ଏହି ୭ ଭୁଲ ଯୋଗୁ ଘର ଦ୍ୱାର ମୁହଁରୁ ଫେରି ଯାଇଥାନ୍ତି ମା’ ଲକ୍ଷ୍ମୀ, ଜାଣିନିଅନ୍ତୁ…

ଜୀବନରେ ସମସ୍ତେ ଚାହାନ୍ତି ଯେ ତାଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହେଉ। ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ବରସୁଥାଉ। ଏଥିଲାଗି ସମସ୍ତେ କଠିନ ପରିଶ୍ରମ କରିଥାନ୍ତି। ହେଲେ ଅନେକ ଥର କିଛି ଲୋକଙ୍କ ଦ୍ୱାର ମୁହଁରୁ ଲକ୍ଷ୍ମୀ ଫେରି ପଳାଇଥାନ୍ତି। ଏଥିଲାଗି ତାଙ୍କ ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଆସନ୍ତୁ ଜାଣିବା କେଉଁ କାରଣରୁ ମା’ ଲକ୍ଷ୍ମୀ ଖପ୍ପା ହୋଇ ଦ୍ୱାର ମୁହଁରୁ ଫେରି ପଳାଇଥାନ୍ତି…

-ଧାର୍ମିକ ମାନ୍ୟତା ଅନୁଯାୟୀ ଯେଉଁ ସ୍ଥାନରେ ସ୍ବଚ୍ଛତା ଏବଂ ପବିତ୍ରତା ଥଏ ସେଠାରେ ଲକ୍ଷ୍ମୀ ବାସ କରିଥାନ୍ତି। ଅପରପକ୍ଷେ ଯେଉଁ ଘର ଅପରିଷ୍କାର ଥାଏ ସେଠାରୁ ଲକ୍ଷ୍ମୀ ଫେରି ଯାଇଛନ୍ତି।

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଧନ ଧାନ୍ୟ କାମନା କଲେ ଭୁଲ୍‌ରେ ବି ଶୁକ୍ରବାର ଦିନ ଘରୁ ଚିନି, ରୂପା ଦାନ କରିବା ଉଚିତ ନୁହେଁ।

– ହିନ୍ଦୁ ମାନ୍ୟତାନୁଯାୟୀ ଦିନ ଏବଂ ସନ୍ଧ୍ୟା ସମୟରେ ଶୋଉଥିବା ଲୋକଙ୍କ ଘରୁ ଲକ୍ଷ୍ମୀ ରୁଷ୍ଟ ହୋଇ ଚାଲିଯାଇଥାନ୍ତି।

– ଯେଉଁ ଘରେ ସ୍ତ୍ରୀଙ୍କୁ ସମ୍ମାନ ଦିଆଯାଏନାହିଁ ସେଠାରୁ ଲକ୍ଷ୍ମୀ ଚାଲିଯାଇଥାନ୍ତି।

-ଯେଉଁ ଘରେ କଥା କଥାକେ ଝଗଡ଼ା ହୋଇଥାଏ, ଲୋକମାନେ ପରସ୍ପରକୁ ଅପଶବ୍ଦ କହିଥାନ୍ତି, ସେହି ଘରୁ ଲକ୍ଷ୍ମୀ ଫେରିଯାଇଥାନ୍ତି।

-ଯେଉଁ ଲୋକମାନେ ସଫାସୁତୁରା ପୋଷାକ ପିନ୍ଧନ୍ତି ନାହିଁ, ସର୍ବଦା ଅପରିଷ୍କାର ବାସନ ରାତିରେ ରୋଷେଇ ଘରେ ରଖିଥାନ୍ତି ସେମାନଙ୍କ ଘରେ ଲକ୍ଷ୍ମୀ ବସବାସ କରନ୍ତି ନାହିଁ।

-ହିନ୍ଦୁ ମାନ୍ୟତା ଅନୁଯାୟୀ ଯେଉଁ ଘରେ ଖାଇବା ଏବଂ ପାଣି ବରବାଦ ହୋଇଥାଏ, ସେଠାରୁ ଧନର ଦେବୀ ଖପ୍ପା ହୋଇ ଚାଲି ଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri