ତୁର୍କୀ-ସିରିଆରେ ହଜାର ହଜାର ଜୀବନରେ ଲାଗିଲା ବିରାମ, ମୃତକଙ୍କ ସଂଖ୍ୟା ୧୫୦୦୦ ଟପିଲା
ଅଙ୍କାରା,୯ ।୨: ତୁର୍କୀ ଓ ସିରିଆରେ ୬ ଫେବୃୟାରୀରେ ଆସିଥିବା ବିନାଶକାରୀ ଭୂକମ୍ପ ଫଳରେ ହଜାର ହଜାର ଜୀବନରେ ବିରାମ ଲାଗିଛି । ଏବେ କେବଳ ଧ୍ୱଂସାବଶେଷ ଭିତରୁ ଜୀବନ ଖୋଜା ଚାଲିଛି । ୩ ଦିନ ପରେ ଜୀବନର ଆଶା…
ସ୍ଲାବ୍ ତଳେ ଭାଇକୁ ସୁରକ୍ଷା ଦେଇଥିଲା ଭଉଣୀ
ଦାମସ୍କସ୍, ୯।୨: ଭୂକମ୍ପରେ ପ୍ରଭାବିତ ସିରିଆରେ ସ୍ଲାବ୍ ତଳେ ଫସି ରହିଥିବା ଭଉଣୀ ଭାଇଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ସାନ ଭାଇକୁ ରକ୍ଷା କରିବା ଲାଗି ତା’ ମୁଣ୍ଡ ଉପରେ ଭଉଣୀ ନିଜ ହାତକୁ ରଖିଛି।…
ଡାକ ଟିକଟରେ ଚାଲର୍ସଙ୍କ ମୁକୁଟ ବିହୀନ ଛବି
ଲଣ୍ଡନ, ୯।୨: ବ୍ରିଟେନ୍ ରୟାଲ୍ ମେଲ ପକ୍ଷରୁ ବୁଧବାର କିଙ୍ଗ ଚାଲର୍ସ ତୃତୀୟଙ୍କ ଡାକ ଟିକଟ ଉନ୍ମୋଚନ କରାଯାଇଛି। ଷ୍ଟାମ୍ପରେ ଚାଲର୍ସଙ୍କ ମୁକୁଟ ବିହୀନ ଛବି ଦେଖିବାକୁ ମିଳିଛି। ପୂର୍ବ ପ୍ରକାରେ କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କ ମୁହଁ ବାମ ଆଡକୁ ଥିବାବେଳେ…
‘ହିମ ହ୍ରଦ ବନ୍ୟା’: ପ୍ରଭାବିତ ହେବେ ୩୦ ଲକ୍ଷ
ଲଣ୍ଡନ, ୯।୨: ଭବିଷ୍ୟତରେ ସାରା ବିଶ୍ୱ ହିମ ହ୍ରଦ ବନ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଯାଉଛି। ବ୍ରିଟେନ ନ୍ୟୁକାଷ୍ଟଲ ୟୁନିଭର୍ସିଟି ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏହା ଜଣାପଡ଼ିଛି। ଗ୍ଲାସିଆଲ ଲେକ୍ ଆଉଟ୍ବ୍ରଷ୍ଟ ଫ୍ଲଡ୍ସ (ଜିଏଲ୍ଓଏଫ୍) ବା ହିମ ହ୍ରଦ ବନ୍ୟା…
୧୧ ହଜାର ଟପିଲା ମୃତ୍ୟୁ
ଗାଜିଆଣ୍ଟେପ, ୯।୨: ତୁର୍କୀ ଓ ସିରିଆରେ ଅନୁଭୂତ ଶକ୍ତିଶାଳୀ ଭୂକମ୍ପକୁ ତିନିଦିନ ବିତିଯାଇଛି। ଦିନ ବିତିବା ସାଙ୍ଗକୁ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ବୁଧବାର ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ୧୧,୨୦୦ରେ ପହଞ୍ଚିଛି। ତୁର୍କୀ ରାଷ୍ଟ୍ରପତି ରିସେପ ଟାୟିପ ଇର୍ଡୋଗାନ୍ ଭୂକମ୍ପରେ କ୍ଷତିଗ୍ରସ୍ତ…
ସହାୟତା ଲୋଡି ଫ୍ରାନ୍ସ ପହଞ୍ଚିଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲନସ୍କି
ପ୍ୟାରିସ,୯ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଛି । ହେଲେ ଏବେ ପର୍ଯ୍ୟନ୍ତ ନା ରୁଷିଆ ନା ୟୁକ୍ରେନ୍ କେହି ପଛକୁ ହଟିବାକୁ ରାଜି ନୁହଁନ୍ତି । ଏହାରି ଭିତରେ ୟୁରୋପୀୟ ଅସ୍ତ୍ରଶସ୍ତ୍ରର ସହାୟତା ଲୋଡି ୟୁକ୍ରେନ୍ ରାଷ୍ଟ୍ରପତି…
ନାଟୋ ଜେଟ୍ରେ ପ୍ରଶିକ୍ଷଣ ନେଇପାରିବେ ୟୁକ୍ରେନ ପାଇଲଟ
କିଭ୍,୮ା୨: ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବ୍ରିଟେନ ଗସ୍ତ କରିଛନ୍ତି। ତାଙ୍କ ଗସ୍ତରେ ସେ ରୁଷିଆ ବିରୋଧରେ ଚାଲିଥିବା ଯୁଦ୍ଧ ପାଇଁ ସାମରିକ ସହାୟତା ଲୋଡ଼ିଛନ୍ତି। ପାଶ୍ଚାତ୍ୟ ସାମରିକ ସମର୍ଥନରେ ଏହା ଏକ ପ୍ରତୀକାତ୍ମକ ପଦକ୍ଷେପ। ଉନ୍ନତ ନାଟୋ ଯୁଦ୍ଧବିମାନ ଉପରେ…
ଯୁଦ୍ଧରେ ଅମାନତ ପରାଜୟ ଭୋଗିବ ରୁଷିଆ: ଜେଲେନସ୍କି
ଲଣ୍ଡନ,୮।୨: ରୁଷିଆ ସହ ଯୁଦ୍ଧ ମଧ୍ୟରେ ବ୍ରିଟେନ ଗସ୍ତରେ ଯାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ଜେଲେନସ୍କି ବୁଧବାର ୧୦ ଡାଉନିଙ୍ଗ ଷ୍ଟ୍ରିଟରେ ପହଞ୍ଚି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ସାକ୍ଷାତ କରିବା ସହ ସମସ୍ତ ସାଂସଦଙ୍କୁ ସମ୍ବୋଧିତ କରିଥିଲେ। ଜେଲେନସ୍କି…
ଭାରତ-ଇସ୍ରାଏଲ ସମ୍ପର୍କ ହେବ ଆହୁରି ମଜଭୁତ
ନୂଆଦିଲ୍ଲୀ/ଜେରୁଜେଲମ,୮।୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି। ଟୁଇଟ୍ ଯୋଗେ ସେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ମଜଭୁତ କରିବାର ଉପାୟ ବିଷୟରେ ଆଲୋଚନା…
ତୁର୍କୀରେ ଫସିଛନ୍ତି ୧୦ ଭାରତୀୟ
ନୂଆଦିଲ୍ଲୀ,୮ା୨: ତୁର୍କୀରେ ହୋଇଥିବା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୧୦୦୦ ଟପିଥିବା ବେଳେ ବିପର୍ଯ୍ୟୟ ପ୍ରଭାବିତ ଦେଶକୁ ସାହାଯ୍ୟ କରିବା ପାଇଁ ଭାରତ ବିପୁଳ ପରିମାଣର ରିଲିଫ ସାମଗ୍ରୀ ପଠାଇଛି। ଏହି ସମୟରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ…
ତୁର୍କୀ, ସିରିଆରେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୧୧୦୦୦ ଟପିଲା
ଆଙ୍କାରା,୮ା୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ବୁଧବାର ୧୧୦୦୦ ଅତିକ୍ରମ କରିଛି। ଦକ୍ଷିଣ ତୁର୍କୀ ଏବଂ ସିରିଆର ଲୋକମାନେ ପ୍ରବଳ ଶୀତରେ ରାତି କଟାଇଛନ୍ତି। ତୁର୍କୀର ହାଟେ ପ୍ରଦେଶର ଏକ ଡାକ୍ତରଖାନା ବାହାରେ ହଜାର ଶହ ଶହ…
ଝିଅଙ୍କୁ ସେନା ସହ ଭେଟ କରାଇଲେ କିମ୍, ଚିନ୍ତାରେ ଆମେରିକା
ସିଓଲ,୮ା୨: ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ୍ ତାଙ୍କ ଝିଅକୁ ଦେଶର ସାମରିକ ପ୍ରତିଷ୍ଠାର ୭୫ତମ ବାର୍ଷିକୀ ପାଳନ ଅବସରରେ ସୈନିକମାନଙ୍କୁ ଭେଟିବା ପାଇଁ ଆଣିଥିଲେ। ଏହି ସମୟରେ ସେ ତାଙ୍କର ପରମାଣୁ ସଶସ୍ତ୍ର ସେନାର ଶକ୍ତିକୁ ପ୍ରଶଂସା କରିଥିଲେ।…
Archives


