ଯୋଗ ରଖେ ଫିଟ୍
ବର୍ତ୍ତମାନର ପରିବର୍ତ୍ତିତ ଲାଇଫ୍ଷ୍ଟାଇଲ୍ ବିଭିନ୍ନ ପ୍ରକାର ରୋଗର କାରଣ ସାଜୁଛି। ଯଦି ଆପଣ ବି ଏଭଳି କିଛି ସମସ୍ୟାକୁ ନେଇ ଚିନ୍ତିତ, ତେବେ ଏହାକୁ ଦୂର କରିବା ଲାଗି ପ୍ରତିଦିନ କିଛି ସମୟ ଯୋଗ କରିବା ଆପଣଙ୍କ ଲାଗି ହୋଇପାରେ...
ଘରର ମୁଖ୍ୟଙ୍କ ପାଖରେ ଏସବୁ ଗୁଣ ରହିବା ବହୁତ ଜରୁରୀ, ନଚେତ ଭାଙ୍ଗିଯିବ…
ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ଉପରେ ବର୍ଣ୍ଣନା କରିଛନ୍ତି। ସେସବୁକୁ ଜୀବନରେ ପ୍ରୟୋଗ କଲେ ସୁଖଶାନ୍ତିରେ ଦିନ ବିତିଥାଏ। କୌଣସି ସମସ୍ୟା ପାଖ ମାଡ଼ି ନ ଥାଏ। ତେବେ ଚାଣକ୍ୟ ନିଜର...
ପ୍ରେମିକା ରାଗିଥିଲେ ଭୁଲରେ ବି କୁହନ୍ତୁ ନାହିଁ ଏହି ୫ କଥା, ନହେଲେ ହୋଇଯିବ ବ୍ରେକ୍ଅପ୍!
ଯେଉଁ ସମ୍ପର୍କରେ ଝଗଡ଼ା, ବାଦ ବିବାଦ ନ ଥାଏ, ତାହା ହୃଦୟରୁ ନୁହେଁ କେବଳ ମନରୁ ବୋଲି କହିପାରିବା। ହେଲେ ଅନେକ ସମୟରେ ପ୍ରେମିକଙ୍କ କିଛି କଥାକୁ ନେଇ ପ୍ରେମିକା ଅତ୍ୟଧିକ ରାଗି ଯାଇଥାନ୍ତି। ଏହାପରେ ପ୍ରେମିକ ତାଙ୍କୁ ବୁଝାଇବାରେ...
ଶାଢ଼ି ଷ୍ଟାଇଲ
ସବୁ ଉତ୍ସବରେ ଶାଢ଼ିର ଫ୍ୟାଶନ ରହିଥାଏ। କିନ୍ତୁ ଠିକ୍ ଭାବେ ଶାଢ଼ି ପିନ୍ଧି ନ ପାରିଲେ ସୌନ୍ଦର୍ଯ୍ୟ ଖରାପ ହୋଇଯାଇଥାଏ। ତେଣୁ ଶାଢ଼ି ପିନ୍ଧିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନଦେବାକୁ ହୁଏ ଜାଣିରଖନ୍ତୁ… ବଡିର ଶେପ୍ ଅନୁସାରେ ଶାଢ଼ିର...
ଘରେ କରନ୍ତୁ ଫେସିଆଲ
ରଜରେ ସଜବାଜର ଏକ ସ୍ବତନ୍ତ୍ର ବିଧି ରହିଥାଏ। ତେବେ ସଜବାଜ ପୂର୍ବରୁ ଯଦି ପାର୍ଲର ଯିବାକୁ ଭୁଲିଯାଇଛନ୍ତି ତେବେ ଘରେ କରନ୍ତୁ ଫେସିଆଲ୍… ବେସନ ପ୍ୟାକ୍ – ଏକ ବଡ଼ ଚାମଚ ବେସନ, ଏକ ଛୋଟ ଚାମଚ ଅର୍ଗାନିକ୍ ହଳଦୀ...
ଆସିଛି ରଜ
କୁଆଁରୀ ଝିଅଙ୍କ ପର୍ବ ରଜ । ହେଲେ ଭିନ୍ନ ଭିନ୍ନ ଢଙ୍ଗରେ ସମସ୍ତେ ଉପଭୋଗ କରିଥାନ୍ତି ଏହି ପର୍ବକୁ। ପିଠାପଣା ସହ ରଜର ସବୁ ବିଧି ପାଳିବାକୁ ଭୁଲନ୍ତି ନାହିଁ ଗୃହିଣୀମାନେ। ଯେଉଁଠି ଥିଲେ ବି ପୂରା ଓଡ଼ିଆଣୀ ଢଙ୍ଗରେ...
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାର ନୂଆ ଉପାୟ
ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବା ନିହାତି ଦରକାର। ନ ହେଲେ ଆମେ ବିଭିନ୍ନ ପ୍ରକାର ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ତେବେ ଏହାକୁ ବଢ଼ାଇବାର ଏକ ସହଜ ତଥା ସରଳ ଉପାୟ ହାତ...
ବ୍ରହ୍ମାଣ୍ଡର ମୃତ୍ୟୁ
ଧ୍ୱଂସ ହେଉଛି ସୃଷ୍ଟିର ସହଯାତ୍ରୀ। ଯାହାର ସୃଷ୍ଟି ଅଛି, ତା’ର ଧ୍ୱଂସ ମଧ୍ୟ ରହିଛି। ଏହି ସୃଷ୍ଟିରେ କୌଣସି କିଛି ଅମର ନୁହେଁ। କେବଳ ମଣିଷ ବା ଅନ୍ୟାନ୍ୟ ପ୍ରାଣୀ ନୁହନ୍ତି, ଗ୍ରହ, ନକ୍ଷତ୍ର, ନୀହାରିକା ସମେତ ସମସ୍ତ ମହାଜାଗତିକ...
ପୁରୁଣା ଜିନ୍ସର ନୂଆ ଲୁକ୍
ଜିନ୍ସ ପୁରୁଣା ହୋଇଗଲେ ଅନେକେ ଏହାକୁ ଅଦରକାରୀ ଭାବି ଫୋପାଡି ଦେଇଥାନ୍ତି। କିନ୍ତୁ ସାମାନ୍ୟ ବୁଦ୍ଧି ଖଟାଇ ପାରିଲେ ଏହି ପୁରୁଣା ଜିନ୍ସକୁ ବି ପୁନର୍ବାର ବ୍ୟବହାର ଉପଯୋଗୀ କରିହେବ। ତେବେ ପୁରୁଣା ଜିନ୍ସକୁ କେମିତି ନୂଆ ଲୁକ୍ ଦେଇହେବ...
ଉପକାରୀ ପାନୀୟ
* ପାଣି: ସକାଳୁ ଉଠିବା ମାତ୍ରେ ଖାଲି ପେଟରେ କିଛି ପାଣି ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହ କାମ କରିବାକୁ ଫୂର୍ତ୍ତି ଲାଗେ ଏବଂ ତ୍ୱଚାରେ ଚମକ୍ ଆସିଥାଏ। * ମହୁ ଓ ଲେମ୍ବୁ ପାଣି: ପ୍ରତିଦିନ...
ବାସ୍ତୁ ଅନୁସାରେ ଘରେ ରଖନ୍ତୁ ଏଭଳି ହାତୀ ମୂର୍ତ୍ତି
ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହାତୀଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିଲେ କ’ଣ ସବୁ ଉପକାର ହୋଇଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ… * ଶୟନକକ୍ଷରେ ଯୋଡ଼ା ହାତୀଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିଲେ ପତ୍ନୀପତିଙ୍କ ମଧ୍ୟରେ ଭଲପାଇବା ବୃଦ୍ଧି ପାଇବା...
ରାତିରେ ଏସବୁ ଖାଉଥିଲେ…
ଶରୀରକୁ ସୁସ୍ଥ ରଖିବା ଲାଗି ଲୋଡ଼ା ଖାଦ୍ୟ। ହେଲେ ଆପଣ ଜାଣନ୍ତି କି, ପ୍ରତ୍ୟେକ ଖାଦ୍ୟର ସମୟ ମଧ୍ୟ ଭିନ୍ନ ଥାଏ। ଠିକ୍ ଯେମିତି ପାଟିକୁ ସ୍ବାଦିଷ୍ଠ ଲାଗୁଥିଲେ ବି ରାତିରେ କେତେକ ଖାଦ୍ୟ ଖାଇବା ଆମ ସ୍ବାସ୍ଥ୍ୟ ପକ୍ଷେ...
Archives


