ଏହି ୩ ଗୁଣ ଥିବା ସ୍ତ୍ରୀ ବଦଳାଇ ଦିଅନ୍ତି ସ୍ବାମୀଙ୍କ ଭାଗ୍ୟ
ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସୁଖମୟ ଜୀବନ ପାଇଁ ଭଲ ଜୀବନ ସାଥୀ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ନେଇ ବିବାହ ପୂର୍ବରୁ ପ୍ରତ୍ୟେକ ଜାଣିବାକୁ ଚେଷ୍ଟା କରନ୍ତି ତାଙ୍କ ଜୀବନସାଥୀ କିପରି ହେବା ଆବଶ୍ୟକ। କିନ୍ତୁ ଅଧିକାଂଶ…
ପୂଜା ସମୟରେ ଠାକୁରଙ୍କ ପାଖେ କର୍ପୂର ଆଳତି କଲେ ବୃଦ୍ଧି ପାଇଥାଏ ସୁଖଶାନ୍ତି, ସମ୍ପର୍କକୁ ଦୃଢ କରେ…
ପୂଜା କରିବା ସମୟରେ ଠାକୁରଙ୍କ ପାଖେ କର୍ପୂର ଆଳତି କଲେ ପରିବାରରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ଏହି କର୍ପୂର ଆଳତି ଦ୍ୱାରା ଆଉ କ’ଣ ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ… * ପରିବାର…
ଏହି ୭ ଭୁଲ ଯୋଗୁ ଘର ଦ୍ୱାର ମୁହଁରୁ ଫେରି ଯାଇଥାନ୍ତି ମା’ ଲକ୍ଷ୍ମୀ, ଜାଣିନିଅନ୍ତୁ…
ଜୀବନରେ ସମସ୍ତେ ଚାହାନ୍ତି ଯେ ତାଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହେଉ। ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ବରସୁଥାଉ। ଏଥିଲାଗି ସମସ୍ତେ କଠିନ ପରିଶ୍ରମ କରିଥାନ୍ତି। ହେଲେ ଅନେକ ଥର କିଛି ଲୋକଙ୍କ ଦ୍ୱାର ମୁହଁରୁ ଲକ୍ଷ୍ମୀ ଫେରି ପଳାଇଥାନ୍ତି। ଏଥିଲାଗି…
ରକ୍ତ ପରୀକ୍ଷାରେ ପ୍ରାରମ୍ଭରୁ ଚିହ୍ନଟ ହେବ ଗର୍ଭାଶୟ କର୍କଟ
ଲଣ୍ଡନ ୧୨ା୧୦: ଗର୍ଭାଶୟ କର୍କଟକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇପାରିବ। ଏଥିପାଇଁ ଏକ ରକ୍ତ ପରୀକ୍ଷା କରିବାକୁ ପଡ଼ିବ। ସେହି ରକ୍ତ ପରୀକ୍ଷା ଗର୍ଭାଶୟ କର୍କଟକୁ ଚିହ୍ନଟ କରିବାରେ ୯୧ପ୍ରତିଶତ ଠିକ୍ ହେବ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଅନୁସନ୍ଧାନକାରୀମାନେ ୩୭୦ଟି…
‘ରୂପ ଦେଖିବେ ନା ଗୁଣ’, କିଭଳି ବାଛିବେ ନିଜର ଜୀବନସାଥୀ…
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ ଜ୍ଞାନକୁ ଲୋକେ ଜୀବନରେ ଗ୍ରହଣ କରି ଆସୁଛନ୍ତି। କାରଣ ଏହା ଜୀବନକୁ ସରଳ ଓ…
ଭାଗ୍ୟ ବଦଳାଇବ ପାନ, ପୂଜାରେ ଏଭଳି କରନ୍ତୁ ବ୍ୟବହାର…
ହିନ୍ଦୁ ଧର୍ମରେ ଦେବୀଦେବତାମାନଙ୍କ ପୂଜା ଏବଂ ମାଙ୍ଗଳିକ କାର୍ଯ୍ୟ ଲାଗି ପାନର ବ୍ୟବହାର ଶୁଭ ବୋଲି କୁହାଯାଏ। ପୂଜାରେ ସମସ୍ତ ପ୍ରକାର ଭୋଗ ସହ ପାନ ଚଢ଼ାଇବା ଦ୍ୱାରା ଦେବତା ଶୀଘ୍ର ପ୍ରସନ୍ନ ହୁଅନ୍ତି ବୋଲି ମାନ୍ୟତା ରହିଛି। ତେବେ ପାନର…
ଫେଷ୍ଟିଭ୍ ସେଲ୍
ଆରମ୍ଭ ହୋଇଗଲାଣି ପାର୍ବଣ ଋତୁ। ମାର୍କେଟ୍କୁ ବାହାରିବା ମାତ୍ରେ ଛୋଟ ବଡ଼ ଦୋକାନରୁ ଶପିଂ ମଲ୍ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଫେଷ୍ଟିଭ୍ ସେଲ୍। କେବଳ ଏତିକି ନୁହେଁ, ନାମୀଦାମୀ ଅନ୍ଲାଇନ ଶପିଂ ସାଇଟ୍ଗୁଡ଼ିକରେ ମଧ୍ୟ ସେଲ୍ରେ ପ୍ରତିଟି ଆଇଟମରେ ମିଳୁଛି…
ମେସେଞ୍ଜର ଆର୍ଏନ୍ଏ କୋଭିଡ୍ ଟିକା
”ଅତି ଫଳପ୍ରଦ ମେସେଞ୍ଜର ଆର୍.ଏନ୍.ଏ. ପ୍ରତିଷେଧକ ଟିକାର ବିକାଶ ଲାଗି ହଙ୍ଗେରୀର ମହିଳା ଜୀବ ରସାୟନ ବିଜ୍ଞାନୀ କାଟାଲିନ୍ କାରିକୋ ଏବଂ ଆମେରିକୀୟ ଭେଷଜ ବିଜ୍ଞାନୀ ତଥା ଶରୀର ପ୍ରତିରକ୍ଷାତନ୍ତ୍ର ବିଶେଷଜ୍ଞ ଡ୍ରିଉ ଓ୍ବେଇସମ୍ୟାନ୍ ଚଳିତ ବର୍ଷ ଭେଷଜ ବିଜ୍ଞାନ ପାଇଁ…
ଗୁଣକାରୀ ତୁଳସୀ,ଆସନ୍ତୁ ଜାଣିବା କି ଉପକାରରେ ଆସେ..
ତୁଳସୀ ଚଉରା ପ୍ରତ୍ୟେକଙ୍କର ଘର ଅଗଣାରେ ରହିଥାଏ। କାରଣ ଏହା ଘର ପରିବେଶକୁ ପବିତ୍ର କରିବା ସହ ଗୃହରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ କରାଇଥାଏ। କୌଣସି କାମରେ ଘରୁ ବାହାରିବା ସମୟରେ ତୁଳସୀ ଚଉରା ମୂଳେ ମୁଣ୍ଡିଆ ମାରି ଗଲେ ଉକ୍ତ…
ଏହି ୪ ରାଶିରେ ଜନ୍ମିତ ବ୍ୟକ୍ତି ହୋଇଥାନ୍ତି ସବୁଠାରୁ ଅଧିକ ଧନୀ, ଭାଗ୍ୟ ଯୋଗୁ ଯାହା ଚାହାନ୍ତି…
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କିଛି ରାଶି ଏପରି ଅଛି, ଯେଉଁଥିରେ ଜନ୍ମିତ ବ୍ୟକ୍ତିବିଶେଷଙ୍କ ଭିତରେ ଧନୀ ହେବାର ଇଚ୍ଛା ରହିଥାଏ। ଏଥିପାଇଁ ଏମାନେ ପ୍ରୟାସ ମଧ୍ୟ କରିଥାନ୍ତି। ଯେଉଁ କାମରେ ସେମାନେ ହାତ ଦିଅନ୍ତି, ସଫଳତା ହାସଲ କରିଥାନ୍ତି। ଜାଣନ୍ତୁ ସେହି ୪…
ସମସ୍ତଙ୍କ ପାଇଁ ଶୁଭ ନୁହେଁ ତୁଳସୀ, ଘରେ ଥିଲେ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ..
ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ତୁଳସୀ ରହିଥାଏ। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି। ହେଲେ ସମସ୍ତଙ୍କ ପାଇଁ ତୁଳସୀ ଶୁଭ ନୁହେଁ। ହେଲେ ଏହି ବୃକ୍ଷକୁ ଲଗାଇବା ଏବଂ…
ଇଏ ବି ବସ୍ଷ୍ଟପ୍
ଖରା, ବର୍ଷାରୁ ରକ୍ଷା ପାଇବା ସହ ଆରାମରେ ବସି ବସ୍କୁ ଅପେକ୍ଷା କରିବା ଲାଗି ଯାତ୍ରୀଙ୍କ ପାଇଁ ବସ୍ଷ୍ଟପ୍ କରାଯାଇଥାଏ। ତେବେ ପୃଥିବୀର ବିଭିନ୍ନ ସ୍ଥାନରେ ଏମିତି ବି କିଛି ବସ୍ଷ୍ଟପ୍ ତିଆରି କରାଯାଇଛି, ଯାହା ଏତେ ଅଜବ ଯେ ଏବେ…
Archives


