ଜୀବନଚର୍ଯ୍ୟା

ଛାୟାପଥ ତିଆରି କାରଖାନା

ରାତିରେ ମେଘମୁକ୍ତ ଆକାଶକୁ ଚାହିଁଲେ ତାରାଗୁଡ଼ିକୁ ତ ଦେଖୁ। କିନ୍ତୁ ଆଉ ଟିକିଏ ଭଲ କରି ଲକ୍ଷ୍ୟ କଲେ ଗୋଟିଏ ଉଜ୍ଜ୍ୱଳ ରାସ୍ତା ଉତ୍ତରରୁ ଦକ୍ଷିଣ ଆଡ଼କୁ ଲମ୍ବିଥିବାର ଦେଖାଯାଏ। ପ୍ରକୃତରେ ଆକାଶର ଅନ୍ୟ ଅଞ୍ଚଳ ତୁଳନାରେ ସେହି ଅଞ୍ଚଳରେ...

କୃତ୍ରିମ ମେଧା-କିଛି କଥା

ସମ୍ପ୍ରତି ଗଣମାଧ୍ୟମ ଓ ସାମାଜିକ ମାଧ୍ୟମରେ କୃତ୍ରିମ ମେଧା ବା କୃତ୍ରିମ ବୁଦ୍ଧିମତ୍ତାକୁ (ଇଂଲିଶରେ ଯାହାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୁହାଯାଉଛି) ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଏଥିପାଇଁ ଦାୟୀ ମାର୍କିନ ପ୍ରଯୁକ୍ତି ସଂସ୍ଥା ‘ଓପେନଏଆଇ’ ଦ୍ୱାରା ନିର୍ମିତ ହୋଇଥିବା ଚାଟବଟ...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟବାନ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ ଅନେକ ସମସ୍ୟା ଦୂର ହୋଇପାରେ। ଚାଣକ୍ୟ ନିଜର ଏକ ନୀତିରେ ସ୍ତ୍ରୀମାନଙ୍କର ୫ଟି...

ଘୁଙ୍ଗୁଡ଼ି

ଶୋଇବାବେଳେ ଘୁଙ୍ଗୁଡ଼ି ଅନେକେ ମାରିଥାନ୍ତି। କିଏ କହେ ଏହା ଗଭିର ନିଦ୍ରା ହେଲେ ହୁଏ, ତ କିଏ କହେ ଅଧିକ ଥକି ଯାଇଥିଲେ ହୁଏ । ତେବେ ପ୍ରକୃତରେ ଘୁଙ୍ଗୁଡ଼ି ମାରିବା ପଛର କାରଣ କ’ଣ ଓ ଏହା ହେବା...

ଶିକ୍ଷା ଓ ସାହିତ୍ୟର ବର୍ତ୍ତିକା : ବିଦ୍ୟୁତ୍‌ଲତା

ସେ ଲେଖାଲେଖିରେ ହେଉ କି ସାଙ୍ଗଠନିକ କାର୍ଯ୍ୟ ଅଥବା ଦପ୍ତର, ସବୁଠି ସବୁକ୍ଷେତ୍ରରେ ସେ ପାରଙ୍ଗମ। ସେଥିରେ ପୁଣି ଏକଦମ ପାରିବାରିକ। ଇଏ ହେଲେ ”ବିଦ୍ୟୁତ୍‌ଲତା ଦାସ“। ଦେଖିଦେଲେ ମାଆପଣର ଉଜ୍ଜ୍ବଳତା ବାରି ହୋଇପଡେ ତାଙ୍କ ଚେହେରାରେ । ବୟସ...

ଚିଲିକା ଚିନ୍ତା

ସୌନ୍ଦର୍ଯ୍ୟମୟୀ ଚିଲିକାର ସୌନ୍ଦର୍ଯ୍ୟ କାହାକୁ ବା ଆକର୍ଷିତ ନ କରିଛି। କିନ୍ତୁ ତା’ର ସୌନ୍ଦର୍ଯ୍ୟ ଏବେ ନଷ୍ଟ ହେବାରେ ଲାଗିଛି; ଯାହା ବର୍ତ୍ତମାନ ପରିବେଶବିତ୍‌ଙ୍କ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ସରକାରୀ ସ୍ତରରେ କିଛି ଯୋଜନା ହେଉଥିବାବେଳେ କିଛି ବ୍ୟକ୍ତି...

ଜନ୍ମମାସରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଇଂରାଜୀ ମାସ ଜାନୁୟାରୀରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମନରେ ଅନ୍ୟମାନଙ୍କ ପାଇଁ ସମ୍ମାନ ରହିଥାଏ। ନିଜ ଇଚ୍ଛାକୁ ସେମାନେ କାହା ଉପରେ ଲଦନ୍ତି ନାହିଁ। ଫେବୃୟାରୀରେ ଜନ୍ମ ହୋଇଥିବା ବ୍ୟକ୍ତି ସଚ୍ଚୋଟ ବନ୍ଧୁ ଓ ଦାୟିତ୍ୱବାନ୍‌...

ଛତା କିଣିବା ପୂର୍ବରୁ…

ଆରମ୍ଭ ହୋଇଯାଇଛି ବର୍ଷାଦିନ। ଏବେ ପ୍ରାୟ ସଭିଙ୍କୁ ଲୋଡ଼ା ଛତା। ମାର୍କେଟ୍‌ରେ ମଧ୍ୟ ବିକ୍ରି ହେଲାଣି ବହୁ ସଂଖ୍ୟାରେ ଭଳିକି ଭଳି ରଙ୍ଗିନ ଛତା। ହେଲେ ଛତା କିଣିବା ପୂର୍ବରୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବାକୁ ଆଦୌ ଭୁଲନ୍ତୁ...

ମର୍ନିଂ ଓ୍ବାକ୍‌

ଆଜିର ପରିବର୍ତ୍ତିତ ଜୀବନଶୈଳୀ ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ଯେଉଁଥିରୁ ଦୂରେଇ ରହିବା ଲାଗି ସନ୍ତୁଳିତ ଖାଦ୍ୟ ଖାଇବା ସହ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି। ଏମିତିରେ ମର୍ନିଂ ଓ୍ବାକ୍‌ ପାଲଟିଛି...

କ୍ଲଷ୍ଟର ବୋମା କ’ଣ ଜାଣନ୍ତି କି?

ଓ୍ବାଶିଂଟନ,୭ା୭: କ୍ଲଷ୍ଟର ବୋମା ହେଉଛି ଏକ ଅସ୍ତ୍ର ଯାହାକୁ ଯେତେବେଳେ ବାୟୁରେ ଛାଡ଼ି ଦିଆଯାଏ, ସେ ଅନେକ ଛୋଟ ବୋମା ଛାଡ଼ିଥାଏ। ଏହି ଛୋଟ ବୋମା ସାଧାରଣ ବୋମା ଅପେକ୍ଷା ଅଧିକ ଅଞ୍ଚଳକୁ ପ୍ରଭାବିତ କରିଥାନ୍ତି। ଏଗୁଡିକ ବିପଜ୍ଜନକ ଭାବରେ...

ଇମୋଶନାଲ ହୋଇଥିଲେ…

ସାଧାରଣତଃ ପିଲାମାନେ ମନ ଖୋଲି ସବୁ କଥା କହିଦିଅନ୍ତି। କିନ୍ତୁ କିଛି ପିଲା ଅଛନ୍ତି ଯେଉଁମାନେ ଅଧିକ ଭାବପ୍ରବଣତା ଯୋଗୁ ସବୁ ଅନୁଭବକୁ କହିପାରନ୍ତି ନାହିଁ। ଭାବନା ପରିପ୍ରକାଶ ନ ହେଲେ ବେଳେବେଳେ ରାଗିଯାନ୍ତି। ଏଭଳି ପିଲାଙ୍କ ପ୍ରତି ଅଭିଭାବକ...

ଅଫିସ୍‌ ଗସିପ୍‌

ଅଫିସରେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିବା ବି ଏକ ପ୍ରକାର କଳା। କିନ୍ତୁ ସହକର୍ମୀଙ୍କ ସହ ମହିଳା କର୍ମଚାରୀମାନେ ବେଳେବେଳେ ଏମିତି ଗପରେ ମସ୍‌ଗୁଲ ହୋଇଯାଆନ୍ତି ଯେ ବ୍ୟକ୍ତିଗତ ଜୀବନର ଅନେକ ଅକୁହା କଥା ବି କହିପକାନ୍ତି। ଫଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri