ବଢ଼ୁଛି କାଣ୍ଡିଡା ଅରିସ୍ ଫଙ୍ଗାଲ୍ ସଂକ୍ରମଣ
ଓ୍ବାଶିଂଟନ୍,୨୨ା୩: ଆମେରିକାରେ ପ୍ରାଣଘାତୀ କାଣ୍ଡିଡା ଆରିସ୍ ଫଙ୍ଗାଲ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ଶନ୍ (ସିଡିସି) ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ୨୦୧୯ରେ ଦେଶରେ ମୋଟ ୪୭୬ କାଣ୍ଡିଡା ଅରିସ…
ଭାରତରେ ମାନବାଧିକାର ଉଲ୍ଲଂଘନର ଅସଂଖ୍ୟ ଦୃଷ୍ଟାନ୍ତ
ଓ୍ବାଶିଂଟନ,୨୨ା୩: ଭାରତରେ ମାନବାଧିକାର ସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ଦେଶରେ ଧର୍ମୀୟ ସଂଖ୍ୟାଲଘୁ, ବିରୋଧୀ ଓ ଖବରଦାତାମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ ସୋମବାର ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ ଦର୍ଶାଯାଇଛି। ବିଭାଗୀୟ ମୁଖ୍ୟ ଆଣ୍ଟୋନି ବ୍ଲିଙ୍କେନ୍ଙ୍କ…
ଇମ୍ରାନଙ୍କୁ ଜାମିନ…
ଇସଲାମାବାଦ,୨୧।୩ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଲାହୋର ହାଇକୋର୍ଟ ତାଙ୍କୁ ଦୁଇଟି ଆତଙ୍କବାଦ ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଗତ ସପ୍ତାହରେ ଇସଲାମାବାଦର ନ୍ୟାୟିକ କମ୍ପ୍ଲେକ୍ସ ବାହାରେ ହିଂସା ଘଟଣାରେ ଆତଙ୍କବାଦ ସମେତ…
୫୩ ଦେଶରେ ୧୦୨ ଚାଇନା ପୋଲିସ ଷ୍ଟେଶନ: କରାଯାଉଛି ଗୁପ୍ତଚରୀ…
ବେଜିଂ,୨୧।୩ : ବିଶ୍ୱବ୍ୟାପୀ ନିଜର ଉପସ୍ଥିତି ଜାହିର କରିବା ପାଇଁ ଚାଇନା ଏକ ନୂତନ ରଣନୀତି ଆପଣେଇଛି। ସେପ୍ଟେମ୍ବର ୨୦୨୨ ରେ, ସ୍ପେନର ନାଗରିକ ଅଧିକାର ଗୋଷ୍ଠୀର ଏକ ରିପୋର୍ଟରୁ ଜଣାପଡିଛି ଯେ ଚାଇନ ବିଭିନ୍ନ ଦେଶରେ ଚାଇନିଜ ଓଭରସିଜ ପୋଲିସ…
ଉହାନ ଲ୍ୟାବର କରୋନା ଲିଙ୍କ୍ ଯାଞ୍ଚ: ବିଲ୍ରେ ଦସ୍ତଖତ କଲେ ବାଇଡେନ…
ଓ୍ବାଶିଂଟନ,୨୧।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଉହାନ ଲ୍ୟାବର କରୋନା ଲିଙ୍କ୍ ଯାଞ୍ଚ ବିଲରେ ଦସ୍ତଖତ କରିଛନ୍ତି। ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ ଆମକୁ କରୋନାର ଉତ୍ପତ୍ତିର ମୂଳରେ ପହଞ୍ଚିବାକୁ ପଡିବ । ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି…
ଆମେରିକାରେ ବି ତୋସାଖାନା ଦୁର୍ନୀତି: ଟ୍ରମ୍ପ କୋଟି କୋଟି ଟଙ୍କାର ଉପହାର ନେଇଥିବା ଅଭିଯୋଗ…
ଓ୍ବାଶିଂଟନ,୨୧।୩ : ଆମେରିକାରେ ମଧ୍ୟ ପାକିସ୍ତାନ ପରି ତୋସାଖାନା ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଥିବାବେଳେ କୋଟି କୋଟି ଟଙ୍କାର ଉପହାର ହଡ଼ପ କରି ନେଇଛନ୍ତି। ଏକ ରିପୋର୍ଟରେ କୁହାଯାଇଛି…
ୟୁକ୍ରେନରେ ପହଞ୍ଚିଲେ ଜାପାନ ପ୍ରଧାନମନ୍ତ୍ରୀ
କିଭ୍,୨୧।୩: ଭାରତ ଗସ୍ତରୁ ଫେରି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଙ୍ଗଳବାର ୟୁକ୍ରେନରେ ପହଞ୍ଚିଛନ୍ତି। ଏଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଜାପାନ ପ୍ରଧାନମନ୍ତ୍ରୀ ସୋମବାର ଭାରତ ଗସ୍ତରେ ଯାଇଥିଲେ ଏବଂ କିଛି ଘଣ୍ଟା ପରେ…
‘ଭାଜପା ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ରାଜନୈତିକ ଦଳ’
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୨୧।୩: ଭାଜପା ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ରାଜନୈତିକ ଦଳ। ଆମେରିକାର ଖବରକାଗଜ ‘ଦ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ’ର ଏକ ଓପିନିୟନ୍ ଆର୍ଟିକିଲ୍ରେ ଏହି ଦାବି କରାଯାଇଛି। ୱାଲ୍ଟର ରସେଲ ମିଡଙ୍କ ଦ୍ୱାରା ଲିଖିତ ଏହି ଆର୍ଟିକିଲରେ ଦର୍ଶାଯାଇଛି ଯେ,…
ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା: ନିନ୍ଦା କଲା ଆମେରିକା
ଓ୍ବାଶିଂଟନ୍,୨୧।୩: ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ଘଟଣାକୁ ବାଇଡେନ ସରକାର ଦୃଢ ନିନ୍ଦା କରିଛନ୍ତି। ଏପରି ଆକ୍ରମଣକୁ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ବୋଲି ଆମେରିକା କହିଛି। ଏହି ଘଟଣାକୁ ନିନ୍ଦା କରି ହ୍ବାଇଟହାଉସର…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଅନୁରୋଧ କଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍
ଦୋହା,୨୧।୩: ଚଳିତ ବର୍ଷ ଖେଳାଯିବାକୁ ଥିବା ଏସିଆ କପ ଟୁର୍ନାମେଣ୍ଟ ପାକିସ୍ତାନରେ ଆୟୋଜିତ ହେଉଛି। କିନ୍ତୁ ଭାରତୀୟ ଦଳ ଏସିଆ କପ ୨୦୨୩ ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ସେକ୍ରେଟାରି ଜୟ…
ଆଜି ଗିରଫ ହୋଇପାରନ୍ତି ଟ୍ରମ୍ପ, ସମର୍ଥକଙ୍କୁ ଲେଖିଲେ ଶେଷ ଚିଠି
ଓ୍ବାଶିଂଟନ୍,୨୧।୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୨୦୧୬ ନିର୍ବାଚନ ପ୍ରଚାରରେ ଅନିୟମିତ ଦେୟ ମାମଲାରେ ଶୁଣାଣି ଚାଲିଛି। ତାଙ୍କୁ ଯେକୌଣସି ସମୟରେ ଗିରଫ କରାଯିବ ବୋଲି ଜଣାପଡିଛି। ଏହି ସମୟରେ ଟ୍ରମ୍ପ ସମର୍ଥକଙ୍କୁ ଏକ ଇ-ମେଲ ପଠାଇ କହିଥିଲେ…
ୟୁଏଇରେ ଷଷ୍ଠ ଶତାବ୍ଦୀର ସହର ଠାବ
ସିନିୟାହ ଆଇଲାଣ୍ଡ, ୨୧ା୩:ୟୁନାଇଟେଡ୍ ଆରବ ଏମିରାଟ୍ସ (ୟୁଏଇ)ର ଭୂତତ୍ତ୍ୱବିଦ୍ମାନେ ନର୍ଦ୍ଦର୍ନ ଶେଖଡୋମ୍ସର ଦ୍ୱୀପରୁ ଷଷ୍ଠ ଶତାବ୍ଦୀର ଏକ ସହର ଠାବ କରିଛନ୍ତି। ଉମ ଅଲ-କୁଓ୍ବେନର ସିନିୟାହ ଦ୍ୱୀପରେ ଅବସ୍ଥିତ ଏହି ସହରରେ ଅନେକ ହଜାର ଲୋକ ବାସ କରୁଥିବାବେଳେ ଏଠାରେ ଶତାଧିକ…
Archives


