ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରକ୍ରିୟାରେ ଚାଇନାର ହସ୍ତକ୍ଷେପ: ବୌଦ୍ଧ ସଂଗଠନ ପକ୍ଷରୁ ନିନ୍ଦା…
ତିବ୍ଦତ,୨୧।୧ : ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବାରୁ ଚାଇନାକୁ ବୌଦ୍ଧ ସଂଗଠନ ପକ୍ଷରୁ ନିନ୍ଦା କରାଯାଇଛି। ଜାପାନର ବିଶ୍ୱ ବୌଦ୍ଧ ଫେଡେରେଶନ ଏକ କଠୋର ବାର୍ତ୍ତାରେ କହିଛି ଯେ ତିବ୍ଦତୀୟ ଲୋକମାନେ ଚାଇନା ନୁହେଁ ତିବ୍ଦତୀୟ ସଂସ୍କୃତି...
ଚନ୍ଦ୍ରରେ ପାଦ ଦେଇଥିବା ଦ୍ୱିତୀୟ ବ୍ୟକ୍ତି ଆଲଡ୍ରିନ ୯୩ତମ ଜନ୍ମ ଦିନରେ କଲେ ବିବାହ…
ଓ୍ବାଶିଂଟନ,୨୧।୧ : ଚନ୍ଦ୍ରରେ ପାଦ ଦେଇଥିବା ଦ୍ୱିତୀୟ ବ୍ୟକ୍ତି ବଜ ଆଲଡ୍ରିନ ତାଙ୍କର ୯୩ ତମ ଜନ୍ମଦିନରେ ତାଙ୍କର ଦୀର୍ଘ ଦିନର ପ୍ରେମିକାଙ୍କୁ ବିବାହ କରିଛନ୍ତି। ୧୯୬୯ ଆପୋଲୋ ୧୧ ମିଶନର ଏକ ଅଂଶ ଭାବରେ ଚନ୍ଦ୍ରରେ ପାଦ ଦେଇଥିବା...
ତାଇଓ୍ବାନକୁ ଡରାଇଲେ ସାରା ପୃଥିବୀ ହେବ ପ୍ରଭାବିତ: ଚାଇନାକୁ ଆମେରିକାର ଚେତାବନୀ…
ଓ୍ବାଶିଂଟନ,୨୧।୧ : ତାଇୱାନ ଏବଂ ଚାଇନେ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଚାଇନା କ୍ରମାଗତ ଭାବରେ ତାଇୱାନକୁ ଧମକ ଦେଉଛି। ଏନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର ଚାଇନା ପ୍ରତିପକ୍ଷ ଶି ଜିନପିଙ୍ଗ ପ୍ରଶାସନକୁ ଚେତାବନୀ ଦେଇଛି। ଆମେରିକା...
ସିଟ୍ ବେଲ୍ଟ ବାନ୍ଧି ନ ଥିବାରୁ ଜରିମାନା ଦେଲେ ସୁନକ…
ଲଣ୍ଡନ,୨୧।୧ : ପାଶ୍ଚାତ୍ୟ ଦେଶଗୁଡିକ ନିୟମ ଏବଂ ଆଇନଗୁଡିକ ଉପରେ କେତେ କଠୋର, ଏହା ଜାଣିହେବ ଯେ ସେଠାରେ ନିୟମ ପାଳନ ନକରିବାରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। କାରରେ ସିଟ ବେଲ୍ଟ ନ ପିନ୍ଧି...
ପାକିସ୍ତାନରେ ନୂଆ ସଙ୍କଟ: ଜାହାଜ ଏଜେଣ୍ଟ ରପ୍ତାନି ବନ୍ଦ କରିବାକୁ ଦେଲେ ଚେତାବନୀ…
ଇସଲାମାବାଦ,୨୧।୧ : ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ଉପରେ ଆଉ ଏକ ବିପଦ ଘନେଇବାରେ ଲାଗିଛି। ଶିପିଂ ଏଜେଣ୍ଟମାନେ ପାକିସ୍ତାନ ସରକାରଙ୍କୁ ସମସ୍ତ ରପ୍ତାନି କାର୍ଗୋ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। କାରଣ ବିଦେଶୀ ଶିପିଂ ଲାଇନ ଦେଶକୁ...
ଗାବନର ବୈଦେଶିକ ମନ୍ତ୍ରୀ ମିସେଲ ମୋସା ଆଡାମୋଙ୍କ ପରଲୋକ, ଶୋକ ପ୍ରକାଶ କଲେ ଜୟଶଙ୍କର…
ଲିବ୍ରେଭିଲେ,୨୧।୧ : ଗାବନର ବୈଦେଶିକ ମନ୍ତ୍ରୀ ମିସେଲ ମୋସା ଆଡାମୋଙ୍କ ଦେହାନ୍ତ ହୋଇଛି। ଗାବନର ରାଷ୍ଟ୍ରପତି ଅଲି ବଙ୍ଗୋ ଓଡିମ୍ବା ଏକ ଟୁଇଟରେ ତାଙ୍କୁ ଗାବନଙ୍କ ପାଇଁ ଏକ ବଡ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କୁ ଜଣେ...
ରୁଷିଆ-ୟୁକ୍ରେନ ମଧ୍ୟରେ କଥାବାର୍ତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ମୋଦି: ଫ୍ରାନସିସି ଖବରଦାତା
ୱାଶିଂଟନ,୨୧ ।୧: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ସାରା ବିଶ୍ୱ ପାଇଁ ଚର୍ଚ୍ଚାର ବିଷୟ ପାଲଟଛି । ବିଶେଷ କରି ପଶ୍ଚିମ ଦେଶ ପାଇଁ ଏବେ ଏହି ଯୁଦ୍ଧ ଚିନ୍ତାର କାରଣ ହୋଇଗଲାଣି । ଯୁଦ୍ଧ ଶେଷ ହେବାର...
କ୍ରିସ ହିପକିନ୍ସ ହୋଇପାରନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ
ୱେଲିଂଟନ,୨୧ ।୧: ନ୍ୟୁଜିଲାଣ୍ଡର ଶିକ୍ଷାମନ୍ତ୍ରୀ କ୍ରିସ ହିପକିନ୍ସ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ପ୍ରଧାନମନ୍ତ୍ରୀ ପଦ ପାଇଁ କ୍ରିସ ହିପକିନ୍ସ ଏକମାତ୍ର ପ୍ରାର୍ଥି । ଦୁଇ ଦିନ ପରେ ସେ ଇସ୍ତଫା ଦେଇଥିବା ଜେରିଣ୍ଡା ଅର୍ଡର୍ନଙ୍କ ସ୍ଥାନ ନେବେ...
୧୦ ବର୍ଷ ଧରି ଗୋପନରେ ସହାୟତା
ଓ୍ବାଶିଂଟନ,୨୧।୧: ଆମେରିକାର ଆଲବାମାସ୍ଥିତ ଛୋଟ ସହର ଗେରାଲ୍ଡାଇନ୍ରେ ଜଣେ କୃଷକ ବର୍ଷ ବର୍ଷ ଧରି ଗୋପନରେ ଲୋକଙ୍କ ବିଲ୍ ପଇଠ କରିଚାଲିଥିଲେ। ଅସହାୟ ଲୋକଙ୍କୁ ଔଷଧ କିଣିବା ପାଇଁ କୃଷକ ହୋଡି ବୁଫୋର୍ଡ ଚିଲ୍ଡ୍ରେସ୍ ଅନେକ ହଜାର ଡଲାର ଦାନ...
ୱାଗନର ପିଏମସିକୁ ଅପରାଧିକ ସଙ୍ଗଠନ ଘୋଷଣା କଲା ଆମେରିକା, ଆସନ୍ତା ସପ୍ତାହରେ ଘୋଷଣା ହେବ ପ୍ରତିବନ୍ଧକ
ୱାଶିଂଟନ,୨୧ ।୧: ହ୍ୱାଇଟ ହାଉସର ପ୍ରବକ୍ତା ଜନ କିର୍ବି କହିଛନ୍ତି, ଆମେରିକା ଶୁକ୍ରବାର ‘ୱେଗନର’ ପିଏମସିକୁ ପାରମ୍ପରିକ ଅପରାଧିକ ସଙ୍ଗଠନ ଘୋଷଣା କରିଛି । ହ୍ୱାଇଟ ହାଉସ ବ୍ରିଫିଙ୍ଗରେ କିର୍ବି କହିଛନ୍ତି ଏହି ୟେୱଗେନି ପ୍ରିଗୋଝିନର ସେନା କମ୍ପାନୀ ବିରୋଧରେ...
ୟୁକ୍ରେନ୍କୁ ୨୭.୫ ବିଲିୟନ୍ ଡଲାର ସାମରିକ ସହାୟତା ଦେଲାଣି ଆମେରିକା
ଓ୍ବାଶିଂଟନ୍,୨୧।୧: ୨୦୨୨ ଫେବୃୟାରୀ ୨୪ରେ ୟୁକ୍ରେନ୍ ଉପରେ ରୁଷିଆ ପ୍ରଥମ ଆକ୍ରମଣ କରିଥିଲା। ଏହି ଯୁଦ୍ଧକୁ ଶୁକ୍ରବାର ୩୩୧ ଦିନ ପୂରିଥିବାବେଳେ ଆମେରିକା ଆଉ ୨.୫ ବିଲିୟନ୍ ଡଲାର ସାମରିକ ସହାୟତା ଘୋଷଣା କରିଛି। ଏହାକୁ ମିଶାଇ କିଭ୍କୁ ଆମେରିକାର...
ଆମେରିକାର ନୂଆ ନେତା ହୋଇପାରିବି
ଓ୍ବାଶିଂଟନ,୨୧ା୧: ଆଗଧାଡ଼ିର ଭାରତୀୟ ବଂଶୋଦ୍ଭବ ରିପବ୍ଲିକାନ୍ ନେତ୍ରୀ ନିକ୍କି ହାଲି ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ସାମିଲ ହେବାକୁ ଯାଉଛନ୍ତି। ଫକ୍ସ ନ୍ୟୁଜ୍କୁ ସାକ୍ଷାତ୍କାର ଦେବାବେଳେ ୫୧ ବର୍ଷୀୟା ନିକ୍କି ନିଜେ ଏନେଇ ସଙ୍କେତ ଦେଇଛନ୍ତି। ଦେଶକୁ ଏକ ନୂଆ...
Archives


