ ବଦଳାଇବା ଅସମ୍ଭବ

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ପ୍ରତିଟି ମନୁଷ୍ୟ ନିଜ ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି। ଯେତେବେଳେ ଶିଶୁ ମା’ର ଗର୍ଭରେ ଥାଏ, ସେତେବେଳଠାରୁ ତା ଭାଗ୍ୟର ଅନେକ...

ଏହିସବୁ କାରଣରୁ ଦୁର୍ବଳ ହୁଏ ଦାନ୍ତ

ଆଧୁନିକ ଜୀବନଶୈଳୀ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତନ୍ମଧ୍ୟରୁ ଦାନ୍ତ ସମସ୍ୟା ଅନ୍ୟତମ, ତେବେ କେବଳ ଖଟା ଓ ମିଠା ଦାନ୍ତକୁ ଖରାପ କରେ...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ…

ଡାଇବେଟିସ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡେ।...

ସୌନ୍ଦର୍ଯ୍ୟ ବୃଦ୍ଧି କରେ ଏହି ତେଲ

ଲବଙ୍ଗରେ ଅନେକ ଉପକାରୀ ଗୁଣ ରହିଛି। ଏହାକୁ ମସଲା ଭାବେ ବ୍ୟବହାର କରାଯିବା ସହ ଥଣ୍ଡାରୁ ମୁକ୍ତି ପାଇବା ଲାଗି ଚା’ରେ ପକାଯାଏ। ପାଟି ଦୁର୍ଗନ୍ଧ...

ଛତାର କଥା

ଛତା! ସେ ରୋକି ନ ପାରେ ବର୍ଷା, କିନ୍ତୁ ଭିଜିବାକୁ ବି ଦିଏନା। ସେ କମ୍‌ ନ କରି ପାରେ ସୂର୍ଯ୍ୟର ଉତ୍ତାପ ହେଲେ ପ୍ରଦାନ...

କେଶ : କିଛି କଥା

ଆମ ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗର ଭିନ୍ନ ଭିନ୍ନ କାର୍ଯ୍ୟକଳାପ ରହିଛି। ତେବେ ମୁଣ୍ଡକୁ ଖରାଦାଉରୁ ରକ୍ଷା କରୁଥିବା ଓ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରୁଥିବା...

Advertisement
Archives

Model This Week