ହାଇପରସୋନିକ ମିଶାଇଲ ‘ଫତହ’କୁ ନିଜେ ନିର୍ମାଣ କରିଛି ବୋଲି ଦାବି କଲା ଇରାନ
ତେହେରାନ,୬।୬:ହାଇପରସୋନିକ ମିଶାଇଲ ‘ଫତହ’କୁ ଇରାନ ନିଜେ ପ୍ରସ୍ତୁତ କରିଛି ବୋଲି ଦାବି କରିଛି। ଏହି କ୍ଷେପଣାସ୍ତ୍ରର ବେଗ ଶବ୍ଦର ବେଗ ଠାରୁ ୧୫ଗୁଣ ଅଧିକ ବୋଲି ଇରାନ କହିଛି। ତେବେ ଇରାନ ଏହି ଘୋଷଣା ଏପରି ସମୟରେ କରିଛି, ଯେତେବେଳେ ପରମାଣୁ…
ୟୁୂକ୍ରେନକୁ ଏଫ-୧୬ ଯୁଦ୍ଧ ବିମାନରେ ଆଣବିକ ଅସ୍ତ୍ରଶସ୍ତ୍ର ଦେଲେ ଗ୍ରହଣ କରାଯିବ କଡ଼ା ପଦକ୍ଷେପ: ଆମେରିକାକୁ ରୁଷିଆର ଚେତାବନୀ…
ମସ୍କୋ,୬।୬ : ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଆମେରିକାରେ ନିର୍ମିତ ଏଫ-୧୬ ଯୁଦ୍ଧ ବିମାନ ପରମାଣୁ ଅସ୍ତ୍ରଶସ୍ତ୍ର ନେଇପାରିବ। ୟୁକ୍ରେନକୁ ଏହି ଯୁଦ୍ଧ ବିମାନ ଯୋଗାଇବା ଦ୍ୱନ୍ଦକୁ ଆହୁରି ବଢ଼ାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ତାଜିକିସ୍ତାନର ଦୁଶାନବେରେ…
ରାଜପରିବାରର ୧୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ହାଇକୋର୍ଟରେ ପହଞ୍ଚିଲେ ହ୍ୟାରୀ …
ଲଣ୍ଡନ,୬।୬ : ବ୍ରିଟିଶ ରାଜ ପରିବାର ଇତିହାସର ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରିନ୍ସ ହ୍ୟାରୀ ସାକ୍ଷ୍ୟ ଦେବାକୁ ହାଇକୋର୍ଟରେ ହାଜର ହୋଇଛନ୍ତି। ବ୍ରିଟିଶ ଖବରକାଗଜ ଡେଲି ମିରର ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ସାକ୍ଷ୍ୟ ଦେବା ପାଇଁ…
ଭାରତ-ମ୍ୟାନମାରକୁ ବିକ୍ରି କରିଥିବା ଅସ୍ତ୍ରଶସ୍ତ୍ର ପୁଣି କିଣୁଛି ରୁଷିଆ…
ନାପିଦ୍ୱ/ମସ୍କୋ,୬।୬ : ରୁଷିଆ ଭାରତ ଏବଂ ମ୍ୟାନମାରକୁ ବିକ୍ରି କରିଥିବା ସାମରିକ ଉପକରଣ କିଣୁଛି ବୋଲି ଏକ ବିଶ୍ଳେଷଣ ଆଧାରରେ ୱେବସାଇଟ ନିକ୍କିଏସିଆଡଟକମ ଦ୍ୱାରା ଏହି ଦାବି କରାଯାଇଛି। ୱେବସାଇଟ ଦାବି କରିଛି କଷ୍ଟମ କ୍ଲିୟରାନ୍ସ ତଥ୍ୟର ବିଶ୍ଳେଷଣକୁ ଆଧାର କରି…
ଓ୍ବାଗନର ଗ୍ରୁପ୍ ରୁଷିଆ କମାଣ୍ଡରଙ୍କୁ ବନ୍ଧକ କଲା, ପୁଟିନଙ୍କ ଚିନ୍ତା ବଢ଼ିଲା…
ମସ୍କୋ,୬।୬ : ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ସୈନ୍ୟବାହିନୀରେ ଉତ୍ତେଜନା ବଢ଼ିବାରେ ଲାଗିଛି। ୱାଗନର୍ ଗ୍ରୁପ ଏବଂ ରୁଷିଆର ସେନା ମଧ୍ୟରେ ପୂର୍ବରୁ ବହୁ ଥର ମନାନ୍ତର ଥିବା ଖବର ଆସିଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ…
ରୁଷିଆ ଭାଙ୍ଗିଛି ୟୁକ୍ରେନ ଡ୍ୟାମ: ଜେଲେନସ୍କି …
କିଭ୍,୬।୬ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଛି, କିନ୍ତୁ ଏହାର ଫଳାଫଳ କ’ଣ ହେବ ତାହା ପୂର୍ବାନୁମାନ କରିବା କଷ୍ଟକର। ବର୍ତ୍ତମାନ ୟୁକ୍ରେନ ସରକାର ରୁଷିଆକୁ ଏହାର ବିଶାଳ ଡ୍ୟାମକୁ…
ମୋ ନିକଟରେ ଦୁଇଟି ବିକଳ୍ପ, ଆତ୍ମହତ୍ୟା କରିବି ନଚେତ ଦଳ ଛାଡିବି..ଇମ୍ରାନ ଖାଁ ଶେୟାର କଲେ ପିଟିଆଇ ନେତାଙ୍କ ମେସେଜ
ଇସଲାମାବାଦ,୬।୬: ପାକିସ୍ତାନ ରାଜନୀତିରେ ଟଣାଓଟରା ସବୁବେଳେ ଲାଗି ରହିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ତାଙ୍କ ପାର୍ଟିକୁ ଜବରଦସ୍ତ ଯୋଡିବାକୁ ଚେଷ୍ଟା କରାଯାଉଛି। ସେ ଟୁଇଟରରେ ଏକ ପୋଷ୍ଟ ଶେୟାର କରି ଶାସକ ଦଳ ଉପରେ ଅଭିଯୋଗ ଆଣିଛନ୍ତି।…
ଭର୍ଜିନିଆ ବିମାନ ଦୁର୍ଘଟଣା: ରହସ୍ୟମୟୀ ବିମାନ ଦୁର୍ଘଟଣାକୁ ନେଇ ପାଇଲଟଙ୍କ ଉପରେ ‘ଅବହେଳା ମନୋଭାବ’ର ଅଭିଯୋଗ
ଓ୍ବାଶିଂଟନ,୬।୬: ଆମେରିକାର ଭର୍ଜିନିଆରେ ରବିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଆମେରିକାର ଅଧିକାରୀମାନେ ସୂଚନା ଦେଇଥିଲେ। ଅଧିକାରୀମାନେ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ଦୁର୍ଘଟଣା ସମୟରେ ନିଜ ସିଟରୁ ଖସି ଯାଇଥିଲେ।…
‘ଭାରତ ଏକ ଜୀବନ୍ତ ଲୋକତନ୍ତ୍ର ଦିଲ୍ଲୀ ଯାଆନ୍ତୁ ଆଉ ନିଜେ ଦେଖନ୍ତୁ’,ମୋଦିଙ୍କ ଗସ୍ତ ପୂର୍ବରୁ କହିଲା ଆମେରିକା
ଓ୍ବାଶିଂଟନ,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ଗଣତନ୍ତ୍ରର ଅବସ୍ଥା ସମ୍ବନ୍ଧୀୟ ଚିନ୍ତାକୁ ଆମେରିକା ଖାରଜ କରିଦେଇଛି। ଆମେରିକା ସରକାର ସୋମବାର କହିଛନ୍ତି ଯେ ଭାରତ ଏକ ଜୀବନ୍ତ ଗଣତନ୍ତ୍ର, ଯାହାକୁ ନୂଆଦିଲ୍ଲୀ ପରିଦର୍ଶନ କରୁଥିବା ବ୍ୟକ୍ତି ନିଜେ ଦେଖିପାରିବେ।ହ୍ବାଇଟ ହାଉସର…
ରାଷ୍ଟ୍ରପତି ନିର୍ବାଚନ: ଟ୍ରମ୍ପ୍ଙ୍କୁ ଚ୍ୟାଲେଞ୍ଜ ଦେବେ ମାଇକ୍ ପେନ୍ସ
ଓ୍ବାଶିଂଟନ, ୬ା୬: ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ରିପବ୍ଲିକାନ୍ ପ୍ରାର୍ଥତ୍ତ୍ୱ ଦୌଡ଼ରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ଉପରାଷ୍ଟ୍ରପତି ମାଇକ୍ ପେନ୍ସ ହେବାକୁ ଯାଉଛନ୍ତି। ସେ ଆମେରିକା ଫେଡେରାଲ ଇଲେକ୍ସନ କମିଶନଙ୍କ ନିକଟରେ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।…
‘ଭାରତର ଡିଜିଟାଲ ସ୍ବାସ୍ଥ୍ୟ ପ୍ରଯୁକ୍ତି ବିଶ୍ୱକୁ ଶିକ୍ଷା ଦେଇପାରିବ’
ହାଇଦ୍ରାବାଦ, ୬ା୬: ଭାରତ ସଫଳତାର ସହ ଆପଣାଇଥିବା ଡିଜିଟାଲ ସ୍ବାସ୍ଥ୍ୟସେବା ପ୍ରଯୁକ୍ତି ସାରା ବିଶ୍ୱରେ ସ୍ବାସ୍ଥ୍ୟସେବା ବଢ଼ାଇବା ଦିଗରେ ଶିକ୍ଷା ଦେଇପାରିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ସୋମବାର କୁହାଯାଇଛି। ସବୁ ଦେଶ ଏହି ଟେକ୍ନୋଲୋଜି ଆପଣାଇବା ପାଇଁ…
ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ରବର୍ଟ କେନେଡି ଜୁନିୟରଙ୍କୁ ଜାକ୍ ଡୋର୍ସିଙ୍କ ସମର୍ଥନ
ଓ୍ବାଶିଂଟନ, ୬ା୬: ଆମେରିକା ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟିକ୍ ପାର୍ଟିର ରବର୍ଟ ଏଫ୍. କେନେଡି ଜୁନିୟରଙ୍କ ପ୍ରାର୍ଥତ୍ତ୍ୱକୁ ଟୁଇଟରର ସହପ୍ରତିଷ୍ଠାତା ଜାକ୍ ଡୋର୍ସି ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛନ୍ତି। ୨୦୨୪ ନିର୍ବାଚନରେ ରବର୍ଟ ଏଫ୍ କେନେଡି ଜୁନିୟର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ…

